ଜାତୀୟ

୩ ମାସର ଶିଶୁକନ୍ୟା ବଳାତ୍କାର ମାମଲାରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ: ଅଭିଯୁକ୍ତଙ୍କୁ କହିବାର ସୁଯୋଗ ନ ଦେଇ କିପରି ହେଲା ଫାଶୀ ଦଣ୍ଡାଦେଶ…

ନୂଆଦିଲ୍ଲୀ,୨୧।୧୦ : ତିନି ମାସର ଶିଶୁକନ୍ୟାଙ୍କୁ ବଳାତ୍କାର ଓ ହତ୍ୟା ମାମଲାରେ ଫାଶୀ ଦଣ୍ଡାଦେଶ କରାଯାଇଥିବା ଜଣେ ବ୍ୟକ୍ତିଙ୍କ ଦଣ୍ଡକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି। ଏହି ମାମଲାକୁ ଏକ ନୂତନ ଶୁଣାଣି ପାଇଁ ପଠାଇଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଶୁଣାଣି ସମୟରେ...

ପେଣ୍ଡାଲର ନାଁ ‘ଋତୁବତୀ’

କୋଲକତା,୨୧।୧୦: ଋତୁସ୍ରାବ ନାରୀ ପାଇଁ ଏକ କଠିନ ସପ୍ତାହ। ମାସକ ମଧ୍ୟରେ ଏହି ୭ଦିନ ତାକୁ ଗର୍ଭଧାରଣ ପରି ପୀଡା ଅନୁଭୂତ ହୋଇଥାଏ। ଏହି ଯନ୍ତ୍ରଣାଦାୟକ କଷ୍ଟ ନାରୀ ପାଇଁ ସମସ୍ୟା ହୋଇଥିଲେ ମଧ୍ୟ ସମାଜର କେତେକ ସ୍ଥାନରେ ଏହାକୁ...

ପୁରା ବିଶ୍ୱରେ ଚାଲିବ ଭାରତର ଦବଦବା, ଏହି କମ୍ପାନୀ ଦେଲା ବଡ଼ ବୟାନ

ନୂଆଦିଲ୍ଲୀ, ୨୧।୧୦: ମାନୁଫାଚରିଂ ଜଗତରେ ଭାରତ ଏକ ବଡ଼ ଖେଳାଳି ରୂପରେ ଆଗକୁ ବଢି ଚାଲିଛି। ଆପଲ୍ ଏବଂ ଗୁଗୁଲ ଭଳି ଅନେକ ବଡ଼ କମ୍ପାନୀ ସେମାନଙ୍କର ଉତ୍ପାଦ ଭାରତରେ ପ୍ରସ୍ତୁତ କରୁଛନ୍ତି। ପୂର୍ବରୁ ଆପଲ ଏହାର ଆଇଫୋନ ଭାରତରେ...

ରାହୁଲ ଗାନ୍ଧୀ କାଗଜ ବାଘ: କବିତାଙ୍କ କଟାକ୍ଷ…

ହାଇଦ୍ରାବାଦ,୨୧।୧୦ : ସମସ୍ତ ରାଜନୈତିକ ଦଳ ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତ ହେବାରେ ଲାଗିଛନ୍ତି। ନିଜ ନିଜ ବିଜୟ ଦାବି କରି ଦଳର ନେତାମାନେ ରାଜ୍ୟ ନିର୍ବାଚନ ରାଲିରେ ସମ୍ବୋଧିତ କରୁଛନ୍ତି। କଂଗ୍ରେସର ବିଜୟରେ ଆତ୍ମବିଶ୍ୱାସ ପ୍ରକାଶ କରି...

‘ଭାରତରେ ଥିଲେ ମହୁଆ, ଦୁବାଇରେ ଲଗଇନ୍ ହୋଇଥିଲା ପାର୍ଲିଆମେଣ୍ଟ ଆଇଡି’: ନିଶିକାନ୍ତ ଦୁବେ

ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ(ଟିଏମସି) ଏମପି ମହୁଆ ମୋଇତ୍ରା ଏବଂ ଭାଜପା ଏମପି ନିଶିକାନ୍ତଙ୍କ ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି। ସଂସଦରେ ମହୁଆ ପ୍ରଶ୍ନ କରିବା ପାଇଁ ଟଙ୍କା ନେଉଥିବା ଅଭିଯୋଗ ଲଗାଇବା ପରେ ଏବେ ନିଶିକାନ୍ତ ମହୁଆଙ୍କ ଉପରେ ଆହୁରି...

ଏଲଆଇସି ପଲିସି ବନ୍ଦ ହୋଇଯାଇଥିଲେ ଏପରି କରନ୍ତୁ ପୁଣି ଆରମ୍ଭ, ମିଳୁଛି ୩୦ପ୍ରତିଶତ ରିହାତି

ନୂଆଦିଲ୍ଲୀ,୨୧।୧୦: ଭାରତୀୟ ଜୀବନ ବୀମା ନିଗମ(ଏଲଆଇସି)ର ଦେଶ ବ୍ୟାପି କୋଟି କୋଟି ପଲିସି ହୋଲଡ଼ର ରହିଛନ୍ତି। କିଛି ଲୋକେ ପଲିସି କିଣି ଦିଅନ୍ତି କିନ୍ତୁ ପରବର୍ତ୍ତୀ ସମୟରେ ସେମାନେ ପ୍ରିମିୟମ ଭାରି ପାରିନଥାନ୍ତି। ଏଭଳି ସ୍ଥିତିରେ ପଲିସି (ଲାପସ୍) ବନ୍ଦ...

ଭାରତରେ ଥିଲେ ମହୁଆ, ଦୁବାଇରେ ଲଗିନ୍‌ ହେଉଥିଲା ପାର୍ଲାମେଣ୍ଟାରୀ ଆଇଡି

ନୂଆଦିଲ୍ଲୀ,୨୧।୧୦: ଟିଏମସି ଏମପି ମହୁଆ ମୋଇତ୍ର ଏବଂ ଭାଜପା ଏମପି ନିଶିକାନ୍ତ ଦୁବେଙ୍କ ମଧ୍ୟରେ ବିବାଦ କ୍ରମାଗତ ଭାବେ ବୃଦ୍ଧି ପାଉଛି। ସଂସଦରେ ପ୍ରଶ୍ନ ପଚାରିବା ବଦଳରେ ମହୁଆଙ୍କୁ ନଗଦ ଟଙ୍କା ନେଇଥିବା ଅଭିଯୋଗ କରିବା ପରେ ନିଶିକାନ୍ତ ଦୁବେ...

ଫେରିନି ୧୦ହଜାର କୋଟି ପୁରୁଣା ୨ହଜାର ଟଙ୍କିଆ ନୋଟ୍‌: ଆରବିଆଇ ଗଭର୍ନର

ନୂଆଦିଲ୍ଲୀ,୨୧।୧୦;୨ହଜାର ଟଙ୍କା ନୋଟ୍‌ ଜମା ଓ ଅଦଳବଦଳ ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ ଅକ୍ଟୋବର ୭ତାରିଖ ପର୍ଯ୍ୟନ୍ତି ସମୟ ସୀମା ବୃଦ୍ଧି କରିଥିଲା। ଏହା ପରେ ମଧ୍ୟ ସବୁ ନୋଟ ବ୍ୟାଙ୍କରେ ପହଞ୍ଚି ପାରିନାହିଁ। ଏବେ ବି ବ୍ୟାଙ୍କରେ ନୋଟ...

ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ ଭାଜପାର ୮୩ ପ୍ରାର୍ଥୀଙ୍କ ନାମ ଘୋଷଣା, ବସୁନ୍ଧରାଙ୍କୁ ମିଳିଲା ଟିକେଟ

ଜୟପୁର,୨୧।୧୦: ଭାରତୀୟ ଜନତା ପାର୍ଟି (ଭାଜପା)ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ କରିଛି। ପ୍ରଥମ ତାଲିକାରେ ଭାଜପା ଏହାର ବହୁ ବଡ ନେତାଙ୍କ ନାମ ମଧ୍ୟ ଘୋଷଣା କରିଛି। ଦଳ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଶକ୍ତିଶାଳୀ...

କ୍ୟାନ୍‌ସର ମେଡିସିନ୍‌ରୁ ଇନ୍‌ସୁଲିନ୍‌ ଯାଏ..ଏଣିକି ଏମ୍ସରେ ମାଗଣାରେ ମିଳିବ ମହଙ୍ଗା ଔଷଧ; ଦେଖନ୍ତୁ ତାଲିକା…

ନୂଆଦିଲ୍ଲୀ,୨୧।୧୦: ଏଣିକି ଏମ୍ସରେ ୩୫୯ ପ୍ରକାରର ଔଷଧ ମାଗଣାରେ ମିଳିବ। କାରଣ ହସ୍ପିଟାଲର ଜେନେରିକ୍‌ ଫାର୍ମାସୀ ତାଲିକାରେ ପରିବର୍ତ୍ତନ କରାଯାଇଛି। ଫଳରେ କ୍ୟାନ୍‌ସର, ମଧୁମେହ, ଆର୍ଥ୍ରାଇଟିସ୍‌, ସୋରିୟାସିସ୍‌ ଆଦି ରୋଗୀ ମାଗଣାରେ ଔଷଧ ପାଇପାରିବେ। ଚିକିତ୍ସା ଲାଗି ଆସୁଥିବା ରୋଗୀଙ୍କୁ...

ଦୁର୍ଗା ପେଣ୍ଡାଲରେ ବଳାତ୍କାର-ଭ୍ରୁଣ ହତ୍ୟାର ମେଢ, ପୂଜା ପାଉଛନ୍ତି ଦୁର୍ଗା ନୁହେଁ ଜଣେ ମହିଳା

କୋଲକତା,୨୧।୧୦: ନାରୀର ଅନ୍ୟ ଏକ ଅବତାର ଦୁର୍ଗା। ସେ ତା ସନ୍ତାନ ପାଇଁ କେତେବେଳେ ସ୍ନେହମୟୀ ଦେବୀ ପାଲଟେ ତ କେତେବେଳେ ସଂହାରକର୍ତ୍ତୀ। ନାରୀର ସେଇ ରୂପ ଜଗତଜନନୀ ଦୁର୍ଗା ଏହି ପାର୍ବଣ ଋତୁରେ ଧରାବତରଣ କରନ୍ତି। ସବୁ ମଣ୍ଡପରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri