ଜାତୀୟ

‘ସୀମା ହେଉ ଅବା ଆଭ୍ୟନ୍ତରୀଣ ସୁରକ୍ଷା ପୋଲିସଙ୍କ ବିନା ସମ୍ଭବ ନୁହେଁ’, ଶାହା କହିଲେ ଏମାନଙ୍କ ଡ୍ୟୁଟି ସବୁଠାରୁ ଚ୍ୟାଲେଞ୍ଜିଂ

ନୂଆଦିଲ୍ଲୀ,୨୧।୧୦: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ କୌଣସି ଦେଶରେ ସଚେତନ ପୋଲିସ ବିନା ସୀମା ଏବଂ ଆଭ୍ୟନ୍ତରୀଣ ସୁରକ୍ଷା ସମ୍ଭବ ନୁହେଁ। ରାଷ୍ଟ୍ରୀୟ ପୋଲିସ ମେମୋରିଆଲରେ ଅମିତ ଶାହା ଏହା କହିଛନ୍ତି। ସୂଚନାଯୋଗ୍ୟ, ଆଜି ହେଉଛି...

ଉତ୍‌କ୍ଷେପଣର ୫ ସେକେଣ୍ଡ ପୂର୍ବରୁ ଅଟକିଲା ଗଗନୟାନ

ନୂଆଦିଲ୍ଲୀ,୨୧।୧୦ଷ: ଇସ୍ରୋ ମିଶନ ଗଗନୟାନର ପ୍ରଥମ ପରୀକ୍ଷଣ ଉଡାଣକୁ ରୋକି ଦିଆଯାଇଛି। ଗଣମାଧ୍ୟମକୁ ସମ୍ବୋଧିତ କରିବାବେଳେ ଇସ୍ରୋ ମୁଖ୍ୟ ଏସ ସୋମନାଥ କହିଛନ୍ତି, କ’ଣ ଭୁଲ ହୋଇଛି ଆମେ ଜାଣିବାକୁ ଚେଷ୍ଟା କରୁଛୁ। ଏହି ମିଶନ ଶନିବାର (୨୧ ଅକ୍ଟୋବର)...

ଜେଲରୁ ମୁକୁଳିଲେ ପାନ୍ଧେର

ନୋଏଡ଼ା,୨୧ା୧୦: ୨୦୦୬ର ସମ୍ବେଦନଶୀଳ ନିଠାରି ସିରିଏଲ୍‌ ହତ୍ୟା ମାମଲାରେ ଗିରଫ ହୋଇ ଜେଲରେ ଥିବା ମନିନ୍ଦର ସିଂ ପାନ୍ଧେର୍‌ ଶୁକ୍ରବାର ଗ୍ରେଟର ନୋଏଡ଼ାର ଲୁକ୍‌ସାର ଜେଲ୍‌ରୁ ମୁକୁଳିଛନ୍ତି। ନିଠାରି ମାମଲାରେ ଆବଶ୍ୟକ ତଥ୍ୟ ପ୍ରମାଣ ଅଭାବରୁ ଆଲ୍ଲାହାବାଦ ହାଇକୋର୍ଟ ପାନ୍ଧେର...

ମହୁଆଙ୍କୁ ସମନ କରିବ ଏଥିକ୍ସ କମିଟି

ନୂଆଦିଲ୍ଲୀ,୨୧।୧୦: ପାର୍ଲାମେଣ୍ଟରେ ପ୍ରଶ୍ନ କରିବା ପାଇଁ ଲାଞ୍ଚ ନେବା ଅଭିଯୋଗରେ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ଏମ୍‌ପି ମହୁଆ ମୋଇତ୍ରଙ୍କ ବିରୋଧରେ ବ୍ୟବସାୟୀ ଦର୍ଶନ ହୀରାନନ୍ଦନୀଙ୍କ ସତ୍ୟପାଠ ଆମେ ପାଇଛୁ ବୋଲି ଲୋକ ସଭା ଏଥିକ୍ସ କମିଟି ଅଧ୍ୟକ୍ଷ ବିନୋଦ ସୋଙ୍କର ଶୁକ୍ରବାର...

ଏକସଙ୍ଗେ ନିର୍ବାଚନ: ୨୫ରେ ମତାମତ ଜଣାଇବ ନ୍ୟାୟିକ କମିଟି

ନୂଆଦିଲ୍ଲୀ,୨୧ା୧୦: ଏକସଙ୍ଗେ ନିର୍ବାଚନ କରାଇବା ନେଇ ରୂପରେଖ ପ୍ରସ୍ତୁତି ନିମନ୍ତେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଗଠିତ ଉତ୍ତସ୍ତରୀୟ କମିଟିକୁ ଆସନ୍ତା ୨୫ ତାରିଖରେ ନ୍ୟାୟିକ ଆୟୋଗ ଏହାର ମତାମତ ଜଣାଇବ। ଦେଶରେ ଏକସଙ୍ଗେ ନିର୍ବାଚନ କିପରି କରାଯାଇପାରିବ,...

ଟିଏମସି ଏମପି ମହୁଆ ମୋଇତ୍ରଙ୍କ ବଢିଲା ଅଡୁଆ

ନୂଆଦିଲ୍ଲୀ,୨୦।୧୦: ବ୍ୟବସାୟୀ ଦର୍ଶନ ହୀରାନନ୍ଦାନି ତୃଣମୂଳ କଂଗ୍ରେସ ଏମପି ମହୁଆ ମୋଇତ୍ରାଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବଦନାମ କରିବା ପାଇଁ ଟିଏମସି ଏମପି ଶିଳ୍ପପତି ଗୌତମ ଆଦାନୀଙ୍କୁ ଟାର୍ଗେଟ କରିଛନ୍ତି ବୋଲି ହୀରାନନ୍ଦାନି କହିଛନ୍ତି।...

ମସଜିଦ-ଚର୍ଚ୍ଚ ଥିବା ରାସ୍ତାରେ ରାଲି କରିପାରିବ ଆରଏସଏସ

ଚେନ୍ନାଇ,୨୧।୧୦: ରାଷ୍ଟ୍ରିୟ ସଂୟ ସେବକ ସଂଗଠନ (ଆରଏସଏସ)କୁ ମସଜିଦ-ଚର୍ଚ୍ଚ ଥିବା ରାସ୍ତାରେ ରାଲି କିମ୍ବା ପଦଯାତ୍ରା କରିବାକୁ ଅନୁମତି ମଳିଛି। ୨୨ରୁ ୨୯ଅକ୍ଟୋବର ତାମିଲନାଡୁର ୩୫ଟି ସ୍ଥାନରେ ପଦଯାତ୍ରା ଆୟୋଜନ କରିବାକୁ ମାଡ୍ରାସ ହାଇକୋର୍ଟ ଆରଏସଏସକୁ ଅନୁମତି ଦେଇଛନ୍ତି। ରାସ୍ତାରେ...

ପୁରୁଣା ମାମଲାର ଶୀଘ୍ର ଶୁଣାଣି ପାଇଁ ସବୁ ହାଇର୍କୋଟକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୦।୧୦: ମାମଲାର ଶୁଣାଣିରେ ବିଳମ୍ବକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ସୁପ୍ରିମକୋର୍ଟ। କୋର୍ଟ ଶୁକ୍ରବାର କହିଛନ୍ତ, ଯଦି ନ୍ୟାୟିକ ବ୍ୟବସ୍ଥାରେ ଆଇନଗତ ପ୍ରକ୍ରିୟା ଏପରି ମନ୍ଥର ହୁଏ ତେବେ ଆବେଦନକାରୀମାନେ ନିରାଶ ହୋଇପାରନ୍ତି। ତେଣୁ ପୁରୁଣା ମାମଲାର ଶୀଘ୍ର ଶୁଣାଣି...

ହଠାତ୍‌ ପୃଥିବୀର ଗୋଟିଏ ଭାଗ ହୋଇଗଲା ଅନ୍ଧାର! ନାସା ସ୍ପେସ୍‌ ଷ୍ଟେଶନ ଉଠାଇଥିବା ଫଟୋ ପଛର କାହାଣୀ କ’ଣ…

ନୂଆଦିଲ୍ଲୀ,୨୧।୧୦: ମହାକାଶର ଏକ ବିରଳ ସୌର ଜାଗତିକ ଦୃଶ୍ୟ ସୂର୍ଯ୍ୟ ପରାଗ ଓ ଚନ୍ଦୟ ଗ୍ରହଣ। ଗତ ସପ୍ତାହରେ ଏକ ସୂର୍ଯ୍ୟ ଗ୍ରହଣ ଝଲକ ବିଶ୍ୱବାସୀ ଦେଖିବାକୁ ପାଇଥିଲେ। ସୂର୍ଯ୍ୟପରାଗରେ ପୃଥିବୀ ଓ ସୂର୍ଯ୍ୟ ମଝିରେ ଚନ୍ଦ୍ର ଅବସ୍ଥାନ କରିଥାଏ।...

ଦେଶକୁ ମିଳିଲା ପ୍ରଥମ ରାପିଡ ଏକ୍ସ ଟ୍ରେନ ‘ନମୋ ଭାରତ’

ନୂଆଦିଲ୍ଲୀ,୨୦।୧୦: ଦେଶକୁ ମିଳିଛି ପ୍ରଥମ ରାପିଡ ଏକ୍ସ ଟ୍ରେନ। ଶୁକ୍ରବାର ଉତ୍ତରପ୍ରଦେଶର ସହିଦାବାଦ ଠାରେ ଦିଲ୍ଲୀ-ଗାଜିଆବାଦ-ମେରୁଟ (RRTS) କରିଡରର ପ୍ରାଥମିକ ବିଭାଗକୁ ଉଦ୍‌ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏହି ରାପିଡ ଏକ୍ସ ଟ୍ରେନର ନାମ ‘ନମୋ ଭାରତ’ ନାଁ...

ମହିଳାମାନେ ସେମାନଙ୍କ ମା’ କିମ୍ବା ଶାଶୁଙ୍କ ଦାସ ନୁହନ୍ତି: ହାଇକୋର୍ଟ

ଥିରୁବନନ୍ତପୁରମ୍‌,୨୦।୧୦: ମହିଳାମାନଙ୍କୁ ନେଇ କେରଳ ହାଇକୋର୍ଟ ଗୁରୁବାର ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି। ମହିଳାମାନେ ମା’ କିମ୍ବା ଶାଶୁଙ୍କର ଦାସ ନୁହନ୍ତି ବୋଲି କୋର୍ଟ କହିଛନ୍ତି। ଏକ ଛାଡ଼ପତ୍ର ମାମଲାର ଶୁଣାଣି କରି ପାରିବାରିକ କୋର୍ଟର ଆଦେଶକୁ ମଧ୍ୟ ହାଇକୋର୍ଟ ସମାଲୋଚନା...

ନୌସେନାରେ ସାମିଲ ହେଲା ଶକ୍ତିଶାଳୀ ପଣ୍ଡୁବି ‘ଇମ୍ଫାଲ’

ନୂଆଦିଲ୍ଲୀ,୨୧।୧୦: ପ୍ରତିରକ୍ଷା ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟ କରୁଥିବା ସଂସ୍ଥା ସିପିୟାର୍ଡ ମଜାଗନ ଡକ ସିପବିଲ୍ଡର୍ସ ଲିମିଟେଡ (MDL) ନୌସେନା ପାଇଁ ଏକ ଶକ୍ତିଶାଳୀ ପଣ୍ଡୁବି(ବୁଡା ଜାହାଜ) ପ୍ରସ୍ତୁତ କରିଛ। ଇମ୍ପାଲ ନାମକୁ ଏହି ଶକ୍ତିଶାଳୀ ବୁଡାଜାହାଜକୁ ନୌସେନାକୁ ହସ୍ତାନ୍ତର କରାଯାଇଛି।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri