ଜାତୀୟ

ମନର ଯନ୍ତ୍ରଣା ବଖାଣିଲେ ଶିବପାଲ

ଲକ୍ଷ୍ନୌ,୧୮।୧୦: ନକଲି ଜନ୍ମ ପ୍ରମାଣପତ୍ର ମାମଲାରେ ରାମପୁରର ଏମ୍‌ପି-ବିଧାୟକ କୋର୍ଟ ସମାଜବାଦୀ ପାର୍ଟିର ବରିଷ୍ଠ ନେତା ଆଜମ ଖାନ, ସ୍ତ୍ରୀ ତାଞ୍ଜିମ ଫାତିମା ଏବଂ ପୁଅ ଅବଦୁଲ୍ଲା ଆଜାମଙ୍କୁ ସାତ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। କୋର୍ଟଙ୍କ ଏହି ନିଷ୍ପତ୍ତି...

ଇସ୍ରାଏଲ ପୋଲିସ-ବନ୍ଦୀଙ୍କ ପାଇଁ ଭାରତରେ ତିଆରି ହୁଏ ୟୁନିଫର୍ମ, ଯୁଦ୍ଧ ପାଇଁ ଆସିଛି ଲକ୍ଷ ଲକ୍ଷ ଅର୍ଡର

ନୂଆଦିଲ୍ଲୀ,୧୯।୧୦: ଇସ୍ରାଏଲ ଓ ହମାସ ମଧ୍ୟରେ ବିବାଦ କ୍ରମାଗତ ତୀବ୍ର ହେବାରେ ଲାଗିଛି। ବର୍ତ୍ତମାନ ଏହି ଯୁଦ୍ଧରେ ଇରାନ ମଧ୍ୟ ସାମିଲ ହୋଇଛି। ଇରାନ ବର୍ତ୍ତମାନ ଖୋଲାଖୋଲି ଭାବେ ହମାସକୁ ସମର୍ଥନ କରିଛି। ତେବେ ଏହି ଯୁଦ୍ଧରେ ଇସ୍ରାଏଲ ସମେତ...

ଉଜ୍ଜ୍ୱଳା ହିତାଧିକାରୀଙ୍କୁ ଦୀପାବଳି ଭେଟି

ଲକ୍ଷ୍ନୌ,୧୮।୧୦: ଉଜ୍ଜ୍ୱଳା ଯୋଜନାର ହିତାଧିକାରୀଙ୍କୁ ମାଗଣା ସିଲିଣ୍ଡର ମିଳିବ। ଏଥିପାଇଁ ଖୁବ ଶୀଘ୍ର ଏକ କ୍ୟାବିନେଟ ପ୍ରସ୍ତାବ ଅଣାଯିବ। ଏହି ଯୋଜନା ଅଧୀନରେ ରାଜ୍ୟ ସରକାର ପ୍ରତ୍ୟେକ ହିତାଧିକାରୀଙ୍କ ଆକାଉଣ୍ଟକୁ ୬୬୦ ଟଙ୍କା ପଠାଇବେ। ଏହାସହ ୩୦୦ ଟଙ୍କା କେନ୍ଦ୍ର...

ଯୁବତୀମାନେ ଯୌନ ଇଚ୍ଛାକୁ ନିୟନ୍ତ୍ରଣ କରିବା ଉଚିତ, ୧୬ ବର୍ଷରୁ ଅଧିକ ବୟସ୍କଙ୍କ ଶାରୀରିକ ସମ୍ପର୍କକୁ ଅପରାଧ ଶ୍ରେଣୀରୁ ହଟାଯାଉ: ହାଇକୋର୍ଟ…

କୋଲକାତା,୧୯।୧୦ : କୋଲକାତା ହାଇକୋର୍ଟ କହିଛନ୍ତି କିଶୋରୀ ବାଳିକାମାନେ ଦୁଇ ମିନିଟର ଆନନ୍ଦ ପରିବର୍ତ୍ତେ ସେମାନଙ୍କର ଯୌନ ଇଚ୍ଛାକୁ ନିୟନ୍ତ୍ରଣ କରିବା ଉଚିତ ଏବଂ କିଶୋର ବାଳକମାନେ ଯୁବତୀ ଏବଂ ମହିଳାଙ୍କୁ ସମ୍ମାନ ଦେବା ଜରୁରୀ। ପ୍ରୋଭାତ ପୁରକେତ ବନାମ...

ଚଳିତବର୍ଷ ଉତ୍ପାଦନ ହେବ ୩୨.୯୬କୋଟି ଟନ ଶସ୍ୟ: କୃଷି ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୧୯।୧୦: ଚଳିତ ବର୍ଷ ଦେଶରେ ଫସଲ ରେକର୍ଡ ସ୍ତରରେ ଉତ୍ପାଦନ ହେବାର ଆଶଙ୍କା ରହିଛ। ଏନେଇ କୃଷି ମନ୍ତ୍ରଣାଳୟ ସୂଚନା ଦେଇଛି। ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ଆକଳନ ଅନୁଯାୟୀ, ୨୦୨୧-୨୨ରେ ଶସ୍ୟ ଉତ୍ପାଦନ ୩୧.୫୬କୋଟି ଟନ ହୋଇଥିଲା। କିନ୍ତୁ ଚଳିତବର୍ଷ...

ଗର୍ଭାଶୟ କର୍କଟ ରୋଗୀ ସହରରେ ଅଧିକ ଦିନ ରହୁଛନ୍ତି ଜୀବିତ, ଗୁଜରାଟ ଆଗରେ…

ମୁମ୍ବାଇ,୧୯।୧୦ : କର୍କଟ ଚିକିତ୍ସା ଦେଶର ସବୁ ସ୍ଥାନରେ ସମାନ ନୁହେଁ। ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ଦ୍ୱାରା ହୋଇଥିବା ଏକ ଅଧ୍ୟୟନ ରିପୋର୍ଟରେ ଏହା ପ୍ରକାଶ ପାଇଛି, ଗର୍ଭାଶୟ କର୍କଟ ରୋଗୀମାନେ ଗ୍ରାମାଞ୍ଚଳ ଅପେକ୍ଷା ସହରରେ...

ସୁପ୍ରିୟା ମ୍ୟାଡାମ୍‌ଙ୍କୁ ଗାଜା ପଠାଇ ଦିଆଯାଉ

ନୂଆଦିଲ୍ଲୀ,୧୯।୧୦:ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଏହି ପ୍ରସଙ୍ଗରେ ଭାରତରେ ରାଜନୈତିକ ପ୍ରତିକ୍ରିୟା ଜାରି ରହିଛି। ପାଲେଷ୍ଟାଇନ ସମ୍ପର୍କରେ ଏନସିପି ମୁଖ୍ୟ ଶରଦ ପାୱାରଙ୍କ ବିବୃତ୍ତିକୁ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସରମା ସମାଲୋଚନା କରିଛନ୍ତି। ସେ...

ଶାବକର ମୃତ୍ୟୁ ପରେ ମା’ହାତୀର ତାଣ୍ଡବ, ୨ ଜଣଙ୍କୁ ଦଳି ମାରିଲା…

କୋଲକାତା,୧୯।୧୦ : ପଶ୍ଚିମବଙ୍ଗର ଝାଡଗ୍ରାମ ଜିଲାରେ ଶାବକ ମୃତ୍ୟୁରେ ପାଗଳ ଭଳି ହୋଇ ମା’ ହାତୀ ତାଣ୍ଡବ ରଚିଛି। କ୍ରୋଧିତ ମା’ ହାତୀ ୨ ଜଣଙ୍କୁ ଦଳି ମାରି ଦେଇଛି। ବନ ଅଧିକାରୀ କହିଛନ୍ତି ନୟାଗ୍ରାମର ଚନ୍ଦବିଲା ଜଙ୍ଗଲ ନିକଟରେ...

ଫୁଟପାଥରେ ଯାଉଥିବା ୫ ଲୋକଙ୍କୁ ଧକ୍କା ଦେଲା କାର, ଭିଡ଼ିଓ ଭାଇରାଲ…

ବେଙ୍ଗାଲୁରୁ,୧୯।୧୦ : କର୍ନାଟକର ମାଙ୍ଗାଲୁରୁରେ ହିଟ ଓ ରନ ମାମଲା ସାମ୍ନାକୁ ଆସିଛି। ବୁଧବାର ଅପରାହ୍ନ ପ୍ରାୟ ୪ଟା ସମୟରେ ଏଠାରେ ଏକ ଫୁଟପାଥରେ ଯାଉଥିବା ପାଞ୍ଚ ଜଣଙ୍କୁ ଦ୍ରୁତ ଗତିରେ ଆସୁଥିବା କାର ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ...

୧୭ ଲୋକ ସଭା ନିର୍ବାଚନ, ଗଞ୍ଜାମରୁ ୩ ମହିଳା ଏମ୍‌ପି

ବ୍ରହ୍ମପୁର,୧୯ା୧୦ (ନରସିଂହ ସାହୁ)ସ୍ବାଧୀନତା ପରବର୍ତ୍ତି ୧୯୫୧-୧୯୫୨ରୁ ୨୦୧୯ ମଧ୍ୟରେ ଦେଶରେ ୧୭ ଲୋକସଭା ନିର୍ବାଚନ ହୋଇଛି । ଏହି ୬୮ ବର୍ଷ ମଧ୍ୟରେ ଗଞ୍ଜାମ ଜିଲାର ଦୁଇ ଲୋକସଭା କ୍ଷେତ୍ରରୁ ମାତ୍ର ୩ ଜଣ ମହିଳା ଏମ୍‌ପି ନିର୍ବାଚିତ ହୋଇଛନ୍ତି।...

୫୬ ବର୍ଷରେ ଚୋରଦା ସାର୍ବଜନୀନ ଦୁର୍ଗାପୂଜା

ଯାଜପୁରରୋଡ୍‌,୧୯ା୧୦(ପବିତ୍ର ରଞ୍ଜନ ମହାନ୍ତି):ଆଜିର ବ୍ୟାସନଗର ପୌର ପରିଷଦ ସେ ସମୟର ଯାଜପୁରରୋଡ୍‌ ବିଜ୍ଞାପିତ ଅଞ୍ଚଳ ପରିଷଦ ନାମରେ ପରିଚିତ ଥିଲା। ବଜାର କହିଲେ ଷ୍ଟେଶନ ବଜାର, ସାହୁ ମାର୍କେଟ ଓ ଚୋରଦା ମୁଖ୍ୟ ରାସ୍ତାରେ କିଛି ବ୍ୟବସାୟ ପ୍ରତିଷ୍ଠାନ ଗଢ଼ି...

ବିବାହ ଯୋଜନା ଭଣ୍ଡୁର ହେଲା

ନୂଆଦିଲ୍ଲୀ,୧୯ା୧୦ : ଭାରତରେ ସମଲିଙ୍ଗୀ ବିବାହକୁ ଆଇନଗତ ସ୍ବୀକୃତି ଦେବାକୁ ସୁପ୍ରିମକୋର୍ଟ ମଙ୍ଗଳବାର ମନା କରିଦେଇଛନ୍ତି। ଫଳରେ ଓଡ଼ିଶାର ଖ୍ୟାତନାମା ଧାବିକା ଦୂତୀ ଚାନ୍ଦଙ୍କ ବିବାହ ଯୋଜନା ଭଣ୍ଡୁର ହୋଇଥିବା ସେ କହିଛନ୍ତି। ପାର୍ଟନର ମୋନାଲିସାଙ୍କୁ ବିବାହ କରିବାକୁ ଯୋଜନା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri