ଜାତୀୟ

୫୩ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କଲା କଂଗ୍ରେସ

ନୂଆଦିଲ୍ଲୀ,୧୮ା୧୦: ଛତିଶଗଡ଼ ବିଧାନସଭା ନିର୍ବାଚନ ପାଇଁ ବୁଧବାର କଂଗ୍ରେସ ଦ୍ୱିତୀୟ ପର୍ଯ୍ୟାୟରେ ୫୩ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି। ବରିଷ୍ଠ ନେତା ମୋତିଲାଲ ଭୋରାଙ୍କ ପୁଅ ଅରୁନ୍‌ ଭୋରାଙ୍କୁ ଦୁର୍ଗ ସିଟି ଆସନରୁ ପ୍ରାର୍ଥୀ କରାଯାଇଛି। ଦ୍ୱିତୀୟ ପ୍ରାର୍ଥୀ ତାଲିକା...

ପୁଣି ବଢିଲା ସୁନା ଦର

ନୂଆଦିଲ୍ଲୀ,୧୮।୧୦: ସୁନା ମୂଲ୍ୟରେ ପୁଣି ବୃଦ୍ଧି ଘଟିଛି। ବୁଧବାର ୫୦୦ ଟଙ୍କା ବୃଦ୍ଧି ସହ ସୁନା ୧୦ ଗ୍ରାମ ପିଛା ୬୦,୬୫୦ ଟଙ୍କାରେ ପହଞ୍ଚିଛି। ବିଶ୍ୱ ବଜାରରେ ସୁନା ମୂଲ୍ୟରେ ବୃଦ୍ଧି ମଧ୍ୟ ଦେଖାଯାଉଛି। ଆଶା କରାଯାଉଛି ଯେ ଯଦି...

କଂଗ୍ରେସର ଡିଏନ୍‌ଏରେ ଅଛି ଦୁର୍ନୀତି: ଭାଜପା

ନୂଆଦିଲ୍ଲୀ,୧୮।୧୦: କଂଗ୍ରେସ ଏମ୍‌ପି ରାହୁଲ ଗାନ୍ଧୀ ପୁଣି ଥରେ ଆଦାନୀ ଗ୍ରୁପ ଏବଂ ମୋଦି ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି। ରାହୁଲ ‘ଆଦାନୀ ଏବଂ କୋଇଲା ମୂଲ୍ୟରେ ରହସ୍ୟମୟ ବୃଦ୍ଧି’ ଉପରେ ଏକ ଗଣମାଧ୍ୟମ ରିପୋର୍ଟକୁ ନେଇ ସେ କେନ୍ଦ୍ର ସରକାରଙ୍କ...

ପଶ୍ଚିମ ଏସିଆରେ ବଢୁଥିବା ବିବାଦ ମଧ୍ୟରେ ବୃଦ୍ଧି ପାଇଲା ଅଶୋଧିତ ତୈଳ ଦର, ୯୩ ଡଲାରରେ ପହଞ୍ଚିଲା ପ୍ରତି ବ୍ୟାରେଲ

ନୂଆଦିଲ୍ଲୀ ୧୮।୧୦: ପଶ୍ଚିମ ଏସିଆରେ ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ଭୀଷଣ ରୂପ ନେବାରେ ଲାଗିଛି। ଏଭଳି ସ୍ଥିତିରେ ବଢୁଥିବା ବିବାଦକୁ ନଜରରେ ରଖି ବିଶ୍ୱ ବଜାରରେ ଅଶୋଧିତ ତୈଳର ମୂଲ୍ୟ ପ୍ରତି ବ୍ୟାରେଲ ୩.୩୬ ପ୍ରତିଶତ...

ଓକିଲାତି ପେଶାକୁ ଫେରିଲେ ଓଡ଼ିଶା ହାଇକୋର୍ଟ ପୂର୍ବତନ ମୁଖ୍ୟ ବିଚାରପତି, ବରିଷ୍ଠ ଓକିଲ ମାନ୍ୟତା ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ, ୧୮।୧୦: ଓଡ଼ିଶା ହାଇକୋର୍ଟ ପୂର୍ବତନ ମୁଖ୍ୟ ବିଚାରପତି ଡା. ଏସ. ମୁରଲୀଧର ପୁଣିଥରେ ଓକିଲାତି ପେଶାକୁ ଫେରିବେ। ୧୬ ଅକ୍ଟୋବରରେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଏବଂ ଅନ୍ୟାନ୍ୟ ବିଚାରପତି ମାନଙ୍କ ମଧ୍ୟରେ ହୋଇଥିବା ବୈଠକରେ ଏସ. ମୁରଲୀଧରଙ୍କୁ ବରିଷ୍ଠ...

ଆଜମ ଖାନ୍‌ ମୁସଲମାନ ହେତୁ ତାଙ୍କ ବିରୋଧରେ ଚାଲିଛି ଷଡଯନ୍ତ୍ର: ଅଖିଳେଶ

ଲକ୍ଷ୍ନୌ,୧୮।୧୦: ନକଲି ଜନ୍ମ ପ୍ରମାଣପତ୍ର ମାମଲାରେ ରାମପୁର (ଏମ୍‌ପି-ବିଧାୟକ) କୋର୍ଟ ଅଜମ ଖାନ, ତାଙ୍କ ପତ୍ନୀ ତଞ୍ଜିମ ଫାତିମା ଏବଂ ପୁଅ ଅବଦୁଲ୍ଲା ଆଜମଙ୍କୁ ସାତ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ଆଜମ ଖାନଙ୍କ ପରିବାରକୁ ଦିଆଯାଇଥିବା ଦଣ୍ଡ ଉପରେ...

ରେଲୱେ କର୍ମଚାରୀଙ୍କ ପାଇଁ ବଡ଼ ଖବର, ୭୮ ଦିନର ବୋନସ ଦେବାକୁ କେନ୍ଦ୍ର କ୍ୟାବିନେଟର ନିଷ୍ପତି

ନୂଆଦିଲ୍ଲୀ, ୧୮ା୧୦: ଦୀପାବଳି ପୂର୍ବରୁ କେନ୍ଦ୍ର ସରକାର ୧୧.୦୭ ଲକ୍ଷରୁ ଅଧିକ ରେଳ କର୍ମଚାରୀ ମାନଙ୍କ ପାଇଁ ବଡ଼ ନିଷ୍ପତି ନେଇଛନ୍ତି। ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ହୋଇଥିବା କ୍ୟାବିନେଟ ବୈଠକରେ ନନ-ଗାଜେଟଡ କର୍ମଚାରୀ ମାନଙ୍କୁ ୭୮ ଦିନର...

ଲୋକ ସଭା ନିର୍ବାଚନ ପୂର୍ବରୁ ସରକାରୀ କର୍ମଚାରୀଙ୍କ ପାଇଁ ବମ୍ପର ଖୁସି, ଗଠନ ହେବ ଅଷ୍ଟମ ପେ କମିଶନ

ନୂଆଦିଲ୍ଲୀ,୧୮।୧୦: କେନ୍ଦ୍ର ସରକାର ତା’ର କର୍ମଚାରୀଙ୍କ ମହଙ୍ଗା ଭତ୍ତାକୁ ୪ପ୍ରତିଶତ ବୃଦ୍ଧି କରିଛନ୍ତି। ବର୍ତ୍ତମାନ ମହଙ୍ଗା ଭତ୍ତା ଅର୍ଥାତ୍‌ ‘ଡିଏ’ ହାର ୪୨ପ୍ରତିଶତରୁ ୪୬ ପ୍ରତିଶତକୁ ବୃଦ୍ଧି ପାଇଛି। ଗତ କିଛି ବର୍ଷ ଧରି କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ଚାରି...

ଆଗକୁ ବିବାହ ଋତୁ, ଦେଶରେ ୩୫ ଲକ୍ଷରୁ ଅଧିକ ବିବାହ, ସାଢ଼େ ୪ ଲକ୍ଷ କୋଟିର କାରବାର ଆଶା…

ନୂଆଦିଲ୍ଲୀ,୧୮।୧୦ : ଆଗକୁ ବିବାହ ଋତୁ ଆରମ୍ଭ ହେବାକୁ ଯାଉଛି। ଏହି କାରଣରୁ ବଜାର ସରଗରମ ରହିଛି। ଅଳଙ୍କାରଠାରୁ ଆରମ୍ଭ କରି ଲୁଗାପଟା ଶୋରୁମରେ ଭିଡ଼ ଜମିବାରେ ଲାଗିଛି। ଦିୱାଲୀ ପରେ ଆରମ୍ଭ ହେବାକୁ ଥିବା ବିବାହ ଋତୁକୁ ନେଇ...

ପାକିସ୍ତାନ ଜିତିବ ବିଶ୍ୱକପ, କଂଗ୍ରେସ ନେତାଙ୍କ ବିବାଦୀୟ ମନ୍ତବ୍ୟ ସୋସିଆଲ ମିଡ଼ିଆରେ ଭାଇରାଲ…

ମୁମ୍ବାଇ,୧୮।୧୦ : ଆଇସିସି କ୍ରିକେଟ ବିଶ୍ୱକପ -୨୦୨୩ ଭାରତରେ ଚାଲିଛି। ସମସ୍ତେ ନିଜ ଦେଶକୁ ସମର୍ଥନ କରୁଛନ୍ତି, କିନ୍ତୁ କିଛି ଲୋକଙ୍କ ପାକିସ୍ତାନ ପ୍ରତି ଏତେ ଭଲପାଇବା ଅଛି ସେମାନେ ଭାରତ ବଦଳରେ ସେମାନଙ୍କ ଦଳକୁ ସମର୍ଥନ କରୁଛନ୍ତି। ସଦ୍ୟତମ...

ଶରଦ ପାୱାର ନୁହନ୍ତି ଆଦାନୀଙ୍କୁ ସୁରକ୍ଷା ଦେଉଛନ୍ତି ପ୍ରଧାନମନ୍ତ୍ରୀ ମୋଦି: ରାହୁଲ…

ନୂଆଦିଲ୍ଲୀ,୧୮।୧୦ : କୋଇଲା ମୂଲ୍ୟ ଉପରେ ଫାଇନାନସିଆଲ ଟାଇମ୍ସ ରିପୋର୍ଟ ଆସିବା ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ବୁଧବାର ରାହୁଲ ଖବରଦାତାଙ୍କୁ କହିଛନ୍ତି ବ୍ୟବସାୟୀ ଗୌତମ ଆଦାନୀ କୋଇଲାର...

ମହୁଆ ମୋଇତ୍ର ମାମଲା: ଭାଜପା ଏମପି ନିଶିକାନ୍ତ ଦୁବେ, ଓକିଲ ଜୟ ଅନନ୍ତଙ୍କୁ ୨୬ ଅକ୍ଟୋବରରେ ସାକ୍ଷି ଦେବାକୁ ଡାକିଲା ଏଥିକ୍ସ କମିଟି

ନୂଆଦିଲ୍ଲୀ,୧୮।୧୦: ମହୁଆ ମୋଇତ୍ର ମାମଲାରେ ଏଥିକ୍ସ କମିଟି ୨୬ଅକ୍ଟୋବରରେ ବୈଠକ ଡାକିଛି। ବୈଠକରେ ନିଶିକାନ୍ତ ଦୁବେ ଏବଂ ଓକିଲ ଜୟ ଅନନ୍ତ ଦେହାଦ୍ରାଇଙ୍କୁ ମୌଖିକ ସାକ୍ଷି ଗ୍ରହଣ କରିବାକୁ ଡକାଯାଇଛି। ଏ ସମ୍ପର୍କରେ ଏକ ନୋଟିସ ମଧ୍ୟ ଜାରି କରାଯାଇଛି।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri