ଜାତୀୟ

ଅଶୋଧିତ ତୈଳ ଏବଂ ଡିଜେଲ ଉପରୁ କର ହ୍ରାସ କଲେ କେନ୍ଦ୍ର ସରକାର, ସାଧାରଣ ଲୋକଙ୍କୁ ମିଳିବନି ଫାଇଦା

ନୂଆଦିଲ୍ଲୀ, ୧୮।୧୦: କେନ୍ଦ୍ର ସରକାର ମଙ୍ଗଳବାର ଦେଶରେ ଉତ୍ପାଦିତ ଅଶୋଧିତ ତୈଳ ଉପରେ ୱିଣ୍ଡଫଲ କର ହ୍ରାସ କରି ଟନ୍ ପିଛା ୯,୦୫୦ ଟଙ୍କାକୁ ହ୍ରାସ କରିଛନ୍ତି। ଏହାପୂର୍ବରୁ, ସେପ୍ଟେମ୍ବର ୨୯ ରେ ଶେଷ ହେବାକୁ ଥିବା ୧୫ ଦିନିଆ...

ସୌମ୍ୟା ବିଶ୍ୱନାଥନ ହତ୍ୟା ମାମଲାରେ ୫ ଦୋଷୀ ସାବ୍ୟସ୍ତ

ନୂଆଦିଲ୍ଲୀ,୧୮।୧୦: ଦିଲ୍ଲୀର ସାକେତ କୋର୍ଟ ୨୦୦୮ରେ ସୌମ୍ୟା ବିଶ୍ୱନାଥନଙ୍କ ହତ୍ୟାରେ ସମ୍ପୃକ୍ତ ଥିବା ୫ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ୩୦ ସେପ୍ଟେମ୍ବର ୨୦୦୮ରେ ସକାଳ ପ୍ରାୟ ସାଢେ ୩ଟା ସମୟରେ ନେଲସନ ମଣ୍ଡେଲା ରୋଡରେ ଏକ ଚଳନ୍ତା ଗାଡିରେ...

ଆଜମ ଖାନ, ପୁଅ ଅବଦୁଲ୍ଲା, ସ୍ତ୍ରୀଙ୍କୁ ୭ ବର୍ଷ କାରାଦଣ୍ଡ…

ରାମପୁର,୧୮।୧୦ : ଆଜମ ଖାନ, ପୁଅ ଅବଦୁଲ୍ଲା ସ୍ତ୍ରୀଙ୍କୁ ୭ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ଦୁଇଟି ଜନ୍ମ ପ୍ରମାଣପତ୍ର ମାମଲାରେ ରାମପୁର କୋର୍ଟ ଏହି ବଡ ରାୟ ଦେଇଛନ୍ତି। ସମାଜବାଦୀ ପାର୍ଟି ନେତା ଆଜମ ଖାନଙ୍କ ପୁଅ ଅବଦୁଲ୍ଲା...

ଗାଜା ହସ୍ପିଟାଲ ଆକ୍ରମଣ ଘଟଣା, ମୋଦି କହିଲେ ଦୋଷୀଙ୍କୁ ନିଶ୍ଚିତ ମିଳିବ ଦଣ୍ଡ

ନୂଆଦିଲ୍ଲୀ,୧୮।୧୦: ଗାଜାର ଅଲ ଅହଲି ହସ୍ପିଟାଲ ଉପରେ ହୋଇଥିବା ଆକ୍ରମଣକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିଛନ୍ତି ଏବଂ କହିଛନ୍ତି ଯେ ଏହି ଘଟଣାରେ ଯିଏ ଦୋଷୀ ସାବ୍ୟସ୍ତ ହେବ ତାଙ୍କୁୁ ଛଡାଯିବ ନାହିଁ। ସୂଚନାଯୋଗ୍ୟ, ମଙ୍ଗଳବାର...

ଗାଳି ଗୁଲଜ ଶୁଣିବାର ପାୱାର ଅଫ ଆଟର୍ନି ଦିଗବିଜୟଙ୍କ ପାଖରେ, ଶିବରାଜଙ୍କ କଟାକ୍ଷ…

ଭୋପାଳ,୧୮।୧୦ : କଂଗ୍ରେସ ଉପରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ ଲଗାତାର କଂଗ୍ରେସକୁ ଟାର୍ଗେଟ କରିବାରେ ଲାଗିଛନ୍ତି। ସେ କଟାକ୍ଷ କରି କହିଛନ୍ତି କଂଗ୍ରେସରେ ଦଳର ବିଭିନ୍ନ ସଦସ୍ୟଙ୍କ ମଧ୍ୟରେ ଦାୟିତ୍ୱ ବଣ୍ଟା ଯାଇଛି। ସେଥିମଧ୍ୟରେ ଗାଳି ଗୁଲଜ ଶୁଣିବାର...

ବଢି ଚାଲିଛି ଚିନି ଦର, ରପ୍ତାନି ଉପରେ ପ୍ରତିବନ୍ଧକ ବଢାଇଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ, ୧୮।୧୦: ଚିନି ରପ୍ତାନି ସମ୍ପର୍କରେ ବୁଧବାର କେନ୍ଦ୍ର ସରକାର ଏକ ବଡ ଘୋଷଣା କରିଛନ୍ତି। ଅକ୍ଟୋବର ୩୧, ୨୦୨୩ ପରେ ମଧ୍ୟ ଦେଶରୁ ଚିନି ରପ୍ତାନି ଉପରେ ପ୍ରତିବନ୍ଧକ ଜାରି ରହିବ। ଏଥିରେ ଚିନି ପ୍ରସ୍ତୁତ ପାଇଁ କଞ୍ଚା...

କେତେଦିନ ପର୍ଯ୍ୟନ୍ତ ମରୁଥିବେ ନିରିହ ଲୋକେ: ମେହେବୁବା ମୁଫତି

ଶ୍ରୀନଗର,୧୮।୧୦: ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ଗାଜା ଷ୍ଟ୍ରିପର ଅଲ-ଅହଲି ହସ୍ପିଟାଲରେ ହୋଇଥିବା ବିମାନ ଆକ୍ରମଣରେ ପିଡିପି ମୁଖ୍ୟ ତଥା ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ୫୦୦ଜଣଙ୍କ ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି। ଏହି ଯୁଦ୍ଧରେ ନିରୀହ...

ଦୀପାବଳି ପୂର୍ବରୁ ସରକାରୀ କର୍ମଚାରୀ, ପେନଶନଭୋଗୀଙ୍କୁ କେନ୍ଦ୍ର ସରକାରଙ୍କ ବଡ଼ ଉପହାର

ନୂଆଦିଲ୍ଲୀ,୧୮।୧୦: ଦୀପାବଳି ପୂର୍ବରୁ ସରକାରୀ କର୍ମଚାରୀ ଏବଂ ପେନଶନଭୋଗୀଙ୍କୁ ମୋଦି ସରକାର ଏକ ବଡ ଉପହାର ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନଶନଭୋଗୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି ଉପରେ ମୋହର...

ଦୀର୍ଘ ୧୫ ବର୍ଷ ପରେ ମିଳିବକି ସୌମ୍ୟା ବିଶ୍ୱନାଥନଙ୍କୁ ନ୍ୟାୟ

ନୂଆଦିଲ୍ଲୀ,୧୮।୧୦: ଦିଲ୍ଲୀର ଖବରଦାତା ସୌମ୍ୟା ବିଶ୍ୱନାଥନଙ୍କ ହତ୍ୟା ମାମଲାରେ ବୁଧବାର ସାକେତ କୋର୍ଟ ଏହାର ରାୟ ଦେବାକୁ ଯାଉଛନ୍ତି। ସାକେତ କୋର୍ଟ ଏହି ମାମଲା ଉପରେ ଅପରାହ୍ନ ୨ ଟାରେ ରାୟ ପ୍ରଦାନ କରିବେ। ସୂଚନାଯୋଗ୍ୟ, ୨୦୦୮ରେ ସୌମ୍ୟାଙ୍କୁ ହତ୍ୟା...

ବିଦ୍ୟୁତ୍‌ ମହଙ୍ଗା ହେବା ପଛରେ ଆଦାନୀଙ୍କ ହାତ, ରାହୁଲଙ୍କ ଅଭିଯୋଗ

ନୂଆଦିଲ୍ଲୀ,୧୮।୧୦: କଂଗ୍ରେସ ନେତା ରାହୁଲ ଗାନ୍ଧୀ ପୁଣି ଥରେ ଆଦାନୀ ପ୍ରସଙ୍ଗ ଉଠାଇ ଅଭିଯୋଗ କରିଛନ୍ତି ଯେ ଆଦାନୀ ୩୨ ହଜାର କୋଟି ଟଙ୍କା ଠକେଇ କରିଛନ୍ତି ଏବଂ ଆଦାନୀଙ୍କ କାରଣରୁ ବିଦ୍ୟୁତ୍‌ ମହଙ୍ଗାରେ ମିଳୁଛି। କଂଗ୍ରେସ ନେତା କହିଛନ୍ତି,...

ମିଜୋରାମ ବିଧାନସଭା ନିର୍ବାଚନ ପାଇଁ ୧୨ ପ୍ରାର୍ଥୀଙ୍କ ତାଲିକା ଜାରି କଲା ଭାଜପା

ଆଇଜଲ,୧୮।୧୦: ମିଜୋରାମ ବିଧାନସଭା ନିର୍ବାଚନ ପାଇଁ ବୁଧବାର ଭାଜପା ୧୨ ଜଣ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି। ମିଜୋରାମର ସମସ୍ତ ୪୦ଟି ବିଧାନସଭା ଆସନ ପାଇଁ ଭୋଟ ନଭେମ୍ବର ୭ରେ ଅନୁଷ୍ଠିତ ହେବ ଏବଂ ଏହାର ଫଳାଫଳ ଡିସେମ୍ବର ୩ରେ...

ଆଜି ରାଜସ୍ଥାନ, ଛତିଶଗଡ, ମଧ୍ୟପ୍ରଦେଶରେ ପ୍ରାର୍ଥୀ ଉପରେ ମହାମନ୍ଥନ, ଦିଲ୍ଲୀରେ ସିଇସି ବୈଠକ ଜାରି

ନୂଆଦିଲ୍ଲୀ,୧୮।୧୦: ଦେଶର ୩ ନିର୍ବାଚନ ରାଜ୍ୟ ରାଜସ୍ଥାନ, ଛତିଶଗଡ ଏବଂ ମଧ୍ୟପ୍ରଦେଶରେ ପ୍ରାର୍ଥୀଙ୍କ ନାମ ଉପରେ ମନ୍ଥନ କରିବା ପାଇଁ ଦିଲ୍ଲୀରେ କଂଗ୍ରେସ ନିର୍ବାଚନ କମିଟି ବୈଠକ ଚାଲିଛି। ଏହି ତିନୋଟି ରାଜ୍ୟର ବରିଷ୍ଠ ନେତାମାନେ ଏହି ବୈଠକରେ ଭାଗ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri