ଜାତୀୟ

‘ଅପରେଶନ ଅଜୟ’ ଅଧୀନରେ ଇସ୍ରାଏଲରୁ ଆସିଲେ ୨୮୬ ନାଗରିକ

ନୂଆଦିଲ୍ଲୀ,୧୮।୧୦: ପାଲେଷ୍ଟାଇନର ଚରମପନ୍ଥୀ ସଂଗଠନ ହମାସର ଭୟଙ୍କର ଆକ୍ରମଣ ପରେ ୨୮୬ଜଣ ସାଧାରଣ ନାଗରିକଙ୍କୁ ଇସ୍ରାଏଲର ଯୁଦ୍ଧ ପରିବେଶରୁ ବାହାର କରି ଭାରତ ସରକାରଙ୍କ ‘ଅପରେଶନ ଅଜୟ’ ଅଧୀନରେ ନୂଆଦିଲ୍ଲୀକୁ ଅଣାଯାଇଛି। ଏଥିରେ ନେପାଳର ୧୮ ଜଣ ନାଗରିକ ମଧ୍ୟ...

ସିନେମା ଆମ ସମାଜର ଦସ୍ତାବିଜ୍‌: ରାଷ୍ଟ୍ରପତି

ନୂଆଦିଲ୍ଲୀ,୧୮ା୧୦(ପି.ଟି.): ଲୋକଙ୍କ ମଧ୍ୟରେ ସମ୍ପର୍କ ବଢ଼ାଇବାରେ ଚଳଚ୍ଚିତ୍ର କଳାକାରମାନେ ପରିବର୍ତ୍ତନର ଏଜେଣ୍ଟ ଏବଂ ସଚେତନତା ପ୍ରସାରଣରେ ସିନେମା ସବୁଠୁ ପ୍ରଭାବଶାଳୀ ମାଧ୍ୟମ ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଙ୍ଗଳବାର ୬୯ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ଅବସରରେ କହିଛନ୍ତି। ବର୍ଷୀୟାନ...

ନିଶିକାନ୍ତଙ୍କ ବିରୋଧରେ ମାନହାନି ମାମଲା କଲେ ମହୁଆ

ନୂଆଦିଲ୍ଲୀ,୧୮ା୧୦: ଟିଏମ୍‌ସି ଏମ୍‌ପି ମହୁଆ ମୈତ୍ର ପାର୍ଲାମେଣ୍ଟରେ ପ୍ରଶ୍ନ କରିବା ପାଇଁ ଜଣେ ବ୍ୟବସାୟୀଙ୍କଠାରୁ ଲାଞ୍ଚ ନେଇଥିଲେ ବୋଲି ଭାଜପା ଏମ୍‌ପି ନିଶିକାନ୍ତୁ ଦୁବେ ଅଭିଯୋଗ କରିଥିଲେ। ମହୁଆ ତାଙ୍କ ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ମଙ୍ଗଳବାର ମାନହାନି ମାମଲା ଦାଏର...

ସିସୋଡିଆଙ୍କ ଜାମିନ ଆବେଦନ ଉପରେ ରାୟ ସଂରକ୍ଷିତ

ନୂଆଦିଲ୍ଲୀ,୧୮ା୧୦: ଦିଲ୍ଲୀ ଅବକାରୀ ନୀତିି କେଳେଙ୍କାରୀ ସହ ଜଡ଼ିତ ଦୁର୍ନୀତି ଓ ମନିଲଣ୍ଡରିଂ ମାମଲାରେ ଜେଲରେ ଥିବା ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଏଏପି ନେତା ମନୀଷ ସିସୋଡିଆ ନିୟମିତ ଜାମିନ ପାଇଁ କରିଥିବା ଆବେଦନ ଉପରେ ସୁପ୍ରିମକୋର୍ଟ ମଙ୍ଗଳବାର...

ସମୟସୀମା ଧାର୍ଯ୍ୟ ପାଇଁ ବାଚସ୍ପତିଙ୍କୁ ଶେଷ ସୁଯୋଗ

ନୂଆଦିଲ୍ଲୀ,୧୮ା୧୦(ପି.ଟି.): ଶିବସେନାରେ ବିଭାଜନ ପରେ ଉଭୟ ଗୋଷ୍ଠୀ ଅନ୍ୟ ଗୋଷ୍ଠୀର ବିଧାୟକମାନଙ୍କୁ ଅଯୋଗ୍ୟ ଘୋଷଣା କରିବା ପାଇଁ ଦାବି କରିବା ସତ୍ତ୍ୱେ ମହାରାଷ୍ଟ୍ର ବିଧାନସଭା ବାଚସ୍ପତି ରାହୁଲ ନରଓ୍ବେକର ନିଷ୍ପତ୍ତି ନେବାରେ ଟାଳଟୁଳ ନୀତି ଗ୍ରହଣ କରୁଥିବାରୁ ସୁପ୍ରିମକୋର୍ଟ କ୍ଷୁବ୍ଧ...

Diwali Bonus 2023: କେନ୍ଦ୍ରୀୟ କର୍ମଚାରୀଙ୍କୁ ମୋଦୀ ସରକାରଙ୍କ ଦୀପାବଳୀ ଉପହାର, ଘୋଷଣା କଲେ ବୋନସ

ନୂଆଦିଲ୍ଲୀ, ୧୭।୧୦: ମୋଦୀ ସରକାର ଦୀପାବଳୀ ଅବସରରେ କେନ୍ଦ୍ରୀୟ କର୍ମଚାରୀମାନଙ୍କୁ ବଡ଼ ଉପହାର ଦେଇଛନ୍ତି। ସରକାର ମଙ୍ଗଳବାର (୧୭ ଅକ୍ଟୋବର) ଦୀପାବଳୀ ବୋନସ ଦେବାକୁ ଘୋଷଣା କରିଛନ୍ତି। ଏହାରି ମାଧ୍ୟମରେ ଗ୍ରୁପ -ବି ଏବଂ ଗ୍ରୁପ -ସି ବର୍ଗର କର୍ମଚାରୀଙ୍କୁ...

କଂଗ୍ରେସ ବିଧାୟକ ରାଜେନ୍ଦ୍ର ସିଂ ଚାଷୀଙ୍କ ପଗଡ଼ିକୁ ଗୋଇଠା ମାରିଲେ, ସୋସିଆଲ ମିଡ଼ିଆରେ ଭାଇରାଲ…

ଜୟପୁର,୧୭।୧୦ : ରାଜସ୍ଥାନର ବେଙ୍ଗୁ ବିଧାୟକ ରାଜେନ୍ଦ୍ର ସିଂ ବିଧୁଡି ଜଣେ ଚାଷୀଙ୍କ ପଗଡ଼ିକୁ ଗୋଇଠା ମାରିଛନ୍ତି।ଏlବେଏହାର ଭିିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଭିଡ଼ିଓରେ ଦେଖିବାକୁ ମିଳୁଛି ଚାଷୀ ଜଣକ ବିଧାୟକଙ୍କ ଗୋଡ ତଳେ ନିଜ ପଗଡ଼ି...

ମନୋରଞ୍ଜନ ଚ୍ୟାନେଲକୁ ବିସିସିସିର ପରାମର୍ଶ: ଏସସି-ଏସଟି ସମ୍ପ୍ରଦାୟଙ୍କ ଚିତ୍ରଣ ସମୟରେ ସତର୍କତା ଅବଲମ୍ବନ କର…

ନୂଆଦିଲ୍ଲୀ,୧୭।୧୦ : ବ୍ରୋଡକାଷ୍ଟିଂ କଣ୍ଟେଟ କମ୍ପ୍ଲେଣ୍ଟ କାଉନସିଲ(ବିସିସିସି) ପକ୍ଷରୁ ମଙ୍ଗଳମାର ମନୋରଞ୍ଜନ ଚ୍ୟାନେଲଗୁଡିକୁ ପରାମର୍ଣ ଦିଆଯାଇଛି। ଏହା ଅନ୍ତର୍ଗତ ଏସସି ଏବଂ ଏସଟି ସମ୍ପ୍ରଦାୟଙ୍କ ଚିତ୍ରଣ ସମୟରେ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ପ୍ରଦାନ କରାଯାଇଛି। ଏଭଳି ସମ୍ବେଦନଶୀଳ ପ୍ରସଙ୍ଗରେ...

ଆତଙ୍କବାଦ ବିରୋଧରେ ଲଢ଼େଇ: ୫ ଦେଶ ସହ ହାତ ମିଳାଇଲା ଭାରତ…

ନୂଆଦିଲ୍ଲୀ,୧୭।୧୦ : ଆତଙ୍କବାଦ ତଥା ଡ୍ରଗ କାରବାରର ମୁକାବିଲା କରିବା ତଥା ସାଇବର ବିପଦରୁ ରକ୍ଷା କରିବା ପାଇଁ ରଣନୈତିକ ସହଯୋଗ ତଥା ଯୋଗାଯୋଗକୁ ସୁଦୃଢ଼ କରିବା ପାଇଁ ଭାରତ ମଙ୍ଗଳବାର ଏସୀୟ ଦେଶଗୁଡିକ ସହ ହାତ ମିଳାଇଛି। କାଜାଖସ୍ତାନ...

ପାର୍ବଣ ଋତୁରେ ଚାହିଦାକୁ ଦେଖି ବଢ଼ିଲା ଗହମର ଦାମ୍, ୬ ମାସରେ ୨୨ ପ୍ରତିଶତ ବୃଦ୍ଧି

ନୂଆଦିଲ୍ଲୀ, ୧୭।୧୦: ଦେଶରେ ପାର୍ବଣ ଋତୁ ମଧ୍ୟରେ ଗହମର ମୂଲ୍ୟ ବୃଦ୍ଧି ପାଇଛି। ବର୍ତମାନ ସମୟରେ ଦେଶରେ ଭାରି ଚାହିଦା କାରଣରୁ ଘରୋଇ ବଜାରରେ ଗହମର ଦାମ୍ ୮ ମାସର ମଧ୍ୟରେ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ଆଶା କରାଯାଉଛି ଯେ...

ଶାହାଙ୍କ ପୁଅ କ‘ଣ କରୁଛନ୍ତି: ଭାଜପାକୁ ଆଇନା ଦେଖାଇଲେ ରାହୁଲ…

ଆଇଜଲ,୧୭।୧୦ : କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଙ୍ଗଳବାର ନିଜର ମିଜୋରାମ ନିର୍ବାଚନୀ ପ୍ରଚାର ସମୟରେ ଭାଜପାକୁ ଟାର୍ଗେଟ କରିଛନ୍ତି। ଭାଜପା ଅନ୍ୟ ରାଜନୈତିକ ଦଳଗୁଡ଼ିକ ଉପରେ ବଂଶବାଦ ରାଜନୀତିର ଆରୋପ ଲଗାଉଥିବାବେଳେ ଏବେ ରାହୁଲ ଏନେଇ ଭାଜପାକୁ ଆଇନା...

ମହଙ୍ଗା ହେଲା ସୁନା, ରୁପା

ନୂଆଦିଲ୍ଲୀ,୧୭।୧୦: ଦୀପାବଳି ସୁଦ୍ଧା ସୁନା ଦର ୧୦ ଗ୍ରାମ ପିଛା ୬୧ ହଜାର ଟପିପାରେ । ଏ ନେଇ ବିଶେଷଜ୍ଞମାନେ ଆକଳନ କରିଛନ୍ତି। ସେହିପରି ରୁପାର କେଜି ପିଛା ଦାମ ୭୫ ହଜାର ଟଙ୍କା ହୋଇଯାଇପାରେ। ଦୀପାବଳି ପର୍ବ ପୂର୍ବରୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri