ଜାତୀୟ

‘ବଚନ ପତ୍ର’ ନୁହେଁ, କଂଗ୍ରେସର ‘ମହାମିଛ ପତ୍ର’ ଜାରି: ଶିବରାଜ ସିଂ ଚୌହାନ

ଭୋପାଳ,୧୭।୧୦: ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ଦ୍ୱାରା ଜାରି କରାଯାଇଥିବା ପ୍ରତିଶ୍ରୁତି ନୋଟକୁ ମହାମିଛ ପତ୍ର ବୋଲି ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି। ଆଜି କଂଗ୍ରେସର ମାନିଫେଷ୍ଟୋ ଜାରି ଉପରେ ନିଜର ପ୍ରତିକ୍ରିୟା ଦେଇ ସେ କହିଛନ୍ତି, ଏହା...

ପ୍ରତିଶ୍ରୁତି ବର୍ଷା କଲା କଂଗ୍ରେସ: ପୁରୁଣା ପେନ୍‌ସନ୍‌ ସହ ରହିଛି ଅନେକ କିଛି…

ଭୋପାଳ,୧୭।୧୦: ମଧ୍ୟପ୍ରଦେଶ କଂଗ୍ରେସ ଆସନ୍ତା ବିଧାନସଭା ନିର୍ବାଚନ ପାଇଁ ମାନିଫେଷ୍ଟୋ ଜାରି କରିଛି। କଂଗ୍ରେସ ଏହାର ମାନିଫେଷ୍ଟୋକୁ ବଚନ ପତ୍ର ଭାବେ ନାମିତ କରିଛି। ଏଥିରେ ୧୦୧ ଗ୍ୟାରେଣ୍ଟି ମଧ୍ୟ ଉଲ୍ଲେଖ କରିଛି। ମଧ୍ୟପ୍ରଦେଶ କଂଗ୍ରେସ ୨୬୦୦ ଟଙ୍କାରେ ଧାନ...

ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ମିଳିଲାନି

ନୂଆଦିଲ୍ଲୀ,୧୭।୧୦: ସମଲିଙ୍ଗୀ ବିବାହ ଉପରେ ସୁପ୍ରିମକୋର୍ଟ ମଙ୍ଗଳବାର ରାୟ ପ୍ରକାଶ କରିଛନ୍ତି। ରାୟରେ ସମଲିଙ୍ଗୀ ବିବାହ ଆଇନଗତ ଭାବେ ମାନ୍ୟତା ମିଳିବ ନାହିଁ ବୋଲି ସୁପ୍ରିମକୋର୍ଟ କହିବା ସହ ଦମ୍ପତି ୨ ପୋଷ୍ୟ ସନ୍ତାନ ଗ୍ରହଣ କରିପାରିବେ ନାହିଁ ବୋଲି...

ରାଜସ୍ଥାନ ନିର୍ବାଚନ: ମହାରାଣା ପ୍ରତାପଙ୍କ ବଂଶଧର ବିଶ୍ୱରାଜ ସିଂ, ଭବାନୀ ସିଂ ଭାଜପାରେ ହେଲେ ସାମିଲ

ଜୟପୁର,୧୭।୧୦: ରାଜସ୍ଥାନରେ ବିଧାନସଭା ନିର୍ବାଚନ ପାଇଁ ଆଉ କିଛି ଦିନ ବାକି ଅଛି। ଏହି ସମୟରେ ବିଶ୍ୱରାଜ ସିଂ ମେୱାର, ଭବାନୀ ସିଂ କଲଭି ମଧ୍ୟ ଭାଜପାରେ ଯୋଗ ଦେଇଛନ୍ତି। ନେତାମାନେ ଦଳରେ ଯୋଗଦେବା ପରେ ରାଜସ୍ଥାନର ଭାଜପା ସଭାପତି...

୩୨ ଦେଶରେ ହୋଇପାରିବ ସମଲିଙ୍ଗି ବିବାହ, ନେଦରଲ୍ୟାଣ୍ଡସରେ ୨୨ ବର୍ଷ ପୂର୍ବରୁ ହୋଇଥିଲା ଆଇନ

ନୂଆଦିଲ୍ଲୀ,୧୭।୧୦: ପ୍ରେମ ପ୍ରେମ ହୋଇଥାଏ। ଏହା ପୁରୁଷ ସ୍ତ୍ରୀ ମଧ୍ୟରେ ହୋଇପାରେ, ନାରୀ ପ୍ରତି ନାରୀ କିମ୍ବା ପୁରୁଷ ପ୍ରତି ପୁରୁଷ ମଧ୍ୟରେ ପ୍ରେମ ହୋଇଥାଏ। ସମାଜରେ ଯେଉଁଠାରେ ପୁରୁଷ ଏବଂ ସ୍ତ୍ରୀ ମଧ୍ୟରେ ପ୍ରେମ ସମ୍ପର୍କ ଗ୍ରହଣୀୟ ନୁହେଁ,...

ଆମେରିକା, ରୁଷିଆ, ଜର୍ମାନୀ ଭଳି ଦେଶରେ ସମଲିଙ୍ଗୀ ବିବାହର ନିୟମ କ’ଣ ରହିଛି ଜାଣନ୍ତୁ…

ନୂଆଦିଲ୍ଲୀ,୧୭।୧୦: ସୁପ୍ରିମକୋର୍ଟର ୫ଜଣ ବିଚାରପତିଙ୍କ ଏକ ବେଞ୍ଚ ମଙ୍ଗଳବାର ସମଲିଙ୍ଗୀ ବିବାହ ଉପରେ ରାୟ ଦେବାକୁ ଯାଉଛନ୍ତି। ଯଦି ଏହି ନିଷ୍ପତ୍ତି ଆବେଦନକାରୀଙ୍କ ସପକ୍ଷରେ ଆସେ, ତେବେ ଭାରତରେ ପୁରୁଷ-ପୁରୁଷ ଏବଂ ମହିଳା-ମହିଳା କିମ୍ବା ଟ୍ରାନ୍ସଜେଣ୍ଡର ଲୋକ ପରସ୍ପରକୁ ବିବାହ...

ଲୋହିଆ ନଗରରେ ବିସ୍ଫୋରଣ

ମେରଠ,୧୭।୧୦: ମେରଠର ଲୋହିଆ ନଗରରେ ମଙ୍ଗଳବାର ସକାଳେ ଏକ ବଡ ଧରଣର ବିସ୍ଫୋରଣ ହୋଇଛି। ଏକ କାରଖାନାରେ ହୋଇଥିବା ଏହି ବିସ୍ଫୋରଣରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଛି। ସୂଚନାଯୋଗ୍ୟ, ଏଠାରେ ଥିବା ଏକ ଘରେ କାର୍ଯ୍ୟ କରୁଥିବା...

କିନ୍ନରଙ୍କୁ ସ୍ବତନ୍ତ୍ର ଜାତି ବିବେଚନା କରିବାକୁ ମନାକଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୭ା୧୦:କିନ୍ନରମାନଙ୍କୁ ଅଲଗା ଜାତି ଭାବେ ବିବେଚନା କରାଯାଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ସୋମବାର କହିଛନ୍ତି। ବିହାର ସରକାର କିନ୍ନର ସମ୍ପ୍ରଦାୟଙ୍କୁ ସ୍ବତନ୍ତ୍ର ଜାତି ନୁହେଁ ବରଂ ଜାତି ତାଲିକାରେ ଏକ ସ୍ବତନ୍ତ୍ର ବର୍ଗ ଭାବେ ସାମିଲ କରିବାକୁ ନେଇଥିବା ନିଷ୍ପତ୍ତି...

ପୂର୍ବତନ କଂଗ୍ରେସ ବିଧାୟକ ଗିରଫ

ଚଣ୍ଡିଗଡ,୧୭।୧୦: ପଞ୍ଜାବର ଫିରୋଜପୁରର ଜିରା ନିର୍ବାଚନମଣ୍ଡଳୀର ପୂର୍ବତନ କଂଗ୍ରେସ ବିଧାୟକ କୁଲବୀର ସିଂ ଜିରାଙ୍କୁ ମଙ୍ଗଳବାର ସକାଳ ପ୍ରାୟ ୫ଟା ସମୟରେ ତାଙ୍କ ଘରୁ ପୋଲିସ ଗିରଫ କରିଛି। ସୂଚନାଯୋଗ୍ୟ ଯେ, ସରପଞ୍ଚଙ୍କ ଦାବିକୁ ନେଇ ଜିରା ବିଡିପିଓ ଜିରା...

ମାଟିଲେ ମିଶିଲା ବିଏସ୍‌ପି ନେତାଙ୍କ ୨୦ କୋଟି ଟଙ୍କାର ହୋଟେଲ୍‌

ଲକ୍ଷ୍ନୌ,୧୭।୧୦: ଗ୍ୟାଙ୍ଗଷ୍ଟର ଆକ୍ଟରେ ଅଭିଯୁକ୍ତ ତଥା ଫତେହଗଡର ମୋହଲା କସରଟାର ବିଏସପି ନେତା ଅନୁପମ ଦୁବେ ବର୍ତ୍ତମାନ ଆଗ୍ରା ଜେଲରେ ଅଛନ୍ତି। ଅନୁପମଙ୍କ ବିଳାସପୂର୍ଣ୍ଣ ଗୁରୁଶରନମ ହୋଟେଲ ଶ୍ମଶାନ ଜମିରେ ନିର୍ମାଣ ହୋଇଥିବା ଡିଏମ ଶୁଣାଣି ପରେ ଜଣାପଡିଥିଲା। ଏବେ...

ରାଜ୍ୟ ସଭା ସଚିବାଳୟକୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୭ା୧୦: ଆମ୍‌ ଆଦ୍‌ମୀ ପାର୍ଟି ଏମ୍‌ପି ରାଘବ ଚଢ଼ାଙ୍କୁ ରାଜ୍ୟ ସଭାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ନିଲମ୍ବନ କରାଯାଇଥିବାରୁ ସେ ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ସର୍ବୋଚ୍ଚ ଅଦାଲତ ଏନେଇ ସୋମବାର ରାଜ୍ୟ ସଭା ସଚିବାଳୟକୁ ଜବାବ ମାଗିଛନ୍ତି। ପ୍ରଧାନ ବିଚାରପତି...

ଦୂତାବାସ ଯାଇ ପାଲେଷ୍ଟିନୀୟଙ୍କୁ ସମର୍ଥନ ଜଣାଇଲେ ବିରୋଧୀ ନେତା

ନୂଆଦିଲ୍ଲୀ,୧୭ା୧୦(ପି.ଟି.): ଗାଜା ଷ୍ଟ୍ରିପ୍‌ ଉପରେ ଇସ୍ରାଏଲ୍‌ ଆକ୍ରମଣ ଜାରି ରଖିଥିବାବେଳେ ଭାରତର ବିରୋଧୀ ଦଳ ନେତାମାନେ ସୋମବାର ନୂଆଦିଲ୍ଲୀସ୍ଥିତ ପାଲେଷ୍ଟାଇନ୍‌ ଦୂତାବାସ ଯାଇ ଏହାର ଜନସାଧାରଣଙ୍କୁ ସମର୍ଥନ ଜଣାଇଛନ୍ତି। ଦୂତାବାସ ଯାଇଥିବା ନେତାମାନଙ୍କ ମଧ୍ୟରେ ଅଛନ୍ତି ବିଏସ୍‌ପି ଏମ୍‌ପି ଡାନିସ୍‌ ଅଲି,...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri