ଜାତୀୟ

କେନ୍ଦ୍ର ସରକାରଙ୍କୁ କଂଗ୍ରେସର ଟାର୍ଗେଟ୍‌: ପ୍ରଚାର ପାଇଁ ସେନାକୁ ବ୍ୟବହାର କରିବା ଶସ୍ତା ପ୍ରୟାସ

ନୂଆଦିଲ୍ଲୀ,୧୬।୧୦(୦୭): କଂଗ୍ରେସ ସୋମବାର ସେନାକୁ ରାଜନୈତିକ ଅଭିଯାନରେ ବ୍ୟବହାର କରିବା ଭାଜପାର ଏକ ଶସ୍ତା ଉଦ୍ୟମ ବୋଲି ଅଭିଯୋଗ କରିଛି। ଏଥିରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ତୁରନ୍ତ ହସ୍ତକ୍ଷେପ କରିବାକୁ କଂଗ୍ରେସ ଦାବି କରିଛି। କଂଗ୍ରେସର ସାଧାରଣ ସମ୍ପାଦକ ଜୟରାମ...

ଦେଶ ବିଭାଜନ ପାଇଁ ସାବରକର ଦାୟୀ: ହରିଶ ରାୱତ

ନୂଆଦିଲ୍ଲୀ,୧୬।୧୦(୦୭): ଦେଶ ବିଭାଜନ ପାଇଁ ସାବରକର ଦାୟୀ ବୋଲି ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତ କହିଛନ୍ତି। ତାଙ୍କ ବିବୃତ୍ତିକୁ ନେଇ ରାଜନୀତି ସରଗରମ ହୋଇଛି। ହରିଦ୍ୱାରରେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ରାୱତ କହିଛନ୍ତି ଯେ, ଭାଜପା ସାବରକରଙ୍କୁ ତାଙ୍କର...

ମିଜୋରାମ ବିଧାନସଭା ନିର୍ବାଚନ ଲଢିବ ଏଏପି

ନୂଆଦିଲ୍ଲୀ,୧୬।୧୦(୦୭): ଆମ୍‌ ଆଦମୀ ପାର୍ଟି (ଏଏପି) ମିଜୋରାମ ବିଧାନସଭା ନିର୍ବାଚନ ୨୦୨୩ରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଘୋଷଣା କରିଛି। ଆମ ଆଦମୀ ପାର୍ଟି ଖୁବ ଶୀଘ୍ର ଏଥିପାଇଁ ଆସନ ଘୋଷଣା କରିବେ। ମିଜୋରାମରେ ପ୍ରତିଦ୍ୱନ୍ଦ୍ୱିତା ନିର୍ବାଚନ ଘୋଷଣା ହେବା ସହିତ ଆମ...

ନିଠାରି ମାମଲା: ନିଠାରି ମାମଲାର ଅଭିଯୁକ୍ତ ସୁରେନ୍ଦ୍ର କୋଲି, ପନ୍ଦେରଙ୍କୁ ଦୋଷମୁକ୍ତ କଲେ ହାଇକୋର୍ଟ

ପ୍ରୟାଗରାଜ,୧୬।୧୦: ନୋଏଡାର ବହୁ ଚର୍ଚ୍ଚିତ ନିଠାରୀ ମାମଲାରେ ଅଭିଯୁକ୍ତ ସୁରେନ୍ଦ୍ର କୋଲିଙ୍କୁ ଆହ୍ଲାବାଦ ହାଇକୋର୍ଟ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ଅନେକ ଦିନର ବିତର୍କ ପରେ କୋର୍ଟ ଏହାର ନିଷ୍ପତ୍ତି ସଂରକ୍ଷିତ ରଖିଥିଲେ। ସୋମବାର ହାଇକୋର୍ଟ ଏହାର ନିଷ୍ପତ୍ତି ଘୋଷଣା କରିଛନ୍ତି।...

ଶାସନ କ୍ଷମତା କଂଗ୍ରେସ ହାତକୁ ଆସିଲେ ମହିଳାଙ୍କୁ ବିବାହ ସମୟରେ ମାଗଣାରେ ମିଳିପାରେ ୧୦ ଗ୍ରାମ ସୁନା, ୧ ଲକ୍ଷ ଟଙ୍କା

ହାଇଦ୍ରାବାଦ,୧୬।୧୦: ପାଖେଇ ଆସୁଛି ତେଲଙ୍ଗାନା ବିଧାନସଭା ନିର୍ବାଚନ। ଏହି କ୍ରମରେ ସମସ୍ତ ରାଜନୈତିକ ଦଳ ଭୋଟରଙ୍କୁ ଆକର୍ଷିତ କରିବାକୁ ଲାଗି ପଡିଛନ୍ତି। ପୁଣିଥରେ ତେଲଙ୍ଗାନାରେ କ୍ଷମତା ବଜାୟ ରଖିବାକୁ ନେଇ ଭାରତ ରାଷ୍ଟ୍ର ସମିତି (ବିଆରଏସ) ରବିବାର ଏହାର ମନିଫେଷ୍ଟୋ...

କଂଗ୍ରେସର ମାନିଫେଷ୍ଟୋ ଗ୍ୟାରେଣ୍ଟି ଟିସୁ ପେପରଠାରୁ ବି ଖରାପ: କବିତା

ହାଇଦ୍ରାବାଦ୍‌,୧୬।୧୦(୦୭): ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରାଯାଇଛି। ରାଜନୈତିକ ଦଳ ସେମାନଙ୍କ ପ୍ରାର୍ଥୀ ଘୋଷଣା କରିଛନ୍ତି। ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ତଥା ଭାରତ ରାଷ୍ଟ୍ରୀୟ ସମିତି (ବିଆରଏସ) ସଭାପତି କେ ଚନ୍ଦ୍ରଶେଖର ହାଇଦ୍ରାବାଦରେ ଦଳର ମାନିଫେଷ୍ଟୋ ଘୋଷଣା କରିଛନ୍ତି।...

ଉତ୍ତରାଖଣ୍ଡରେ ଭୂକମ୍ପ ଅନୁଭୂତ

ଡେରାଡୁନ୍‌,୧୬।୧୦(୦୭): ଉତ୍ତରାଖଣ୍ଡ ପିଥୋରାଗଡରେ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୪.୦ ମାପ କରାଯାଇଛି। ନ୍ୟାଶନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ, ଭୂକମ୍ପର କେନ୍ଦ୍ରସ୍ଥଳ ପିଥୋରାଗଡର ୪୦ କିଲୋମିଟର ଉତ୍ତର-ପୂର୍ବରେ ଥିଲା। ଏହି ଭୂକମ୍ପର କେନ୍ଦ୍ରସ୍ଥଳ ପିଥୋରାଗଡରେ...

ଜଳିଗଲା ୬୦ରୁ ଊର୍ଦ୍ଧ୍ୱ ଦୋକାନ

କୋଲକାତା,୧୬ା୧୦(୦୫): ପଶ୍ଚିମବଙ୍ଗ ଦାର୍ଜିଲିଂ ଜିଲା ସିଲିଗୁଡ଼ି ନକ୍ସଲବାରି ବଜାରରେ ରବିବାର ବିଳମ୍ବିତ ରାତିରେ ଭୟଙ୍କର ଅଗ୍ନିକାଣ୍ଡ ଘଟିବାରୁ ୬୦ରୁ ଊର୍ଦ୍ଧ୍ୱ ଦୋକାନ ଜଳିଯାଇଛି। ଅଗ୍ନିଶମ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇଛନ୍ତି। ପୂଜା ପୂର୍ବରୁ ଲୁଗା ଦୋକାନଗୁଡ଼ିକ ଜଳିଯାଇଥିବାରୁ...

ଦୁର୍ଘଟଣାରେ ଚାଲିଗଲା ୨୦ ଜୀବନ: ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ଶୋକ

ମୁମ୍ବାଇ/ତିରୁଭନ୍ନାମଲାଇ,୧୫ା୧୦: (୦୩) ରବିବାର ମହାରାଷ୍ଟ୍ର ଓ ତାମିଲନାଡୁରେ ଘଟିଥିବା ୨ଟି ପୃଥକ୍‌ ସଡ଼କ ଦୁର୍ଘଟଣାରେ ୨୦ଜଣ ଯାତ୍ରୀ ପ୍ରାଣ ହରାଇଛନ୍ତି। ମହାରାଷ୍ଟ୍ରର ଛତ୍ରପତି ସମ୍ଭାଜୀନଗର ଜିଲାରେ ସମୃଦ୍ଧି ଏକ୍ସପ୍ରେସ୍‌ଓ୍ବେରେ ଏକ ଟ୍ରକ୍‌କୁ ମିନିବସ୍‌ ଧକ୍କା ଦେବାରୁ ୧୨ ଜଣଙ୍କ ମୃତ୍ୟୁ...

‘ଅଗ୍ନିବୀର’ଙ୍କୁ ମିଳିଲାନି ଗାର୍ଡ ଅଫ ଅନର,କେନ୍ଦ୍ରକୁ ଟାର୍ଗେଟ କଲେ ରାଘବ ଚଢା

ନୂଆଦିଲ୍ଲୀ,୧୫।୧୦: କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ଆମ ଆଦମୀ ପାର୍ଟି(ଏଏପି) ଏମପି ରାଘବ ଚଢା। ତେବେ ଜଣେ ଅଗ୍ନିବୀର ଜବାନଙ୍କ ଶେଷକୃତ୍ୟ ସମୟରେ ତାଙ୍କୁ ଗାର୍ଡ ଅଫ ଅନର ନ ମିଳିବାକୁ ନେଇ ସେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି।...

ପାଲେଷ୍ଟାଇନ୍‌କୁ ସମର୍ଥନ କଲେ ଶରଦ ପାଓ୍ବାର

ମୁମ୍ବାଇ,୧୫।୧୦(୦୭): ଇସ୍ରାଏଲ ଏବଂ ପାଲେଷ୍ଟାଇନ୍‌ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଏନ୍‌ସିପି ମୁଖ୍ୟ ଶରଦ ପାଓ୍ବାର ନିଜ ପ୍ରତିକ୍ରିୟା ଦେଇଛନ୍ତି। ମୁମ୍ବାଇର ଆଞ୍ଚଳିକ କାର୍ଯ୍ୟାଳୟରେ ଅଧିକାରୀଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ସେ ପାଲେଷ୍ଟାଇନ ପ୍ରତି ନିଜର...

ସ୍ବାମୀ ପ୍ରସାଦ ମୌର୍ଯ୍ୟଙ୍କ ବିବାଦୀୟ ବୟାନ, ଜିନ୍ନା ନୁହେଁ ହିନ୍ଦୁ ମହାସଭା ଯୋଗୁ ହୋଇଥିଲା ଭାରତ-ପାକିସ୍ତାନ ବିଭାଜନ

ନୂଆଦିଲ୍ଲୀ,୧୫।୧୦:  ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ମହାସଚିବ ସ୍ବାମୀ ପ୍ରସାଦ ମୌର୍ଯ୍ୟ ଅନେକ ସମୟରେ ନିଜର ବୟାନବାଜିକୁ ନେଇ ଚର୍ଚ୍ଚାରେ ରହିଥାଆନ୍ତି। ପୁଣିଥରେ ଏସପି ନେତା ମୌର୍ଯ୍ୟ ଏକ ବିବାଦୀୟ ବୟାନ ଦେଇଛନ୍ତି। ଉତ୍ତର ପ୍ରଦେଶର ବାନ୍ଦାରେ ଏକ କାର୍ଯ୍ୟକ୍ରମରେ ପହଞ୍ଚିଥିବା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri