ଜାତୀୟ

ପାଲେଷ୍ଟାଇନକୁ ସମର୍ଥନ କଲେ ଶରଦ ପାଓ୍ବାର

ମୁମ୍ବାଇ,୧୫।୧୦:  ଏନସିପି ଅଧ୍ୟକ୍ଷ ଶରଦ ପାଓ୍ବାର ରବିବାର ମୁମ୍ବାଇ ସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟରେ ପଦାଧିକାରୀଙ୍କ ସହ ଏକ ବୈଠକ କରିଥିଲେ। ଏହି ସମୟରେ ସେ ଇସ୍ରାଏଲ ଓ ପାଲେଷ୍ଟାଇନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ନିଜର ପ୍ରତିକ୍ରିୟା ଦେଇଛନ୍ତି। ଏହି...

ଦୀପାବଳି ପୂର୍ବରୁ ଚିନ୍ତାରେ ପକାଇଲାଣି ରାଜଧାନୀର ବାୟୁ ପ୍ରଦୂଷଣ

ନୂଆଦିଲ୍ଲୀ,୧୫।୧୦:  ରାଜଧାନୀରେ ପାଣିପାଗର ପରିବର୍ତ୍ତନ ସହିତ କେତେକ ଅଞ୍ଚଳରେ ବାୟୁ ଗୁଣବତ୍ତା ଅତ୍ୟନ୍ତ ଖରାପ ବର୍ଗରେ ପହଞ୍ଚିିଛି। ନଡ଼ା ଜଳିବା ଏବଂ ଅନ୍ୟାନ୍ୟ କାରଣରୁ ପଡୋଶୀ ରାଜ୍ୟରେ ପ୍ରଦୂଷଣ ସ୍ତର ବୃଦ୍ଧି ପାଇବାରେ ଲାଗିଛି। ରବିବାର ଦିଲ୍ଲୀର ବାୟୁ ଗୁଣବତ୍ତା...

କଂଗ୍ରେସ ନେତା ମନୋହର ସିଂ ଗିଲଙ୍କ ପରଲୋକ

ନୂଆଦିଲ୍ଲୀ,୧୫।୧୦(୭): ପୂର୍ବତନ ମୁଖ୍ୟ ନିର୍ବାଚନ କମିଶନର ତଥା କଂଗ୍ରେସ ନେତା ମନୋହର ସିଂ ଗିଲଙ୍କ ଦେହାନ୍ତ ହୋଇଛି। ପଦ୍ମଭୂଷଣ ପୁରସ୍କାର ପ୍ରାପ୍ତ ମନୋହର ସିଂ ୧୯୯୬ ରୁ ୨୦୦୧ ପର୍ଯ୍ୟନ୍ତ ମୁଖ୍ୟ ନିର୍ବାଚନ କମିଶନର ଭାବେ କାର୍ଯ୍ୟ କରିଥିଲେ। ଗିଲ...

ଜରୁରୀକାଳିନ ଅବତରଣ କଲା ଦୁବାଇ-ଅମୃତସର ବିମାନ

ଅମୃତସର/କରାଚି,୧୫।୧୦(୦୭): ଦିଲ୍ଲୀ-ଅମୃତସର ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନ କରାଚିରେ ଜରୁରୀକାଳିନ ଅବତରଣ କରିଛି। ଜଣେ ଯାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବାରୁ ଏପରି ନିଷ୍ପତ୍ତି ନିଆଯାଇଥିଲା। ପରେ ଯାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ହେବାରୁ ବିମାନଟି କରାଚିରୁ ଅମୃତସର ଅଭିମୁଖେ ଯାଇଥିଲା।...

ଦେଶ ସମସ୍ତ ପ୍ରକାର ଆତଙ୍କବାଦ ସହ ଏହାର କାର୍ଯ୍ୟକଳାପକୁ ନିନ୍ଦା କରୁଛି: ଓମ ବିର୍ଲା

ନୂଆଦିଲ୍ଲୀ,୧୫।୧୦:  ଲୋକ ସଭା ବାଚସ୍ପତି ଓମ ବିର୍ଲା ପାର୍ଲାମେଣ୍ଟ ପରିସରରେ ରବିବାର ଖବରଦାତାଙ୍କ ସହ କଥା ହୋଇଛନ୍ତି। ଏହି ସମୟରେ ସେ କହିଛନ୍ତି, ଦେଶ ଆତଙ୍କବାଦାର ସମସ୍ତ ସ୍ବରୁପ ଓ ଅଭିବ୍ୟକ୍ତିକୁ ନିନ୍ଦା କରୁଛି। ବିଶ୍ୱ ଶାନ୍ତି ଓ ସମୃଦ୍ଧିର...

ସୋସିଆଲ ମିଡିଆରେ ଭାଇରାଲ ହେଲା ମହୁଆଙ୍କ ବ୍ୟକ୍ତିଗତ ଫଟୋ

ନୂଆଦିଲ୍ଲୀ,୧୫।୧୦: ତ୍ରୁଣମୂଳ କଂଗ୍ରେସ(ଟିଏମସି) ନେତା ତଥା ପଶ୍ଚିମବଙ୍ଗର କୃଷ୍ଣା ନଗର ଲୋକ ସଭା ଏମପି ମହୁଆ ମୋଇତ୍ରାଙ୍କର କିଛି ବ୍ୟକ୍ତିଗତ ଫଟୋ ରବିବାର ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ବେଳେ ଏହି ଫଟୋଗ୍ରାଫକୁ ନେଇ ଉତ୍ତେଜନା ଦେଖାଦେଇଛି। ଏମପି ମହୁଆ...

ରାଜସ୍ଥାନ ନିର୍ବାଚନ: ଆସନ୍ତାକାଲି ଏଏପି ଜାରି କରିବ ୩୦ ପ୍ରାର୍ଥୀଙ୍କ ପ୍ରଥମ ପ୍ରାର୍ଥୀ ତାଲିକା

ଜୟପୁର,୧୫।୧୦:  ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହେବା ପରେ ରାଜସ୍ଥାନରେ ରାଜନୈତିକ ଅସ୍ଥିରତା ତୀବ୍ର ହୋଇଛି। ଭାଜପା ରାଜସ୍ଥାନରେ ୪୧ ଜଣ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ କରିଥିବାବେଳେ ସୋମବାର ଆମ ଆଦମୀ ପାର୍ଟି(ଏଏପି) ୩୦ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା...

ଟଙ୍କା ନେଇ ଲୋକ ସଭାରେ ପ୍ରଶ୍ନ କରୁଛନ୍ତି ଟିଏମସି ନେତା ମହୁଆ! ନିଶିକାନ୍ତ ଦୁବେଙ୍କ ଗୁରୁତର ଅଭିଯୋଗ

ନୂଆଦିଲ୍ଲୀ,୧୫।୧୦:  ଭାରତୀୟ ଜନତା ପାର୍ଟି (ଭାଜପା) ଏମପି ନିଶିକାନ୍ତ ଦୁବେ ଲୋକ ସଭା ବାଚସ୍ପତି ଓମ ବିର୍ଲାଙ୍କୁ ଚିଠି ଲେଖି ତ୍ରୁଣମୁଳ କଂଗ୍ରେସ (ଟିଏମସି) ନେତା ମହୁଆ ମୋଇତ୍ରାଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ଏଥିସହ ନିଶିକାନ୍ତ ଦୁବେ ସୁପ୍ରିମକୋର୍ଟର...

ପବନ ଖେଡା, ରାଘବ ଚଢାଙ୍କ ମାମଲାର ଶୁଣାଣି ସୋମବାର

ନୂଆଦିଲ୍ଲୀ,୧୫।୧୦:  ସଂସଦରୁ ନିଲମ୍ବିତ ହୋଇଥିବା ଆମ ଆଦମୀ ପାର୍ଟି (ଏଏପି) ଏମପି ରାଘବ ଚାଢା ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି। ରାଜ୍ୟ ସଭାରୁ ତାଙ୍କର ଅର୍ନିଦ୍ଦିଷ୍ଟ କାଳ ପାଇଁ ସ୍ଥଗିତାଦେଶ ବିରୋଧରେ ରାଘବ ଚଢାଙ୍କ ଦ୍ୱାରା ଦାଖଲ ହୋଇଥିବା ଆବେଦନ ଉପରେ...

ବାଂଲାଦେଶ ଜନତାଙ୍କୁ ଉପଦେଶ ଦେଲେ ତସଲିମା

କୋଲକାତା,୧୫।୧୦:  ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ବିଶ୍ୱର ଅନେକ ସହରରେ ବିରୋଧ ପ୍ରଦର୍ଶନ କରାଯାଉଛି। ଅନ୍ୟପକ୍ଷରେ ଇସ୍ରାଏଲ ସେନା ଗାଜା ଉପରେ ବୋମା ପକାଇବା ଜାରି ରଖିଛନ୍ତି। ଇତିମଧ୍ୟରେ ବାଂଲାଦେଶର ପ୍ରସିଦ୍ଧ ଲେଖିକା ତଥା କବି...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୭ ମୃତ, ୮ ଆହତ

ଜୟପୁର,୧୫।୧୦: ରାଜସ୍ଥାନର ଡୁଙ୍ଗରପୁର ଜିଲାର ବିଚିୱାଡା ପୋଲିସ ଷ୍ଟେଶନ ଅଞ୍ଚଳରେ ରବିବାର ଅପରାହ୍ନରେ ଟ୍ରକ ଏବଂ ଜିପ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୭ ଜଣଙ୍କ ମୃତ୍ୟୁ ହୋଇଛି। ଏଥିରେ ୮ ଜଣ ଆହତ ହୋଇଛନ୍ତି। ପୋଲିସ ଅଧିକାରୀ...

ଏଏପିରେ ଯୋଗଦେଲେ ଅଭିନେତ୍ରୀ ଗୌରୀ

ନୂଆଦିଲ୍ଲୀ,୧୫।୧୦: ବିଗ ବସ ଫେମ୍‌ ତଥା ଅଭିନେତ୍ରୀ ଗୌରୀ ନାଗୌରୀ ଆମ ଆଦମୀ ପାର୍ଟି (ଏଏପି) ରେ ଯୋଗ ଦେଇଛନ୍ତି। ରାଜନୀତିରେ ପ୍ରବେଶ କରିବା ପରେ ଗୌରୀ କହିଛନ୍ତି, ମୁଁ ନାଗୌରକୁ ପରିଚୟ ଦେବାକୁ ଚାହୁଁଛି, ତେଣୁ ମୁଁ ଆମ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri