ଜାତୀୟ

ବିଶ୍ୱକପର ୧୩ତମ ମ୍ୟାଚ: ଟସ ଜିତିଲା ଇଂଲଣ୍ଡ ବୋଲିଂ ନିଷ୍ପତ୍ତି…

ନୂଆଦିଲ୍ଲୀ,୧୫।୧୦ : (୦୧) ବିଶ୍ୱକପ କ୍ରିକେଟ ୨୦୨୩ର ୧୩ ତମ ମ୍ୟାଚରେ ରବିବାର ଇଂଲଣ୍ଡ ଆଫଗାନିସ୍ତାନ ମୁହାଁମୁହିଁ ହୋଇଛନ୍ତି। ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳା ଯାଉଥିବା ଏହି ମ୍ୟାଚରେ ବିଜୟ ଧାରାକୁ ଫେରିବା ପାଇଁ ଉଭୟ ଦଳ ପ୍ରସ୍ତୁତି...

ଆମେରିକାରେ ଉଦ୍‌ଘାଟନ ହେଲା ଡ. ଭୀମରାଓ ଆମ୍ବେଦକରଙ୍କ ସବୁଠାରୁ ବଡ ପ୍ରତିମୂର୍ତ୍ତି

ଓ୍ବାଶିଂଟନ୍‌,୧୫।୧୦: ଆମେରିକାର ମେରିଲ୍ୟାଣ୍ଡ ସହରରେ ଭାରତୀୟ ସମ୍ବିଧାନର ଜନକ ଡ. ଭୀମରାଓ ଆମ୍ବେଦକରଙ୍କ ସବୁଠାରୁ ବଡ ପ୍ରତିମୂର୍ତ୍ତି ଆନୁଷ୍ଠାନିକ ଭାବେ ଉନ୍ମୋଚିତ ହୋଇଛି। ଉଦ୍‌ଘାଟନୀ ସମାରୋହରେ ୫୦୦ରୁ ଅଧିକ ଭାରତୀୟ-ଆମେରିକୀୟ, ଭାରତୀୟ ଓ ଅନ୍ୟ ଦେଶର ବହୁ ଲୋକ ଯୋଗ...

ଯତ୍ନରେ ଅବହେଳା ଯୋଗୁ ଝିଅମାନଙ୍କଠାରେ ଯକ୍ଷ୍ମା ହେବାର ଆଶଙ୍କା ଅଧିକ…

ନୂଆଦିଲ୍ଲୀ,୧୫।୧୦ : (୦୧) ପିଲାମାନଙ୍କଠାରେ ଯକ୍ଷ୍ମା ରୋଗ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ସର୍ବଶେଷ ଅଧ୍ୟୟନରେ ୬୮୬ ପିଲା ଅନ୍ତର୍ଭୁକ୍ତ କରାଯାଇଛି। ସେମାନଙ୍କ ବୟସ ୧୫ ବର୍ଷରୁ କମ। ସେଥିମଧ୍ୟରୁ ୫୦ ପ୍ରତିଶତ ଶିଶୁ ସଂକ୍ରମିତ ହୋଇଥିବାବେଳେ ତିନି ପ୍ରତିଶତ...

ଗୀତିକାର ସାଜିଲେ ମୋଦି

ନୂଆଦିଲ୍ଲୀ,୧୫।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୀତିକାର ପାଲଟିଛନ୍ତି। ମୋଦି ଲେଖିଥିବା ଏକ ନୂଆ ‘ଗର୍ବା’ ଗୀତକୁ ଜଣାଶୁଣା କଣ୍ଠଶିଳ୍ପୀ ଧ୍ୱନି ଭାନୁଶାଳୀ ଗାଇଛନ୍ତି। ତନିଷ୍କ ବାଗ୍‌ଚୀ ଏଥିରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି। ଗୀତ ସହ ନୃତ୍ୟର ଭିଡିଓକୁ ଧ୍ୱନି ଏକ୍ସ’ରେ...

କଂଗ୍ରେସ ପକ୍ଷରୁ ୧୪୪ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ, ଛିିନ୍ଦୱାଡାରୁ ଲଢ଼ିବେ କମଲ ନାଥ…

ଭୋପାଳ,୧୫।୧୦ : (୦୧) ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ କରିଛି। ଦଳ ବର୍ତ୍ତମାନ ୨୩୦ ସିଟ ମଧ୍ୟରୁ ୧୪୪ ନାମ ଅନୁମୋଦନ କରିଛି। କମଲ ନାଥ ଏଥର ଛିନ୍ଦୱାଡାରୁ ନିର୍ବାଚନ ଲଢ଼ିବେ। ପାର୍ଟି...

ୟୁଟ୍ୟୁବର୍‌ଙ୍କୁ ଲିଗାଲ ନୋଟିସ ପଠାଇଲେ ସୋନମ

ନୂଆଦିଲ୍ଲୀ,୧୫।୧୦: ଅଭିନେତ୍ରୀ ସୋନମ କପୁରଙ୍କ ଏକ ଭିଡିଓ ଉପରେ ସେ ଦେଇଥିବା ମନ୍ତବ୍ୟକୁ ପରିହାସ କରି ଜଣେ ୟୁଟ୍ୟୁବର ପୋଷ୍ଟ କରିଥିଲେ। ସୋନମ ତାଙ୍କ ନିକଟକୁ ଲିଗାଲ ନୋଟିସ ପଠାଇଛନ୍ତି। କଣ୍ଟେଣ୍ଟ କ୍ରିଏଟର ରାଗିନୀ ଦ୍ୱାରା ପୋଷ୍ଟ ହୋଇଥିବା ଭିଡିଓ...

ସମୃଦ୍ଧି ଏକ୍ସପ୍ରେସ୍‌ ଓ୍ବେ’ରେ ଭୟଙ୍କର ଦୁର୍ଘଟଣା: କଣ୍ଟେନରକୁ ଧକ୍କା ଦେଲା ମିନି ବସ୍‌, ଚାଲିଗଲା ୧୨ ଜୀବନ

ସମ୍ଭାଜିନଗର,୧୫।୧୦: ମହାରାଷ୍ଟ୍ରର ଛତ୍ରପତି ସମୱଜିନଗର ଜିଲ୍ଲାର ସମୃଦ୍ଧି ଏକ୍ସପ୍ରେସ ୱେରେ ଶନିବାର ବିଳମ୍ବିତ ରାତିରେ ପୁଣି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ମିନି ବସ ଏବଂ ଏକ କଣ୍ଟେନର ମଧ୍ୟରେ ଦୁର୍ଘଟଣା ଘଟି ୧୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ...

ମଧ୍ୟପ୍ରଦେଶ-ଛତିଶଗଡ଼-ତେଲେଙ୍ଗାନା ବିଧାନସଭା ନିର୍ବାଚନ: ପ୍ରାର୍ଥୀଙ୍କ ପ୍ରଥମ ତାଲିକା ଘୋଷଣା କଲା କଂଗ୍ରେସ

ନୂଆଦିଲ୍ଲୀ,୧୫।୧୦: ମଧ୍ୟପ୍ରଦେଶ, ଛତିଶଗଡ ଏବଂ ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ କରିଛି। ମଧ୍ୟପ୍ରଦେଶରେ ୧୪୪ ଜଣ, ଛତିଶଗଡରେ ୩୦ ଜଣ ଏବଂ ତେଲେଙ୍ଗାନା ବିଧାନସଭା ନିର୍ବାଚନରେ ୫୫ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା...

ପ୍ରଥମ ଅଗ୍ନିବୀରଙ୍କ ମୃତ୍ୟୁ ପରେ ସମ୍ମାନ ଦେଲାନି ସେନା

ମନସା(ପଞ୍ଜାବ),୧୫।୧୦: ଭାରତର ପ୍ରଥମ ଅଗ୍ନିବୀର ଭାବେ ପ୍ରାଣ ହରାଇଥିବା ପଞ୍ଜାବ ମନ୍‌ସା ଅଞ୍ଚଳର ଅମ୍ରିତ୍‌ପାଲ ସିଂଙ୍କ ଶେଷକୃତ୍ୟରେ ଭାରତୀୟ ସେନା ସାମିଲ ନ ହେବା ଏବଂ ଗାର୍ଡ ଅଫ୍‌ ଅନର ପ୍ରଦାନ କରା ନ ଯିବା ଦୁଃଖଦାୟକ। ଏପରି କି...

୨୦୩୬ ଅଲମ୍ପିକ ଆୟୋଜନ ପାଇଁ ଭାରତ ସମସ୍ତ ଉଦ୍ୟମ କରିବ: ପ୍ରଧାନମନ୍ତ୍ରୀ..

ନୂଆଦିଲ୍ଲୀ,୧୪।୧୦ : (୦୧) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର କହିଛନ୍ତି ଦେଶରେ ୨୦୩୬ ଅଲିମ୍ପିକ୍ସ ଆୟୋଜନ ପାଇଁ ଭାରତ ସମସ୍ତ ଉଦ୍ୟମ କରିବାକୁ ପ୍ରସ୍ତୁତ। କାରଣ ଏହା ୧୪୦ କୋଟି ଭାରତୀୟଙ୍କ ସ୍ବପ୍ନ। ଅନ୍ତର୍ଜାତୀୟ ଅଲିମ୍ପିକ କମିଟିର ଅଧିବେଶନ ଉଦଘାଟନ...

ଭାଜପା ତେଲଙ୍ଗାନାକୁ ବଂଶବାଦୀ ରାଜନୀତିରୁ କରିପାରିବ ମୁକ୍ତି: ରାଜୀବ ଚନ୍ଦ୍ରଶେଖର…

ହାଇଦ୍ରାବାଦ,୧୪।୧୦ : (୦୧) କେନ୍ଦ୍ର ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ଶନିବାର କହିଛନ୍ତି ତେଲଙ୍ଗାନାର ଲୋକମାନେ ପରିବର୍ତ୍ତନ ଚାହୁଁଛନ୍ତି। ଭାଜପା ହେଉଛି ଏକମାତ୍ର ଦଳ ଯିଏ ରାଜ୍ୟରେ ଶାସକ ବିଆରଏସର ଦୁର୍ନୀତି ଏବଂ ବଂଶବାଦ ରାଜନୀତିକୁ ଶେଷ କରିପାରିବ। ଭାଜପା ମୁଖ୍ୟାଳୟରେ...

ବିଧାୟକ ଅଯୋଗ୍ୟତା ମାମଲା: ସୁପ୍ରିମକୋର୍ଟଙ୍କ ଆଦେଶ ଅଧ୍ୟୟନ କରି ଆଇନଗତ ପରାମର୍ଶ ନେବା ପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଲେ ନାର୍ଭେକର…

ଭୋପାଳ,୧୪।୧୦ : ମହାରାଷ୍ଟ୍ର ବିଧାନସଭା ବାଚସ୍ପତି ରାହୁଲ ନାର୍ଭେକର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ନେତୃତ୍ୱାଧୀନ ଶିବସେନା ବିଧାୟକଙ୍କ ବିରୋଧରେ ଅଯୋଗ୍ୟତା ପ୍ରକ୍ରିୟା ଉପରେ ସୁପ୍ରିମକୋର୍ଟଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ସେ ଆଦେଶର ନକଲ ଅଧ୍ୟୟନ କରିବେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri