ଜାତୀୟ

ମୋଦି ଲେଖିଲେ ‘ଗର୍ବା’ ସଙ୍ଗ, ଗାଇଲେ ଧ୍ୱନି ଭାନୁଶାଳୀ

ନୂଆଦିଲ୍ଲୀ,୧୪।୧୦: ଓ୍ବାସ୍ତେ ଏବଂ ଲେଜା ରେ ଭଳି ଗୀତ ପାଇଁ ଲୋକପ୍ରିୟ ଧ୍ୱନି ଭାନୁଶାଳୀ ଶନିବାର ଏକ ନୂତନ ଗୀତ ରିଲିଜ କରିଛନ୍ତି। ସିଙ୍ଗର ନବରାତ୍ରୀ ପୂର୍ବରୁ ‘ଗାର୍ବୋ’ ନାମକ ଏକ ନୂତନ ଗୀତ ସହିତ ପ୍ରଶଂସକଙ୍କ ମନୋରଞ୍ଜନ କରିଥିଲେ।...

ନିର୍ବାଚନ ପୂର୍ବରୁ ଏହି ପଦକ୍ଷେପ ନେଇପାରେ ଭାଜପା: ଅଖିଳେଶ

ଲକ୍ଷ୍ନୌ,୧୪।୧୦: ଲୋକ ସଭା ନିର୍ବାଚନ ପୂର୍ବରୁ ଜାତି ଜନଗଣନାକୁ ନେଇ ରାଜନୀତି ତୀବ୍ର ହୋଇଛି। ବିରୋଧୀ ଦଳ ଏହି ପ୍ରସଙ୍ଗକୁ ଜୋରରେ ଉଠାଉଛନ୍ତି ଏବଂ ପ୍ରତ୍ୟେକ ପ୍ଲାଟଫର୍ମରେ ଏହା ବିଷୟରେ ଆଲୋଚନା ହୋଉଥିବା ବେଳେ ଜନଗଣନା ସପକ୍ଷରେ ଭାଜପା ନାହିଁ।...

ଜେଲରେ ଜୀବନସାଥୀଙ୍କ ସହ ସମୟ ବିତାଇପାରିବେ କଏଦୀ, ଦିଲ୍ଲୀ ସରକାର ଆଣିପାରନ୍ତି ପ୍ରସ୍ତାବ

ନୂଆଦିଲ୍ଲୀ,୧୪।୧୦: ନିକଟରେ ଦିଲ୍ଲୀ ସରକାର ଦିଲ୍ଲୀ ହାଇକୋର୍ଟଙ୍କୁ କହିଛନ୍ତି, ଜେଲର ମହାନିର୍ଦ୍ଦେଶକ (ଡିଜି) କଏଦୀଙ୍କ ବୈବାହିକ ପରିଦର୍ଶନ ଅଧିକାର ସମ୍ପର୍କରେ ଗୃହ ବିଭାଗକୁ ଏକ ପ୍ରସ୍ତାବ ପଠାଇଛନ୍ତି। ଜେଲ ପରିପ୍ରେକ୍ଷୀରେ, ବୈବାହିକ ପରିଦର୍ଶନର ଅର୍ଥ ହେଉଛି ଜଣେ କଏଦୀଙ୍କୁ ତାଙ୍କ...

୨୬ ସପ୍ତାହ ଭ୍ରୂଣର ଗର୍ଭପାତ ମାମଲା: ପୋଷ୍ଟପାର୍ଟମ ସାଇକୋସିସରେ ପୀଡିତ ମହିଳା

ନୂଆଦିଲ୍ଲୀ,୧୪।୧୦: ପ୍ରଧାନ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୂଡଙ୍କ ବେଞ୍ଚ ୨୬ସପ୍ତାହରେ ଗର୍ଭପାତ ଦାବି କରୁଥିବା ଆବେଦନ ଉପରେ ଶୁଣାଣି କରି ଏମ୍ସକୁ ଏକ ନୂଆ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମହିଳା ଏବଂ ଗର୍ଭସ୍ଥ ଭ୍ରୂଣର ବର୍ତ୍ତମାନ ସ୍ଥିତି ଦେଖିବା...

ପଞ୍ଜାବ ପୋଲିସକୁ ସଫଳତା, ଦୁଇ ଲଶ୍କର ଆତଙ୍କବାଦୀ ଗିରଫ, ଆଇଇଡି ସମେତ ବହୁ ପରିମାଣରେ ଅସ୍ତ୍ରଶସ୍ତ୍ର ଜବତ

ଚଣ୍ଡିଗଡ଼,୧୪।୧୦: ଆତଙ୍କବାଦ ବିରୋଧରେ ପଞ୍ଜାବ ପୋଲିସର ଷ୍ଟେଟ ଅପରେସନ ସେଲକୁ ବହୁତ ବଡ ସଫଳତା ମିଳିଛି। ଶୁକ୍ରବାର ସକାଳେ ସେମାନେ ଲଶ୍କର-ଇ-ତୋଏବା ସହିତ ସମ୍ପୃକ୍ତ ଦୁଇ ଆତଙ୍କବାଦୀଙ୍କୁ ପୋଲିସ ଗିରଫ କରିଛି। ସେମାନଙ୍କ ନିକଟରୁ ବହୁ ପରିମାଣର ଅସ୍ତ୍ରଶସ୍ତ୍ର ଉଦ୍ଧାର...

ଇସ୍ରାଏଲ-ହମାସ ଯୁଦ୍ଧରେ କାନପୁରର ଚମଡା ବ୍ୟବସାୟରେ ପଡିବ ପ୍ରଭାବ, ପାଣିରେ ପଡିବ ୧୫୦କୋଟି ଟଙ୍କାର ବ୍ୟବସାୟ

କାନପୁର,୧୪।୧୦: ଇସ୍ରାଏଲ-ହମାସ ଯୁଦ୍ଧ ସପ୍ତାହେ ବିତିଥିବାବେଳେ ନିକଟ ଭବିଷ୍ୟତରେ ଥମିବାର ସମ୍ଭାବନା ନାହିଁ। ଦିନକୁ ଦିନ ଏହା ଉଗ୍ରରୂପ ଧାରଣ କରି ନର ସଂହାର ରଚିବାରେ ଲାଗିଛି। ତେବେ ଯୁଦ୍ଧ ଯୋଗୁ ଇସ୍ରାଏଲର ଅର୍ଥନୈତିକ ବ୍ୟବସ୍ଥା ଭୁଶୁଡି ପଡିବାର ସମ୍ଭାବନା...

ଭାରତୀୟଙ୍କୁ ନେଇ ଗଢିବୁ ଆଉ ଏକ ଇସ୍ରାଏଲୀ ସେନା, ଭାରତର ସମର୍ଥନକୁ ନେଇ କହିଲେ ଇସ୍ରାଏଲ ରାଷ୍ଟ୍ରଦୂତ

ନୂଆଦିଲ୍ଲୀ,୧୪।୧୦: ଇସ୍ରାଏଲ-ହମାସ୍‌ ମଧ୍ୟରେ ଯୁଦ୍ଧକୁ ସପ୍ତାହେ ବିତିଛି। ଏହି ସମୟରେ, ଭାରତରେ ଇସ୍ରାଏଲର ରାଷ୍ଟ୍ରଦୂତ ନାଓର ଗିଲନ ଇସ୍ରାଏଲକୁ ସମର୍ଥନ ଦେଇଥିବାରୁ ଭାରତୀୟଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଖବର ସରବରାହ ସଂସ୍ଥା ଏଏନଆଇକୁ ସୂଚନା ଦେଇ ଗିଲନ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

ଭାରତ-ଶ୍ରୀଲଙ୍କା ମଧ୍ୟରେ ପୁଣି ଆରମ୍ଭ ହେଲା ଫେରି ସେବା

ନୂଆଦିଲ୍ଲୀ/କଲମ୍ବୋ,୧୪।୧୦: ତାମିଲନାଡୁର ନାଗାପଟ୍ଟିନମ ଏବଂ ଶ୍ରୀଲଙ୍କାର କାନକେସନ୍ତୁରାଇ ମଧ୍ୟରେ ଫେରି ସେବାର ଉଦଘାଟନୀ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନାଗାପଟ୍ଟିନମ ଏବଂ କାନକେସନ୍ତୁରାଇ ମଧ୍ୟରେ ଫେରି ସେବା ଆରମ୍ଭକୁ ଭାରତ-ଶ୍ରୀଲଙ୍କା...

‘ପ୍ରେମ ଦୋକାନରେ ନୁହେଁ, ଆମ ହୃଦୟରେ ରହିବା ଦରକାର’, ରାହୁଲଙ୍କୁ ଟାର୍ଗେଟ କଲେ ଫଡନାଭିସ

ମୁମ୍ବାଇ,୧୪।୧୦: ମହାରାଷ୍ଟ୍ରର ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଶୁକ୍ରବାର ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରି କହିଛନ୍ତି ଯଦି କଂଗ୍ରେସ ଯେତିକି ଜନସଂଖ୍ୟା, ଯେତିକି ଅଂଶଗ୍ରହଣ ନୀତିରେ ବିଶ୍ୱାସ କରେ ତା’ହେଲେ ତାଙ୍କ ଶାସନ କାଳରେ ଗୋଟିଏ ପରିବାରରୁ ସଂଖ୍ୟକ ପ୍ରଧାନମନ୍ତ୍ରୀ...

ପ୍ରିୟଙ୍କାଙ୍କ ସହ ଚେନ୍ନାଇରେ ପହଞ୍ଚିଲେ ସୋନିଆ, ଡିଏମକେର ମହିଳା ଅଧିକାର ସମ୍ମିଳନୀରେ ହେବେ ସାମିଲ

ଚେନ୍ନାଇ,୧୪।୧୦: କଂଗ୍ରେସ ସଂସଦୀୟ ଦଳର ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଏବଂ କଂଗ୍ରେସର ମହାସଚିବ ପ୍ରିୟଙ୍କା ଗାନ୍ଧୀ ଚେନ୍ନାଇରେ ପହଞ୍ଚିଛନ୍ତି। ଏଠାରେ ସେ ଡିଏମକେ ମହିଳା ଅଧିକାର ସମ୍ମିଳନୀରେ ଯୋଗଦେବେ। ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ସୋନିଆ ଗାନ୍ଧୀ ଏବଂ ପ୍ରିୟଙ୍କା...

ଇସ୍ରାଏଲରୁ ଦିଲ୍ଲୀ ପହଞ୍ଚିଲା ଦ୍ୱିତୀୟ ବିମାନ, ୨ ଶିଶୁ ସମେତ ୨୩୫ ଲୋକ ସାମିଲ

ନୂଆଦିଲ୍ଲୀ,୧୪।୧୦: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ଯୋଗୁଁ ସେଠାରେ ଉପସ୍ଥିତ ଥିବା ଭାରତୀୟଙ୍କ ପାଇଁ ଦେଶ ଚିନ୍ତିତ। ଇସ୍ରାଏଲରୁ ଭାରତୀୟ ନାଗରିକଙ୍କ ନିରାପଦ ପ୍ରତ୍ୟାବର୍ତ୍ତନ ପାଇଁ ଭାରତ ‘ଅପରେସନ ଅଜୟ’ ଆରମ୍ଭ କରିଛି। ଏହି ନିରାପତ୍ତା ଅପରେସନ...

ସୁପ୍ରିମକୋର୍ଟଙ୍କୁ ଅବଜ୍ଞା କରିପାରିବେ ନାହିଁ ବାଚସ୍ପତି

ନୂଆଦିଲ୍ଲୀ,୧୪ା୧୦: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଓ ତାଙ୍କ ସମର୍ଥକ ବିଧାୟକମାନଙ୍କୁ ଅଯୋଗ୍ୟ ଘୋଷଣା କରିବା ଆବେଦନ ଉପରେ ବିଧାନସଭା ବାଚସ୍ପତି ନିଷ୍ପତ୍ତି ନେବାରେ ବିଳମ୍ବ କରୁଥିବାରୁ ସୁପ୍ରିମକୋର୍ଟ ଶୁକ୍ରବାର ତାଙ୍କୁ ଭର୍ତ୍ସନା କରିଛନ୍ତି। ବାଚସ୍ପତି ସର୍ବୋଚ୍ଚ ଅଦାଲତଙ୍କ ନିର୍ଦ୍ଦେଶକୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri