ଜାତୀୟ

ଇସ୍ରାଏଲରୁ ଦିଲ୍ଲୀ ପହଞ୍ଚିଲା ଦ୍ୱିତୀୟ ବିମାନ, ୨ ଶିଶୁ ସମେତ ୨୩୫ ଲୋକ ସାମିଲ

ନୂଆଦିଲ୍ଲୀ,୧୪।୧୦: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ଯୋଗୁଁ ସେଠାରେ ଉପସ୍ଥିତ ଥିବା ଭାରତୀୟଙ୍କ ପାଇଁ ଦେଶ ଚିନ୍ତିତ। ଇସ୍ରାଏଲରୁ ଭାରତୀୟ ନାଗରିକଙ୍କ ନିରାପଦ ପ୍ରତ୍ୟାବର୍ତ୍ତନ ପାଇଁ ଭାରତ ‘ଅପରେସନ ଅଜୟ’ ଆରମ୍ଭ କରିଛି। ଏହି ନିରାପତ୍ତା ଅପରେସନ...

ସୁପ୍ରିମକୋର୍ଟଙ୍କୁ ଅବଜ୍ଞା କରିପାରିବେ ନାହିଁ ବାଚସ୍ପତି

ନୂଆଦିଲ୍ଲୀ,୧୪ା୧୦: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଓ ତାଙ୍କ ସମର୍ଥକ ବିଧାୟକମାନଙ୍କୁ ଅଯୋଗ୍ୟ ଘୋଷଣା କରିବା ଆବେଦନ ଉପରେ ବିଧାନସଭା ବାଚସ୍ପତି ନିଷ୍ପତ୍ତି ନେବାରେ ବିଳମ୍ବ କରୁଥିବାରୁ ସୁପ୍ରିମକୋର୍ଟ ଶୁକ୍ରବାର ତାଙ୍କୁ ଭର୍ତ୍ସନା କରିଛନ୍ତି। ବାଚସ୍ପତି ସର୍ବୋଚ୍ଚ ଅଦାଲତଙ୍କ ନିର୍ଦ୍ଦେଶକୁ...

ନିଜ ବୈଜ୍ଞାନିକ ମତବାଦ ପ୍ରଚାର କର

ନୂଆଦିଲ୍ଲୀ,୧୪ା୧୦: ବ୍ରିଟେନ୍‌ର ପ୍ରକୃତି ବିଜ୍ଞାନୀ ଚାଲର୍‌ସ ଡାର୍‌ଓ୍ବିନ୍‌ଙ୍କ ଇଭୋଲ୍ୟୁଶନ୍‌ ଥିଓରି (ବିବର୍ତ୍ତନବାଦ) ଅନୁସାରେ ସମସ୍ତ ଜୀବନ୍ତ ପ୍ରାଣୀଙ୍କ ବିବର୍ତ୍ତନ ଏକ ପ୍ରାକୃତିକ ଚୟନ ଜରିଆରେ ହୋଇଥାଏ। ସେହିପରି ପ୍ରଖ୍ୟାତ ବୈଜ୍ଞାନିକ ଆଲବର୍ଟ ଆଇନ୍‌ଷ୍ଟାଇନ ‘E = mc2’ ସମୀକରଣ ଜରିଆରେ ଦ୍ରବ୍ୟମାନ...

ଇସ୍ରାଏଲୀଙ୍କ ସୁରକ୍ଷା ଚିନ୍ତା: ଦିଲ୍ଲୀ, ମହାରାଷ୍ଟ୍ର, ଗୋଆରେ ହାଇ ଆଲର୍ଟ

ନୂଆଦିଲ୍ଲୀ,୧୪ା୧୦: ଇସ୍ରାଏଲ୍‌ ଏବଂ ହମାସ୍‌ ଆତଙ୍କବାଦୀ ସଂଗଠନ ମଧ୍ୟରେ ଯୁଦ୍ଧ ଲାଗିଥିବାବେଳେ ଭାରତରେ ଅସାମାଜିକ କାର୍ଯ୍ୟକଳାପ ସମ୍ଭାବନା ନେଇ ସୁରକ୍ଷା ସଂସ୍ଥାଗୁଡ଼ିକ ସତର୍କ କରାଇବା ପରେ ଦିଲ୍ଲୀ, ମହାରାଷ୍ଟ୍ର, ଗୋଆ ସମେତ ବିଭିନ୍ନ ସ୍ଥାନରେ ଶୁକ୍ରବାର ହାଇ ଆଲର୍ଟ ଜାରି ହୋଇଛି।...

ମଣିପୁର ଛାତ୍ରୀଛାତ୍ର ହତ୍ୟା: ୫ମ ଅଭିଯୁକ୍ତଙ୍କୁ ଗିରଫକଲା ସିବିଆଇ

ପୁଣେ,୧୪ା୧୦: ହିଂସାକାଣ୍ଡ ଲାଗି ରହିଥିବା ମଣିପୁରରେ ମେଇତି ସମ୍ପ୍ରଦାୟର ଜଣେ ଛାତ୍ର ଓ ଜଣେ ଛାତ୍ରୀଙ୍କୁ ଅପହରଣ କରିନେଇ ହତ୍ୟା କରିବା ଅଭିଯୋଗରେ ସିବିଆଇ ମହାରାଷ୍ଟ୍ରର ପୁଣେରୁ ୫ମ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏହି ମାମଲାରେ ଅକ୍ଟୋବର ୧ରେ ୪...

୪୨% ଚର୍ମରୋଗୀ ନିଦ୍ରାହୀନତାର ଶିକାର

ନୂଆଦିଲ୍ଲୀ,୧୪ା୧୦: ଚର୍ମ ରୋଗ ଥିବା ୪୨ ପ୍ରତିଶତ ରୋଗୀ ନିଦ୍ରାଜନିତ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ଚର୍ମ ରୋଗର ପ୍ରଭାବ ଆକଳନ କରିବା ଲାଗି ୧୦ ଦେଶର ୫୦ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ଉପରେ କରାଯାଇଥିବା ଅଧ୍ୟୟନରୁ ଏହା ଜଣାପଡ଼ିଛି। ଜର୍ମାନୀର...

କଂଗ୍ରେସକୁ ଫେରିବେ ପଞ୍ଜାବର ପୂର୍ବତନ ମନ୍ତ୍ରୀ

ଚଣ୍ଡିଗଡ଼,୧୪।୧୦: ଆଗାମୀ ଲୋକ ସଭା ନିର୍ବାଚନ ପୂର୍ବରୁ ପଞ୍ଜାବରେ ଭାରତୀୟ ଜନତା ପାର୍ଟି(ଭାଜପା)କୁ ଏକ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ରାଜ କୁମାର ଭେର୍କା ପୁଣି ପୁରୁଣା ଦଳକୁ ଫେରିବା ନେଇ ଶୁକ୍ରବାର ଘୋଷଣା କରିଛନ୍ତି। ୨୦୨୨ବିଧାନସଭା ନିର୍ବାଚନରେ ପରାଜୟର...

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭାଇ ବୋଲି ମାନନ୍ତି ମେକ୍ସିକୋର ଏହି ମହିଳା ନେତା, ରାଖୀ ବାନ୍ଧି ନେଲେ ଆଶୀର୍ବାଦ

ନୂଆଦିଲ୍ଲୀ,୧୩।୧୦: ପି-୨୦ର ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ରାଖୀ ବାନ୍ଧିଛନ୍ତି ମେକ୍ସିକୋର ଜଣେ ମହିଳା ନେତା। ସେ ମୋଦିଙ୍କୁ ନିଜର ଭାଇ ବୋଲି ଭାବୁଥିବାରୁ ରାଖୀ ବାନ୍ଧିତାଙ୍କ ଆଶୀର୍ବାଦ ନେଇଛନ୍ତି। ସେ ହେଲେ ମେକ୍ସିକୋ ସିନେଟର ଅଧ୍ୟକ୍ଷ ଆନା...

ଟିଭି, ସୋସିଆଲ ମିଡିଆରେ ଅଧିକ ନ୍ୟୁଜ ଦେଖନ୍ତୁ ନାହିଁ: ହୁ

ନୂଆଦିଲ୍ଲୀ,୧୩।୧୦:ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ସାରା ବିଶ୍ୱକୁ ଆତଙ୍କିତ କରି ରଖିଛି। ନର ପିଶାଚ ପାଲଟିଥିବା ହମାସ ଗୋଟିକ ପରେ ଗୋଟିଏ ବନ୍ଧକ ରଖିଥିବା ଇସ୍ରାଏଲୀଙ୍କୁ ହତ୍ୟା କରିବାରେ ଲାଗିଛି। ଏହାରି ଭିତରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ହୁ)...

‘ସତ୍ୟଜିତ ଲାଇଫ ଟାଇମ ଆଚିଭମେଣ୍ଟ ଆୱାର୍ଡ’ରେ ସମ୍ମାନିତ ହେବେ ହଲିଉଡ ଅଭିନେତା ମାଇକେଲ ଡଗଲାସ

ନୂଆଦିଲ୍ଲୀ,୧୩।୧୦: ଗୋଆରେ ଆୟୋଜିତ ହେବାକୁ ଥିବା ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫଏଫଆଇ)ରେ ଲୋକପ୍ରିୟ ହଲିଉଡ ଅଭିନେତା ମାଇକେଲ ଡଗଲାସଙ୍କୁ ସତ୍ୟଜିତ ଲାଇଫ ଟାଇମ ଆଚିଭମେଣ୍ଟ ଆୱାର୍ଡରେ ସମ୍ମାନିତ କରାଯିବ। ଏନେଇ ସୋସିଆଲ ମିଡିଆ ଏକ୍ସରେ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଅନୁରାଗ...

ନ୍ୟୁଟନ କିମ୍ବା ଆଇନଷ୍ଟାଇନଙ୍କୁ ଭୁଲ ପ୍ରମାଣ କରିବାକୁ ଆମେ ଏଠାରେ ବସି ନାହୁଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୩।୧୦: ଡାରୱିନଙ୍କ ଜୈବିକ ବିବର୍ତ୍ତନ ଥିଓରି ଓ ଆଲବର୍ଟ ଆଇନଷ୍ଟାଇନଙ୍କ (E = MC2)ର ସୂତ୍ର ଭୁଲ ବୋଲି ଦର୍ଶାଇ ସୁପ୍ରିମକୋର୍ଟରେ ଏକ ମାମଲା ଦାଖଲ କରାଯାଇଛି। ଏହି ଦୁଇ ବୈଜ୍ଞାନିକଙ୍କ ସିଦ୍ଧାନ୍ତରେ ଉନ୍ନତି ଆଣିବା ଉଚିତ ବୋଲି ସୁପ୍ରିମକୋର୍ଟ...

ମନୋରଞ୍ଜନ ବିଭାଗ ହୋଇଗଲାଣି ଇଡି, ଶୁଣାଣି ସମୟରେ କୋର୍ଟରେ କହିଲେ ସଞ୍ଜୟ ସିଂ

ନୂଆଦିଲ୍ଲୀ,୧୩।୧୦: ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ହାଇକୋର୍ଟ ଆମ ଆଦମୀ ପାର୍ଟି (ଏଏପି) ନେତା ସଞ୍ଜୟ ସିଂଙ୍କୁ ଅକ୍ଟୋବର ୨୭ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ପଠାଇଛନ୍ତି। ଇଡିର ରିମାଣ୍ଡ ଅବଧି ଶେଷ ହେବା ପରେ ଏଜେନ୍ସି ସଞ୍ଜୟ ସିଂଙ୍କୁ କୋର୍ଟରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri