ଜାତୀୟ

ସ୍ବାମୀ ଚାହୁଁଥିଲେ ଛାଡପତ୍ର, ସ୍ତ୍ରୀ କହିଲେ ମୁଁ ଛାଡପତ୍ର ପରେ ମରିବାକୁ ଚାହୁଁନାହିଁ ଜଜ୍‌ ସାହେବ,ଆବେଦନ ଖାରଜ…

ନୂଆଦିଲ୍ଲୀ,୧୨।୧୦ : ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଉଭୟ ସ୍ବାମୀ-ସ୍ତ୍ରୀ ଏକ ଆଇନଗତ ଲଢ଼େଇ ଲଢୁଥିଲେ। ପୂର୍ବତନ ବାୟୁସେନା ଅଧିକାରୀ ତାଙ୍କ ସ୍ତ୍ରୀଙ୍କଠାରୁ ଛାଡପତ୍ର ଚାହୁଁଥିଲେ। ବର୍ତ୍ତମାନ ତାଙ୍କର ବୟସ ୮୯ବର୍ଷ । ଏହି ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିଲା।...

ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣା: ମୃତକଙ୍କ ପରିବାରକୁ ସହାୟତା ଘୋଷଣା

ପାଟନା,୧୨।୧୦: ବିହାରର ବକ୍ସର ଜିଲାର ରଘୁନାଥପୁର ଷ୍ଟେଶନରେ ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣା ଘଟିଛି । ଟ୍ରାକରୁ ଟ୍ରେନ ବାହାରିଯିବାରୁ ଏହି ଦୁର୍ଘଟଣାରେ ୪ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଦିଲ୍ଲୀ ଆନନ୍ଦ...

ପାର୍ବତୀ କୁଣ୍ଡରେ ପୂଜାର୍ଚ୍ଚନା କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୧୨।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଉତ୍ତରଖଣ୍ଡ ଗସ୍ତରେ ପହଞ୍ଚିଛନ୍ତି। ଏହି ସମୟରେ ପିଥୋରାଗଡର ପାର୍ବତୀ କୁଣ୍ଡରେ ପୂଜାର୍ଚ୍ଚନା କରିଥିଲେ। ଏହା ପରେ ପ୍ରଧାନମନ୍ତ୍ରୀ ଗୁଞ୍ଜୀ ଗ୍ରାମକୁ ଯିବେ, ଯେଉଁଠାରେ ସେ ସ୍ଥାନୀୟ ଲୋକ ଏବଂ ସୁରକ୍ଷା ବାହିନୀର କର୍ମକର୍ତ୍ତାଙ୍କୁ...

ଡିସି ଜୈନ ସିବିଆଇ ସ୍ବତନ୍ତ୍ର ନିର୍ଦ୍ଦେଶକ…

ନୂଆଦିଲ୍ଲୀ,୧୨।୧୦ : କ୍ୟାବିନେଟର ନିଯୁକ୍ତି କମିଟି ସିବିଆଇର ସ୍ବତନ୍ତ୍ର ନିର୍ଦ୍ଦେଶକ ଭାବେ ସେଣ୍ଟ୍ରାଲ ଇନଭେଷ୍ଟିଗେସଶନ ବ୍ୟୁରୋ (ସିବିଆଇ)ର ଅତିରିକ୍ତ ନିର୍ଦ୍ଦେଶକ ଡିସି ଜୈନଙ୍କୁ ନିଯୁକ୍ତି ଦେବା ପାଇଁ କର୍ମଚାରୀ ଏବଂ କାର୍ମିକ ବିଭାଗର ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ପରବର୍ତ୍ତୀ ନିର୍ଦ୍ଦେଶ...

ଅଭିଯୁକ୍ତଙ୍କ ପିଠିକୁ ଲାଠିରେ ପିଟିବା ନୁହେଁ ହାଜତ ନିର୍ଯାତନା: ହାଇକୋର୍ଟରେ କହିଲେ ପୋଲିସ ଅଧିକାରୀ…

ଭୋପାଳ,୧୨।୧୦ : ଗତ ବର୍ଷ ଗୁଜରାଟର ଖେଡା ଜିଲାର ଚାରିଜଣ ସଂଖ୍ୟାଲଘୁଙ୍କୁ ପିଟିପିଟି ହତ୍ୟା କରିବା ମାମଲାରେ ୪ ପୋଲିସ ଅଧିକାରୀ ହାଇକୋର୍ଟଙ୍କୁ କହିଛନ୍ତି ଅଭିଯୁକ୍ତଙ୍କ ପିଠିକୁ ଲାଠିରେ ପିଟିବା ହାଜତ ନିର୍ଯାତନା ଭାବେ ବିଚାର କରାଯିବା ଉଚିତ ନୁହେଁ।...

ବିହାରରେ ଟ୍ରେନ୍‌ ଲାଇନ୍‌ଚ୍ୟୁତ: ୫ ମୃତ, ୩୫ ଆହତ

ବକ୍ସାର,୧୨ା୧୦ : ବିହାରର ବକ୍ସାର ଜିଲାରେ ବୁଧବାର ରାତି ୯ଟା ୩୫ରେ ନର୍ଥ ଇଷ୍ଟ୍‌ ଏକ୍ସପ୍ରେସ୍‌ର ୬ଟି ବଗି ଲାଇନ୍‌ଚ୍ୟୁତ ହୋଇଛି। ଏଥିରେ ୫ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୩୫ ଆହତ ହୋଇଛନ୍ତି। ଦେଶରେ ବାରମ୍ବାର ଟ୍ରେନ୍‌ ଦୁର୍ଘଟଣା ଘଟି...

ଲିଥିୟମ ଉପରେ ୩% ରୟାଲଟି ଧାର୍ଯ୍ୟ

ନୂଆଦିଲ୍ଲୀ,୧୨ା୧୦: ଲିଥିୟମ, ନିଓବିୟମ ଏବଂ ବିରଳ ମୃତ୍ତିକା ଉପାଦାନ (ଆର୍‌ଇଇ) ପାଇଁ ବୁଧବାର କେନ୍ଦ୍ର ରୟାଲଟି ହାର ଅନୁମୋଦନ କରିଛି। ଲିଥିୟମ ଏବଂ ନିଓବିୟମ ପାଇଁ ୩% ଲେଖାଏ ରୟାଲଟି ହାର ସ୍ଥିର ହୋଇଥିବାବେଳେ ଆର୍‌ଇଇ ଲାଗି ଏହି ହାର...

ରାମ ମନ୍ଦିର ପୁରୋହିତ, କର୍ମଚାରୀଙ୍କ ବଢିଲା ଦରମା

ଆଯୋଧ୍ୟା,୧୧।୧୦: ଅଯୋଧ୍ୟା ରାମ ମନ୍ଦିରର ପୁରୋହିତ ଏବଂ କର୍ମଚାରୀଙ୍କ ଦରମା ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି। ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେମ୍ରର ଟ୍ରଷ୍ଟ ରାମ ମନ୍ଦିରର ପୁରୋହିତମାନଙ୍କ ଦରମା ବୃଦ୍ଧି କରିଛନ୍ତି। ଏହା ସହିତ ସେମାନଙ୍କୁ ଅନ୍ୟାନ୍ୟ ସୁବିଧା...

ଇସ୍ରାଏଲ-ପାଲେଷ୍ଟାଇନ୍‌ରେ ରହୁଥିବା ଭାରତୀୟଙ୍କ ପାଇଁ ହେଲ୍ପଲାଇନ ନମ୍ବର ଜାରି

ନୂଆଦିଲ୍ଲୀ,୧୧।୧୦: ଇସ୍ରାଏଲ ଉପରେ ପାଲେଷ୍ଟାଇନ ଉଗ୍ରବାଦୀ ସଂଗଠନ ହମାସର ରକେଟ ଆକ୍ରମଣ ପରେ ଆରମ୍ଭ ହୋଇଥିବା ଯୁଦ୍ଧ ପଞ୍ଚମ ଦିନ ପାଇଁ ଜାରି ରହିଛି। ଏହି ଯୁଦ୍ଧ ଇସ୍ରାଏଲ ଏବଂ ପାଲେଷ୍ଟାଇନରେ ରହୁଥିବା ଲୋକଙ୍କୁ ଚିନ୍ତାରେ ପକାଇଛି। ଅନେକ ଏଠାରୁ...

ପାଲେଷ୍ଟାଇନ ସହ ମଧ୍ୟ ଭାରତ ଠିଆ ହେବା ଉଚିତ: ଶଶି ଥରୁର

ନୂଆଦିଲ୍ଲୀ,୧୧।୧୦: ଇସ୍ରାଏଲ ଉପରେ ହମାସର ଆକ୍ରମଣ କ୍ରମାଗତ ପଞ୍ଚମ ଦିନରେ ପହଞ୍ଚିଛି। ବର୍ତ୍ତମାନ ଏହି ଯୁଦ୍ଧକୁ ନେଇ କଂଗ୍ରେସ ଏବଂ ଭାଜପା ମଧ୍ୟରେ ବାକ୍‌ଯୁଦ୍ଧ ଆରମ୍ଭ ହୋଇଛି। ବୁଧବାର ଆସାମର ମୁଖ୍ୟମନ୍ତ୍ରୀ ତଥା ଭାଜପା ନେତା ହିମନ୍ତ ବିଶ୍ୱ ସାରମା...

ଭୋଜନ ପରେ କ୍ୟାଣ୍ଡି କ୍ରସ୍‌ ଖେଳନ୍ତି ମୁଖ୍ୟମନ୍ତ୍ରୀ

ରାୟପୁର,୧୧।୧୦: ଛତିଶଗଡର ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲଙ୍କ ନିକଟରେ କ୍ୟାଣ୍ଡି କ୍ରସ ଖେଳୁଥିବା ଫଟୋ ଶେୟାର କରି ସୋସିଆଲ ମିଡିଆରେ ଭାଜପା ତାଙ୍କୁ ଟାର୍ଗେଟ୍‌ କରିଛି। ଏହା ପରେ ବାଘେଲ ଭାଜପାକୁ କଡ଼ା ଜବାବ ଦେଇ କହିଛନ୍ତି, ମୁଁ ଆମ ରାଜ୍ୟର...

ପ୍ରଧାନମନ୍ତ୍ରୀ ମୋଦି ଏଏପିକୁ ଧ୍ୱଂସ କରିବାକୁ ଚେଷ୍ଟା କରୁଛନ୍ତି: କେଜରିଓ୍ବାଲା…

ନୂଆଦିଲ୍ଲୀ,୧୧।୧୦ : ଦିଲ୍ଲୀ ସିଏମ ଏବଂ ଏଏପି ସଂଯୋଜକ ଅରବିନ୍ଦ କେଜରିୱାଲ କହିଛନ୍ତି ଆମ ଆଦମୀ ପାର୍ଟି(ଏଏପି)ବିଧାୟକଙ୍କ ବିରୋଧରେ ୧୭୦ ରୁ ଅଧିକ ମାମଲା ରୁଜୁ ହୋଇଛି ଏବଂ ସେଥିମଧ୍ୟରୁ ୧୪୦ ଟି ଆମ ସପକ୍ଷରେ ଅଛି। ଗତ ୨...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri