ଜାତୀୟ

ଭାଜପା-ଇଡି ବିରୋଧରେ ଏଏପି ଆଣିଲା ସଙ୍ଗୀନ ଅଭିଯୋଗ

ନୂଆଦିଲ୍ଲୀ,୧୧।୧୦: ଦିଲ୍ଲୀ ଏକ୍ସାଇଜ ପଲିସି ମାମଲାରେ ରାଜ୍ୟ ସଭା ଏମ୍‌ପି ସଞ୍ଜୟ ସିଂଙ୍କୁ ଗିରଫ କରାଯିବା ପରେ ଆମ ଆଦମୀ ପାର୍ଟି ଭାରତୀୟ ଜନତା ପାର୍ଟି (ଭାଜପା) ଏବଂ ଇଡି ତାଙ୍କୁ ହତ୍ୟା କରିବାକୁ ଉଦ୍ୟମ କରିଥିବା ଅଭିଯୋଗ କରିଛନ୍ତି।...

ବିହାରକୁ ଭାଗ ଭାଗ କରି ବାଣ୍ଟିଦେଲେ ନୀତୀଶ: ଆରସିପି ସିଂ

ନାଳନ୍ଦା,୧୧।୧୦: ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ଭାଜପାନେତା ଆରସିପି ସିଂ ପୁଣି ଥରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଟାର୍ଗେଟ୍‌ କରିଛନ୍ତି। ବୁଧବାର ଆରସିପି ସିଂ ତାଙ୍କ ଜନ୍ମ ଗାଁ ମୁସ୍ତାଫାପୁରରେ ଗଣମାଧ୍ୟମ ସହ କଥା ହୋଇ ନୀତୀଶ ସରକାରଙ୍କୁ...

କଂଗ୍ରେସକୁ ତାଲିବାନ ସହ ତୁଳନା କଲେ ଆସାମ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୧୧।୧୦: ପାଲେଷ୍ଟାଇନକୁ ସମର୍ଥନ କରିବା ପାଇଁ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସରମା କଂଗ୍ରେସକୁ ଟାର୍ଗେଟ୍‌ କରିଛନ୍ତି। ଏପରିକି ସେ ପାକିସ୍ତାନ ଏବଂ ତାଲିବାନ ସହିତ କଂଗ୍ରେସକୁ ତୁଳନା କରିଛନ୍ତି। ଜାତୀୟ ସ୍ବାର୍ଥକୁ ଶାନ୍ତ କରିବା ପାଇଁ କଂଗ୍ରେସର ଡିଏନଏରେ...

ନରେନ୍ଦ୍ର ମୋଦି ଷ୍ଟାଡିୟମକୁ ବୋମା ଧମକ ଦେଇଥିବା ବ୍ୟକ୍ତି ଗିରଫ

ଅହମ୍ମଦାବାଦ,୧୧।୧୦: ସହରର ନରେନ୍ଦ୍ର ମୋଦି ଷ୍ଟାଡିୟମ ଉପରେ ଆକ୍ରମଣ କରିବାକୁ ଧମକ ଦେଇଥିବା ବ୍ୟକ୍ତିଙ୍କୁ ଅହମ୍ମଦାବାଦ କ୍ରାଇମବ୍ରାଞ୍ଚ ଗିରଫ କରିଛି। ନିକଟରେ ପୋଲିସ ଏକ ମେଲ ପାଇଥିଲା, ଯେଉଁଥିରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମକୁ ବୋମାରେ ଉଡାଇଦେବାକୁ ଧମକ ଦିଆଯାଇଥିଲା।...

ଅଖିଳେଶ ବାଡ଼ ଡେଇଁବା ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ…

ଲକ୍ଷ୍ନୌ,୧୧।୧୦: ବୁଧବାର ଦିନ ଜୟପ୍ରକାଶ ନାରାୟଣଙ୍କ ଜନ୍ମ ବାର୍ଷିକୀରେ ସମାଜବାଦୀ ପାର୍ଟିର ଜାତୀୟ ଅଧ୍ୟକ୍ଷ ଅଖିଳେଶ ଯାଦବ ଲକ୍ଷ୍ନୌର ଜେପିଏନଆଇସି ରେ ପହଞ୍ଚିଥିଲେ। ଅଖିଳେଶ ପହଞ୍ଚିବା ପରେ ପୋଲିସ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲା। ଅଖିଳେଶଙ୍କୁ ଅଟକାଇବା ପାଇଁ ପୋଲିସ...

କୃଷ୍ଣ ଜନ୍ମଭୂମି ଏବଂ ଶାହି ଇଦଗା ମସଜିଦ ବିବାଦର ଶୁଣାଣି ଆଜି

ପ୍ରୟାଗରାଜ,୧୦।୧୧: ମଥୁରାର କୃଷ୍ଣ ଜନ୍ମଭୂମି ଏବଂ ଶାହି ଇଦଗା ମସଜିଦ ବିବାଦରେ ଦାଖଲ ହୋଇଥିବା ଜନସ୍ବାର୍ଥ ମାମଲା ଉପରେ ଆହ୍ଲାବାଦ ହାଇକୋର୍ଟ ବୁଧବାର ରାୟ ପ୍ରଦାନ କରିବେ। ଜନସ୍ବାର୍ଥ ଯାଚିକାରେ ବିବାଦୀୟ ପରସର ହିନ୍ଦୁମାନଙ୍କୁ ହସ୍ତାନ୍ତର କରିବାକୁ ଏହି ପିଟିସନରେ...

ସିକିମ ବନ୍ୟାରେ ମୃତ୍ୟୁ ସଂଖ୍ୟା ୯୪କୁ ବୃଦ୍ଧି

ଗ୍ୟାଙ୍ଗଟକ୍‌,୧୧।୧୦: ସିକିମରେ ବନ୍ୟାରେ ମୃତ୍ୟୁ ସଂଖ୍ୟା ୯୪କୁ ବୃଦ୍ଧି ପାଇଛି। ଏଥିମଧ୍ୟରୁ ସିକିମରୁ ୩୬ ଟି ଏବଂ ପଶ୍ଚିମବଙ୍ଗରୁ ୫୮ଟି ମୃତଦେହ ଉଦ୍ଧାର କରାଯାଇଛି। ୭୯ ଜଣ ଏବେ ବି ନିଖୋଜ ଥିବା ବେଳେ ୩୦ ଜଣ ଆହତ ହୋଇଛନ୍ତି।...

୧୧ ବର୍ଷ ଧରି ଭାରତୀୟ ଜେଲରେ ବନ୍ଦୀ ଥିଲେ ଶହିଦ ଲତିଫ

ଇସଲାମାବାଦ,୧୧।୧୦: ପଠାନକୋଟ ଆକ୍ରମଣର ମାଷ୍ଟରମାଇଣ୍ଡ ତଥା ଭାରତର ମୋଷ୍ଟ ଓା୍ବଣ୍ଟେଡ୍‌ ଆତଙ୍କବାଦୀ ଶହିଦ ଲତିଫଙ୍କୁ ପାକିସ୍ତାନରେ ହତ୍ୟା କରାଯାଇଛି। ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଅଜଣା ଆକ୍ରମଣକାରୀମାନେ ତାଙ୍କୁ ସିଆଲକୋଟରେ ଗୁଳି କରି ହତ୍ୟା କରିଛନ୍ତି। ସୂଚନାଯୋଗ୍ୟ, ୨୦୧୬ରେ ପଞ୍ଜାବର...

ପଠାନକୋଟ ଆକ୍ରମଣର ମାଷ୍ଟରମାଇଣ୍ଡ ଶାହିଦ ଲତିଫଙ୍କୁ ହତ୍ୟା

ନୂଆଦିଲ୍ଲୀ,୧୧।୧୦: ପାକିସ୍ତାନର ସିଆଲକୋଟରେ ଭାରତର ମୋଷ୍ଟ ଓ୍ବାଣ୍ଟେଡ ଆତଙ୍କବାଦୀ ଶାହିଦ ଲତିଫଙ୍କୁ ହତ୍ୟା କରାଯାଇଛି। ଲତିଫ ପଠାନକୋଟ ଆକ୍ରମଣର ମାଷ୍ଟରମାଇଣ୍ଡ ଥିଲେ। ଭାରତୀୟ ଯାଞ୍ଚ ଏଜେନ୍ସି ଏନଆଇଏର ମୋଷ୍ଟ ଓ୍ବାଣ୍ଟେଡ ତାଲିକାରେ ଲତିଫଙ୍କ ନାମ ଅନ୍ତର୍ଭୁକ୍ତ କରାଯାଇଥିଲା। ଜମ୍ମୁ କଶ୍ମୀରରେ...

ପିଏଫ୍‌ଆଇ ବିରୋଧରେ ଏନଆଇଏର କାର୍ଯ୍ୟାନୁଷ୍ଠାନ: ୟୁପି, ରାଜସ୍ଥାନ, ଦିଲ୍ଲୀ ସମେତ କେତେକ ସ୍ଥାନରେ ଚଢାଉ

ନୂଆଦିଲ୍ଲୀ,୧୧।୧୦: ନିଷିଦ୍ଧ ସଂଗଠନ ପିଏଫଆଇ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) ଦେଶର ଅନେକ ସ୍ଥାନରେ ଚଢାଉ କରିଛି। ଏଥିରେ ଉତ୍ତରପ୍ରଦେଶ, ରାଜସ୍ଥାନ, ମହାରାଷ୍ଟ୍ର ଏବଂ ଦିଲ୍ଲୀ ଭଳି ରାଜ୍ୟ ମଧ୍ୟ ସାମିଲ ରହିଛି। ଗତ...

ନିଜକୁ ଏନସିପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ବୋଲି କହିଲେ ଅଜିତ ପାୱାର

ମୁମ୍ବାଇ,୧୧।୧୦: ଜାତୀୟତାବାଦୀ କଂଗ୍ରେସ ପାର୍ଟିର ବିଭାଜନ ଉପରେ ନିର୍ବାଚନ ଆୟୋଗଙ୍କ ଶୁଣାଣି ମଧ୍ୟରେ ବିଦ୍ରୋହୀ ଦଳର ମୁଖ୍ୟ ଅଜିତ ପାୱାର ମଙ୍ଗଳବାର ନିଜକୁ ଏନସିପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ବୋଲି ଘୋଷଣା କରିଛନ୍ତି। ଶିବସେନା-ଭାରତୀୟ ଜନତା ପାର୍ଟି (ଭାଜପା) ସରକାରରେ ଯୋଗଦେବା...

ଅମ୍ବାନୀ ଶ୍ରେଷ୍ଠ ଧନୀ

ନୂଆଦିଲ୍ଲୀ,୧୧ା୧୦: ଆଦାନୀ ଗ୍ରୁପ୍‌ ଅଧ୍ୟକ୍ଷ ଗୌତମ ଆଦାନୀଙ୍କୁ ପଛରେ ପକାଇ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଲିଃର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଧନୀ ତାଲିକାର ଶୀର୍ଷ ସ୍ଥାନ ହାସଲ କରିଛନ୍ତି। ମଙ୍ଗଳବାର ହୁରୁନ ଇଣ୍ଡିଆ ଧନୀ ତାଲିକା ପ୍ରକାଶ ପାଇଛି। ଉକ୍ତ ତାଲିକା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri