ଜାତୀୟ

ବଜେଟ ଆବଣ୍ଟିତ ଟଙ୍କା କୁଆଡେ ଗଲା, ସରକାରୀ ସ୍କୁଲ ଅବସ୍ଥା ନେଇ କର୍ନାଟକ ସରକାରଙ୍କୁ ହାଇକୋର୍ଟଙ୍କ ପ୍ରଶ୍ନ…

ବେଙ୍ଗାଲୁରୁ,୧୦।୧୦ : କର୍ନାଟକ ହାଇକୋର୍ଟ ରାଜ୍ୟ ସରକାରଙ୍କୁ କଡ଼ା ସମାଳୋଚନା କରିଛନ୍ତି। କୋର୍ଟ କହିଛନ୍ତି ସରକାରୀ ସ୍କୁଲରେ ମୌଳିକ ସୁବିଧା ଯୋଗାଇବାରେ ସରକାରଙ୍କ ବିଫଳତା ଗରିବ ଲୋକଙ୍କୁ ସେମାନେଙ୍କ ପିଲାଙ୍କୁ ଘରୋଇ ସ୍କୁଲକୁ ପଠାଇବାକୁ ବାଧ୍ୟ କରିଛି। ଯେଉଁମାନେ ଦିନକୁ...

ଆଦିବାସୀ ଯୁବବର୍ଗଙ୍କୁ ଚାକିରି ଶିକ୍ଷା ଯୋଗାଇବା ଆମର ଲକ୍ଷ୍ୟ: ଭାଜପା…

ହାଇଦ୍ରାବାଦ,୧୦।୧୦ : କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ତେଲଙ୍ଗାନାର ଆଦିଲାବାଦରେ ଜନ ଗର୍ଜନ ସଭାରେ ଯୋଗଦେଇ କେ. ଚନ୍ଦ୍ରଶେଖର ରାଓ(କେସିଆର)ଙ୍କ ଭାରତ ରାଷ୍ଟ୍ର ସମିତି ସରକାରଙ୍କୁ କଡ଼ା ସମାାଲୋଚନା କରିଛନ୍ତି। ସେ କହିଛନ୍ତି ତେଲଙ୍ଗାନା ସରକାର ୧୦ ବର୍ଷ...

ଗରିବ, କୃଷକ, ଦଳିତ, ଆଦିବାସୀମାନଙ୍କ ପାଇଁ କିଛି କରିନାହାନ୍ତି କେସିଆର ସରକାର: ଶାହା

ହାଇଦ୍ରାବାଦ,୧୦।୧୦: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ତେଲଙ୍ଗାନାର ଆଦିଲାବାଦରେ ଏକ କାର୍ଯ୍ୟକ୍ରମରେ ମଙ୍ଗଳବାର ସାମିଲ ହୋଇଛନ୍ତି। ଏହି ସମୟରେ ସେ କେ. ଚନ୍ଦ୍ରଶେଖର ରାଓଙ୍କ ଭାରତ ରାଷ୍ଟ୍ର ସମିତି ସରକାର ଉପରେ ବର୍ଷିଛନ୍ତି। ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ କେସିଆର...

କ୍ଷମତାରେ ୧୦୦ ଦିନ ସମାପ୍ତ ହେବା ପରେ ଅଜିତ ପାୱାରଙ୍କ ଖୋଲା ଚିଠି,କହିଲେ ‘ମୁଁ ଜଣେ ରାଜନୈତିକ କାର୍ଯ୍ୟକର୍ତ୍ତା ଯିଏ …’

ମୁମ୍ବାଇ,୧୦।୧୦: ମହାରାଷ୍ଟ୍ରର ଉପ ମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ନେତୃତ୍ୱରେ ଏନସିପି ସରକାରରେ ୧୦୦ ଦିନ ପୂରଣ ହୋଇଛି। ଏହି ଅବସରରେ ଅଜିତ ପାୱାର ପ୍ରେରଣାଦାୟକ ବ୍ୟକ୍ତିତ୍ୱଙ୍କୁ ମନେ ପକାଇଛନ୍ତି। ଏକ ଖୋଲା ଚିଠି ଲେଖି ଜନସାଧାରଣଙ୍କ ସମସ୍ୟାର କାର୍ଯ୍ୟ ମାଧ୍ୟମରେ...

ପୁଡୁଚେରୀ ପରିବହନ ମନ୍ତ୍ରୀଙ୍କ ଇସ୍ତଫା…

ପୁଡୁଚେରୀ ,୧୦।୧୦ : ପୁଡୁଚେରୀ ପରିବହନ ମନ୍ତ୍ରୀ ଚନ୍ଦ୍ର ପ୍ରିୟଙ୍କା ବ୍ୟକ୍ତିଗତ କାରଣ ଦର୍ଶାଇ ମଙ୍ଗଳବାର ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କ ଇସ୍ତଫା ଏକ ସମୟରେ ଆସିଛି ଯେତେବେଳେ ୟୁନିଅନ ଟେରିଟୋରୀ ରାଜନୈତିକ ଅନିଶ୍ଚିତତା ଏବଂ ନେତୃତ୍ୱ ପରିବର୍ତ୍ତନ...

ଅକ୍ଟୋବର ୧୩ ଯାଏ ବଢିଲା ସଞ୍ଜୟ ସିଂଙ୍କ ରିମାଣ୍ଡ ଅବଧି

ନୂଆଦିଲ୍ଲୀ,୧୦।୧୦: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଆମ ଆଦମୀ ପାର୍ଟି(ଏଏପି) ଏମ୍‌ପି ସଞ୍ଜୟ ସିଂଙ୍କ ଇଡି ରିମାଣ୍ଡ ଅବଧି ଅକ୍ଟୋବର ୧୩ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ସୂଚନାଯୋଗ୍ୟ, ମଙ୍ଗଳବାର ସଞ୍ଜୟଙ୍କ ଇଡି ରିମାଣ୍ଡ ସରୁଥିବା ବେଳେ ତାଙ୍କୁ...

ମଧ୍ୟପ୍ରଦେଶ-ଛତିଶଗଡ଼-ରାଜସ୍ଥାନରେ ଭାଜପା କ୍ଷମତାକୁ ଆସିବ: ମହେନ୍ଦ୍ର ନାଥ ପାଣ୍ଡେ…

ନୂଆଦିଲ୍ଲୀ,୧୦।୧୦ : ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ କେନ୍ଦ୍ର ମନ୍ତ୍ରୀ ମହେନ୍ଦ୍ର ନାଥ ପାଣ୍ଡେ କହିଛନ୍ତି ଆଗକୁ ୫ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ତେବେ ଏହି ନିର୍ବାଚନରେ ମଧ୍ୟପ୍ରଦେଶ,ଛତିଶଗଡ଼,ରାଜସ୍ଥାନରେ ଭାଜପା କ୍ଷମତାକୁ ଆସିବ। ଜମ୍ମୁ-କଶ୍ମୀରରୁ ଧାରା ୩୭୦...

ବେଆଇନ ରୋହିଙ୍ଗ୍ୟା ଶରଣାର୍ଥୀଙ୍କୁ ଅଟକ କେନ୍ଦ୍ରରେ ରଖିବା ନେଇ ସୁପ୍ରିମକୋର୍ଟଙ୍କ ନୋଟିସ…

ନୂଆଦିଲ୍ଲୀ,୧୦।୧୦ : ରୋହିଙ୍ଗ୍ୟା ଶରଣାର୍ଥୀଙ୍କୁ ମୁକ୍ତ କରିବାକୁ ଦାବି ଉପରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କଠାରୁ ଜବାବ ମାଗିଛନ୍ତି। ବାସ୍ତବରେ, ଏହି ଆବେଦନ ସାରା ଦେଶରେ ଜେଲ କିମ୍ବା ନାବାଳିକା ଘରେ ବେଆଇନ ତଥା ଅବାଧରେ ଅଟକ ଥିବା ରୋହିଙ୍ଗ୍ୟା ଶରଣାର୍ଥୀଙ୍କୁ...

ତାମିଲନାଡୁ ବିଧାନସଭା: ଆଜୀବନ କାରାଗାରରେ ଥିବା କଏଦୀମାନଙ୍କୁ ମୁକ୍ତ କରିବାକୁ ବିଶେଷ ଧ୍ୟାନାକର୍ଷଣ ପ୍ରସ୍ତାବ …

ଚେନ୍ନାଇ,୧୦।୧୦ : ତାମିଲନାଡୁ ବିଧାନସଭାରେ ବିରୋଧୀ ଦଳର ନେତା ଏଡାପାଡି ପାଲାନିସ୍ବାମୀ ମଙ୍ଗଳବାର ଆରିୟାଲୁର ଏବଂ ହୋସୁରରେ ହୋଇଥିବା ବିସ୍ଫୋରଣ ଘଟଣା ଉପରେ ଆଲୋଚନା କରିଛନ୍ତି। ବାଣ ଦୋକାନ ଏବଂ କାରଖାନାଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ସେ ତାମିଲନାଡୁ...

ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କ ସହ ଫୋନରେ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୧୦।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ସହ ଫୋନ ମାଧ୍ୟମରେ କଥା ହୋଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ନେତାନ୍ୟାହୁ ଫୋନ କରିଥିଲେ ଏବଂ ଏହି ସମୟରେ ମୁଁ ତାଙ୍କୁ କହିଛି ଆମେ କଷ୍ଟ ସମୟରେ...

ସଞ୍ଜୟ ସିଂଙ୍କୁ ଆଉ ୫ ଦିନ ରିମାଣ୍ଡରେ ନେବାକୁ କୋର୍ଟରେ ଦାବି କଲା ଇଡି

ନୂଆଦିଲ୍ଲୀ,୧୦।୧୦: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଆମ ଆଦମୀ ପାର୍ଟି(ଏଏପି) ନେତା ସଞ୍ଜୟ ସିଂଙ୍କୁ ଇଡି ମଙ୍ଗଳବାର ରୌଜ୍‌ ଏଭିନ୍ୟୁ କୋର୍ଟରେ ହାଜର କରାଇଛି। ଏହି ସମୟରେ ଇଡି କୋର୍ଟରେ ସଞ୍ଜୟ ସିଂଙ୍କୁ ଆଉ ୫ ଦିନ...

ହାତୀ ମୃତ୍ୟୁକୁ ନେଇ ସୁପ୍ରିମକୋର୍ଟଙ୍କ ତାଗିଦ: ଆମେ କିପରି ଦେଶ ଚଳାଇ ପାରିବୁ…

ନୂଆଦିଲ୍ଲୀ,୧୦।୧୦ : ସୁପ୍ରିମକୋର୍ଟ କେରଳରେ ହାତୀ ମୃତ୍ୟୁକୁ ନେଇ ମଧ୍ୟବର୍ତ୍ତୀକାଳୀନ ଆବେଦନ ଶୁଣାଣି କରିବାକୁ ମନା କରି ଦେଇଛନ୍ତି। ପ୍ରଧାନ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୂଡ, ଜଷ୍ଟିସ ଜେ.ବି ପାରଦୀୱାଲା ଏବଂ ଜଷ୍ଟିସ ମନୋଜ ମିଶ୍ରଙ୍କ ଏକ ବେଞ୍ଚ କହିଛନ୍ତି ଏହା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri