ଜାତୀୟ

ସହରାଞ୍ଚଳରେ ବେରୋଜଗାର କମିଛି

ନୂଆଦିଲ୍ଲୀ,୧୦ା୧୦: ଚଳିତ ବର୍ଷ ଏପ୍ରିଲରୁ ଜୁନ୍‌ ମଧ୍ୟରେ ସହରାଞ୍ଚଳରେ ବେରୋଜଗାର ହାର ୬.୬ ପ୍ରତିଶତକୁ ହ୍ରାସ ପାଇଛି। ବର୍ଷକ ପୂର୍ବରୁ ଏହି ହାର ୭.୬ ପ୍ରତିଶତ ଥିଲା ବୋଲି ଜାତୀୟ ନମୁନା ସର୍ବେକ୍ଷଣ କାର୍ଯ୍ୟାଳୟ (ଏନ୍‌ଏସ୍‌ଏସ୍‌ଓ) ତଥ୍ୟରୁ ଜଣାପଡ଼ିଛି। ଦେଶରେ...

କଶ୍ମୀରରେ ଠିକ୍‌ ସମୟରେ ନିର୍ବାଚନ ହେବ: ଇସି

ନୂଆଦିଲ୍ଲୀ/ଶ୍ରୀନଗର୧୦ା୧୦ : ସୁରକ୍ଷା ସ୍ଥିତିକୁ ଦୃଷ୍ଟିରେ ରଖି ଜମ୍ମୁ-କଶ୍ମୀରରେ ଠିକ୍‌ ସମୟରେ ନିର୍ବାଚନ କରାଯିବ ବୋଲି ସୋମବାର ନିର୍ବାଚନ କମିଶନ (ଇସି) କହିଛନ୍ତି। ୫ ରାଜ୍ୟ ବିଧାନସଭା ନିର୍ବାଚନ ଲାଗି ମୁଖ୍ୟ ନିର୍ବାଚନ କମିଶନର (ସିଇସି) ରାଜୀବ କୁମାର ଖବରଦାତା...

ଆଜି ମୁଲାୟମ ସିଂଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକ:ଗରିବଙ୍କୁ ବଣ୍ଟାହେବ ଖାଦ୍ୟ ସାମଗ୍ରୀ

ଲକ୍ଷ୍ନୌ,୧୦।୧୦: ଆଜି ସମଗ୍ର ଦେଶରେ ସମାଜବାଦୀ ପାର୍ଟିର ପ୍ରତୀକ ମୁଲାୟମ ସିଂ ଯାଦବଙ୍କ ଶ୍ରାଦ୍ଧବାର୍ଷିକୀ ପାଳନ କରାଯିବ। ତାଙ୍କ ଜନ୍ମ ଗ୍ରାମ ସୈଫାଇଠାରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯିବ। ଏଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଏସପି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ...

କଶ୍ମୀରରେ ଠିକ୍‌ ସମୟରେ ନିର୍ବାଚନ ହେବ: ଇସି

ନୂଆଦିଲ୍ଲୀ/ଶ୍ରୀନଗର,୯ା୧୦: ସୁରକ୍ଷା ସ୍ଥିତିକୁ ଦୃଷ୍ଟିରେ ରଖି ଜମ୍ମୁ-କଶ୍ମୀରରେ ଠିକ୍‌ ସମୟରେ ନିର୍ବାଚନ କରାଯିବ ବୋଲି ସୋମବାର ନିର୍ବାଚନ କମିଶନ (ଇସି) କହିଛନ୍ତି। ୫ ରାଜ୍ୟ ବିଧାନସଭା ନିର୍ବାଚନ ଲାଗି ମୁଖ୍ୟ ନିର୍ବାଚନ କମିଶନର (ସିଇସି) ରାଜୀବ କୁମାର ଖବରଦାତା ସମ୍ମିଳନୀରେ...

ଯେଉଁଠାରେ କଂଗ୍ରେସ ସରକାର, ସେଇଠି ହେବ ଜାତି ଜନଗଣନା: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୯।୧୦: ନିର୍ବାଚନ ଆୟୋଗ ସୋମବାର ୫ଟି ରାଜ୍ୟରେ ହେବାକୁ ଥିବା ନିର୍ବାଚନର ତାରିଖ ଘୋଷଣା କରିଛନ୍ତି। ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ, ତେଲଙ୍ଗାନା ଏବଂ ମିଜୋରାମ ବିଧାନସଭା ନିର୍ବାଚନର ତାରିଖ ବିଷୟରେ ବିସ୍ତୃତ ଭାବରେ...

ରାଜସ୍ଥାନ, ମଧ୍ୟ ପ୍ରଦେଶ, ଛତିଶଗଡ଼ ପାଇଁ ଭାଜପା ଜାରି କଲା ପ୍ରାର୍ଥି ତାଲିକା

ନୂଆଦିଲ୍ଲୀ,୯।୧୦: ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ପରେ ଭାରତୀୟ ଜନତା ପାର୍ଟି(ଭାଜପା)ତା’ର ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ସୋମବାର ଛତିଶଗଡ, ରାଜସ୍ଥାନ ଏବଂ ମଧ୍ୟପ୍ରଦେଶ ପାଇଁ ଭାଜପା ଏହି ତାଲିକା ପ୍ରକାଶ କରିଛି। ରାଜସ୍ଥାନରେ...

ନବୋଦୟ ବିଦ୍ୟାଳୟରେ ଜୁନିୟର ଛାତ୍ରଙ୍କୁ ର଼୍ୟାଗିଂ

ପାଲଘର,୯ା୧୦: ମହାରାଷ୍ଟ୍ରର ପାଲଘରସ୍ଥିତ ଜବାହର ନବୋଦୟ ବିଦ୍ୟାଳୟରେ ଜୁନିୟର ଛାତ୍ରଙ୍କୁ ର଼୍ୟାଗିଂ କରାଯାଇଥିବା ଅଭିଯୋଗ ହୋଇଛି। ର଼୍ୟାଗିଂ ବେଳେ କେତେକ ସିନିୟର ଛାତ୍ର ଜୁନିୟର ଛାତ୍ରଙ୍କୁ ମାଡ଼ ମାରିଛିନ୍ତି। ଅଭିଯୋଗ ପରେ ବିଦ୍ୟାଳୟ କର୍ତ୍ତୃପକ୍ଷ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।...

ତାମିଲନାଡୁ ବାଣ କାରଖାନାରେ ବିସ୍ଫୋରଣ ୯ ମୃତ

ଅରିୟାଲୁର,୯।୧୦: ସୋମବାର ତାମିଲନାଡୁର ଆରିୟାଲୁର ଜିଲାର ଏକ ଫାୟାର କ୍ରାକର ୟୁନିଟରେ ଅଗ୍ନିକାଣ୍ଡ ଘଟିଛି। ଏହି କାରଣରୁ ଅତି କମରେ ୯ ଜଣଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି। ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ଏହି ଘଟଣାରେ ସମବେଦନା ଜଣାଇବା ସହ ପ୍ରଭାବିତ...

ରାଜ୍ୟ ସରକାରଙ୍କୁ ଚେତାବନୀ ଦେଲେ ରାଜ ଠାକରେ

ମୁମ୍ବାଇ,୯।୧୦: ମହାରାଷ୍ଟ୍ର ନବନିର୍ମାଣ ସେନା (ଏମଏନଏସ) ମୁଖ୍ୟ ରାଜ ଠାକରେ ରାଜ୍ୟ ସରକାରଙ୍କୁ ଚେତାବନୀ ଦେଇଛନ୍ତି ଯେ ଯଦି ତାଙ୍କ ଦଳର କର୍ମଚାରୀମାନେ ଛୋଟ ଗାଡିରୁ ଟୋଲ ଚାର୍ଜରୁ ବଞ୍ଚିତ ନକରନ୍ତି ତେବେ ସେ ରାଜ୍ୟରେ ଟୋଲ ବୁଥରେ ନିଆଁ...

ନିର୍ବାଚନ ବିଗୁଲ ବାଜିବା ପରେ ଆଲର୍ଟ ମୋଡରେ ପ୍ରଶାସନ, ରାସ୍ତାରେ ଲାଗିଥିବା ନେତାଙ୍କ ବ୍ୟାନର, ପୋଷ୍ଟର ହଟାଗଲା

ଭୋପାଳ,୯।୧୦: ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନପାଇଁ ସୋମବାର ତାରିଖ ଘୋଷଣା ହୋଇଛି। ନିର୍ବାଚନ ଆୟୋଗ ଆଦର୍ଶ ଆଚରଣ ସଂହିତା ଲାଗୁ କରିଛନ୍ତି। ନିର୍ବାଚନ ଆୟୋଗଙ୍କ ଅନୁଯାୟୀ, ନଭେମ୍ବର ୧୭ରେ ରାଜ୍ୟରେ ମତଦାନ ଥିବାବେଳେ ଡିସେମ୍ବର ୩ରେ ଭୋଟ ଗଣନା କରାଯିବ। ତେବେ...

କେନ୍ଦ୍ରରେ ସରକାର ଗଠନ କଲେ ଓବିସି ମହିଳାଙ୍କ ଅଂଶଗ୍ରହଣ ସହ ଲାଗୁ କରିବୁ ସଂରକ୍ଷଣ: ଖାର୍ଗେ

ନୂଆଦିଲ୍ଲୀ,୯।୧୦: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ସୋମବାର କେନ୍ଦ୍ର ସରକାର ତଥା ଭାରତୀୟ ଜନତା ପାର୍ଟି(ଭାଜପା) ଉପରେ ଜାତି ଆଧାରିତ ଜନଗଣନା ଉପରେ ନିରବତାକୁ ନେଇ ଅଭିଯୋଗ କରିଛନ୍ତି। ସେ କହିଛନ୍ତି କି କଲ୍ୟାଣକାରୀ ଯୋଜନାରେ ଉଚିତ ସହଭାଗିତା ପାଇଁ...

ଗାୟିକା ଜଶ୍ମିନ୍‌ଙ୍କୁ ହତ୍ୟା ଧମକ ପରେ ମିଳିଲା ସୁରକ୍ଷା

ନୂଆଦିଲ୍ଲୀ,୯ା୧୦: ଲୋକପ୍ରିୟ ପଞ୍ଜାବୀ ଗାୟିକା ଜଶ୍ମିନ୍‌ ସାଣ୍ଡଲାସ୍‌ଙ୍କୁ ହତ୍ୟା ଧମକ ମିଳିଛି। ଜେଲରେ ଥିବା ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇଙ୍କ ତରଫରୁ ଏହି ଧମକ ଦିଆଯାଇଥିବା ପୋଲିସ ପକ୍ଷରୁ କୁହାଯାଇଛି। ଏକ ଅନ୍ତର୍ଜାତୀୟ ନମ୍ବରରୁ ଏହି ଧମକପୂର୍ଣ୍ଣ ଫୋନ୍‌ କଲ୍‌ ଆସିଥିବା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri