ଜାତୀୟ

ଶାହରୁଖଙ୍କୁ ଓ୍ବାଇ+ ସୁରକ୍ଷା

ମୁମ୍ବାଇ,୯।୧୦: ବଲିଉଡ ତାରକା ଶାହାରୁଖ ଖାନଙ୍କ ହତ୍ୟା ଧମକ ମିଳିବାେ ପରେ ତାଙ୍କୁ ସୁରକ୍ଷା ବ୍ୟବସ୍ଥା ବଢାଇ ଦିଆଯାଇଛି। ତାଙ୍କ ଉପରେ ଆସୁଥିବା ବିପଦକୁ ବିଚାର କରି ମୁମ୍ବାଇ ପୋଲିସ ଶାହାରୁଖ ଖାନଙ୍କୁ ଓ୍ବାଇ + ସୁରକ୍ଷା ଦେଇଛି। ମୁମ୍ବାଇ...

୧୪ ଅକ୍ଟୋବରରେ ସୂର୍ଯ୍ୟପରାଗ, ୟୁଟ୍ୟୁବରେ ଷ୍ଟ୍ରିମିଂ କରିବ ନାସା…

ନୂଆଦିଲ୍ଲୀ,୯।୧୦ : ଜ୍ୟୋର୍ତିବିଜ୍ଞାନ ଇଭେଣ୍ଟରେ ଯେଉଁମାନେ ଆଗ୍ରହୀ, ସେମାନେ ଚଳିତ ବର୍ଷର ସବୁଠାରୁ ରୋମାଞ୍ଚକର ଜ୍ୟୋର୍ତିବିଜ୍ଞାନ ଇଭେଣ୍ଟ ପାଇଁ ପ୍ରସ୍ତୁତ। ଅକ୍ଟୋବର ୧୪ରେ ଆକାଶରେ ଏକ ବିରଳ ଜ୍ୟୋର୍ତିବିଜ୍ଞାନ ଦୃଶ୍ୟ ଦୃଶ୍ୟମାନ ହେବ। ୨୦୧୨ ପରଠାରୁ ପ୍ରଥମ ଥର ପାଇଁ...

ସିକ୍କିମ ବନ୍ୟା: ମୃତ୍ୟୁ ସଂଖ୍ୟା ୬୯ ବୃଦ୍ଧି, ୧୦୫ରୁ ଅଧିକ ଲୋକ ଏବେ ବି ନିଖୋଜ

ଗ୍ୟାଙ୍ଗଟକ୍‌,୯।୧୦: ସିକ୍କିମରେ ଆସିଥିବା ଅଚାନକ ବନ୍ୟାରେ ମୃତ୍ୟୁ ସଂଖ୍ୟା ୬୯କୁ ବୃଦ୍ଧି ପାଇଛି। ଏଥିରେ ୯ ଜଣ ସୈନିକ ମଧ୍ୟ ସାମିଲ ଅଛନ୍ତି। ୧୦୫ରୁ ଅଧିକ ଲୋକ ନିଖୋଜ ଅଛନ୍ତି। ସେମାନଙ୍କୁ ଖୋଜିବା ପ୍ରକ୍ରିୟା ଜାରି ରହିଛି। ସିକ୍କିମ ରାଜ୍ୟ...

ଆଜି ହେବ ୫ ରାଜ୍ୟର ନିର୍ବାଚନ ତାରିଖ ଘୋଷଣା

ନୂଆଦିଲ୍ଲୀ,୯।୧୦: ଆଜି ମଧ୍ୟାହ୍ନ ୧୨ଟାରେ ନିର୍ବାଚନ ଆୟୋଗ ଏକ ସାମ୍ବାଦିକ ସମ୍ମିଳନୀ ଡକାଇଛନ୍ତି। ଏଥିରେ ପାଞ୍ଚଟି ରାଜ୍ୟରେ ହେବାକୁ ଥିବା ନିର୍ବାଚନ ତାରିଖ ଘୋଷଣା କରାଯିବ। ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ଶେଷ ସୁଦ୍ଧା ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ, ତେଲେଙ୍ଗାନା...

ଗ୍ୟାସ୍‌ ଲିକ୍‌ ଯୋଗୁ ଘରେ ଲାଗିଲା ନିଆଁ: ଗୋଟିଏ ପରିବାରର ୫ ମୃତ

ଜଳନ୍ଧର,୯।୧୨୦: ପଞ୍ଜାବର ପଶ୍ଚିମ ଜଲନ୍ଧରର ଅବତାର ନଗରରେ ଏକ ଅଭାବନୀୟ ଘଟଣା ଘଟିଛି। ଗ୍ୟାସ୍‌ ଲିକ୍‌ ଯୋଗୁ ଘରେ ଲାଗିଥିବା ନିଆଁରେ ଭାଜପା କାର୍ଯ୍ୟକର୍ତ୍ତାଙ୍କ ପରିବାରର ୫ ସଦସ୍ୟଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ଗମ୍ଭୀର ଭାବେ ଆହତ ହୋଇଛନ୍ତି। କୁହାଯାଉଛି...

ମୁହଁରେ ନିଆଁ ଦେବାକୁ ଆସିଲେନି ୨ ପୁଅ

ଯୋଡ଼ା,୯ା୧୦(ମାନସ ମହାନ୍ତି):ଜୀବନର ସମସ୍ତ ସଞ୍ଚୟ ପୁଅମାନଙ୍କୁ ଦେଇ ଶେଷ ସମୟରେ ବୃଦ୍ଧାଶ୍ରମରେ ରହୁଥିବା ବେଳେ ମୃତ୍ୟୁ ପରେ କେହି ମୁହଁରେ ନିଆଁ ଦେବାକୁ ନ ଆସିବା ଚର୍ଚ୍ଚାର ବିଷୟ ହୋଇଛି। ଅନ୍ତିମ ସଂସ୍କାର ପାଇଁ ଦୁଇ ପୁଅ ନ ଆସିବାରୁ...

‘ଅଲିମ୍ପିକ୍ସ ହକିରେ ଭାରତ ସ୍ବର୍ଣ୍ଣ ଜିତିପାରିବ’

ନୂଆଦିଲ୍ଲୀ, ୯ା୧୦ (ପି.ଟି.): ଭାରତୀୟ ପୁରୁଷ ହକି ଦଳର ଦୃଢ଼ ମନୋବଳ ଓ ପ୍ରତିଭା ରହିଛି। ତେଣୁ ଆଗାମୀ ଅଲିମ୍ପିକ୍ସ ହକିରେ ଦଳ ସ୍ବର୍ଣ୍ଣ ଜିତିପାରିବା ନେଇ ତାଙ୍କର ବିଶ୍ୱାସ ରହିଛି ବୋଲି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକାଶ...

୮ ବର୍ଷ ପରେ ଭାରତରେ ତାଞ୍ଜାନିଆ ରାଷ୍ଟ୍ରପତି

ନୂଆଦିଲ୍ଲୀ,୯।୧୦: ତାଞ୍ଜାନିଆ ରାଷ୍ଟ୍ରପତି ସାମିଆ ସୁଲୁହୁ ହାସନ ତିନି ଦିନିଆ ଭାରତ ଗସ୍ତରେ ଆସି ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ରାଷ୍ଟ୍ରପତି ପଦ ଗ୍ରହଣ କରିବା ପରେ ସାମିଆଙ୍କ ଏହା ହେଉଛି ପ୍ରଥମ ଭାରତ ଗସ୍ତ। ଏହାସହ ଆଠ ବର୍ଷ ପରେ ତାଞ୍ଜାନିଆର...

ଶିଶୁ ଏସ୍‌ଡିଜିରେ ଭାରତର ଅଗ୍ରଗତି ବିଶ୍ୱକୁ ପ୍ରଭାବିତ କରିବ: ୟୁନିସେଫ୍‌

ନୂଆଦିଲ୍ଲୀ,୯ା୧୦(ପି.ଟି.): ବୈଶ୍ୱିକ ସ୍ତରରେ ଶିଶୁ ସମ୍ପର୍କିତ ନିରନ୍ତର ବିକାଶ ଲକ୍ଷ୍ୟ (ଏସ୍‌ଡିଜି)ର ଦୁଇ-ତୃତୀୟାଂଶ ବିଫଳ ହୋଇଛି। ଏଭଳି ସ୍ଥିତିରେ ଭାରତର ଅଗ୍ରଗତି ଲକ୍ଷ୍ୟ ହାସଲ ଦିଗରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ୟୁନିସେଫ୍‌ ମୁଖ୍ୟ କାଥେଲିନ୍‌ ଏମ୍‌. ରୁସେଲ୍‌ କହିଛନ୍ତି। ଭାରତ...

ଖାଲକୁ ଖସିଲା ବସ୍‌: ୭ ମୃତ,୨୧ ଆହତ

ନୈନିତାଲ,୯।୧୦: ନୈନିତାଲ-କାଲାଡୁଙ୍ଗି ରାସ୍ତାରେ ହରିୟାଣାର ହିସାରରୁ ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ଏକ ବସ ପ୍ରାୟ ୧୫୦ ମିଟର ଗଭୀର ଖାଲରେ ଖସି ପଡିଛି। ଏହି ଦୁର୍ଘଟଣାରେ ଜଣେ ଶିଶୁ ଏବଂ ୬ ଜଣ ମହିଳାଙ୍କ ସମେତ ୭ ଜଣଙ୍କର ମୃତ୍ୟୁ...

ଏଲ୍‌ଏଏଚ୍‌ଡିସି ନିର୍ବାଚନରେ ବାଜିମାରିଲା କଂଗ୍ରେସ, ନ୍ୟାଶନାଲ୍‌ କନଫରେନ୍ସ

ଶ୍ରୀନଗର,୮।୧୦: ୨୦୧୯ରେ ଧାରା ୩୭୦ ହଟାଯିବା ପରେ ଜମ୍ମୁ କଶ୍ମୀରରେ ଅନୁଷ୍ଠିତ ପ୍ରଥମ ନିର୍ବାଚନରେ କଂଗ୍ରେସ ଏବଂ ନ୍ୟାଶନାଲ୍‌ କନଫରେନ୍ସ ମିଳିତ ମେଣ୍ଟ କାର୍‌ଗିଲରେ ଲଦାଖ ସ୍ବାୟତ୍ତ ପର୍ବତୀୟ ପରିଷଦ ନିର୍ବାଚନରେ ଭାଜପାକୁ ପରାସ୍ତ କରିଛି। ୨୬ ସିଟ ବିଶିଷ୍ଟ...

ଇସ୍ରାଏଲ୍‌ରେ ଥିବା ଭାରତୀୟ ସୁରକ୍ଷିତ ଅଛନ୍ତି: ଭାରତୀୟ ଦୂତାବାସ

ଜେରୁଜେଲମ୍‌,୮ା୧୦: ହମାସ ବିଦ୍ରୋହୀ ଏବଂ ଇସ୍ରାଏଲୀ ସୈନ୍ୟଙ୍କ ମଧ୍ୟରେ ଯୁଦ୍ଧ ଚାଲିଥିବା ବେଳେ ସମ୍ପୃକ୍ତ ଅଞ୍ଚଳରେ ଉତ୍ତେଜନା ଲାଗି ରହିଛି। ତେବେ ସେଠାରେ ଥିବା ସମସ୍ତ ଭାରତୀୟ ନାଗରିକ ସୁରକ୍ଷିତ ବୋଲି ତେଲ୍‌ ଆଭିଭ୍‌ସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ କୁହାଯାଇଛି।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri