ଜାତୀୟ

୭୨ ବର୍ଷ ପରେ ବଦଳିଲା ବାୟୁସେନାର ପତାକା

ପ୍ରୟାଗରାଜ,୮।୧୦: ଦୀର୍ଘ ୭୨ବର୍ଷ ପରେ ଭାରତୀୟ ବାୟୁସେନା ଏହାର ପତାକା ବଦଳାଇଛି। ଏହି ପତାକା ବାୟୁସେନା ଦିବସରେ ପ୍ରୟାଗରାଜର ବାମରୌଲି ସେଣ୍ଟ୍ରାଲ ଏୟାର କମାଣ୍ଡ ମୁଖ୍ୟାଳୟରେ ଉନ୍ମୋଚିତ ହୋଇଥିଲା। ୮ ଅକ୍ଟୋବର ୧୯୩୨ରେ ବାୟୁସେନା ପ୍ରତିଷ୍ଠା କରାଯାଇଥିଲା। ୭୨ବର୍ଷ ପରେ...

କାନାଡାରେ ହେଉଛି ଭାରତ ବିରୋଧୀ ଷଡଯନ୍ତ୍ର, ସତର୍କ କଲା ଗୁପ୍ତଚର ସଂସ୍ଥା

ଜଳନ୍ଧର,୮।୧୦: କାନାଡାରେ ଖଲିସ୍ତାନ ସମର୍ଥକ କଟ୍ଟରପନ୍ଥୀ ଷଡଯନ୍ତ୍ର ଉଦ୍ୟମ ଆରମ୍ଭ କରିଛନ୍ତି। ସେ ଅକ୍ଟୋବର ୯ରେ ପଞ୍ଜାବରେ କାନାଡା ଧନ୍ୟବାଦ ଦିବସ ପାଳନ କରିବାକୁ ପ୍ରସ୍ତୁତ ଅଛନ୍ତି। ଏହି ସୂଚନା ପାଇବା ପରେ ପଞ୍ଜାବରେ କେନ୍ଦ୍ରୀୟ ଏବଂ ରାଜ୍ୟ ଗୁପ୍ତଚର...

ହେଲମେଟରେ କଳା ନାଗ, ଅଳ୍ପକେ ବଞ୍ଚିଲା ଜୀବନ, ସୋସିଆଲ ମିଡ଼ିଆରେ ଭାଇରାଲ…

ଥିରୁଭାନନ୍ତପୁରମ,୮।୧୦ : କେରଳରେ ଜଣେ ବ୍ୟକ୍ତି ବିଷାକ୍ତ କଳା ନାଗ କାମୁଡ଼ାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ବାସ୍ତବରେ ତାଙ୍କ ବାଇକ ହେଲମେଟ ଭିତରେ ଏକ କଳା ନାଗ ସାପ ଦେଖିବାକୁ ମିଳିଥିଲା। ଥ୍ରୀସୁରର ବାସିନ୍ଦା ସୋଜନ ତାଙ୍କ ଅଫିସରେ ପାର୍କିଂ...

ବେଙ୍ଗାଲୁରୁ ବାଣ ଦୋକାନରେ ନିଆଁ ଲାଗି ୧୪ ମୃତ, ଯାଞ୍ଚ ପରେ ହେବ କାର୍ଯ୍ୟାନୁଷ୍ଠାନ: ମୁଖ୍ୟମନ୍ତ୍ରୀ

ବେଙ୍ଗାଲୁରୁ,୮।୧୦: କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁରେ ଶନିବାର ଆଟିବେଲେରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏଠାରେ ଥିବା ଏକ ବାଣ ଦୋକାନରେ ଅଗ୍ନିକାଣ୍ଡରେ ୧୪ଜଣଙ୍କର ମୃତ୍ୟୁ ଘଟିଛି। ମୁଖ୍ୟମନ୍ତ୍ରୀ ସିଦ୍ଧରାମାୟା ଏହି ଘଟଣାକୁ ନିନ୍ଦା କରିଛନ୍ତି। ସେ ରବିବାର ଘଟଣା ସ୍ଥଳ...

ଗଗନୟାନ ମିଶନର ପରୀକ୍ଷା ଆରମ୍ଭ କରିବ ଇସ୍ରୋ, ନୌସେନାର ରହିବ ଗୁରୁତ୍ୱପୂର୍ଣ୍ଣ ଭୂମିକା…

ହାଇଦ୍ରାବାଦ,୮।୧୦ : ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) କହିଛି ଗଗନୟାନ ମିଶନ ପାଇଁ ମହାକାଶ ଏଜେନ୍ସି ଖୁବ ଶୀଘ୍ର ମାନବ ବିହୀନ ବିମାନ ପରୀକ୍ଷା ଆରମ୍ଭ କରିବ। ଭାରତର ପ୍ରଥମ ମାନବ ବିହରନ ମହାକାଶ ଏବୋର୍ଟ ଉଡ଼ାଣ ପ୍ରକଳ୍ପର...

ଇସ୍ରାଏଲରେ ଆତଙ୍କିତ ଅବସ୍ଥାରେ ଭାରତୀୟ ଛାତ୍ରୀଛାତ୍ର

ଜେରୁଜେଲମ,୮।୧୦: ଇସ୍ରାଏଲ ଓ ପାଲେଷ୍ଟାଇନ୍‌ ଆତଙ୍କବାଦୀ ହମାସ୍‌ ଘମାଘୋଟ ଲଢେଇ ଭିତରେ ଫଶି ରହିଛନ୍ତି ଅନେକ ଭାରତୀୟ ଛାତ୍ର। ଭାରତୀୟ ଦୂତାବାସ ଇସ୍ରାଏଲରେ ଥିବା ସମସ୍ତ ଭାରତୀୟଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛି। ଯଦିଓ ସେମାନେ ଭାରତୀୟ ଦୂତାବାସ ସହିତ...

ବାୟୁସେନାର ୯୧ ତମ ସ୍ଥାପନା ଦିବସରେ ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ,୮।୧୦: ଭାରତୀୟ ବାୟୁସେନା ରବିବାର ଅର୍ଥାତ୍‌ ଅକ୍ଟୋବର ୮ରେ ତା’ର ୯୧ ତମ ଫାଉଣ୍ଡେସନ ଡେ ବା ସ୍ଥାପନା ଦିବସ ପାଳନ କରୁଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାୟୁସେନା ଦିବସ ଅବସରରେ ବାୟୁସେନାକୁ ଶୁଭେଚ୍ଛା ଜଣାଇ...

ଇସ୍ରାଏଲ-ହମାସ ମଧ୍ୟରେ ଏୟାର ଇଣ୍ଡିଆର ବଡ ନିଷ୍ପତ୍ତି, ତେଲ ଆଭିଭ ଯାଉଥିବା ବିମାନ ରଦ୍ଦ

ଜେରୁଜେଲମ,୮।୧୦: ଶନିବାର ଇସ୍ରାଏଲର ତେଲ ଆଭିବ ଉପରେ ହାମାସ ଆକ୍ରମଣ ପରେ ଏୟାର ଇଣ୍ଡିଆ ନୂଆଦିଲ୍ଲୀରୁ ସେଠାକୁ ଯାଉଥିବା ବିମାନକୁ ବାତିଲ କରିଦେଇଛି। ଏହି ବିମାନ ତେଲ ଆଭିଭକୁ ପାଞ୍ଚଟି ସାପ୍ତାହିକ ବିମାନ ଚଳାଚଳ କରିଥାଏ। ଏହି ବିମାନଗୁଡ଼ିକ ସୋମବାର,...

ଆମେରିକାରେ ଆଜି ଉଦ୍‌ଘାଟନ ହେବ ବିଶ୍ୱର ଦ୍ୱିତୀୟ ବୃହତ୍ତମ ହିନ୍ଦୁ ମନ୍ଦିର

ନୂଆଦିଲ୍ଲୀ,୮।୧୦: ଆମେରିକାର ନ୍ୟୁ ଜର୍ସିରେ ରବିବାର ସ୍ବାମୀନାରାୟଣ ଅକ୍ଷରକ୍ଷାମ ମନ୍ଦିରର ଉଦ୍‌ଘାଟନ ହେବାକୁ ଯାଉଛି। ଏହି ମନ୍ଦିର ଭାରତ ବାହାରେ ବିଶ୍ୱର ଦ୍ୱିତୀୟ ବୃହତ୍ତମ ହିନ୍ଦୁ ମନ୍ଦିର ଭାବେ ପରିଗଣିତ ହେବ। ଏହି ମନ୍ଦିରର ଉଦଘାଟନୀ ଉତ୍ସବ ୩୦ ସେପ୍ଟେମ୍ବରରୁ...

ଉପରାଷ୍ଟ୍ରପତି-ଗେହଲଟ ମୁହାଁମୁହିଁ…

ଜୟପୁର,୮।୧୦ : ରାଜସ୍ଥାନ ବିଧାନସଭା ନିର୍ବାଚନର ପରିବେଶ ମଧ୍ୟରେ ଉପରାଷ୍ଟ୍ରପତି ଜଗଦୀପ ଧନକର ଏବଂ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ବାକ ଯୁଦ୍ଧ ତୀବ୍ର ହୋଇଛି। ଉଭୟ ନେତା ପରସ୍ପର ବିରୋଧରେ ଖୋଲାଖୋଲି ଭାବେ ମନ୍ତବ୍ୟ ଦେବା...

ମଧ୍ୟ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ୧୦୩ ପ୍ରାର୍ଥୀଙ୍କ ନାମ ସ୍ଥିର କଲା କଂଗ୍ରେସ

ଭୋପାଳ,୮।୧୦: ମଧ୍ୟ ପ୍ରଦେଶ ବିଧାନ ସଭା ନିର୍ବାଚନ ପାଖେଇ ଆସୁଛି। ଏଥିପାଇଁ ସମସ୍ତ ରାଜନୈତିକ ଦଳ ପ୍ରସ୍ତୁତ ହେଲେଣି। ଏହି କ୍ରମରେ ରବିବାର କଂଗ୍ରେସ ମଧ୍ୟ ପ୍ରଦେଶ ବିଧାନସଭାର ୧୦୩ ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଚୁଡାନ୍ତ କରିଛି। ସୂଚନାଯୋଗ୍ୟ,...

ଡାକ୍ତରମାନେ ଲୋକଙ୍କୁ ସାଇନ ବୋର୍ଡ ଲଗାଇ ବିଭ୍ରାନ୍ତ କରିବା ଉଚିତ ନୁହେଁ: ଜାତୀୟ ମେଡିକାଲ ଆୟୋଗ…

ନୂଆଦିଲ୍ଲୀ,୮।୧୦ : ଡାକ୍ତରମାନେ ବଡ଼ ସାଇନବୋର୍ଡ ଲଗାଇବା ଉଚିତ ନୁହେଁ। ସେମାନଙ୍କୁ ଔଷଧ ଦୋକାନରେ କିମ୍ବା ବାସଭବନ ଅବା କାର୍ଯ୍ୟସ୍ଥଳରେ ଏଭଳି କରିବା ଅନୁଚିତ। ଭିଜିଟିଂ କାର୍ଡ ଏବଂ ଘୋଷଣା ପତ୍ର ମାଧ୍ୟମରେ ଡାକ୍ତରମାନେ ଲୋକଙ୍କୁ ବିଭ୍ରାନ୍ତ କରିବା ଉଚିତ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri