ଜାତୀୟ

ଅସୁସ୍ଥ ମା’ଙ୍କ ପାଇଁ ହାତରେ ସାଲାଇନ ଧରି ଛିଡା ହେଲେ ନାବାଳକ ପୁଅ: ଛତିଶଗଡ଼ ସ୍ବାସ୍ଥ୍ୟ ସେବା ସୋସିଆଲ ମିଡ଼ିଆରେ ଭାଇରାଲ…

ରାୟପୁର,୭।୧୦ : ଛତିଶଗଡର ଏକ ଡାକ୍ତରଖାନାର ଅବସ୍ଥା ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଅଭନପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଚିତ୍ର ଏବଂ ଭିଡିଓ ଏପରି ଏକ ସମୟରେ ଆସିଛି ଯେତେବେଳେ ଛତିଶଗଡର ଦୁଇ ଜଣ ବ୍ୟକ୍ତି ଚଳାଉଥିବା ୬,୦୦୦ କୋଟି...

ନିର୍ବାଚନ ସମୟରେ ଲଲିପପ ଆଉ ମିଥ୍ୟା ପ୍ରତିଶ୍ରୁତି ଦେବାକୁ ଆସୁଛନ୍ତି ରାହୁଲ-ପ୍ରିୟଙ୍କା: ଅନୁରାଗ ଠାକୁର…

ଭୋପାଳ,୭।୧୦ : କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ କଡ଼ା ସମାଲୋଚନା କରି କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ଅଭିଯୋଗ କରିଛନ୍ତି କ୍ଷମତା ହାତେଇବା ପାଇଁ ତାଙ୍କର ମିଥ୍ୟା ପ୍ରତିଶ୍ରୁତି ବିଫଳ ହୋଇଛି। ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ମହାସଚିବ ପ୍ରିୟଙ୍କା...

ଆମେ ଇସ୍ରାଏଲ ସହିତ ଛିଡ଼ା ହୋଇଛୁ: ମୋଦି…

ନୂଆଦିଲ୍ଲୀ,୭।୧୦ : ଆତଙ୍କବାଦୀ ସଂଗଠନ ହମାସ ଇସ୍ରାଏଲ ଉପରେ ହୋଇଥିବା ବିପଜ୍ଜନକ ଆକ୍ରମଣ ପରେ ବର୍ତ୍ତମାନ ଇସ୍ରାଏଲ ବାୟୁସେନା ମଧ୍ୟ ଆତଙ୍କବାଦୀଙ୍କୁ ଉଚିତ ଉତ୍ତର ଦେବା ଆରମ୍ଭ କରିଛି। ଏହି ସମୟରେ ଭାରତ ମଧ୍ୟ ନିଜର ବନ୍ଧୁତ୍ୱପୂର୍ଣ୍ଣ ଦେଶ ପାଇଁ...

କଂଗ୍ରେସକୁ ଗୋଟିଏ ବି ଭୋଟ ମିଳି ନ ଥିବା ବୁଥ ଅଧ୍ୟକ୍ଷଙ୍କୁ ମିଳିବ ୫୧ ହଜାର ପୁରସ୍କାର: ବିଜୟଭର୍ଗୀୟ…

ଭୋପାଳ,୭।୧୦ : ମଧ୍ୟପ୍ରଦେଶରେ ଭାରତୀୟ ଜନତା ପାର୍ଟି ନେତା କୈଳାସ ବିଜୟଭର୍ଗୟଙ୍କ ବିବୃତ୍ତି ପୁଣି ଥରେ ଚର୍ଚ୍ଚାରେ ରହିଛି। ସେ କହିଛନ୍ତି ଯଦି କଂଗ୍ରେସ ମତଦାନ କେନ୍ଦ୍ରରେ ଗୋଟିଏ ବି ଭୋଟ ନ ପାଏ ତେବେ ଭାଜପାର ସମ୍ପୃକ୍ତ ବୁଥ...

ଜାତିଗତ ଜନଗଣନା ନେଇ ଜେଡିୟୁରେ ଫାଟ: ଘରକୁ ନ ଆସି କିଭଳି ହେଲା ସର୍ବେକ୍ଷଣ,ପ୍ରଶ୍ନ କଲେ ନେତା…

ପାଟନା,୭।୧୦ : ବିହାରରେ ଜାତିଗତ ଜନଗଣନା ରିପୋର୍ଟ ପ୍ରକାଶ ପାଇବା ସହିତ ରାଜନୈତିକ ବିତର୍କ ତୀବ୍ର ହେବାରେ ଲାଗିଛି ଏବଂ ଏହାର ସଠିକତା ଉପରେ ଅନେକ ପ୍ରଶ୍ନ ଉଠିଛି। ପ୍ରାରମ୍ଭରେ ବିରୋଧୀ ଦଳ ସରକାରଙ୍କ ଦ୍ୱାରା ପ୍ରକାଶିତ ତଥ୍ୟକୁ ସମାଲୋଚନା...

ରାହୁଲ ୨୦୨୪ରେ ଦେଶର ନେତୃତ୍ୱ ନେବେ, ତାଙ୍କ ଲୋକ ପ୍ରିୟତା ନେଇ ଭୟଭୀତ ଭାଜପା: ଶିବକୁମାର…

ବେଙ୍ଗାଲୁରୁ,୭।୧୦ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କଂଗ୍ରେସ ଏମପି ରାହୁଲ ଗାନ୍ଧୀଙ୍କ ପୋଷ୍ଟରକୁ ନେଇ ଚାଲିଥିବା ବିବାଦ ମଧ୍ୟରେ କର୍ନାଟକର ଉପମୁଖ୍ୟମନ୍ତ୍ରୀ ଡି.କେ ଶିବକୁମାର କହିଛନ୍ତି ଆସନ୍ତା ୨୦୨୪ ନିର୍ବାଚନରେ ରାହୁଲ ଦେଶର ନେତୃତ୍ୱ ନେବେ। ତାଙ୍କର ବଡୁଥିବା...

ଗଣମାଧ୍ୟମର ପ୍ରଭାବରେ ବିଚାରପତିମାନେ ରାୟ ଦିଅନ୍ତି ନାହିଁ: ହାଇକୋର୍ଟ…

ମୁମ୍ବାଇ,୭।୧୦ : ବମ୍ବେ ହାଇକୋର୍ଟର ଜଷ୍ଟିସ ପ୍ରକାଶ ଡି ନାୟକ କହିଛନ୍ତି ଗଣମାଧ୍ୟମର ପ୍ରଭାବରେ ବିଚାରପତିମାନେ ସେମାନଙ୍କର ରାୟ ଦିଅନ୍ତି ନାହିଁ। ସେ କହିଛନ୍ତି ଗଣମାଧ୍ୟମ ବିଷୟରେ ଲୋକଙ୍କ ଧାରଣା ରହିଛି ଏହା କୌଣସି ମାମଲାରେ ଅତ୍ୟଧିକ ଜଡିତ ହୁଏ।...

ଜିଏସଟି କାଉନସେଲିଂ ବୈଠକ: ମିଲେଟରୁ ପ୍ରସ୍ତୁତ ଉତ୍ପାଦରେ ଲାଗିବ ୫ପ୍ରତିଶତ ଜିଏସଟି

ନୂଆଦିଲ୍ଲୀ,୭।୧୦: ଜିଏସଟି କାଉନସେଲିଂର ୫୨ତମ ବୈଠକ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯରାଇଛି। ସୁଷମା ସ୍ବରାଜ ଭବନରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟର ଅର୍ଥମନ୍ତ୍ରୀମାନେ ଯୋଗ ଦେଇଥିଲେ। ସାମଗ୍ରୀ ଓ ସେବା ଟିକସ କାଉନସେଲିଂ ବାଜରାରୁ ପ୍ରସ୍ତୁତ...

ରୁଷିଆ-ୟୁକ୍ରେନ ଯୁଦ୍ଧ ମୃତକଙ୍କ ପାଇଁ ପିଣ୍ଡଦାନ କଲେ ଯୁବତୀ…

ଗୟା,୭।୧୦ : ସମ୍ପ୍ରତି ପିତୃପକ୍ଷ ଜାରି ରହିଛି। ଏହି ଅବସରରେ ୟୁକ୍ରେନର ଜଣେ ଯୁବତୀ ଗୟାରେ ପିଣ୍ଡଦାନ କରୁଥିବା ଦେଖି ସ୍ଥାନୀୟ ଲୋକେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ୟୁକ୍ରେନର ଯୁବତୀ ଉଲିୟା ଜିତୋମାରସ୍କିଙ୍କ ଏନେଇ ପ୍ରଶ୍ନ କରିବାରୁ ସେ କହିଥିଲେ...

ଜାତିଗତ ଜନଗଣନା ଏକ ନିର୍ବାଚନୀ ରାଜନୀତି, ଦେଶର କରିବ ବିଭାଜନ: ଅନୀଲ ବିଜ୍‌…

ଚଣ୍ଡିଗଡ଼,୭।୧୦ : ଜାତିଗତ ଜନଗଣନା ନେଇ ଭାଜପା ନେତା ତଥା ହରିୟାଣା ଗୃହମନ୍ତ୍ରୀ ଅନୀଲ ବିଜ୍‌ ବିରୋଧୀ ଦଳଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି, ଜାତିଗତ ଜନ ଗଣନା ଦେଶକୁ ଏକଜୁଟ କରିବା ପରିବର୍ତ୍ତେ ଦେଶକୁ ବିଭାଜନ କରିବା...

ଏପରି ସାଧ୍ୱୀ ଥିଲେ ପାପୀଙ୍କର କୌଣସି ଆବଶ୍ୟକତା ନାହିଁ: ନିରଞ୍ଜନଙ୍କୁ ମହୁଆଙ୍କ କଟାକ୍ଷ…

କୋଲକାତା,୭।୧୦: ତୃଣମୂଳ କଂଗ୍ରେସ (ଟିଏମସି) ପ୍ରତିନିଧିମାନେୀ ଦିଲ୍ଲୀରେ ରାଷ୍ଟ୍ର ମନ୍ତ୍ରୀ ସାଧ୍ୱୀ ନିରଞ୍ଜନ ଜ୍ୟୋତିଙ୍କୁ ଭେଟିଥିଲେ। ଏହି ବୈଠକ ପରେ ଟିଏମସି ଏମପି ମହୁଆ ମୋଇତ୍ର ଭାଜପା ନେତାଙ୍କ ଉପରେ ଦୋଷାରୋପ କରି କହିଛନ୍ତି ସାଧ୍ୱୀ ବୈଠକ ପାଇଁ ସମୟ...

ନିକୋଟିନ ରିପ୍ଲେସମେଣ୍ଟ ଥେରାପିକୁ ଡାକ୍ତରଙ୍କ ପ୍ରେସକ୍ରିପଶନରେ ନ ରଖିବାକୁ ପରାମର୍ଶ ଦେଲେ ଚିକିତ୍ସା ବିଶେଷଜ୍ଞ

ନୂଆଦିଲ୍ଲୀ,୭।୧୦: ନିକୋଟିନ ରିପ୍ଲେସମେଣ୍ଟ ଥେରାପିକୁ ଏକ ପ୍ରେସକ୍ରିପଶନ ଔଷଧ ଭାବରେ ଶ୍ରେଣୀଭୁକ୍ତ କରାଯିବା ଉଚିତ ନୁହେଁ ବୋଲି ଚିକିତ୍ସା ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି। କାରଣ ଡାକ୍ତରଙ୍କ ପ୍ରେସକ୍ରିପସନ ବିନା ଏହି ଔଷଧ ଲୋକମାନଙ୍କ ପାଇଁ ଉପଲବ୍ଧ ହେବ ନାହିଁ। ତେବେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri