ଜାତୀୟ

ଇମ୍ରାନ୍‌ ମସୂଦ କଂଗ୍ରେସରେ ସାମିଲ

ନୂଆଦିଲ୍ଲୀ,୭।୧୦: ବିଏସପିର ପୂର୍ବତନ ନେତା ଇମ୍ରାନ୍‌ ମସୂଦ କଂଗ୍ରେସରେ ସାମିଲ ହୋଇଛନ୍ତି। ଶନିବାର ସଂଗଠନର ମହାସଚିବ କେସି ଭେଣୁଗୋପାଳ ତାଙ୍କୁ ସଦସ୍ୟତା ଦେଇଛନ୍ତି। ଇମ୍ରାନ୍‌ ମସୂଦ ପୂର୍ବରୁ କଂଗ୍ରେସରେ ହିଁ ଥିଲେ। ୨୦୨୨ ବିଧାନସଭା ନିର୍ବାଚନ ପୂର୍ବରୁ ସେ କଂଗ୍ରେସ...

ଆଉ ନିଦରୁ ଉଠିବେନି ବିକ୍ରମ-ପ୍ରଜ୍ଞାନ! ଚନ୍ଦ୍ରାୟାନ ୩ ମିଶନ ଶେଷ ହେବା ନେଇ ସଙ୍କେତ ଦେଲେ ପୂର୍ବତନ ଇସ୍ରୋ ମୁଖ୍ୟ

ନୂଆଦିଲ୍ଲୀ,୭।୧୦: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଆଇଏସଆରଓ)ର ପୂର୍ବତନ ଚେୟାରମ୍ୟାନ ଏସ କିରଣ କୁମାର କହିଛନ୍ତ, ବର୍ତ୍ତମାନ ଲ୍ୟାଣ୍ଡର ବିକ୍ରମ ଏବଂ ରୋଭର ପ୍ରଜ୍ଞାନ ସକ୍ରିୟ ହେବାର କୌଣସି ଆଶା ଦେଖାଯାଉ ନାହିଁ। ତେବେ ଅନୁମାନ କରାଯାଉଛି କି, ସେ...

ଅନଲାଇନ ଗେମିଂ ଉପରେ ଟିକସ ଲଗାଇବାକୁ ବିରୋଧ କରିବେ ଦିଲ୍ଲୀ ସରକାର, କହିଲେ ଷ୍ଟାର୍ଟଅପ୍‌କୁ ବିପଦ

ନୂଆଦିଲ୍ଲୀ,୭।୧୦: ଜିଏସଟି କାଉନସେଲିଂ ବୈଠକ ପୂର୍ବରୁ ସାମ୍ବାଦିକ ସମ୍ମିଳନୀ କରି ଦିଲ୍ଲୀ ଅର୍ଥମନ୍ତ୍ରୀ ଅତିଶୀ କହିଛନ୍ତି, ଭାରତର ଅଭିବୃଦ୍ଧିରେ ଷ୍ଟାର୍ଟଅପ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଭାରତର ଅର୍ଥନୀତି ଏବଂ ଲୋକଙ୍କୁ ରୋଜଗାର ଯୋଗାଇବାରେ ଷ୍ଟାର୍ଟଅପ ଏକ ବଡ଼...

ରେଲଓ୍ବେ ବୋର୍ଡରେ କାମ କରୁଥିବା ମହିଳାମାନେ କରିପାରିବେ ବିଭାଗ ପରିବର୍ତ୍ତନ, ଭାରତୀୟ ରେଲଓ୍ବେ ବୋର୍ଡ ଦେବ ବଡ ସୁଯୋଗ

ନୂଆଦିଲ୍ଲୀ,୭।୧୦: ରେଲଓ୍ବେ ମହିଳା ଚାଳକ ଏବଂ ଟ୍ରାକ ରକ୍ଷକମାନଙ୍କ ପାଇଁ ଏକ ଖୁସି ଖବର। ଭାରତୀୟ ରେଲୱେ ବୋର୍ଡ ମହିଳାଙ୍କର ଚାକିରିର ବିଭାଗ ପରିବର୍ତ୍ତନ କରାଇବା ପାଇଁ ଆଲୋଚନା କରୁଛି। ତେବେ ରେଲଓ୍ବେରେ ନିଯୁକ୍ତ ମହିଳାଙ୍କର ଏକକାଳୀନ ବିକଳ୍ପ ଦେବାର...

ପ୍ରଧାନମନ୍ତ୍ରୀ, ନରେନ୍ଦ୍ର ମୋଦି ଷ୍ଟାଡିୟମକୁ ମିଳିଲା ବୋମା ଧମକ

ମୁମ୍ବାଇ,୭।୧୦: ମୁମ୍ବାଇ ପୋଲିସକୁ ଗୁରୁବାର ଏକ ମେଲ ପଠାଯାଇଛି, ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମକୁ ବୋମାରେ ଉଡାଇଦେବାକୁ ଧମକ ଦିଆଯାଇଛି। ଏହା ହେଉଛି ସେହି ଷ୍ଟାଡିୟମ, ଯେଉଁଠାରେ ଅଧିକାଂଶ କ୍ରିକେଟ ବିଶ୍ୱକପ୍‌ ମ୍ୟାଚ...

ଇଣ୍ଡିଆ-ଭାରତ ବିବାଦ: ‘ଇଣ୍ଡିଆ’ ଶଦ୍ଦ ଭଲ ନ ଲାଗୁଥିଲେ ‘ହିନ୍ଦୁ’ ଶଦ୍ଦକୁ ବି କରନ୍ତୁନି ବ୍ୟବହାର, ଭାଜପାକୁ କଟାକ୍ଷ କଲେ ଥରୁର

ନୂଆଦିଲ୍ଲୀ,୭।୧୦: ଇଣ୍ଡିଆ-ଭାରତକୁ ନେଇ ବିବାଦ ମଧ୍ୟରେ କଂଗ୍ରେସ ସାଂସଦ ତଥା ବରିଷ୍ଠ ନେତା ଶଶି ଥରୁର ଭାଜପାକୁ କଟାକ୍ଷ କରିଛନ୍ତି। ସେ କହିଛନ୍ତି, ଯେଉଁମାନେ ଇଣ୍ଡିଆ ଶବ୍ଦକୁ ନେଇ ଅସୁବିଧାର ସମ୍ମୁଖୀନ ହେଉଛନ୍ତି, କିନ୍ତୁ ନିଜକୁ ହିନ୍ଦୁ ବୋଲି କହିବାକୁ...

ପୋଷ୍ଟର ବିବାଦ: କଂଗ୍ରେସ ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କଲେ ଭାଜପା ନେତା

ନୂଆଦିଲ୍ଲୀ,୭।୧୦: ଭାଜପା ନେତା ମୁଖତାର ଅବ୍ବାସ ନକବି ଶନିବାର ଦେଶର ସର୍ବ ପୁରାତନ ଦଳ କଂଗ୍ରେସ ଉପରେ ପ୍ରତିବନ୍ଧକ ଲଗାଇବାକୁ ନିର୍ବାଚନ ଆୟୋଗଙ୍କଠାରେ ଦାବି କରିଛନ୍ତି। ନିକଟରେ କେରଳ କଂଗ୍ରେସ ୟୁନିଟ ଏକ ପୋଷ୍ଟର ଜାରି କରିଛି, ଯେଉଁଥିରେ ଶାସକଙ୍କୁ...

ନୁହର କେଏମପି ଏକ୍ସପ୍ରେସ-ଓ୍ବେରେ ବଡ ଧରଣର ସଡକ ଦୁର୍ଘଟଣା

ନୁହ,୭।୧୦: ନୁହର ରୋଜକା ମେଓ ପୋଲିସ ଷ୍ଟେସନ ପରିସରରେ କେଏମପିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ୪ଜଣଙ୍କର ମୃତ୍ୟୁ ହୋଇଛି। କୁହାଯାଉଛି ଯେ ରାସ୍ତାରେ ଏକ ଭଙ୍ଗା ଟ୍ରକ ଠିଆ ହୋଇଥିଲା ବେଳେ ଏହାର ମରାମତି କାମ ଚାଲିଥିଲା ଏହି...

ବିବାଦ ମଧ୍ୟରେ ପ୍ରଥମ ଥର ସାମ୍ନାସାମ୍ନି ହେବେ ଭାରତ-କାନାଡା

ନୂଆଦିଲ୍ଲୀ,୭।୧୦: ଖାଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜାରଙ୍କ ହତ୍ୟାକୁ ନେଇ ଭାରତ ଏବଂ କାନାଡା ମଧ୍ୟରେ ତିକ୍ତତା ଲାଗି ରହିଛି। ତେବେ ଏସବୁ ମଧ୍ୟରେ ଭାରତ ଏବଂ କାନାଡା ଆନୁଷ୍ଠାନିକ ଭାବେ ପୁଣିଥରେ ସାକ୍ଷାତ କରିବାକୁ ଯାଉଛନ୍ତି। ନିଜାରଙ୍କ ହତ୍ୟା...

ସିକିମ୍‌ର ତିସ୍ତା ଅବବାହିକାରେ ବିସ୍ଫୋରଣ

ଗ୍ୟାଙ୍ଗଟକ,୭।୧୦: ଉତ୍ତର ସିକିମ୍‌ରେ ବାଦଲ ଫଟା ବର୍ଷା ହେତୁ ତିସ୍ତା ନଦୀ ବନ୍ୟାରେ ଭାସିଯାଇ ମୃତ୍ୟୁବରଣ କରିଥିବା ଲୋକଙ୍କ ସଂଖ୍ୟା ୫୧କୁ ବୃଦ୍ଧି ପାଇଛି। ଏଥିରେ ୧୧ଜଣ ଯବାନଙ୍କ ସମେତ ୫୧ଜଣଙ୍କର ମୃତ୍ୟୁ ହୋଇଛି। ତେବେ ଶନିବାର ସକାଳେ ତିସ୍ତା...

ଆଜି ଦିଲ୍ଲୀରେ କଂଗ୍ରେସ ନିର୍ବାଚନ କମିଟିର ବୈଠକ, ଏମ୍‌ପି ବିଧାନସଭା ନିର୍ବାଚନ ପ୍ରାର୍ଥୀ ଉପରେ ହୋଇପାରେ ବଡ ନିଷ୍ପତ୍ତି

ନୂଆଦିଲ୍ଲୀ,୭।୧୦: ମଧ୍ୟପ୍ରଦେଶରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ଶନିବାର ଦିଲ୍ଲୀରେ କଂଗ୍ରେସ ନିର୍ବାଚନ କମିଟିର ଏକ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ମଧ୍ୟପ୍ରଦେଶରେ ପ୍ରାର୍ଥୀ ହେବାକୁ ଅପେକ୍ଷା କରିଥିବା ପ୍ରାର୍ଥୀଙ୍କ ଭାଗ୍ୟ ମଧ୍ୟ ଏହି ବୈଠକରେ ସ୍ଥିର ହୋଇପାରେ।...

କବାଡିରେ ସ୍ବର୍ଣ୍ଣ ସହିତ ଭାରତ ହାସଲ କଲା ୧୦୦ ପଦକ, ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୭।୧୦: ଏସିଆନ ଗେମ୍ସ ୨୦୨୩ରେ ଭାରତ ଇତିହାସ ସୃଷ୍ଟି କରିଛି। ଚାଇନା ହାଙ୍ଗଝୋରେ ଚାଲିଥିବା ଏସିଆନ ଗେମ୍ସରେ ଶନିବାର ମହିଳା କବାଡି ଦଳ ସ୍ବର୍ଣ୍ଣ ଜିତି ସହିତକୁ ୧୦୦ ତମ ପଦକ ଦେଇଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri