ଜାତୀୟ

ମଲ୍ଲିକାର୍ଜୁନ ଖାର୍ଗେ, ରାହୁଲ ଗାନ୍ଧୀଙ୍କୁ ଭେଟିଲେ ଶରଦ ପାଓ୍ବାର

ନୂଆଦିଲ୍ଲୀ,୬।୧୦: ‘ଇଣ୍ଡିଆ’ ମିଳିତ ମଞ୍ଚର ଦୁଇଟି ଗୁରୁତ୍ୱପୂର୍ଣ୍ଣ ସଂଗଠନର ନେତାମାନେ ପୁଣି ଥରେ ଏକାଠି ନଜର ଆସିଛନ୍ତି। ଏନସିପି ମୁଖ୍ୟ ଶରଦ ପାୱାର ଶୁକ୍ରବାର କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଏବଂ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଭେଟିଛନ୍ତି।...

ନ୍ୟୁଜ କ୍ଲିକ ବିରୋଧରେ ଏଫଆଇଆରରେ ଅନେକ ଗୁରୁତର ଅଭିଯୋଗ

ନୂଆଦିଲ୍ଲୀ,୬।୧୦: ଅନଲାଇନ ପୋର୍ଟାଲ ନ୍ୟୁଜ କ୍ଲିକ ବିରୋଧରେ ଦିଲ୍ଲୀ ପୋଲିସ ସ୍ପେଶାଲ ୟୁପିଏ ଏବଂ ଆଇପିସି ଧାରା ଅଧୀନରେ ଦାଖଲ ହୋଇଥିବା ଏଫଆଇଆରର ତଥ୍ୟ ବର୍ତ୍ତମାନ ସାମ୍ନାକୁ ଆସିଛି। ପୋଲିସ ଏଫଆଇଆରରେ କହିଛି ଯେ ବିଶ୍ୱ ତଥା ଘରୋଇ ସ୍ତରରେ...

ଜାତିଗତ ଜନଗଣନା ଉପରେ ରୋକ ଲଗାଇବାକୁ ମନା କଲେ ସୁପ୍ରିମକୋର୍ଟ, ନୀତୀଶ ସରକାରଙ୍କୁ ନୋଟିସ୍‌

ନୂଆଦିଲ୍ଲୀ,୬।୧୦: ବିହାରର ଜାତିଗତ ଜନଗଣନା ତଥ୍ୟ ଉପରେ ରୋକ୍‌ ଲଗାଇବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି। ଏଥିସହିତ କୋର୍ଟ ବିହାର ସରକାରଙ୍କୁ ଏକ ନୋଟିସ ଜାରି କରି ଆସନ୍ତା ବର୍ଷ ଜାନୁଆରୀ ସୁଦ୍ଧା ଜବାବ ଦେବାକୁ କହିଛନ୍ତି। ନିଜ ସ୍ତରରେ...

ସିକ୍କିମକୁ ୪୪.୮ କୋଟି ଟଙ୍କା ରିଲିଫ ରାଶି ଯୋଗାଇବ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୬।୧୦: ଅକ୍ଟୋବର ୪ରେ ହୋଇଥିବା ସିକ୍କିମ ବନ୍ୟା ପରିସ୍ଥିତି କ୍ଷୟକ୍ଷତିର ଆକଳନ କରିବାକୁ ସ୍ବରାଷ୍ଟ୍ର ଏକ ଆନ୍ତ ମନ୍ତ୍ରୀସ୍ତରୀୟ କେନ୍ଦ୍ରୀୟ ଦଳ (ଆଇଏମସିଟି) ଗଠନ କରିଛି। ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଦ୍ୱାରା ମିଳିଥିବା ସୂଚନା ଅନୁଯାୟୀ, ସିକ୍କିମରେ ବନ୍ୟା ପ୍ରଭାବିତ ଲୋକଙ୍କୁ...

ଲୋକ ସଭା ନିର୍ବାଚନ ପାଇଁ ପ୍ରସ୍ତୁତ ହେଲାଣି ଏଏପି, ହରିୟାଣାରେ ୧୦ ପ୍ରଭାରୀ ନିଯୁକ୍ତ

ଚଣ୍ଡିଗଡ଼,୬।୧୦: ଲୋକ ସଭା ନିର୍ବାଚନ ପାଇଁ ଏବେଠାରୁ ପ୍ରସ୍ତୁତ ହେଲାଣି ଆମ ଆଦମୀ ପାର୍ଟି(ଏଏପି)। ଦଳ ହରିୟାଣାକୁ ନେଇ ପ୍ରସ୍ତୁତିକୁ ଜୋରଦାର କରିଛି। ହରିୟାଣାର ୧୦ଟି ଲୋକ ସଭା ଆସନରେ ୧୦ ପ୍ରଭାରୀ ନିୟୋଜିତ କରିଛି। ଏହା ବ୍ୟତୀତ ପଞ୍ଜାବର...

ବଢ଼ୁଛି ପୋଷ୍ଟର ଓ୍ବାର୍‌: ମୋଦିଙ୍କୁ ‘ସବୁଠୁ ବଡ଼ ମିଛୁଆ’ କହିଲା କଂଗ୍ରେସ, ରାହୁଲଙ୍କୁ ‘ରାବଣ’ ବେଶରେ ସଜାଇଲା ଭାଜପା

ନୂଆଦିଲ୍ଲୀ,୬।୧୦: ୨୦୨୪ ବିଧାନସଭା ନିର୍ବାଚନର ଦିନ ଯେତିକି ପାଖେଇ ଆସୁଛି, ଶାସକ-ବିରୋଧୀ ଦଳ ମଧ୍ୟରେ ପୋଷ୍ଟର ଓ୍ବାର(ଆକ୍ରମଣ) ବୃଦ୍ଧି ପାଉଛି। ସୋସିଆଲ ମିଡିଆରୁ ଏହା ପ୍ରଥମେ ଆରମ୍ଭ ହୋଇ ପରସ୍ପର ବିରୋଧରେ କଟାକ୍ଷରେ ପହଞ୍ଚୁଛି। ଏହି କ୍ରମରେ କଂଗ୍ରେସ ପକ୍ଷରୁ...

ଦେଶରେ ଭୟର ବାତାବରଣ: କେଜରିଓ୍ବାଲ

ନୂଆଦିଲ୍ଲୀ,୬।୧୦: ଆମ ଆଦମୀ ପାର୍ଟି ନେତା ସଞ୍ଜୟ ସିଂଙ୍କ ଗିରଫ ପରେ ପ୍ରଥମ ଥର ମୁହଁ ଖୋଲିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି ସଂଯୋଜକ ଅରବିନ୍ଦ କେଜରିଓ୍ବାଲ। ସେ କହିଛନ୍ତି ଏବେ ଦେଶରେ ଭୟର ବାତାବରଣ ଅଛି।...

ଜାତି ଭିତ୍ତିକ ଜନଗଣନା ମଧ୍ୟରେ ମୋଦି ସରକାରଙ୍କ ବଡ ଦାବି, ଏସସି-ଏସଟି, ଓବିସିଙ୍କୁ ନେଇ ନିଆଗଲା ବଡ ନିଷ୍ପତ୍ତି

ନୂଆଦିଲ୍ଲୀ,୬।୧୦: ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ ଶାସକ ଦଳ ଭାଜପା ଏକ ବଡ଼ ଜୁଆ ଖେଳିଛି। କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଯେ ସରକାରୀ ବିଭାଗରେ ୪୫ଦିନ କିମ୍ବା ତା’ଠାରୁ ଅଧିକ ଚୁକ୍ତିଭିତ୍ତିକ ଚାକିରିରେ ଏସସି, ଏସଟି ଏବଂ ଓବିସିଙ୍କୁ...

ଦୀପାବଳି ପରେ ହୋଇପାରେ ୫ ରାଜ୍ୟର ବିଧାନସଭା ନିର୍ବାଚନ, ୧୫ ଡିସେମ୍ବର ପୂର୍ବରୁ ଫଳାଫଳ

ନୂଆଦିଲ୍ଲୀ,୬।୧୦: ଚଳିତ ବର୍ଷ ୫ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ନିର୍ବାଚନ ଆୟୋଗ ଏକ ସମ୍ଭାବ୍ୟ ଯୋଜନା ପ୍ରସ୍ତୁତ କରିଛନ୍ତି। ଛତିଶଗଡରେ ଦୁଇଟି ଏବଂ ରାଜସ୍ଥାନ, ମଧ୍ୟପ୍ରଦେଶ, ମିଜୋରାମ ଏବଂ ତେଲଙ୍ଗାନାରେ ଗୋଟିଏ ପର୍ଯ୍ୟାୟରେ ମତଦାନ ହୋଇପାରେ।...

ମହାରାଷ୍ଟ୍ରରେ ମୃତ୍ୟୁର ତାଣ୍ଡବକୁ ନେଇ ବଢୁଛି ଚିନ୍ତା, ନାଗପୁରରେ ୪ ଦିନରେ ୮୦ ରୋଗୀ ମୃତ

ମୁମ୍ବାଇ,୬।୧୦: ମହାରାଷ୍ଟ୍ରରେ ଗତ କିଛି ଦିନ ହେବ ରୋଗୀଙ୍କ ମୃତ୍ୟୁ ସଂଖ୍ୟା ବେଳକୁ ବେଳ ବଢିବାରେ ଲାଗିଛି। ଏହା ବନ୍ଦ ହେବା ନାଁ ନେଉନାହିଁ। ନାନ୍ଦେଡ ପରେ ବର୍ତ୍ତମାନ ୪ଦିନରେ ନାଗପୁରରେ ୮୦ ରୋଗୀଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି।...

ସଞ୍ଜୟ ସିଂଙ୍କୁ ସମର୍ଥନ କଲା କଂଗ୍ରେସ, ହେଲେ ସୁଖପାଲଙ୍କ ଗିରଫକୁ ନେଇ ଏଏପିକୁ କଲା ଟାର୍ଗେଟ

ନୂଆଦିଲ୍ଲୀ,୬।୧୦: କଂଗ୍ରେସ ଏମପି କେସି ଭେନୁଗୋପାଳ ଆମ ଆଦମୀ ପାର୍ଟି (ଏଏପି) ରାଜ୍ୟ ସଭା ସଦସ୍ୟ ସଞ୍ଜୟ ସିଂଙ୍କ ଗିରଫକୁ ବିରୋଧ କରିଛନ୍ତି। ଏହା ସହିତ ସେ ପଞ୍ଜାବରେ ଏଏପି ସରକାର ଅଧୀନରେ ସୁଖପାଲ ସିଂ ଖେରାଙ୍କୁ ଗିରଫ କରିବା...

ରେପୋ ରେଟ୍‌ ୬.୫%ରେ ଅପରିବର୍ତ୍ତିତ

ମୁମ୍ବାଇ,୬।୧୦: ଆରବିଆଇର ମୁଦ୍ରା ନୀତି କମିଟି ପୁଣି ଥରେ ଲୋକଙ୍କୁ ଏକ ବଡ଼ ଉପହାର ଦେଇଛି। କ୍ରମାଗତ ଚତୁର୍ଥ ଥର ପାଇଁ ରେପୋ ରେଟ୍‌ ୬.୫ ପ୍ରତିଶତ ବଜାୟ ରହିଛି। ମୁଦ୍ରା ନୀତି କମିଟି ବୈଠକ ପରେ ରିଜର୍ଭ ବ୍ୟାଙ୍କ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri