ଜାତୀୟ

ମହାଦେବ ଅନଲାଇନ ଗେମିଂ ମନି ଲଣ୍ଡରିଂ ମାମଲାରେ ଇଡିକୁ ମେଲ କଲେ ରଣବୀର କପୁର, ମାଗିଲେ ଦୁଇ ସପ୍ତାହ ସମୟ

ନୂଆଦିଲ୍ଲୀ,୫।୧୦: ମହାଦେବ ଅନଲାଇନ ଗେମିଂ ଆପ ମନି ଲଣ୍ଡରିଂ ମାମଲାରେ ରଣବୀର କପୁରଙ୍କ ନାମ ଆସିଥିଲା। କୁହାଯାଉଥିଲା ଯେ ଅନ୍‌ ଲାଇନ ଗେମିଂ ଆପ ମାମଲାରେ ଅଭିଯୁକ୍ତ ସୌରଭ ଚନ୍ଦ୍ରାକରଙ୍କ ବିବାହରେ ଅନେକ ଅଭିନେତା ଯୋଗ ଦେଇଥିଲେ। ଯେଉଁମାନଙ୍କ ଉପରେ...

ବୈଦେଶିକ ମନ୍ତ୍ରଣାଳୟର ଗୁରୁତ୍ୱପୂର୍ଣ୍ଣ ବୟାନ, ଭାରତରେ ଅଛନ୍ତି ଅଧିକ କାନାଡା କୁଟନୀତିଜ୍ଞ

ନୂଆଦିଲ୍ଲୀ,୫।୧୦: ଖାଲିସ୍ତାନୀ ସମର୍ଥକ ହାର୍ଦ୍ଦିକ ସିଂ ନିଜ୍ଜାରଙ୍କ ହତ୍ୟାକୁ ନେଇ ଭାରତ ଏବଂ କାନାଡା ମଧ୍ୟରେ ବିବାଦ ଜାରି ରହିଛି। ଏହି ସମୟରେ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି କହିଛନ୍ତି ଯେ ଭାରତରେ ଅଧିକ କାନାଡିୟ କୂଟନୀତିଜ୍ଞ ଅଛନ୍ତି।...

୫ ଦିନିଆ ଇଡି ରିମାଣ୍ଡରେ ସଞ୍ଜୟ ସିଂ

ନୂଆଦିଲ୍ଲୀ,୫।୧୦: ଆମ ଆଦମୀ ପାର୍ଟି(ଏଏପି)ନେତା ସଞ୍ଜୟ ସିଂଙ୍କୁ ଗୁରୁବାର ରୌଜ୍‌ ଏଭେନ୍ୟୁ କୋର୍ଟ ୫ ଦିନିଆ ରିମାଣ୍ଡରେ ପଠାଇଛନ୍ତି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)୧୦ ଦିନର ରିମାଣ୍ଡ ମାଗିଥିଲା, ହେଲେ କୋର୍ଟ ଇଡିକୁ ୫ ଦିନର ରିମାଣ୍ଡ ପାଇଁ ଅନୁମତି ଦେଇଛନ୍ତି।...

ଅକ୍ଟୋବର ୧୯ ପର୍ଯ୍ୟନ୍ତ ଚନ୍ଦ୍ରବାବୁ ନାଇଡୁଙ୍କ ରିମାଣ୍ଡ ଅବଧି ବୃଦ୍ଧି

ଅମରାବତୀ, ୫।୧୦: ଟିଡିପି ମୁଖ୍ୟ ତଥା ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ବିଜୟୱାଡା ଏସିବି କୋର୍ଟରୁ ଆଶ୍ୱସ୍ତି ପାଇନାହାଁନ୍ତି। କୌଶଳ ବିକାଶ ଘୋଟାଲା ମାମଲାରେ କୋର୍ଟ ତାଙ୍କ ରିମାଣ୍ଡକୁ ଅକ୍ଟୋବର ୧୯ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।  

ଇଡି-ସିବିଆଇ ଭଳି ଏଜେନ୍ସିର କରାଯାଉଛି ଅପବ୍ୟବହାର: ଶରଦ ପାଓ୍ବାର

ନୂଆଦିଲ୍ଲୀ,୫।୧୦:ଆମ ଆଦମୀ ପାର୍ଟି (ଏଏପି) ରାଜ୍ୟ ସଭା ଏମ୍‌ପି ସଞ୍ଜୟ ସିଂଙ୍କୁ ଗିରଫ କରାଯିବା ପରେ ମିଳିତ ମେଣ୍ଟ ‘ଇଣ୍ଡିଆ’ର ନେତାମାନେ ଶାସକ ଭାଜପାକୁ କେନ୍ଦ୍ରୀୟ ଅନୁସନ୍ଧାନକାରୀ ସଂସ୍ଥାଗୁଡ଼ିକର ଅପବ୍ୟବହାରଅଭିଯୋଗ କରିଛନ୍ତି। ଏନସିପି ମୁଖ୍ୟ ଶରଦ ପାୱାର ମଧ୍ୟ ଏହି...

ଅଢେଇ ଲକ୍ଷ ଟଙ୍କା କରଜ କରି ସ୍ତ୍ରୀଙ୍କୁ କଲେ ନର୍ସ, ସ୍ତ୍ରୀ ପ୍ରେମିକଙ୍କ ସହ ଫେରାର

ରାୟପୁର,୫।୧୦: ଛତିଶଗଡରେ ଏକ ରୋଚକ ଘଟଣା ଘଟିଛି। ଏଠାରେ ଜଣେ ବ୍ୟକ୍ତି ଅଢେଇ ଲକ୍ଷ ଟଙ୍କା କରଜ କରି ସ୍ତ୍ରୀଙ୍କୁ ନର୍ସ ପାଠ ପଢାଇଥିଲେ। ପାଠ ପଢି ନର୍ସ ହେବା ପରେ ସେ ତାଙ୍କ ପ୍ରେମିକ ସହ ଫେରାର ହୋଇଯାଇଛନ୍ତି।...

ମଣିପୁରରେ ପୁଣି ହିଂସା

ଇମ୍ଫାଲ,୫।୧୦: ମଣିପୁରରେ ପୁଣି ହିଂସା ଆରମ୍ଭ ହୋଇଛି। ରାଜ୍ୟର ଇମ୍ଫାଲ ପଶ୍ଚିମ ଜିଲାରେ ଦୁଇଟି ଘରେ ନିଆଁ ଲଗାଇ ଦିଆଯାଇଥିବା ଗୁରୁବାର ପୋଲିସ କହିଛି। ଏହା ବ୍ୟତୀତ ଏହି ସମୟରେ ଅନେକ ରାଉଣ୍ଡ ଗୁଳି ଚାଳନା ମଧ୍ୟ କରାଯାଇଛି। ପୋଲିସ...

ମଧ୍ୟ ପ୍ରଦେଶରେ ବିରୋଧିଙ୍କୁ ଟାର୍ଗେଟ କଲେ ମୋଦି

ଜବଲପୁର,୫।୧୦: ମଧ୍ୟପ୍ରଦେଶରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଜବଲପୁରରେ ପହଞ୍ଚି ସେଠାରେ ୧୨,୬୦୦କୋଟି ଟଙ୍କା ମୂଲ୍ୟର ଅନେକ ବିକାଶମୂଳକ ପ୍ରକଳ୍ପର ମୂଳଦୁଆ ପକାଇଥିଲେ। ଏହି ସମୟରେ ସେ ଏକ ସାଧାରଣ ସଭାରେ ମଧ୍ୟ...

ସିସୋଡିଆଙ୍କ ଜାମିନ ଆବେଦନର ଶୁଣାଣି ସ୍ଥଗିତ, ୧୨ ଅକ୍ଟୋବରରେ ହେବ ଶୁଣାଣି

ନୂଆଦିଲ୍ଲୀ,୫।୧୦: ଦିଲ୍ଲୀର ମଦ ଦୁର୍ନୀତିରେ ଏଏପି ନେତା ମନୀଷ ସିସୋଡିଆଙ୍କ ଜାମିନ ଆବେଦନ ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ଏହି ସମୟରେ କୋର୍ଟ ଇଡିଙ୍କୁ ଅନେକ ପ୍ରଶ୍ନ ପଚାରିଥିଲେ। ଦୀର୍ଘ ଯୁକ୍ତି ପରେ କୋର୍ଟ ଏହି ମାମଲାର ଶୁଣାଣି ସ୍ଥଗିତ ରଖିଛନ୍ତି।...

‘ମୋଦି ନିର୍ବାଚନ ହାରୁଛନ୍ତି…ସେଥିପାଇଁ ଏମିତି କରୁଛନ୍ତି’, ନିଜ ଗରିଫକୁ ନେଇ କହିଲେ ସଞ୍ଜୟ ସିଂ

ନୂଆଦିଲ୍ଲୀ,୫।୧୦: ଦିଲ୍ଲୀର ମଦ ଦୁର୍ନୀତି ମାମଲାରେ ଦୀର୍ଘ ଦିନ ଧରି ପଚରାଉଚରା ପରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ବୁଧବାର ରାଜ୍ୟ ସଭା ଏମପି ତଥା ଆମ ଆଦମୀ ପାର୍ଟିର ନେତା ସଞ୍ଜୟ ସିଂଙ୍କୁ ଗିରଫ କରିଛି। ତାଙ୍କୁ...

ମଧ୍ୟପ୍ରଦେଶ, ରାଜସ୍ଥାନ ସମେତ ୫ ରାଜ୍ୟରେ କେବେ ବି ହୋଇପାରେ ନିର୍ବାଚନ ତାରିଖ ଘୋଷଣା, ଆସନ୍ତା କାଲି ନିର୍ବାଚନ କମିଶନଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

ନୂଆଦିଲ୍ଲୀ,୫।୧୦: ପାଞ୍ଚଟି ରାଜ୍ୟରେ ଯେକୌଣସି ସମୟରେ ନିର୍ବାଚନ ବିଗୁଲ ବାଜିପାରେ। ବିଧାନସଭା ନିର୍ବାଚନ କାର୍ଯ୍ୟସୂଚୀ ଘୋଷଣା କରିବା ପୂର୍ବରୁ ନିର୍ବାଚନ ଆୟୋଗର ସୁନିଶ୍ଚିତତା ପାଇଁ ଆସନ୍ତାକାଲି ଅର୍ଥାତ୍‌ ଶୁକ୍ରବାର ପର୍ଯ୍ୟବେକ୍ଷକମାନଙ୍କର ଏକ ବୈଠକ ଡାକିଛନ୍ତି। ନିର୍ବାଚନ ଆୟୋଗର ପୋଲିସ, ସାଧାରଣ...

ଇନ୍ଦିରା ଗାନ୍ଧୀଙ୍କୁ ମହାପୁରୁଷ କହିଲେ ପ୍ରିୟଙ୍କା, ଭୁଲ୍‌ ବୁଝିବା ପରେ…

ଭୋପାଳ,୫।୧୦: କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଆଜି ମଧ୍ୟପ୍ରଦେଶ ଗସ୍ତରେ ଯାଇଛନ୍ତି। ପ୍ରିୟଙ୍କା ଧରର ମୋହନଖେଡା ଠାରେ ଜୈନ ତୀର୍ଥସ୍ଥାନ ପରିଦର୍ଶନ କରି ଏକ ଜନ ସମାବେଶକୁ ସମ୍ବୋଧିତ କରିଥିଲେ। ତାଙ୍କ ଭାଷଣ ସମୟରେ ପ୍ରିୟଙ୍କା ଗାନ୍ଧୀ ପୂର୍ବତନ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri