ଜାତୀୟ

ବିପର୍ଯ୍ୟୟ ଯୋଗୁ ପ୍ରତିବର୍ଷ ୨୫ ଲକ୍ଷ କୋଟି ଟଙ୍କା ମୂଲ୍ୟର ଭିତ୍ତିଭୂମି ହେଉଛି ନଷ୍ଟ: ସିଡିଆରଆଇ ରିପୋର୍ଟ…

ନୂଆଦିଲ୍ଲୀ,୫।୧୦ : ପ୍ରତିବର୍ଷ ପ୍ରାକୃତିକ ବିପର୍ଯ୍ୟୟ ଏବଂ ଜଳବାୟୁ ପରିବର୍ତ୍ତନ ଯୋଗୁ ବିଶ୍ୱରେ ପ୍ରତିବର୍ଷ ୩୦ ହଜାର କୋଟି ଡଲାର(ପ୍ରାୟ ୨୫ ଲକ୍ଷ କୋଟି ଟଙ୍କା)ର ଭିତ୍ତିଭୂମି ନଷ୍ଟ ହେଉଛି। ସେପ୍ଟେମ୍ବର ୨୦୧୯ରେ ମିଳିତ ଜାତିସଂଘର ଜଳବାୟୁ କ୍ରିୟାନୁଷ୍ଠାନ ସମ୍ମିଳନୀରେ...

ପୁଣେରେ ୮୮ ପ୍ରତିଶତଙ୍କ ଶରୀରରେ ଡେଙ୍ଗୁ ଆଣ୍ଟିବଡି…

ମୁମ୍ବାଇ,୫।୧୦ : ଡେଙ୍ଗୁ ମହାରାଷ୍ଟ୍ରର ପୁଣେ ସହରରେ ଆତଙ୍କ ସୃଷ୍ଟି କରିଛି। ତେବେ ସେରୋ ସର୍ଭେରୁ ଜଣାପଡ଼ିଛି ୮୮ ପ୍ରତିଶତ ଲୋକଙ୍କ ମଧ୍ୟରେ ଡେଙ୍ଗୁ ଆଣ୍ଟିବଡି ଚିହ୍ନଟ କରାଯାଇଛି। ଏହି ଫଳାଫଳକୁ ଆଧାର କରି ଇଣ୍ଡିଆନ ସେଣ୍ଟର ଫର ମେଡିକାଲ...

ଏସ ଜଗତରାସ୍କନଙ୍କ ସହ ଜଡିତ ୪୦ରୁ ଅଧିକ ସ୍ଥାନରେ ଚଢାଉ କଲା ଆୟକର ବିଭାଗ

ଚେନ୍ନାଇ,୫।୧୦: ଆୟକର ବିଭାଗ ଡିଏମକେ ସାଂସଦ ଏସ ଜଗତରାସ୍କନଙ୍କ ସହ ଜଡିତ ୪୦ରୁ ଅଧିକ ସ୍ଥାନରେ ସର୍ଚ୍ଚ ଅପରେଶନ କରିଛନ୍ତି। ଗୁରୁବାର ସକାଳେ ଚେନ୍ନାଇର ଟି-ନଗରରେ ଆୟକର ବିଭାଗର ଅଧିକାରୀମାନେ ଚଢାଉ କରିଥିଲେ। ଏହାପୂର୍ବରୁ ବୁଧବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଆମ...

ନିର୍ବାଚନ ପୂର୍ବରୁ ବଡ଼ ଘୋଷଣା: ସରକାରୀ ଚାକିରିରେ ମହିଳାଙ୍କ ଲାଗି ୩୫% ସଂରକ୍ଷଣ

ଭୋପାଳ,୫।୧୦: ଚଳିତ ବର୍ଷ ଶେଷରେ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏଥିନେଇ ଯେକୌଣସି ସମୟରେ ତାରିଖ ଘୋଷଣା କରାଯାଇପାରେ। ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ଶିବରାଜ ସିଂହଙ୍କ ସମେତ ବହୁ ଭାଜପା ନେତା ରାଲି...

ସିକିମରେ ବାଦଲଫଟା ବର୍ଷା: ୧୦୨ନିଖୋଜ, ମୃତ୍ୟୁସଂଖ୍ୟା ବଢିବା ଆଶଙ୍କା

ଗାଙ୍ଗଟକ,୫।୧୦: ଉତ୍ତର ସିକିମର ଲୋନାକ ହ୍ରଦ ଅଞ୍ଚଳରେ ବାଦଲଫଟା ବର୍ଷା ଯୋଗୁ ଲାଚେନ ଉପତ୍ୟକାର ତିସ୍ତା ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ହଠାତ୍‌ ବନ୍ୟା ପାଣି ମାଡି ଆସିବାରୁ ୧୪ଜଣଙ୍କର ମୃତ୍ୟୁ ଘଟିଛି। ପ୍ରଖର ବନ୍ୟା ସ୍ରୋତରେ ଭାସିଯାଇ...

ସ୍ବାସ୍ଥ୍ୟସେବା ବ୍ୟୟବରାଦ ବିବରଣୀ ମାଗିଲେ ହାଇକୋର୍ଟ

ମୁମ୍ବାଇ,୫ା୧୦ : ମହାରାଷ୍ଟ୍ରର ନାଣ୍ଡେଡ୍‌ସ୍ଥିତ ଏକ ହସ୍ପିଟାଲରେ ଦୁଇ ଦିନରେ ୧୬ ଶିଶୁଙ୍କ ସମେତ ୩୫ ଜଣଙ୍କ ମୃତ୍ୟୁ ଘଟିବା ପରେ ବମ୍ବେ ହାଇକୋର୍ଟ ବୁଧବାର ନିଜଆଡ଼ୁ ମାମଲା ବିଚାର ପାଇଁ ଗ୍ରହଣ କରିଛନ୍ତି। ମାମଲାର ଶୁଣାଣି ଗୁରୁବାର ହେବାକୁ...

ନଭେମ୍ବର ୨୮ରୁ ବିଶ୍ୱ ବିପର୍ଯ୍ୟୟ ପରିଚାଳନା ସମ୍ମିଳନୀ

ଡେରାଡୁନ,୫ା୧୦: ଉତ୍ତରାଖଣ୍ଡ ରାଜଧାନୀ ଡେରାଡୁନ୍‌ରେ ଆସନ୍ତା ନଭେମ୍ବର ୨୮ରୁ ଡିସେମ୍ବର ୧ ଯାଏ ଅନୁଷ୍ଠିତ ହେବ ୬ଷ୍ଠ ବିଶ୍ୱ ବିପର୍ଯ୍ୟୟ ପରିଚାଳନା ସମ୍ମିଳନୀ। ଏନେଇ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଡେରାଡୁନ ସଚିବାଳୟସ୍ଥିତ ମିଡିଆ ସେଣ୍ଟରରେ ମଙ୍ଗଳବାର ଆୟୋଜିତ...

ବାୟୁସେନାକୁ ମିଳିଲା ପ୍ରଥମ ଟୁଇନ୍‌ ସିଟର ତେଜସ୍‌

ନୂଆଦିଲ୍ଲୀ,୫ା୧୦: ଭାରତୀୟ ବାୟୁ ସେନାରେ ହାଲୁକା ଲଢ଼ୁଆ ଯୁଦ୍ଧବିମାନ (ଏଲ୍‌ସିଏ) ତେଜସ୍‌ର କେତେକ ସ୍କ୍ବାଡ୍ରନ୍‌ ନିୟୋଜିତ ଥିବାବେଳେ ଏହା ପ୍ରତିରକ୍ଷା ପିଏସ୍‌ୟୁ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍‌ (ଏଚ୍‌ଏଏଲ୍‌)ରୁ ପ୍ରଥମ ତେଜସ ଟୁଇନ୍‌ ସିଟର ତେଜସ୍‌ ପାଇଛି। ଏହା ଏକ ଦୁଇ...

ମୋଦି ଜଣେ ବୁଦ୍ଧିମାନ ବ୍ୟକ୍ତି: ପୁଟିନ

ମସ୍କୋ,୫।୧୦: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି। ମୋଦି ଜଣେ ବୁଦ୍ଧିମାନ ବ୍ୟକ୍ତି। ତାଙ୍କ ନେତୃତ୍ୱରେ ଭାରତ ଏହାର ବିକାଶ ଦିଗରେ ଅନେକ ଅଗ୍ରଗତି କରୁଛି ବୋଲି ପୁଟିନ କହିଛନ୍ତି।...

ବିଏସପି ଏମ୍‌ପିଙ୍କ ବିରୋଧରେ ଆପତ୍ତିଜନକ ମାମଲା: ଅକ୍ଟୋବର ୧୦ରେ ବିଶେଷାଧିକାର କମିଟି ସମ୍ମୁଖରେ ପକ୍ଷ ରଖିବେ ରମେଶ ବିଧୁରୀ

ନୂଆଦିଲ୍ଲୀ,୪/୧୦: ବିଏସପି ଏମ୍‌ପି ଦାନିଶ ଅଲୀଙ୍କ ବିରୋଧରେ ସଂସଦରେ ଆପତ୍ତିଜନକ ମନ୍ତବ୍ୟ ଦେବା ମାମଲାରେ ଭାଜପା ଏମ୍‌ପି ରମେଶ ବିଧୁରୀ ଅକ୍ଟୋବର ୧୦ରେ ଲୋକସଭାର ବିଶେଷାଧିକାର କମିଟି ସମ୍ମୁଖରେ ହାଜର ହେବେ। ଏହି ସମୟରେ ସେ କମିଟି ନିକଟରେ ନିଜ...

ପ୍ରଧାନମନ୍ତ୍ରୀ ମୋଦି ଜଣେ ମିଥ୍ୟାବାଦୀ ନେତା: ଖାର୍ଗେ

ନୂଆଦିଲ୍ଲୀ,୧୦।୪: କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ପୁଣି ଥରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ୍‌ କରିଛନ୍ତି। ଛତିଶଗଡର ରାୟଗଢରେ ‘ଭରୋସେ କା ସମ୍ମିଳନୀ’ରେ ସେ ନିଜର ଅଭିଭାଷଣରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମିଥ୍ୟାବାଦୀ ନେତା ବୋଲି କହିଛନ୍ତି। ଲୋକଙ୍କୁ ବେରୋଜଗାର ରଖିବା ମୋଦିଙ୍କ...

ଚାଇନାରେ ଚମକିଲେ ଓଡ଼ିଆ ପୁଅ କିଶୋର: ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୪ା୧୦: ଚାଇନାରେ ଅନୁଷ୍ଠିତ ହେଉଥିବା ଏସିଆନ୍‌ ଗେମ୍ସରେ ଚମକିଛନ୍ତି ଓଡ଼ିଆ ପୁଅ କିଶୋର ଜେନା। ସେ ଜାଭେଲିନ୍‌ ଥ୍ରୋରେ ରୌପ୍ୟ ପଦକ ଜିତି ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି। ସେ ତାଙ୍କ କ୍ୟାରିୟରରେ ସବୁଠୁ ଭଲ ପ୍ରଦର୍ଶନ କରିଛନ୍ତି। କିଶୋର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri