Advertisement

ପଞ୍ଚାୟତ ଇଲେକ୍ସନ

ଭୋଟ୍‌ ବାକ୍ସକୁ ମୁଣ୍ଡିଆ ମାରିଲେ ଏମ୍‌ପି ପ୍ରମିଳା ବିଷୋୟୀଭୋଟ୍‌ ବାକ୍ସକୁ ମୁଣ୍ଡିଆ ମାରିଲେ ଏମ୍‌ପି ପ୍ରମିଳା ବିଷୋୟୀ

ଭୋଟ୍‌ ବାକ୍ସକୁ ମୁଣ୍ଡିଆ ମାରିଲେ ଏମ୍‌ପି ପ୍ରମିଳା ବିଷୋୟୀ

ଗଞ୍ଜାମ,୨୪ା୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ଆଜି ଅନ୍ତିମ ତଥା ପଞ୍ଚମ ପର୍ଯ୍ୟାୟ ମତଦାନ ଚାଲିଛି। ବେଗୁନିଆପଡା, ଆସିକା ଓ ଭଞ୍ଜନଗର ପ୍ରମୁଖ ୩ଟି ବ୍ଲକରେ ଭୋଟ୍‌ ଗ୍ରହଣ ଚାଲିଛି।…

3 years ago
ମତଦାନ କଲେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖମତଦାନ କଲେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ

ମତଦାନ କଲେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ

ଭଞ୍ଜନଗର,୨୪ା୨(ଡି.ଏନ୍‌.ଏ.): ଗୁରୁବାର ଭଞ୍ଜନଗର ବ୍ଲକରେ ପଞ୍ଚାୟତ ନିର୍ବାଚନ ପାଇଁ ସମସ୍ତ ୩୨୧ ବୁଥ୍‌ରେ ଶେଷ ପର୍ଯ୍ୟାୟ ପାଇଁ ମତଦାନ ଚାଲିଛି। ବ୍ଲକରେ ୧ ଲକ୍ଷ ୮୯୬୬ ଜଣ…

3 years ago
୧୦ ବର୍ଷ ପରେ ଭୋଟ୍‌ ଦେଉଛନ୍ତି ସ୍ବାଭିମାନ ଅଞ୍ଚଳବାସୀ୧୦ ବର୍ଷ ପରେ ଭୋଟ୍‌ ଦେଉଛନ୍ତି ସ୍ବାଭିମାନ ଅଞ୍ଚଳବାସୀ

୧୦ ବର୍ଷ ପରେ ଭୋଟ୍‌ ଦେଉଛନ୍ତି ସ୍ବାଭିମାନ ଅଞ୍ଚଳବାସୀ

ମାଲକାନଗିରି,୨୪ା୨(ଡି.ଏନ୍‌.ଏ.): ରାଜ୍ୟରେ ଚାଲିଛି ଅନ୍ତିମ ତଥା ପଞ୍ଚମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ। ଏହି ନିର୍ବାଚନରେ ୨୫ ଜିଲାର ୧୩୧ ଜିଲା ପରିଷଦ ଜୋନ୍‌ ପାଇଁ ଭୋଟିଂ ଚାଲିଛି।…

3 years ago
ଭୋଟରଙ୍କୁ ବନ୍ଧୁକ ଦେଖାଇ ଟଙ୍କା ବାଣ୍ଟୁଥିଲା ବିଜେଡି: ଅଭିଯୋଗ ଆଣିଲା ଭାଜପାଭୋଟରଙ୍କୁ ବନ୍ଧୁକ ଦେଖାଇ ଟଙ୍କା ବାଣ୍ଟୁଥିଲା ବିଜେଡି: ଅଭିଯୋଗ ଆଣିଲା ଭାଜପା

ଭୋଟରଙ୍କୁ ବନ୍ଧୁକ ଦେଖାଇ ଟଙ୍କା ବାଣ୍ଟୁଥିଲା ବିଜେଡି: ଅଭିଯୋଗ ଆଣିଲା ଭାଜପା

ପାଟଣା,୨୪ା୨(ସ୍ବ.ପ୍ର.): କେନ୍ଦୁଝର ଜିଲା ସାହାରପଡ଼ା ବ୍ଲକ ୨୯ ନମ୍ବର ଜୋନ୍‌ ତେଣ୍ଡେରା ପଞ୍ଚାୟତ ଭାଣ୍ଡାରୀ ବିଲା ଓ ଖିଲାରୀ ପାଟ ଗାଁରେ ବୁଧବାର ରାତିରୁ ବଡ଼ବିଲରୁ ଆସିଥିବା…

3 years ago
ଗଜପତିରେ ଅନ୍ତିମ ପର୍ଯ୍ୟାୟ ଭୋଟ୍‌ ଗ୍ରହଣଗଜପତିରେ ଅନ୍ତିମ ପର୍ଯ୍ୟାୟ ଭୋଟ୍‌ ଗ୍ରହଣ

ଗଜପତିରେ ଅନ୍ତିମ ପର୍ଯ୍ୟାୟ ଭୋଟ୍‌ ଗ୍ରହଣ

ପାରଳାଖେମୁଣ୍ଡି,୨୪ା୨(ଡି.ଏନ୍‌.ଏ.): ଆଜି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଅନ୍ତିମ ତଥା ପଞ୍ଚମ ପର୍ଯ୍ୟାୟ ଭୋଟ ଗ୍ରହଣ l ପଞ୍ଚମ ପର୍ଯ୍ୟାୟରେ ଗଜପତି ଜିଲାର ଗୋଷାଣୀ ବ୍ଲକର ଦୁଇଟି ଜିଲା…

3 years ago
ଆଜି ଅନ୍ତିମ ପର୍ଯ୍ୟାୟ: ୭ଟାରୁ ଆରମ୍ଭ ହେଲା ମତଦାନଆଜି ଅନ୍ତିମ ପର୍ଯ୍ୟାୟ: ୭ଟାରୁ ଆରମ୍ଭ ହେଲା ମତଦାନ

ଆଜି ଅନ୍ତିମ ପର୍ଯ୍ୟାୟ: ୭ଟାରୁ ଆରମ୍ଭ ହେଲା ମତଦାନ

ଭୁବନେଶ୍ୱର,୨୪।୨(ବ୍ୟୁରୋ): ଗୁରୁବାର ସକାଳ ୭ଟାରୁ ରାଜ୍ୟରେ ପଞ୍ଚମ ତଥା ଶେଷ ପର୍ଯ୍ୟାୟ ଲାଗି ମତଦାନ ଆରମ୍ଭ ହୋଇଛି । ନିଜ ମତାଧିକାର ସାବ୍ୟସ୍ତ କରିବାକୁ ସକାଳୁ ସକାଳୁ…

3 years ago
କେସିଙ୍ଗା ବ୍ଲକରେ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ଲାଗି ମତଦାନ ଆରମ୍ଭକେସିଙ୍ଗା ବ୍ଲକରେ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ଲାଗି ମତଦାନ ଆରମ୍ଭ

କେସିଙ୍ଗା ବ୍ଲକରେ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ଲାଗି ମତଦାନ ଆରମ୍ଭ

କେସିଙ୍ଗା,୨୪।୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ୩୦୫ ବୁଥ ରେ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ଗୁରୁବାର ସକାଳ ୭ରୁ ଆରମ୍ଭ ହୋଇଛି। ଏହି ବ୍ଲକର ୨୬ ଟି…

3 years ago
ବରୀ, ରସୁଲପୁରରେ ଆଜି ଶେଷ ପର୍ଯ୍ୟାୟ ମତଦାନବରୀ, ରସୁଲପୁରରେ ଆଜି ଶେଷ ପର୍ଯ୍ୟାୟ ମତଦାନ

ବରୀ, ରସୁଲପୁରରେ ଆଜି ଶେଷ ପର୍ଯ୍ୟାୟ ମତଦାନ

ଯାଜପୁର ଅଫିସ,୨୪ା୨: ଯାଜପୁର ଜିଲାରେ ୫ମ ତଥା ଶେଷ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନରେ ରସୁଲପୁର ଓ ବରୀ ବ୍ଲକ୍‌ର ୮ ଜିଲା ପରିଷଦ ଜୋନ୍‌ ଅନ୍ତର୍ଗତ ୭୨…

3 years ago
ଆସନ୍ତାକାଲି ସରିବ ପଞ୍ଚାୟତ ନିର୍ବାଚନ, ଜାଣନ୍ତୁ ଏଥର କେମିତି ହେବ ଗଣତିଆସନ୍ତାକାଲି ସରିବ ପଞ୍ଚାୟତ ନିର୍ବାଚନ, ଜାଣନ୍ତୁ ଏଥର କେମିତି ହେବ ଗଣତି

ଆସନ୍ତାକାଲି ସରିବ ପଞ୍ଚାୟତ ନିର୍ବାଚନ, ଜାଣନ୍ତୁ ଏଥର କେମିତି ହେବ ଗଣତି

ଭୁବନେଶ୍ୱର,୨୩ା୨(ବ୍ୟୁରୋ): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଗୁରୁବାର ସରିବ ମତଦାନ। ତେବେ ୨୬ରୁ ଭୋଟ୍‌ ଗଣତି ଆରମ୍ଭ ହେବ। ପୂର୍ବରୁ ବୁଥ୍‌ରେ ଗଣତି କରାଯାଇ ସେହିଦିନ ପ୍ରାର୍ଥୀଙ୍କ…

3 years ago
ପ୍ରଚାର ଅବଧି ଶେଷ ପରେ ବି ଘରକୁ ଘର ବୁଲୁଛନ୍ତି ଏମ୍‌ପି, ଘେରିଲେ ଭାଜପା କର୍ମୀପ୍ରଚାର ଅବଧି ଶେଷ ପରେ ବି ଘରକୁ ଘର ବୁଲୁଛନ୍ତି ଏମ୍‌ପି, ଘେରିଲେ ଭାଜପା କର୍ମୀ

ପ୍ରଚାର ଅବଧି ଶେଷ ପରେ ବି ଘରକୁ ଘର ବୁଲୁଛନ୍ତି ଏମ୍‌ପି, ଘେରିଲେ ଭାଜପା କର୍ମୀ

ସୁନ୍ଦରଗଡ଼,୨୩ା୨(ଡି.ଏନ୍‌.ଏ.): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସୁନ୍ଦରଗଡ଼ ଜିଲାର ସଦର, ଟାଙ୍ଗରପାଲି ଓ ଗୁରଣ୍ଡିଆ ବ୍ଲକର ୬ଟି ଜିଲାପରିଷଦ ଜୋନ୍‌ରେ ଗୁରୁବାର ଅନ୍ତିମ ପର୍ଯ୍ୟାୟ ଭୋଟ ଗ୍ରହଣ…

3 years ago