ପଞ୍ଚାୟତ ଇଲେକ୍ସନ

ପ୍ରମୁଖ ଦଳ ମଧ୍ୟରେ ହେବ ଲଢ଼େଇ

ଖୋର୍ଦ୍ଧା ଅଫିସ,୨୪।୧: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନପତ୍ର ଯାଞ୍ଚ ଶେଷ ପରେ ରବିବାର ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ଖୋର୍ଦ୍ଧା ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ଜିଲା ପରିଷଦ ଜୋନରେ ଦଳୀୟ ଓ ସ୍ବାଧୀନ ପ୍ରାର୍ଥୀଙ୍କୁ ମିଶାଇ ୯୨ଜଣ ପ୍ରାର୍ଥିପତ୍ର ଦାଖଲ...

ନିଆରା ଢଙ୍ଗରେ ଭୋଟ୍‌ ପ୍ରଚାର

ଯାଜପୁର ଟାଉନ,୨୪ା୧(ଡି.ଏନ.ଏ.): ଯାଜପୁର ବ୍ଲକ ଅଞ୍ଚଳର ପ୍ରତ୍ୟେକ ପଞ୍ଚାୟତରେ ପ୍ରଚାର ଆରମ୍ଭ ହୋଇଛି। ଏବେ ପ୍ରାର୍ଥୀପ୍ରାର୍ଥିନୀ ଘରଘର ବୁଲି ଭୋଟରଙ୍କୁ ଭୋଟ ଭିକ୍ଷା କରୁଛନ୍ତି। ତେବେ ବ୍ଲକ ଅଧୀନ ଏରବାଙ୍କ ପଞ୍ଚାୟତରେ ନିଆରା ଢଙ୍ଗର ପ୍ରଚାର ଦେଖିବାକୁ ମିଳିଛି। ପଞ୍ଚାୟତର...

ପ୍ରାର୍ଥତ୍ପତ୍ର ଯାଞ୍ଚ ପରେ ବଦଳୁଛି ସମୀକରଣ

ଯାଜପୁର ଅଫିସ,୨୪ା୧: ଦୀର୍ଘବର୍ଷ ହେଲା ହରିଜନ ଓ ଆଦିବାସୀ ମହିଳା, ଖଟିଖିଆ, ଗରିବ, ନିରକ୍ଷର, ଦିନ ମଜୁରିଆଙ୍କ ମୁହଁରେ ବିଜେଡିର ସ୍ବର ଶୁଭୁଥିଲା ।  କିନ୍ତୁ ଚଳିତ ପଞ୍ଚାୟତ ନିର୍ବାଚନ ଚୂଡ଼ାନ୍ତ ସଂରକ୍ଷଣ ତାଲିକାରେ ଯାଜପୁର ଜିଲାର ବ୍ଲକ ଅଧ୍ୟକ୍ଷ,...

ପ୍ରାର୍ଥତ୍ପତ୍ର ପ୍ରତ୍ୟାହାର ପାଇଁ ନେତାଙ୍କ ଚିନ୍ତା

ଜଗତ୍‌ସିଂହପୁର ଅଫିସ,୨୪ା୧: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଜଗତ୍‌ସିଂହପୁର ଜିଲାର ବିଭିନ୍ନ ଜିଲା ପରିଷଦ ଜୋନ, ସରପଞ୍ଚ, ସମିତି ସଭ୍ୟ ଓ ୱାର୍ଡ ସଭ୍ୟ ପଦବୀ ପାଇଁ ୩୮୪୦ ଜଣ ନାମାଙ୍କନପତ୍ର ଦାଖଲ କରିଛନ୍ତି। ସେମାନଙ୍କ ମଧ୍ୟରୁ ୨୬ଟି ଜିଲା ପରିଷଦ...

ଘରକୁ ଘର ବୁଲିଲେଣି ପ୍ରାର୍ଥୀ

ଡେରାବିଶ,୨୪ା୧(ସ୍ବ.ପ୍ର.): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ୨୧ ତାରିଖ ପ୍ରାର୍ଥିପତ୍ର ଦାଖଲ ପରେ ଶନିବାରଠାରୁ ଆରମ୍ଭ ହୋଇଥିବା ଯାଞ୍ଚ ପ୍ରକ୍ରିୟା ରବିବାର ଅପରାହ୍ନରେ ଶେଷ ହୋଇଛି। ମାତ୍ର ନାମାଙ୍କନ ପତ୍ର ଦାଖଲ ପରେ ଘରକୁ ଘର ବୁଲି ପ୍ରାର୍ଥୀମାନେ ସେମାନଙ୍କ...

ପ୍ରାର୍ଥିପତ୍ର ଯାଞ୍ଚରେ ଚଞ୍ଚକତା ଅଭିଯୋଗ

ଖମାର,୨୪ା୧(ଡି.ଏନ.ଏ.): ଅନୁଗୋଳ ଜିଲା ପାଲଲହଡ଼ା ବ୍ଲକ ବଡସଡ଼ା ପଞ୍ଚାୟତର ସମିତି ସଭ୍ୟ ପଦବୀ ପାଇଁ ଦାଖଲ ହୋଇଥିବା ୮ ପ୍ରାର୍ଥିପତ୍ର ଯାଞ୍ଚ ବେଳେ ରବିବାର ଚଞ୍ଚକତା କରାଯାଇଥିବା ଅଭିଯୋଗ ହୋଇଛି। ବ୍ଲକ ପକ୍ଷରୁ ପୂର୍ବାହ୍ନ ୧୧ଟାରେ ଲଗାଯାଇଥିବା ଗୋଟିଏ ନୋଟିସରେ...

ଭୋଟ ପ୍ରଚାରରେ ଆସି ବିଧାୟକ ହଟହଟା

ନୟାଗଡ଼ ଅଫିସ,୨୪।୧: ଦଶପଲ୍ଲା ବିଧାୟକ ରମେଶ ବେହେରାଙ୍କୁ ନିଜ ନିର୍ବାଚନମଣ୍ଡଳୀରେ ବିରୋଧ କରାଯାଇଛି। ରବିବାର ପଞ୍ଚାୟତ ନିର୍ବାଚନ ପାଇଁ ସେ ପ୍ରଚାରକୁ ଆସିଥିବା ବେଳେ ଏହି ଘଟଣା ଘଟିଛି। ଗତ ୩ ବର୍ଷ ତଳେ ବୃତ୍ତଙ୍ଗ ପୋଲ ନିର୍ମାଣ କରିବାକୁ...

ସରିଲା ଯାଞ୍ଚ: ୨ ଲକ୍ଷ ୨୦ ହଜାର ୪୧୪ ପ୍ରାର୍ଥିପତ୍ର କାଏମ

ଭୁବନେଶ୍ୱର,୨୩।୧(ବ୍ୟୁରୋ): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ରବିବାର ପ୍ରାର୍ଥିପତ୍ର ଯାଞ୍ଚ ଶେଷ ହୋଇଛି । ଯାଞ୍ଚ ବେଳେ ୮ହଜାର ୬୪୮ନାମାଙ୍କନପତ୍ର କଟିଥିବା ବେଳେ ୨ଲକ୍ଷ ୨୦ହଜାର ୪୧୪ ପ୍ରାର୍ଥିପତ୍ର କାଏମ ରହିଛି । ସରପଞ୍ଚ ପଦ ପାଇଁ ୩୨ହଜାର ୮୬୦...

ପ୍ରାର୍ଥିପତ୍ର ନାକଚ ପରେ ଗର୍ଭବତୀ ସମିତି ସଭ୍ୟ ପ୍ରାର୍ଥିନୀଙ୍କ ଧାରଣା

ଉମରକୋଟ,୨୩।୧(ସ୍ବ.ପ୍ର.): ଜାତି ପ୍ରମାଣପତ୍ର ଇନ୍‌ଭାଲିଡ ଥିବା ଦର୍ଶାଇ ବ୍ଲକ ନିର୍ବାଚନ ଅଧିକାରୀ ପ୍ରାର୍ଥିପତ୍ର ନାକଚ କରିଥିଲେ । ପ୍ରାର୍ଥିପତ୍ର ନାକଚ ପରେ ବ୍ଲକ କାର୍ଯ୍ୟାଳୟର ପାହାଚରେ ଧାରଣା ଦେଇଛନ୍ତି ଆଶାୟୀ ସମିତି ସଭ୍ୟା ପ୍ରାର୍ଥିନୀ ନମିତା ସାଗରିଆ । ଏଥିସହ...

ଆଗ ଦାବି ପୂରଣ କର, ନଚେତ୍‌ ଭୋଟ ବର୍ଜନ

ଦେବଗଡ଼,୨୩ା୧(ଡି.ଏନ୍‌.ଏ): ଦାବି ପୂରଣ ହେଉ ନ ଥିବାରୁ ଦେବଗଡ଼ ଜିଲା ତିଲେଇବଣି ବ୍ଲକ ପାଳକୁଦ ପଞ୍ଚାୟତବାସୀ ଭୋଟ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଦେବଗଡ଼ ଜିଲା ସଦର ମହକୁମାରେ ସ୍ଥାପିତ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ) କାର୍ଯ୍ୟାଳୟକୁ ତିଲେଇବଣି...

ଶଙ୍ଖ ଧରିଲେ ପୂର୍ବତନ ବ୍ଲକ ଅଧ୍ୟକ୍ଷା

ଭୁବନେଶ୍ୱର,୨୩।୧(ବ୍ୟୁରୋ): ଗଜପତି ଜିଲା ପାରଳାଖେମୁଣ୍ଡି ନିର୍ବାଚନମଣ୍ଡଳୀର ଗୁମ୍ମା ବ୍ଲକର ପୂର୍ବତନ ଅଧ୍ୟକ୍ଷା ମରିୟମ ରଇତ ଭାଜପା ଛାଡି ରବିବାର ବିଜେଡିରେ ଯୋଗ ଦେଇଛନ୍ତି । ମରିୟମଙ୍କ ସହିତ ତାଙ୍କ ସମର୍ଥକ ଦେବଚନ୍ଦ୍ର ପ୍ରଧାନ ଏବଂ ଅନ୍ୟମାନେ ଶଙ୍ଖ ଧରିଛନ୍ତି ।...

୯ ଜିଲାପରିଷଦ ଜୋନ୍‌ ପାଇଁ ୩୫ ପ୍ରାର୍ଥୀ

ଝାରସୁଗୁଡ଼ା ଅଫିସ,୨୩।୧: ଝାରସୁଗୁଡା ଜିଲାର ୯ ଜିଲା ପରିଷଦ ଜୋନ୍‌ ପାଇଁ ୩୫ଜଣ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଶନିବାର ନିର୍ବାଚନ ଅଧିକାରୀଙ୍କ ତରଫରୁ ଏହାର ଯାଞ୍ଚ କରାଯାଇଥିଲା। ଏହା ପୂର୍ବରୁ ଲଖନପୁର ବ୍ଲକ୍‌ ୨ନଂ ଜିଲା ପରିଷଦ ଜୋନ୍‌ରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri