Advertisement

ଫଟୋରେ ଖବର

ଜନ୍ମାଷ୍ଟମୀ ଉପଲକ୍ଷେ ଛାତ୍ରୀଛାତ୍ରଙ୍କ ରାଧାକୃଷ୍ଣ ବେଶଜନ୍ମାଷ୍ଟମୀ ଉପଲକ୍ଷେ ଛାତ୍ରୀଛାତ୍ରଙ୍କ ରାଧାକୃଷ୍ଣ ବେଶ

ଜନ୍ମାଷ୍ଟମୀ ଉପଲକ୍ଷେ ଛାତ୍ରୀଛାତ୍ରଙ୍କ ରାଧାକୃଷ୍ଣ ବେଶ

ରସୁଲଗଡ଼ ବାଲିଆପାଟ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଜନ୍ମାଷ୍ଟମୀ ଉପଲକ୍ଷେ ଛାତ୍ରୀଛାତ୍ରଙ୍କ ରାଧାକୃଷ୍ଣ ବେଶ।

6 years ago
ରାଜୀବ ଗାନ୍ଧୀ ଜୟନ୍ତୀ ପାଳିତରାଜୀବ ଗାନ୍ଧୀ ଜୟନ୍ତୀ ପାଳିତ

ରାଜୀବ ଗାନ୍ଧୀ ଜୟନ୍ତୀ ପାଳିତ

ରାଜୀବ ଗାନ୍ଧୀ ଜୟନ୍ତୀ ଅବସରରେ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଭୁବନେଶ୍ୱର ୟୁନିଟ- ୫ସ୍ଥିତ ରାଜୀବ ଭବନରେ ଥିବା ତାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଉଛି।

6 years ago
ସମୂହ ନମାଜ ପାଠସମୂହ ନମାଜ ପାଠ

ସମୂହ ନମାଜ ପାଠ

ପବିତ୍ର ଇଦ୍‌-ଉଲ୍‌-ଜୁହା ଅବସରରେ କଟକ ସତିଚଉରା ନିକଟ ଇଦ୍‌ଗାହଠାରେ ମୁସଲମାନମାନଙ୍କ ସମୂହ ନମାଜ ପାଠ।

6 years ago
ଶ୍ରଦ୍ଧାଳୁଙ୍କ ଲମ୍ବା ଲାଇନଶ୍ରଦ୍ଧାଳୁଙ୍କ ଲମ୍ବା ଲାଇନ

ଶ୍ରଦ୍ଧାଳୁଙ୍କ ଲମ୍ବା ଲାଇନ

ଶ୍ରାବଣ ଶେଷ ସୋମବାର ମହାଦେବଙ୍କ ଦର୍ଶନଲାଗି ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରରେ କାଉଡ଼ିଆ ତଥା ଶ୍ରଦ୍ଧାଳୁମାନେ ଲମ୍ବା ଧାଡ଼ିରେ ଯାଉଛନ୍ତି।

6 years ago
ଛୁଟି ଦିବସରେ କାର୍ଯ୍ୟ କରିବାକୁ ବାଧ୍ୟ କରାଯାଉଥିବା ପ୍ରତିବାଦରେ ମାଲେରିଆ ନିରୋଧ ବିଭାଗ ମଜଦୂର ସଂଘ ପକ୍ଷରୁ ବିକାଶ ଭବନ କାର୍ଯ୍ୟାଳୟ ପରିସରରେ ଧାରଣା।ଛୁଟି ଦିବସରେ କାର୍ଯ୍ୟ କରିବାକୁ ବାଧ୍ୟ କରାଯାଉଥିବା ପ୍ରତିବାଦରେ ମାଲେରିଆ ନିରୋଧ ବିଭାଗ ମଜଦୂର ସଂଘ ପକ୍ଷରୁ ବିକାଶ ଭବନ କାର୍ଯ୍ୟାଳୟ ପରିସରରେ ଧାରଣା।

ଛୁଟି ଦିବସରେ କାର୍ଯ୍ୟ କରିବାକୁ ବାଧ୍ୟ କରାଯାଉଥିବା ପ୍ରତିବାଦରେ ମାଲେରିଆ ନିରୋଧ ବିଭାଗ ମଜଦୂର ସଂଘ ପକ୍ଷରୁ ବିକାଶ ଭବନ କାର୍ଯ୍ୟାଳୟ ପରିସରରେ ଧାରଣା।

ଛୁଟି ଦିବସରେ କାର୍ଯ୍ୟ କରିବାକୁ ବାଧ୍ୟ କରାଯାଉଥିବା ପ୍ରତିବାଦରେ ମାଲେରିଆ ନିରୋଧ ବିଭାଗ ମଜଦୂର ସଂଘ ପକ୍ଷରୁ ବିକାଶ ଭବନ କାର୍ଯ୍ୟାଳୟ ପରିସରରେ ଧାରଣା।

6 years ago
ଜମ୍ମୁ-କଶ୍ମୀରରେ ୩୭୦ ଉଚ୍ଛେଦ ପରେ ରମାଦେବୀ ମହିଳା ମହାବିଦ୍ୟାଳୟରେ ଛାତ୍ରୀମାନେ ଖୁସି ମନାଉଛନ୍ତି।ଜମ୍ମୁ-କଶ୍ମୀରରେ ୩୭୦ ଉଚ୍ଛେଦ ପରେ ରମାଦେବୀ ମହିଳା ମହାବିଦ୍ୟାଳୟରେ ଛାତ୍ରୀମାନେ ଖୁସି ମନାଉଛନ୍ତି।

ଜମ୍ମୁ-କଶ୍ମୀରରେ ୩୭୦ ଉଚ୍ଛେଦ ପରେ ରମାଦେବୀ ମହିଳା ମହାବିଦ୍ୟାଳୟରେ ଛାତ୍ରୀମାନେ ଖୁସି ମନାଉଛନ୍ତି।

ଜମ୍ମୁ-କଶ୍ମୀରରେ ୩୭୦ ଦଫା ଉଚ୍ଛେଦ ପରେ ରମାଦେବୀ ମହିଳା ମହାବିଦ୍ୟାଳୟରେ ଛାତ୍ରୀମାନେ ଖୁସି ମନାଉଛନ୍ତି।

6 years ago
ଅସରାଏ ବର୍ଷାରେ କଟକ କାଜିବଜାର ଅଞ୍ଚଳରେ ଜମି ରହିଥିବା ବର୍ଷାଜଳଅସରାଏ ବର୍ଷାରେ କଟକ କାଜିବଜାର ଅଞ୍ଚଳରେ ଜମି ରହିଥିବା ବର୍ଷାଜଳ

ଅସରାଏ ବର୍ଷାରେ କଟକ କାଜିବଜାର ଅଞ୍ଚଳରେ ଜମି ରହିଥିବା ବର୍ଷାଜଳ

ଅସରାଏ ବର୍ଷାରେ କଟକ କାଜିବଜାର ଅଞ୍ଚଳରେ ଜମି ରହିଥିବା ବର୍ଷାଜଳ।

6 years ago
ରାଜଧାନୀରେ ପ୍ରବଳ ବର୍ଷାରାଜଧାନୀରେ ପ୍ରବଳ ବର୍ଷା

ରାଜଧାନୀରେ ପ୍ରବଳ ବର୍ଷା

ରାଜଧାନୀରେ ପ୍ରବଳ ବର୍ଷା

6 years ago
ମେଟଲ୍‌ ମିଟ୍‌-୨୦୧୯ର ଜୁନିୟର ବର୍ଗରେ ଫାଇନାଲକୁ ଯାଇଥିବା ୮ଟିମ୍‌ମେଟଲ୍‌ ମିଟ୍‌-୨୦୧୯ର ଜୁନିୟର ବର୍ଗରେ ଫାଇନାଲକୁ ଯାଇଥିବା ୮ଟିମ୍‌

ମେଟଲ୍‌ ମିଟ୍‌-୨୦୧୯ର ଜୁନିୟର ବର୍ଗରେ ଫାଇନାଲକୁ ଯାଇଥିବା ୮ଟିମ୍‌

ମେଟଲ୍‌ ମିଟ୍‌-୨୦୧୯ର ଜୁନିୟର ବର୍ଗରେ ଫାଇନାଲକୁ ଯାଇଥିବା ୮ଟିମ୍‌।

6 years ago
ମେଟଲ୍‌ ମିଟ୍‌ର କୁଇଜ୍‌ ଆରମ୍ଭମେଟଲ୍‌ ମିଟ୍‌ର କୁଇଜ୍‌ ଆରମ୍ଭ

ମେଟଲ୍‌ ମିଟ୍‌ର କୁଇଜ୍‌ ଆରମ୍ଭ

ମେଟଲ୍‌ ମିଟ୍‌ର କୁଇଜ୍‌ ଆରମ୍ଭ।

6 years ago