Advertisement

ଫଟୋରେ ଖବର

ବିଶ୍ୱ କର୍କଟଜୟୀ ଦିବସ ପାଳିତବିଶ୍ୱ କର୍କଟଜୟୀ ଦିବସ ପାଳିତ

ବିଶ୍ୱ କର୍କଟଜୟୀ ଦିବସ ପାଳିତ

କଟକ ଶହୀଦ ଭବନଠାରେ ଓଡ଼ିଶା କ୍ୟାନ୍ସର ଫାଉଣ୍ଡେସନ ପକ୍ଷରୁ ଅନୁଷ୍ଠିତ ବିଶ୍ୱ କର୍କଟଜୟୀ ଦିବସ ପାଳନ ଅବସରରେ ଯୋଗ ଦେଇଥିବା ଅତିଥିମାନେ।

6 years ago
୨ କେନ୍ଦ୍ରମନ୍ତ୍ରୀଙ୍କୁ ସ୍ବାଗତ୨ କେନ୍ଦ୍ରମନ୍ତ୍ରୀଙ୍କୁ ସ୍ବାଗତ

୨ କେନ୍ଦ୍ରମନ୍ତ୍ରୀଙ୍କୁ ସ୍ବାଗତ

୨ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ପ୍ରତାପ ଷଡ଼ଙ୍ଗୀ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବାପରେ ଭାଜପା ପକ୍ଷରୁ ତାଙ୍କୁ ଫୁଲମାଳ ଦେଇ ସ୍ବାଗତ କରାଯାଉଛି।

6 years ago
ଏସ୍‌ୟୁସିଆଇ(ସି) ପକ୍ଷରୁ ପିଏମ୍‌ଜିଠାରେ ବିକ୍ଷୋଭଏସ୍‌ୟୁସିଆଇ(ସି) ପକ୍ଷରୁ ପିଏମ୍‌ଜିଠାରେ ବିକ୍ଷୋଭ

ଏସ୍‌ୟୁସିଆଇ(ସି) ପକ୍ଷରୁ ପିଏମ୍‌ଜିଠାରେ ବିକ୍ଷୋଭ

ବାତ୍ୟା ବିଧ୍ୱସ୍ତ ଅଞ୍ଚଳ ଜନସାଧାରଣଙ୍କ ସମସ୍ୟା ଓ ସମାଧାନ ଦାବିରେ ଏସ୍‌ୟୁସିଆଇ(ସି) ପକ୍ଷରୁ ପିଏମ୍‌ଜିଠାରେ ବିକ୍ଷୋଭ।

6 years ago
କୃଷକ ଭବନ ସମ୍ମିଳନୀ କକ୍ଷରେ କୃଷି ଓ କୃଷିଜୀବୀ ସଶକ୍ତିକରଣ ବିଭାଗ ପକ୍ଷରୁ ରାଜସ୍ତରୀୟ କର୍ମଶାଳାରେ ମନ୍ତ୍ରୀ ଅରୁଣ ସାହୁଙ୍କ ସହ ମଞ୍ଚାସୀନ ଅନ୍ୟ ଅତିଥିମାନେ।କୃଷକ ଭବନ ସମ୍ମିଳନୀ କକ୍ଷରେ କୃଷି ଓ କୃଷିଜୀବୀ ସଶକ୍ତିକରଣ ବିଭାଗ ପକ୍ଷରୁ ରାଜସ୍ତରୀୟ କର୍ମଶାଳାରେ ମନ୍ତ୍ରୀ ଅରୁଣ ସାହୁଙ୍କ ସହ ମଞ୍ଚାସୀନ ଅନ୍ୟ ଅତିଥିମାନେ।

କୃଷକ ଭବନ ସମ୍ମିଳନୀ କକ୍ଷରେ କୃଷି ଓ କୃଷିଜୀବୀ ସଶକ୍ତିକରଣ ବିଭାଗ ପକ୍ଷରୁ ରାଜସ୍ତରୀୟ କର୍ମଶାଳାରେ ମନ୍ତ୍ରୀ ଅରୁଣ ସାହୁଙ୍କ ସହ ମଞ୍ଚାସୀନ ଅନ୍ୟ ଅତିଥିମାନେ।

କୃଷକ ଭବନ ସମ୍ମିଳନୀ କକ୍ଷରେ କୃଷି ଓ କୃଷିଜୀବୀ ସଶକ୍ତିକରଣ ବିଭାଗ ପକ୍ଷରୁ ରାଜସ୍ତରୀୟ କର୍ମଶାଳାରେ ମନ୍ତ୍ରୀ ଅରୁଣ ସାହୁଙ୍କ ସହ ମଞ୍ଚାସୀନ ଅନ୍ୟ ଅତିଥିମାନେ।

6 years ago
ବସ୍ତିବାସିନ୍ଦା ମିଳିତ ମଞ୍ଚ ପକ୍ଷରୁ ପିଏମ୍‌ଜିରେ ବିକ୍ଷୋଭବସ୍ତିବାସିନ୍ଦା ମିଳିତ ମଞ୍ଚ ପକ୍ଷରୁ ପିଏମ୍‌ଜିରେ ବିକ୍ଷୋଭ

ବସ୍ତିବାସିନ୍ଦା ମିଳିତ ମଞ୍ଚ ପକ୍ଷରୁ ପିଏମ୍‌ଜିରେ ବିକ୍ଷୋଭ

ବାତ୍ୟାରେ ସ୍ଥାୟୀ ପ୍ରତିକାର ପାଇଁ ବସ୍ତିବାସିନ୍ଦା ଓ ବାସହୀନ ଗରିବ ଲୋକଙ୍କୁ ପକ୍କାଘର ଦାବିରେ ବସ୍ତିବାସିନ୍ଦା ମିଳିତ ମଞ୍ଚ ପକ୍ଷରୁ ପିଏମ୍‌ଜିରେ ବିକ୍ଷୋଭ।

6 years ago
ଜାପାନ-ମେକ୍ସିକୋ ମଧ୍ୟରେ କଳିଙ୍ଗ ଷ୍ଟାଡିୟମରେ ଖେଳା ଯାଉଥିବା ମ୍ୟାଚ୍‌ଜାପାନ-ମେକ୍ସିକୋ ମଧ୍ୟରେ କଳିଙ୍ଗ ଷ୍ଟାଡିୟମରେ ଖେଳା ଯାଉଥିବା ମ୍ୟାଚ୍‌

ଜାପାନ-ମେକ୍ସିକୋ ମଧ୍ୟରେ କଳିଙ୍ଗ ଷ୍ଟାଡିୟମରେ ଖେଳା ଯାଉଥିବା ମ୍ୟାଚ୍‌

ଜାପାନ-ମେକ୍ସିକୋ ମଧ୍ୟରେ କଳିଙ୍ଗ ଷ୍ଟାଡିୟମରେ ଖେଳା ଯାଉଥିବା ଏଫ୍‌ଆଇଏଚ୍‌ ପୁରୁଷ ସିରିଜର ଫାଇନାଲ୍ସ ମ୍ୟାଚ୍‌।

6 years ago
କଳିଙ୍ଗ ଷ୍ଟାଡିୟମରେ ଆମେରିକା ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ଏଫ୍‌ଆଇଏଚ୍‌ ପୁରୁଷ ସିରିଜ୍‌ର ହକି ଫାଇନାଲ ସମୟର ଦୃଶ୍ୟ।କଳିଙ୍ଗ ଷ୍ଟାଡିୟମରେ ଆମେରିକା ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ଏଫ୍‌ଆଇଏଚ୍‌ ପୁରୁଷ ସିରିଜ୍‌ର ହକି ଫାଇନାଲ ସମୟର ଦୃଶ୍ୟ।

କଳିଙ୍ଗ ଷ୍ଟାଡିୟମରେ ଆମେରିକା ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ଏଫ୍‌ଆଇଏଚ୍‌ ପୁରୁଷ ସିରିଜ୍‌ର ହକି ଫାଇନାଲ ସମୟର ଦୃଶ୍ୟ।

କଳିଙ୍ଗ ଷ୍ଟାଡିୟମରେ ଆମେରିକା ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ଏଫ୍‌ଆଇଏଚ୍‌ ପୁରୁଷ ସିରିଜ୍‌ର ହକି ଫାଇନାଲ ସମୟର ଦୃଶ୍ୟ।

6 years ago
ବାରବାଟୀ ଷ୍ଟାଡିୟମ କ୍ଲବ ହାଉସ୍‌ଠାରେ ନିଖିଳ ଉତ୍କଳ ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘର ୩୦ତମ ସାମ୍ବିଧାନିକ ସମ୍ମିଳନୀକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପ୍ରଦୀପ ପ୍ରଜ୍ୱଳନ କରି ଉଦ୍‌ଘାଟନ କରୁଛନ୍ତି।ବାରବାଟୀ ଷ୍ଟାଡିୟମ କ୍ଲବ ହାଉସ୍‌ଠାରେ ନିଖିଳ ଉତ୍କଳ ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘର ୩୦ତମ ସାମ୍ବିଧାନିକ ସମ୍ମିଳନୀକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପ୍ରଦୀପ ପ୍ରଜ୍ୱଳନ କରି ଉଦ୍‌ଘାଟନ କରୁଛନ୍ତି।

ବାରବାଟୀ ଷ୍ଟାଡିୟମ କ୍ଲବ ହାଉସ୍‌ଠାରେ ନିଖିଳ ଉତ୍କଳ ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘର ୩୦ତମ ସାମ୍ବିଧାନିକ ସମ୍ମିଳନୀକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପ୍ରଦୀପ ପ୍ରଜ୍ୱଳନ କରି ଉଦ୍‌ଘାଟନ କରୁଛନ୍ତି।

ବାରବାଟୀ ଷ୍ଟାଡିୟମ କ୍ଲବ ହାଉସ୍‌ଠାରେ ନିଖିଳ ଉତ୍କଳ ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘର ୩୦ତମ ସାମ୍ବିଧାନିକ ସମ୍ମିଳନୀକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପ୍ରଦୀପ ପ୍ରଜ୍ୱଳନ କରି…

6 years ago
ରାଜ୍ୟସ୍ତରୀୟ ଆମ୍ବ ଉତ୍ସବରାଜ୍ୟସ୍ତରୀୟ ଆମ୍ବ ଉତ୍ସବ

ରାଜ୍ୟସ୍ତରୀୟ ଆମ୍ବ ଉତ୍ସବ

ଏସ୍‌ଆଇଆର୍‌ଡି-ପିଆର୍‌ କ୍ୟାମ୍ପସ୍‌ରେ ଓରମାସ୍‌ ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ ଆମ୍ବ ଉତ୍ସବ।

6 years ago
ପହଞ୍ଚିଲା ୟୁଏସ୍‌ଏ ପୁରୁଷ ହକି ଟିମ୍‌ପହଞ୍ଚିଲା ୟୁଏସ୍‌ଏ ପୁରୁଷ ହକି ଟିମ୍‌

ପହଞ୍ଚିଲା ୟୁଏସ୍‌ଏ ପୁରୁଷ ହକି ଟିମ୍‌

ଏଫ୍‌ଆଇଏଚ୍‌ ପୁରୁଷ ହକି ସିରିଜ୍‌ ଫାଇନାଲ ଖେଳିବା ଲାଗି ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିଲା ୟୁଏସ୍‌ଏ ପୁରୁଷ ହକି ଟିମ୍‌।

6 years ago