ଫଟୋରେ ଖବର
ଶରତର କଅଁଳ ସ୍ପର୍ଶରେ କାଶତଣ୍ଡୀର ସମ୍ଭାର ରାଜନଗର ହଂସୁଆ ନଦୀ ତଟରେ ପ୍ରକୃତିର ରୁପା ଓଢଣୀ ..
ଶରତର କଅଁଳ ସ୍ପର୍ଶରେ କାଶତଣ୍ଡୀର ସମ୍ଭାର ରାଜନଗର ହଂସୁଆ ନଦୀ ତଟରେ ପ୍ରକୃତିର ରୁପା ଓଢଣୀ ..
ବିଶ୍ୱ ଓଜୋନ ଦିବସରେ କଳାକୃତି
ବିଶ୍ୱ ଓଜୋନ ଦିବସ ଅବସରରେ କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ପେଣ୍ଠ ବେଳାଭୂମିଠାରେ ଶିଳ୍ପୀ ଶ୍ରୀକାନ୍ତ ଦାସଙ୍କ ଦ୍ୱାରା ପ୍ରସ୍ତୁତ କଳାକୃତି।
ନୂଆ ମୋଟର ଯାନ ଆଇନ ଓ ପୋଲିସ ଜୁଲୁମ ବିରୋଧରେ ପ୍ରତିବାଦ କରି ପିପୁଲ୍ସ ପ୍ରୋଟେଷ୍ଟ ପକ୍ଷରୁ ମାଷ୍ଟରକ୍ୟାଣ୍ଟିନ ଛକରେ ବିକ୍ଷୋଭ।
ନୂଆ ମୋଟର ଯାନ ଆଇନ ଓ ପୋଲିସ ଜୁଲୁମ ବିରୋଧରେ ପ୍ରତିବାଦ କରି ପିପୁଲ୍ସ ପ୍ରୋଟେଷ୍ଟ ପକ୍ଷରୁ ମାଷ୍ଟରକ୍ୟାଣ୍ଟିନ ଛକରେ ବିକ୍ଷୋଭ।
ଇଡ୍କୋଲ ଅଡିଟୋରିୟମଠାରେ ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ ଶତପଥୀଙ୍କ ନିମନ୍ତେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭା।
ଭୁବନେଶ୍ୱରସ୍ଥିତ ଇଡ୍କୋଲ ଅଡିଟୋରିୟମଠାରେ ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ ଶତପଥୀଙ୍କ ନିମନ୍ତେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭା।
ଟ୍ରାଫିକ୍ ସଚେତନତା ରଥକୁ ପତାକା ଦେଖାଇ ଶୁଭାରମ୍ଭ କରୁଛନ୍ତି ଟ୍ରାଫିକ ଡିସିପି ସାଗରିକା ନାଥ
କଟକ ମଧୁପାଟଣା ଟ୍ରାଫିକ୍ ପୋଲିସ ଷ୍ଟେଶନ ନିକଟରେ ଟ୍ରାଫିକ୍ ସଚେତନତା ନେଇ ବାହାରିଥିବା ଟ୍ରାଫିକ୍ ସଚେତନତା ରଥକୁ ଟ୍ରାଫିକ ଡିସିପି ସାଗରିକା ନାଥ ପତାକା ଦେଖାଇ ଶୁଭାରମ୍ଭ କରୁଛନ୍ତି।
କଟକ ଖପୁରିଆ ଛକଠାରୁ ନୂଆପଡ଼ା ଛକ ରାସ୍ତାପାର୍ଶ୍ୱରେ ଥିବା ଜବରଦଖଲକୁ ସିଏମ୍ସି ପକ୍ଷରୁ ଉଚ୍ଛେଦ କରାଯାଉଛି
କଟକ ଖପୁରିଆ ଛକଠାରୁ ନୂଆପଡ଼ା ଛକ ରାସ୍ତାପାର୍ଶ୍ୱରେ ଥିବା ଜବରଦଖଲକୁ ସିଏମ୍ସି ପକ୍ଷରୁ ଉଚ୍ଛେଦ କରାଯାଉଛି।
ଗୁରୁଦିବସ ଉପଲକ୍ଷେ ୟୁନିଟ-୩ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ପିଲାମାନେ ଗୁରୁଙ୍କୁ ପୂଜା କରୁଛନ୍ତି
ଗୁରୁଦିବସ ଉପଲକ୍ଷେ ୟୁନିଟ-୩ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ପିଲାମାନେ ଗୁରୁଙ୍କୁ ପୂଜା କରୁଛନ୍ତି।
ପିଆଜର ଅହେତୁକ ଦରବୃଦ୍ଧି ବିରୋଧରେ ସିପିଆଇ ପକ୍ଷରୁ ରାଜମହଲ ଛକରେ ବିକ୍ଷୋଭ
ପିଆଜର ଅହେତୁକ ଦରବୃଦ୍ଧି ବିରୋଧରେ ସିପିଆଇ ପକ୍ଷରୁ ରାଜମହଲ ଛକରେ ବିକ୍ଷୋଭ।
ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲୀଙ୍କ ନିମନ୍ତେ ରଖାଯାଇଥିବା ସର୍ବଦଳୀୟ ଶୋକସଭା
ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲୀଙ୍କ ନିମନ୍ତେ ରଖାଯାଇଥିବା ସର୍ବଦଳୀୟ ଶୋକସଭାରେ ରାଜ୍ୟପାଳ ଗଣେଶୀ ଲାଲ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛନ୍ତି।