Advertisement

ରାଜନୀତି

ରାଜଧାନୀରେ ନଡ୍ଡାଙ୍କ ମେଗା ରୋଡ ଶୋ’: ହଜାର ହଜାର କର୍ମୀଙ୍କ ଭିଡ଼ରାଜଧାନୀରେ ନଡ୍ଡାଙ୍କ ମେଗା ରୋଡ ଶୋ’: ହଜାର ହଜାର କର୍ମୀଙ୍କ ଭିଡ଼

ରାଜଧାନୀରେ ନଡ୍ଡାଙ୍କ ମେଗା ରୋଡ ଶୋ’: ହଜାର ହଜାର କର୍ମୀଙ୍କ ଭିଡ଼

ଭୁବନେଶ୍ୱର,୧୬।୫: ନିର୍ବାଚନକୁ ଦୃଷ୍ଟିରେ ରଖି କେନ୍ଦ୍ରୀୟ ନେତାମାନେ ଓଡ଼ିଶାରେ ଡେରା ପକାଇଛନ୍ତି। ଏହି କ୍ରମରେ ଗୁରୁବାର ଭାଜପାର ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଭୁବନେଶ୍ୱରଠାରେ ଅନୁଷ୍ଠିତ ଏକ…

12 months ago
ଭାଜପା ନେଲାବେଳେ ଚତୁର୍ଭୁଜ, ଦେଲାବେଳେ ଖାଲି ହାତ: ପାଣ୍ଡିଆନଭାଜପା ନେଲାବେଳେ ଚତୁର୍ଭୁଜ, ଦେଲାବେଳେ ଖାଲି ହାତ: ପାଣ୍ଡିଆନ

ଭାଜପା ନେଲାବେଳେ ଚତୁର୍ଭୁଜ, ଦେଲାବେଳେ ଖାଲି ହାତ: ପାଣ୍ଡିଆନ

ଭୁବନେଶ୍ୱର,୧୬ା୫(ଅନିଲ ଦାସ): କେନ୍ଦ୍ର ସରକାର ଓଡ଼ିଶାରୁ ଯେଉଁ ପରିମାଣର ଅର୍ଥ ବିଭିନ୍ନ କର ଆକାରରେ ନେଉଛି ସେହି ଅନୁଯାୟୀ ଓଡ଼ିଶାକୁ କିଛି ଦେଉନାହିଁ। ‘ଭାଜପା ନେଲାବେଳେ ଚତୁର୍ଭୁଜ,…

12 months ago
ଆଜି ରାଜଧାନୀରେ ନଡ୍ଡା, ଫୁଲବାଣୀରେ ଖାର୍ଗେଙ୍କ ରୋଡ୍‌ ଶୋଆଜି ରାଜଧାନୀରେ ନଡ୍ଡା, ଫୁଲବାଣୀରେ ଖାର୍ଗେଙ୍କ ରୋଡ୍‌ ଶୋ

ଆଜି ରାଜଧାନୀରେ ନଡ୍ଡା, ଫୁଲବାଣୀରେ ଖାର୍ଗେଙ୍କ ରୋଡ୍‌ ଶୋ

ଭୁବନେଶ୍ୱର,୧୬।୫(ସୁନିତ୍‌ ମିଶ୍ର):୨୦୨୪ ନିର୍ବାଚନରେ ଭାଜପା ପ୍ରଚାରକୁ ଶାଣିତ କରିବା ପାଇଁ କେନ୍ଦ୍ରୀୟ ନେତାମାନେ ଘନ ଘନ ଓଡ଼ିଶା ଗସ୍ତ କରୁଛନ୍ତି। ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ୍ଡା ବୁଧବାର…

12 months ago
ମାଗଣା ବିଜୁଳି ଗ୍ୟାରେଣ୍ଟିିର କରେଣ୍ଟ ଭାଜପାକୁ ଜୋରରେ ଲାଗିଛି: ବିଜେଡିମାଗଣା ବିଜୁଳି ଗ୍ୟାରେଣ୍ଟିିର କରେଣ୍ଟ ଭାଜପାକୁ ଜୋରରେ ଲାଗିଛି: ବିଜେଡି

ମାଗଣା ବିଜୁଳି ଗ୍ୟାରେଣ୍ଟିିର କରେଣ୍ଟ ଭାଜପାକୁ ଜୋରରେ ଲାଗିଛି: ବିଜେଡି

ଭୁବନେଶ୍ୱର,୧୬ା୫(ଅନିଲ ଦାସ): ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପରେ ଓଡିଶା ଭାଜପା ଭଲ ଭାବେ ଜାଣିସାରିଲାଣି ଯେ ସେମାନେ ଶୋଚନୀୟ ପରାଜୟକୁ ସାମ୍ନା କରୁଛନ୍ତି, ଆଉ ବିଜେଡି ୯୦%…

12 months ago
ସରକାର ଗଢ଼ିବାର ୬ଘଣ୍ଟାରେ ଶ୍ରୀମନ୍ଦିର ୪ ଦ୍ୱାର ଖୋଲିବୁସରକାର ଗଢ଼ିବାର ୬ଘଣ୍ଟାରେ ଶ୍ରୀମନ୍ଦିର ୪ ଦ୍ୱାର ଖୋଲିବୁ

ସରକାର ଗଢ଼ିବାର ୬ଘଣ୍ଟାରେ ଶ୍ରୀମନ୍ଦିର ୪ ଦ୍ୱାର ଖୋଲିବୁ

କଟକ,୧୬ା୫(ଶିଳ୍ପା ପ୍ରିୟଦର୍ଶିନୀ)ଓଡ଼ିଶାରେ ଏଥର ଭାଜପା ନିଶ୍ଚିତ ସରକାର ଗଠନ କରିବ ବୋଲି ଭାଜପାର ବରିଷ୍ଠ ନେତା ତଥା ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି। ବୁଧବାର କଟକରେ ରୋଡ୍‌…

12 months ago
ଭାଜପାର ଅଚ୍ଛେଦିନ୍‌ କୁଆଡ଼େ ଗଲା: ନବୀନଭାଜପାର ଅଚ୍ଛେଦିନ୍‌ କୁଆଡ଼େ ଗଲା: ନବୀନ

ଭାଜପାର ଅଚ୍ଛେଦିନ୍‌ କୁଆଡ଼େ ଗଲା: ନବୀନ

ଭୁବନେଶ୍ୱର,୧୬ା୫ (ଅନିଲ ଦାସ)ଭାଜପା କେବଳ କୁମ୍ଭୀର କାନ୍ଦଣା କାନ୍ଦୁଛି, ଅଚ୍ଛେଦିନ କୁଆଡ଼େ ଗଲା। ଉତ୍ତର ଦେଉନାହାନ୍ତି କାହିଁକି ବୋଲି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ…

12 months ago
”ଓଡ଼ିଶାରେ ବହୁଛି ଭାଜପା ହାୱା, ଫୋକସରେ ବିଧାନସଭା ନିର୍ବାଚନ”: ଅମିତ ଶାହା”ଓଡ଼ିଶାରେ ବହୁଛି ଭାଜପା ହାୱା, ଫୋକସରେ ବିଧାନସଭା ନିର୍ବାଚନ”: ଅମିତ ଶାହା

”ଓଡ଼ିଶାରେ ବହୁଛି ଭାଜପା ହାୱା, ଫୋକସରେ ବିଧାନସଭା ନିର୍ବାଚନ”: ଅମିତ ଶାହା

ଭୁବନେଶ୍ୱର,୧୫ା୫: ବୁଧବାର ଭାଜପା ବରିଷ୍ଠ ନେତା ତଥା ସ୍ଵରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ରାଜ୍ୟରେ ଏକକାଳୀନ ଲୋକ ସଭା ଏବଂ ବିଧାନସଭା ନିର୍ବାଚନ ପାଇଁ କଟକରେ ରୋଡ୍ ସୋ…

12 months ago
ଭାଜପା ପ୍ରାର୍ଥୀଙ୍କଠାରୁ ୫ ଲକ୍ଷ ଦାବିକଲେ ୨ ଯୁବକଭାଜପା ପ୍ରାର୍ଥୀଙ୍କଠାରୁ ୫ ଲକ୍ଷ ଦାବିକଲେ ୨ ଯୁବକ

ଭାଜପା ପ୍ରାର୍ଥୀଙ୍କଠାରୁ ୫ ଲକ୍ଷ ଦାବିକଲେ ୨ ଯୁବକ

ଖୋର୍ଦ୍ଧା,୧୫ା୫(ପ୍ରଭାତ ପାଣିଗ୍ରାହୀ):ପୁରୀ ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ଚିଲିକା ନିର୍ବାଚନମଣ୍ଡଳୀରେ ମଙ୍ଗଳବାର ଭାଜପା ପ୍ରାର୍ଥୀଙ୍କ ବାଇକ୍‌ ଶୋଭାଯାତ୍ରା ଚାଲିଥିବା ବେଳେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବ୍ରଜରାଜପୁର ଗ୍ରାମଠାରେ…

12 months ago
୧୫ ଲକ୍ଷ ଭଳି ମହିଳାଙ୍କ ନିକଟକୁ ୫୦ ହଜାର ଟଙ୍କାର ଭାଉଚର ଆସିବ୧୫ ଲକ୍ଷ ଭଳି ମହିଳାଙ୍କ ନିକଟକୁ ୫୦ ହଜାର ଟଙ୍କାର ଭାଉଚର ଆସିବ

୧୫ ଲକ୍ଷ ଭଳି ମହିଳାଙ୍କ ନିକଟକୁ ୫୦ ହଜାର ଟଙ୍କାର ଭାଉଚର ଆସିବ

ଅନୁଗୋଳ,୧୫।୫(ଅମିତ କୁମାର ସାମଲ):ଅନୁଗୋଳ ଗସ୍ତରେ ଆସିଥିବା ୫-ଟି ଅଧ୍ୟକ୍ଷ ତଥା ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ମଙ୍ଗଳବାର ଶୈଳଶ୍ରୀକ୍ଷେତ୍ରରେ ଜଗନ୍ନାଥ ଓ ଏହାପରେ ମା’ ବୁଢ଼ୀ…

12 months ago
ରାଜ୍ୟକୁ ୧୦୦ ବର୍ଷ ଆଗକୁ ନେବାକୁ ମୁଖ୍ୟମନ୍ତ୍ରୀ କାମ କରୁଛନ୍ତିରାଜ୍ୟକୁ ୧୦୦ ବର୍ଷ ଆଗକୁ ନେବାକୁ ମୁଖ୍ୟମନ୍ତ୍ରୀ କାମ କରୁଛନ୍ତି

ରାଜ୍ୟକୁ ୧୦୦ ବର୍ଷ ଆଗକୁ ନେବାକୁ ମୁଖ୍ୟମନ୍ତ୍ରୀ କାମ କରୁଛନ୍ତି

ଭୁବନେଶ୍ୱର,୧୫ା୫(ଅନିଲଦାସ):ମୁଖ୍ୟମନ୍ତ୍ରୀ ଆପଣଙ୍କ ପାଇଁ ଦିନରାତି କାମ କରୁଛନ୍ତି। ଓଡ଼ିଶାକୁ ୧୦୦ ବର୍ଷ ଆଗକୁ ନେବା ପାଇଁ ଚିନ୍ତା କରୁଛନ୍ତି। କିନ୍ତୁ ଭାଜପା ଯାହା କରୁଛି ସେମାନେ ଓଡ଼ିଶାକୁ…

12 months ago