ମହାରାଷ୍ଟ୍ରରେ ଅଖିଳେଶଙ୍କ ଏଣ୍ଟ୍ରି ବଢ଼ାଉଛି କଂଗ୍ରେସର ଟେନ୍ସନ୍, ଆସନ ବଣ୍ଟନକୁ ନେଇ ଚାଲିଛି…
ମୁମ୍ବାଇ,୨୦ା୧୦: ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ପୂର୍ବରୁ ଶିବସେନା ଅର୍ଥାତ୍ ଶିବସେନା (ୟୁବିଟି) ଏବଂ କଂଗ୍ରେସ ମଧ୍ୟରେ ଥିବା ସିଟ୍ ବଣ୍ଟନକୁ ନେଇ ମତଭେଦ ସାମ୍ନାକୁ ଆସୁଛି। ଶିବସେନା (ୟୁବିଟି) ଏହା ସ୍ପଷ୍ଟ କରିସାରିଛି ଯେ, ମହାରାଷ୍ଟ୍ର କଂଗ୍ରେସ ସଭାପତି ନାନା...