ମେଷ ବୁଧଦୃଷ୍ଟ ଚନ୍ଦ୍ର ହେତୁ ବିଭିନ୍ନ କାରଣକୁ ନେଇ ମାନସିକ ସ୍ଥିତି ଠିକ୍ ରହି ନ ପାରେ। କୌଣସି କଥାକୁ ଠିକ୍ ଭାବରେ ନ ବୁଝି ଅଯଥା ବିରକ୍ତି ପ୍ରକାଶ କରିପାରନ୍ତି। ସମସ୍ୟା ସମାଧାନ କରିବା ପାଇଁ ସମ୍ପର୍କୀୟ ଜଣେ...
ମେଷ ଆଜି ନିଜ ରାଶିରେ ଶୁକ୍ର ରହିଥିବାରୁ ଦ୍ୱିଜା ନକ୍ଷତ୍ର ପାଇଁ ଅର୍ଥଲାଭ ଓ ମନୋରଞ୍ଜନ ସକାଶେ ମନ ବଳିବ । କିନ୍ତୁ ରାହୁ ଓ କେତୁ ମଧ୍ୟବର୍ତ୍ତୀ ଚନ୍ଦ୍ର ହେତୁ ଅଶ୍ୱିନୀ ନକ୍ଷତ୍ରର ମନଟା ଭଲ ନ ଲାଗିବାରୁ...
ମେଷ ସ୍ବାସ୍ଥ୍ୟପ୍ରତି ସଚେତନ ରହି କାମ କରନ୍ତୁ ନତୁବା ଶନିକ୍ଷେତ୍ର ଏବଂ ଶନିଙ୍କ ସହ ମଙ୍ଗଳ ହେତୁ ଥଣ୍ଡାଜ୍ୱର ହୋଇପାରେ । କର୍ମକ୍ଷେତ୍ରରେ କର୍ମଚାରୀଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ଉପୁଜିବାର ଆଶଙ୍କା ରହିଛି। ପରୋକ୍ଷ ଶତ୍ରୁତା ଜନିତ ଶିଳ୍ପ,ବାଣିଜ୍ୟ, ପରିବହନ...
Archives
Model This Week
ପିଲାଙ୍କ ଧରିତ୍ରୀ