ମେଷ ଆଜି ଚନ୍ଦ୍ର କେନ୍ଦ୍ରରେ ବୁଧ ରାଶିସ୍ଥ ଯୋଗୁ ଆମତ୍ୀୟଙ୍କ ସାହାଯ୍ୟ ପାଇବା କଷ୍ଟକର ହେବ। ଶୁକ୍ରଙ୍କ ପ୍ରଭାବରୁ ମନୋରଞ୍ଜନ ସକାଶେ ଅନୁକୂଳ ପରିବେଶ ପାଇପାରନ୍ତି। ଶନିଙ୍କ ଦୃଷ୍ଟି ସ୍ବାସ୍ଥ୍ୟ ପାଇଁ ପ୍ରତିକୂଳ ରହିବ। ଆନୁଷ୍ଠାନିକ କାମରେ ସଫଳତା ପାଇବା...
ମେଷ ଆଜି ସାହସିକ ପଦକ୍ଷେପ ନେବା କାରଣରୁ ପ୍ରତିବନ୍ଧକ ଦୂରେଇ ଯିବ। ଯେଉଁ ବନ୍ଧୁମାନେ ପାଖ ମାଡୁ ନ ଥିଲେ ଆଜି ନିଜ ତରଫରୁ ମିଶିବା ପାଇଁ ଆଗେଇ ଆସିବେ। ସ୍ବାସ୍ଥ୍ୟରେ ଅବନତି ସାଙ୍ଗକୁ ଦୁର୍ବଳତା ଅନୁଭବ କରିବେ। ଶିଳ୍ପ,...
ମେଷ ଆଜିର ଚନ୍ଦ୍ର ଭାଗ୍ୟ ସ୍ଥାନରେ ରହିଥିବାରୁ କର୍ମାରମ୍ଭର ଯୋଜନା ଫଳବତୀ ହେବ। କର୍ମକ୍ଷେତ୍ରରେ ନରମ କଥା କହି ବିବାଦୀୟ ପରିସ୍ଥିତିକୁ ସୁଧାରି ନେବେ। ବନ୍ଧୁଙ୍କ ଆହ୍ବାନକ୍ରମେ ହଠାତ୍ ଦୂରଯାତ୍ରା କରିବାକୁ ପଡ଼ିପାରେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟରେ ମାନମନାନ୍ତର ଦେଖାଦେବାର...
Archives
Model This Week
ପିଲାଙ୍କ ଧରିତ୍ରୀ