ରାଶିଫଳ: ମଙ୍ଗଳବାର, ଜୁଲାଇ ୯ ତାରିଖ – Daily Horoscope
ମେଷ ବାଣୀକାରକ ବକ୍ରୀବୁଧ ଓ ରାହୁ ନକ୍ଷତ୍ରସ୍ଥ ଶୁକ୍ର ଯୋଗୁ ଆପଣଙ୍କ ପ୍ରକାଶଭଙ୍ଗୀ ଠିକ୍ ହେବନାହିଁ। ଫଳରେ ମତାନ୍ତର, ଧନହାନି ଓ କାମରେ ପ୍ରତିରୋଧ ଆଶଙ୍କା ଦେଖାଦେବ। ବାଣିଜ୍ୟ, ବ୍ୟବସାୟରେ ସଫଳତା ହାସଲ କରିବେ। ଅନ୍ୟମାନଙ୍କ ଦ୍ୱାରା ପ୍ରଭାବିତ ହୋଇ...