ରାଶିଫଳ: ବୁଧବାର, ସେପ୍ଟେମ୍ବର ୧୧ ତାରିଖ – Daily Horoscope
ମେଷ ଆଜିର ବିଛା ରାଶିସ୍ଥ ଚନ୍ଦ୍ର ମାନସିକ ସ୍ଥିତି, ପାରିବାରିକ ଓ କର୍ମ କ୍ଷେତ୍ରର ପାରିପାର୍ଶ୍ୱିକ ପରିସ୍ଥିତିକୁ ଅସ୍ବାଭାବିକ ରଖିପାରେ। କିନ୍ତୁ ଷଷ୍ଠଭାବସ୍ଥ ଶୁକ୍ର ନୀଚସ୍ଥ ଯୋଗୁ ଆର୍ଥିକ ସ୍ଥିତି ବିଗିଡ଼ି ଯାଇପାରେ। ଅବୁଝା ବନ୍ଧୁଙ୍କୁ ବୁଝାଇ ପରିସ୍ଥିତିକୁ ସୁଧାରି...