ରାଶିଫଳ: ଶୁକ୍ରବାର , ଏପ୍ରିଲ ୨୮ ତାରିଖ – Daily Horoscope
ମେଷ ଆଜି ଶୁକ୍ରଙ୍କ ପ୍ରଭାବରୁ ମଧୁର ବ୍ୟବହାରରେ ସମସ୍ତଙ୍କୁ ଆପଣାର କରିବେ। ପାରିବାରିକ ଜୀବନରେ ଶାନ୍ତି ଓ ସ୍ଥିରତା ଅବ୍ୟାହତ ରହିବା ହେତୁ ଖୁସି ହେବେ। ନିଜ ପରିବେଶରେ ସହମତି ମାଧ୍ୟମରେ କାର୍ଯ୍ୟକଲେ ସଫଳତା ପାଇବେ। ଏକ ନିର୍ଦ୍ଦିିଷ୍ଟ ଦିଗରେ...