ଖେଳ

କରୋନାରେ ଆକ୍ରାନ୍ତ ଚେଲସି ଖେଳାଳି

ଲଣ୍ଡନ,୧୩।୩- ପ୍ରିମିୟର ଲିଗ୍‌ କ୍ଲବ ଚେଲସି ଦଳର ଖେଳାଳି ହଡସନ ଓଡୋଇ କରୋନା ଭାଇରସରେ ଆକ୍ରାନ୍ତ ଥିବା ରିପୋର୍ଟରୁ ଜଣାପଡ଼ିଛି। ଭାଇରସର ସଂସ୍ପର୍ଷରେ ଆସିବାରେ ଓଡୋଇ ପ୍ରିମିୟର…

5 years ago

ସ୍ବାବ ପରୀକ୍ଷା କରାଇଲେ ଅଷ୍ଟ୍ରେଲିଆ ପେସର

ସିଡ୍‌ନୀ,୧୩।୩- ଅଷ୍ଟ୍ରେଲିଆନ ଦ୍ରୁତ ବୋଲର କେନ ରିଚାର୍ଡସନଙ୍କଠାରେ କରୋନା ଭାଇରସର ଲକ୍ଷଣ ଦେଖାଦେଇଛି। ତାଙ୍କର ସ୍ବାବ ପରୀକ୍ଷା ମଧ୍ୟ କରାଯାଇଛି। ଏବେ ରିପୋର୍ଟକୁ ଅପେକ୍ଷା। ଏହି କାରଣରୁ…

5 years ago

ପର୍ଯ୍ୟବେକ୍ଷଣରେ ରୋନାଲ୍ଡୋ

ଲିସବନ(ପର୍ତ୍ତୁଗାଲ),୧୩।୩- ବିଶ୍ୱର ସବୁଠୁ ଲୋକପ୍ରିୟ ଫୁଟବଲ ଖେଳାଳି କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ସାଥି ଖେଳାଳି କରୋନା ଭାଇରସରେ ଆକ୍ରାନ୍ତ ଥିବା ଜଣାପଡ଼ିଛି। ଏଥିଯୋଗୁ ରୋନାଲ୍ଡୋ ନିଜକୁ ପର୍ଯ୍ୟବେକ୍ଷଣରେ ରଖିଛନ୍ତି।…

5 years ago

ରୁଷିଆକୁ ଅର୍ଥ ଦଣ୍ଡ ଦେଲା ବିଶ୍ୱ ଆଥ୍‌ଲେଟିକ୍ସ

ମୋନାକୋ,୧୩।୩(ଏଏଫ୍‌ପି)- ବିଶ୍ୱ ଆଥ୍‌ଲେଟିକ୍ସ ଗୁରୁବାର ରୁଷିଆ ଟ୍ରାକ୍‌ ଓ ଫିଲ୍ଡ ଫେଡେରେଶନକୁ ଡୋପ ନିୟମ ଭଙ୍ଗ କରିବା ଲାଗି ୧୦ ମିଲିୟନ ଅର୍ଥ ଦଣ୍ଡରେ ଦଣ୍ଡିତ କରିଛି।…

5 years ago

କ୍ୱାର୍ଟରରେ ସିନ୍ଧୁ, ଲକ୍ଷ୍ୟ ଆଉଟ୍‌

ହାଇଦ୍ରାବାଦ୍‌,୧୩।୩- ଭାରତୀୟ ଷ୍ଟାର ମହିଳା ବ୍ୟାଡ୍‌ମିଣ୍ଟନ ଖେଳାଳି ପି. ଭି. ସିନ୍ଧୁ ଏଠାରେ ଚାଲିଥିବା ସମ୍ମାନଜନକ ଅଲ ଇଂଲଣ୍ଡ ଚାମ୍ପିୟନଶିପର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ସେ…

5 years ago

କରୋନା ଭାଇରସ ଡର: ଖାଲି ଷ୍ଟାଡିୟମରେ ଖେଳାଯିବ ଆଇଏସ୍‌ଏଲ ଫାଇନାଲ

ନୂଆଦିଲ୍ଲୀ,୧୩।୩(ପି.ଟି.)- କରୋନା ଭାଇରସ ଯୋଗୁ ବିଶ୍ୱରେ ବହୁ କ୍ରୀଡ଼ାଭିତ୍ତିକ ଇଭେଣ୍ଟ ପ୍ରଭାବିତ ହୋଇଛି। ଏଥିରୁ ଫୁଟବଲ ବାଦ୍‌ ପଡ଼ିନାହିଁ। ବିଶ୍ୱର ବହୁ ଶୀର୍ଷ ସ୍ତରୀୟ ଲିଗ୍‌ ମ୍ୟାଚ୍‌…

5 years ago

ମହିଳା ଟି୨୦ ବିଶ୍ୱକପ୍‌ ଫାଇନାଲରେ ଯୋଗଦେଇଥିଲେ କରୋନାରେ ଆକ୍ରାନ୍ତ ଦର୍ଶକ : ଏମ୍‌ସିଜି

ମେଲବୋର୍ନ,୧୩।୩(ପି.ଟି.)- ସ୍ଥାନୀୟ ମେଲବୋର୍ନ କ୍ରିକେଟ ଗ୍ରାଉଣ୍ଡ(ଏମ୍‌ସିଜି)ଠାରେ ଗତ ୮ ତାରିଖରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ମହିଳା ଟି୨୦ ବିଶ୍ୱକପ୍‌ ଫାଇନାଲ ମ୍ୟାଚ୍‌ ଖେଳାଯାଇଥିଲା। ଏହି ମ୍ୟାଚ୍‌ରେ…

5 years ago

କରୋନାରେ ଆକ୍ରାନ୍ତ ଜୁଭେଣ୍ଟସ ଡିଫେଣ୍ଡର ରୁଗାନି

ମିଲନ,୧୩।୩(ଏଏଫ୍‌ପି)- ଜୁଭେଣ୍ଟସ ଓ ଇଟାଲି ଡିଫେଣ୍ଡର ଡାନିଏଲ ରୁଗାନି ପ୍ରଥମ ସିରି ଏ’ ଫୁଟବଲର ଭାବେ କରୋନା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି। ଇଟାଲିଆନ ଚାମ୍ପିୟନ କ୍ଲବ ଏହା…

5 years ago

କ୍ରୀଡ଼ାକ୍ଷେତ୍ରରେ ପ୍ରଭାବଶାଳୀ ମହିଳା ତାଲିକାରେ ନୀତା ଅମ୍ବାନି

ଭୁବନେଶ୍ୱର,୧୩।୩(ସ୍ପୋଟର୍‌ସ ବ୍ୟୁରୋ)- ଆଇପିଏଲ ଫ୍ରାଞ୍ଚାଇଜ ମୁମ୍ବାଇ ଇଣ୍ଡିଆନ୍ସ ଦଳର ମାଲିକାଣୀ ତଥା ରିଲାଏନ୍ସ ଫାଉଣ୍ଡେଶନର ଅଧ୍ୟକ୍ଷା ନୀତା ଅମ୍ବାନି ୨୦୨୦ କ୍ରୀଡ଼ାକ୍ଷେତ୍ରରେ ସବୁଠୁ ପ୍ରଭାବଶାଳୀ ଟପ୍‌ ୧୦…

5 years ago

ଚିନ୍ତାରେ ସାଇନା, କାଶ୍ୟପ, କିଡାମ୍ବି

ହାଇଦ୍ରାବଦ୍‌,୧୩।୩- ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ନୂଆ ନିର୍ଦ୍ଦେଶନାମା ଭାରତୀୟ ବ୍ୟାଡ୍‌ମିଣ୍ଟନ ଖେଳାଳିଙ୍କୁ ଚିନ୍ତାରେ ପକାଇ ଦେଇଛି। ସାଇନା ନେହ୍ବାଲ, ତାଙ୍କ ସ୍ବାମୀ ପାରୁପଲ୍ଲୀ କଶ୍ୟପ, କିଡାମ୍ବି…

5 years ago