ଖେଳ

ତୃତୀୟ ଟେଷ୍ଟ: ଦକ୍ଷିଣ ଆଫ୍ରିକା ଫଲୋଅନ୍‌

ପୋର୍ଟ ଏଲିଜାବେଥ,୨୦।୧- ଏଠାରେ ଚାଲିଥିବା ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟ ମ୍ୟାଚ୍‌ରେ ଘରୋଇ ଦକ୍ଷିଣ ଆଫ୍ରିକା ଫଲୋଅନ୍‌ ହୋଇ ପରାଜୟ ଦ୍ୱାରରେ ପହଞ୍ଚିଛି। ଟସ୍‌ ଜିତି ଇଂଲଣ୍ଡ…

5 years ago

ଓଡ଼ିଶା ପ୍ରିମିୟର ଲିଗ୍‌ ଉଦ୍‌ଯାପିତ; ଜଗତ୍‌ସିଂହପୁର କଳିଙ୍ଗସ୍‌ ଚାମ୍ପିୟନ

ଭୁବନେଶ୍ୱର, ୨୦।୧(କ୍ରୀଡ଼ା ପ୍ରତିନିଧି)- ଓଡ଼ିଶା ୟୁଥ୍‌ ଆନୁକୂଲ୍ୟରେ ବେଙ୍ଗାଲୁରୁଠାରେ ଓଡ଼ିଶା ପ୍ରିମିୟର ଲିଗ୍‌ ରବିବାର ଉଦ୍‌ଯାପିତ ହୋଇଛି। ଏହାର ଫାଇନାଲରେ ଭୁବନେଶ୍ୱର ବାଉନ୍ସର୍ସକୁ ୩ ଉଇକେଟରେ ହରାଇ…

5 years ago

ଏଫ୍‌ଆଇଏଚ୍‌ ହକି ପ୍ରୋ ଲିଗ୍‌: ଶୁଟ୍‌ ଆଉଟରେ ଜିତିଲା ଭାରତ

ଭୁବନେଶ୍ୱର, ୨୦।୧(କ୍ରୀଡ଼ା ପ୍ରତିନିଧି)- ନିର୍ଦ୍ଧାରିତ ସମୟ ଖେଳ ୩-୩ରେ ସମାନ ରହିଲା। ଫଳାଫଳ ନିର୍ଣ୍ଣୟ ପାଇଁ ଶୁଟ୍‌ ଆଉଟର ସହାୟତା ନିଆଗଲା। ଏହି ପର୍ଯ୍ୟାୟରେ ଚାପର ବଶବର୍ତ୍ତୀ…

5 years ago

କଳିଙ୍ଗ କର୍ନର ଗ୍ୟାଲେରିରେ ହରେନ୍ଦ୍ର

ଭୁବନେଶ୍ୱର, ୨୦।୧(କ୍ରୀଡ଼ା ପ୍ରତିନିଧି)- କଳିଙ୍ଗ ଷ୍ଟାଡିୟମରେ ରବିବାର ଭାରତ-ନେଦରଲାଣ୍ଡ୍ସ ଏଫ୍‌ଆଇଏଚ୍‌ ହକି ପ୍ରୋ ଲିଗ୍‌ ମ୍ୟାଚ୍‌ ଅବସରରେ ପୂର୍ବତନ କୋଚ୍‌ ହରେନ୍ଦ୍ର ସିଂ ଗ୍ୟାଲେରିରେ ବସି ମ୍ୟାଚ୍‌…

5 years ago

ସ୍କାନ ପରେ ମ୍ୟାଚ୍‌ରୁ ବାଦ୍‌ ପଡ଼ିଲେ ଆହତ ଧାଓ୍ବନ

ବେଙ୍ଗାଲୁରୁ,୨୦।୧(ପି.ଟି.)- ଭାରତୀୟ ଦଳର ସିନିୟର ଓପନର ଶିଖର ଧାଓ୍ବନ ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚ୍‌ରେ ଫିଲ୍ଡିଂ କରୁଥିବାବେଳେ ବାମ କାନ୍ଧରେ ଆଘାତ ପାଇଥିଲେ।…

5 years ago

ବଜରଙ୍ଗ, ରବିଙ୍କୁ ସ୍ବର୍ଣ୍ଣ

ରୋମ,୨୦।୧(ପି.ଟି.)- ଫୁଲ ଫର୍ମରେ ନ ଥିଲେ ବି ବଜରଙ୍ଗ ପୁନିଆ ଓ ରବି କୁମାର ଡାହିୟା ରୋମ ର଼୍ୟାଙ୍କିଙ୍ଗ୍‌ ସିରିଜ୍‌ରେ ସ୍ବର୍ଣ୍ଣ ପଦକ ଜିତି ଅଲିମ୍ପିକ୍ସ ଲାଗି…

5 years ago

ବେଙ୍ଗାଲୁରୁରେ ଟିମ୍‌ ଇଣ୍ଡିଆର ଧମାକା: ୨-୧ରେ ଜିତିଲା ସିରିଜ୍‌

ବେଙ୍ଗାଲୁରୁ,୧୯।୧: ଅଷ୍ଟ୍ରେଲିଆ ବିପକ୍ଷ ୩ଟିକିଆ ଏକଦିବସୀୟ ସିରିଜର ଶେଷ ମ୍ୟାଚରେ ଭ୍ରମଣକାରୀ ଦଳକୁ ୭ ଉଇକେଟରେ ପରାସ୍ତ କରି ସିରିଜକୁ ୨-୧ କବ୍ଜା କରିଛି ଭାରତ। ରୋହିତ…

5 years ago

ରୋହିତ ଶର୍ମାଙ୍କ ୨୯ତମ ଶତକ: ଜୟସୁରିୟାଙ୍କୁ ପଛରେ ପକାଇଲେ

ବେଙ୍ଗାଲୁରୁ,୧୯।୧: ବେଙ୍ଗାଲୁରୁର ଏମ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଅନ୍ତିମ ଦିନିକିଆ ମ୍ୟାଚ୍‌ ଚାଲିଛି। ଏହି ମ୍ୟାଚ୍‌ରେ ହିଟ୍‌ମ୍ୟାନ୍‌ ରୋହିତ ଶର୍ମା ଅନ୍ତର୍ଜାତୀୟ ଏକଦିବସୀୟ…

5 years ago

ଦିନିକିଆରେ ରୋହିତଙ୍କ ୯ ହଜାର

ବେଙ୍ଗାଲୁରୁ,୧୯।୧(ପି.ଟି.)- ଭାରତୀୟ ଓପନର ରୋହିତ ଶର୍ମା ରବିବାର ଦିନିକିଆ କ୍ରିକେଟରେ ୯ ହଜାର ରନ୍‌ ପୂରଣ କରିଛନ୍ତି। ଏହି ମାଇଲଷ୍ଟୋନ ସ୍ପର୍ଶ କରିବାରେ ସେ ବିଶ୍ୱର ତୃତୀୟ…

5 years ago

କମ୍ପ୍ୟୁଟର ଗେମ୍‌ବେଳେ ଖେଳାଳି ଆହତ

ମେଲବୋର୍ନ,୧୯।୧(ଏଏଫ୍‌ପି)- ଗାଏଲ ମନଫାଇଲ୍ସଙ୍କ ହାତରେ ଆଘାତ ଲାଗିଛି। କମ୍ପୁଟର ଗେମ୍‌ ଖେଳୁଥିବାବେଳେ ବିରକ୍ତ ହୋଇ ସେ ହାତକୁ ପିଟି ଦେଇଛନ୍ତି। କିନ୍ତୁ ଏହି ଆହତ ସମସ୍ୟା ତାଙ୍କ…

5 years ago