ଖେଳ

ଅଭ୍ୟାସ ବେଳେ କୋହଲିଙ୍କ ଆଙ୍ଗୁଠିରେ ବାଜିଲା ବଲ୍‌

ଗୁଆହାଟୀ,୪ା୧ (ପି.ଟି.): ଏଠାରେ ରବିବାର ଖେଳାଯିବାକୁଥିବା ଶ୍ରୀଲଙ୍କା ବିପକ୍ଷ ଟି୨୦ ପାଇଁ ଶନିବାର ଭାରତୀୟ କ୍ରିକେଟ ଦଳର ଖେଳାଳିମାନେ ଅଭ୍ୟାସ କରିଛନ୍ତି। ଏହି ସମୟରେ ଅଧିନାୟକ ବିରାଟ…

5 years ago

ତୃତୀୟ ଟେଷ୍ଟ: ଲାବୁସେନଙ୍କ ଦ୍ୱିଶତକ ପରେ ନ୍ୟୁଜିଲାଣ୍ଡର ଭଲ ଆରମ୍ଭ

ସିଡନୀ,୪।୧(ଏଏଫ୍‌ପି):  ସ୍ଥାନୀୟ ସିଡନୀ କ୍ରକେଟ ଗ୍ରାଉଣ୍ଡରେ ଚାଲିଥିବା ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ଟେଷ୍ଟ ମ୍ୟାଚ୍‌ରେ ଟପ୍‌ ଅର୍ଡର ବ୍ୟାଟ୍ସମ୍ୟାନ ମାର୍ନସ ଲାବୁସେନଙ୍କ ଦ୍ୱିଶତକ ବଳରେ ଅଷ୍ଟ୍ରେଲିଆ ପ୍ରଥମ…

5 years ago

ଇର୍ଫାନ ପଠାନଙ୍କ ଅବସର

ନୂଆଦିଲ୍ଲୀ,୪।୧- ପୂର୍ବତନ ଅଲରାଉଣ୍ଡର ଇର୍ଫାନ ପଠାନ ଅନ୍ତର୍ଜାତୀୟ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି। ବାମହାତୀ ପେସର ଭାରତ ପାଇଁ ୧୯ ଟେଷ୍ଟ, ୧୨୦ ଦିନିକିଆ…

5 years ago

ଗ୍ରୀକ ରେଫରିଙ୍କ ଘର ଉପରେ ଦ୍ୱିତୀୟ ଆକ୍ରମଣ

ଏଥେନ୍ସ,୪ା୧(ଏଏଫ୍‌ପି)- ଗ୍ରୀକ ରେଫରିଙ୍କ ଘରେ ଶୁକ୍ରବାର ପୁଣି ଥରେ ଆକ୍ରମଣ ହୋଇଛି। ଦୁଇ ସପ୍ତାହ ମଧ୍ୟରେ ଏହା ଦ୍ୱିତୀୟ ଘଟଣା। ଏଣୁ ଫୁଟବଲ ମ୍ୟାଚ୍‌ ଅଫିସିଆଲଙ୍କ ବିକ୍ଷୋଭର…

5 years ago

ଜୁଆ ଯୋଗୁ ବୁଡ଼ିଯାଇଥିଲା କ୍ୟାରିୟର

ଲଣ୍ଡନ,୪ା୧(ଏଏଫ୍‌ପି)- ଜୁଆ ଯୋଗୁ ଉଜ୍ଜ୍ୱଳମୟ କ୍ୟାରିୟର ପ୍ରଭାବିତ ହୋଇଥିବା ସ୍ବୀକାର କରିଛନ୍ତି ପୂର୍ବତନ ଇଂଲଣ୍ଡ ଅଧିନାୟକ ଓ୍ବେନ୍‌ ରୁନି। ଚଳିତ ସପ୍ତାହରେ ଡର୍ବି ପାଇଁ ପଦାର୍ପଣ କରିଥିବା…

5 years ago

ତେନ୍ଦୁଲକରଙ୍କ ହୃଦୟ ଜିଣିଲେ ଦିବ୍ୟାଙ୍ଗ

ମୁମ୍ବାଇ,୪ା୧- ଛତିଶଗଡ଼ର ଦାନ୍ତଓ୍ବୋଡାରେ ରହୁଥିବା ଦିବ୍ୟାଙ୍ଗ ଶିଶୁ ନିଜ କ୍ରିକେଟ ଖେଳ ବଳରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ହୃଦୟ ଜିଣି ନେଇଛନ୍ତି। ତାଙ୍କ ନାମ ମଡ୍ଡା…

5 years ago

ନ୍ୟୁଜିଲାଣ୍ଡ ଗସ୍ତ ନେଇ ଚିନ୍ତାରେ ବିସିସିଆଇ

ମୁମ୍ବାଇ,୪ା୧- ଚଳିତବର୍ଷ ଜାନୁୟାରୀରେ ଶ୍ରୀଲଙ୍କା ଓ ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍‌ ଆୟୋଜନ କରିବା ପରେ ଭାରତୀୟ ଦଳ ନ୍ୟୁଜିଲାଣ୍ଡ ଗସ୍ତରେ ଯାଇ ଲମ୍ବା ସିରିଜ୍‌ ଖେଳିବ। ସେଠାରେ…

5 years ago

ପ୍ରତ୍ୟେକ ଛକା ପିଛା ୧୨ ହଜାର ଟଙ୍କା ଦାନ କରିବେ ଖେଳାଳି

ମେଲ୍‌ବୋର୍ନ,୪।୧- ଜଙ୍ଗଲରେ ଲାଗିଥିବା ନିଆଁ ଅଷ୍ଟ୍ରେଲିଆରେ ଆତଙ୍କ ଖେଳାଇ ଦେଇଛି। ହଜାର ହଜାର ହେକ୍ଟର ଜଙ୍ଗଲ ନିଆଁ ଯୋଗୁ ବହୁ ଜୀବନ ଓ ସମ୍ପତ୍ତି କ୍ଷତିଗ୍ରସ୍ତ ହୋଇଛି।…

5 years ago

ପଞ୍ଜାବରେ ଯୁବିଙ୍କ ମୂର୍ତ୍ତି ଉନ୍ମୋଚିତ

ଚଣ୍ଡିଗଡ଼,୪ା୧- ୨୦୦୭ ଟି୨୦ ବିଶ୍ୱକପ୍‌ ଓ ୨୦୧୧ ଆଇସିସି ବିଶ୍ବକପ୍‌ରେ ଚାମ୍ପିୟନ ଭାରତୀୟ ଦଳର ଗୁରୁତ୍ୱପୂର୍ଣ୍ଣ ସଦସ୍ୟ ଯୁବରାଜ ସିଂ (ଯୁବି)ଙ୍କ ଏକ ମୂର୍ତ୍ତି ସ୍ଥାପନ କରାଯାଇଛି।…

5 years ago

ମହିଳା ଚ୍ୟାଲେଞ୍ଜର ଟ୍ରଫି ଖରାପ ପାଗ ଯୋଗୁ ଆଶଙ୍କାରେ ପ୍ରଥମ ମ୍ୟାଚ

କଟକ ଅଫିସ,୪ା୧-ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଆନୁକୂଲ୍ୟରେ ସିନିୟର ମହିଳା ଟି୨୦ ଚ୍ୟାଲେଞ୍ଜର ଟ୍ରଫି ଶନିବାରଠାରୁ ସ୍ଥାନୀୟ ବାରବାଟୀ ଷ୍ଟାଡିୟମରେ ଆରମ୍ଭ ହେବ। ପ୍ରଥମ ଦିବସରେ ଇଣ୍ଡିଆ-ଏ…

5 years ago