ଭୁବନେଶ୍ୱର, ୨୭।୫(କ୍ରୀଡ଼ା ପ୍ରତିନିଧି)- ୟୁନିଟ-୬ ଆଥଲେଟିକ୍ ଆସୋସିଏଶନ ଆନୁକୂଲ୍ୟରେ ଗତ ଏପ୍ରିଲ ୨୮ରୁ ଆରମ୍ଭ ହୋଇଥିବା ଗ୍ରୀଷ୍ମକାଳୀନ ଫୁଟବଲ ପ୍ରଶିକ୍ଷଣ ଶିବିର ରବିବାର ଉଦ୍ଯାପିତ ହୋଇଛି। ଏହି…
କଟକ ଅଫିସ,୨୭ା୫- ଗୋଆରେ ଅନୁଷ୍ଠିତ ଅନ୍ତର୍ଜାତୀୟ କରାଟେ ଚାମ୍ପିୟନଶିପ୍ରେ କଟକର ମହମ୍ମଦ ଜାହିଦ ସଫଳତା ପାଇଛନ୍ତି । ଜାହିଦ ଗୋଟିଏ ଲେଖାଏ ସ୍ବର୍ଣ୍ଣ, ରୌପ୍ୟ ଓ ବ୍ରୋଞ୍ଜ…
ଆଇସିସି କ୍ରିକେଟ ବିଶ୍ୱକପରେ ପାକିସ୍ତାନ ଏପର୍ଯ୍ୟନ୍ତ ଭାରତକୁ ମୋଟ ୬ ଥର ଭେଟିଛି ଏବଂ ସବୁଥର ହାରିଛି। ଏଥର କିନ୍ତୁ ପାକିସ୍ତାନ ପରାଜୟ ଧାରା ଭାଙ୍ଗିପାରିବ ବୋଲି…
ମୋନାକୋ, ୨୭ା୫-ମର୍ସିଡିଜର ଲୁଇସ୍ ହାମିଲଟନ ମୋନାକୋ ଫର୍ମୁଲା ଓ୍ବାନ ଗ୍ରଁାପ୍ରି ଟାଇଟଲ ହାସଲ କରିଛନ୍ତି। ରବିବାର ଅନୁଷ୍ଠିତ ଏହି ଘଟଣାବହୁଳ ରେସ୍ରେ ରେଡ୍ବୁଲ୍ର ମାକ୍ସ ଭର୍ଷ୍ଟାପେନ୍ ତାଙ୍କୁ…
ନାନ୍ନିଂ(ଚାଇନା), ୨୬।୫(ଏଏଫ୍ପି)-ବିଶ୍ୱର ଶୀର୍ଷ ର଼୍ୟାଙ୍କିଙ୍ଗପ୍ରାପ୍ତ ପୁରୁଷ ସିଙ୍ଗଲ୍ସ ଖେଳାଳି କେଣ୍ଟୋ ମୋମୋଟାଙ୍କ ବିପକ୍ଷରେ ଶି ୟୁକିଙ୍କ ଚମକପ୍ରଦ ବିଜୟ ହାସଲ କରିଥିବା ବେଳେ ଚାଇନା ୧୧ତମ ସୁଦିରମାନ…
କ୍ରିନ୍ସ (ସୁଇଜରଲାଣ୍ଡ), ୨୬।୫(ପିଟି)-ଭାରତୀୟ ସ୍କ୍ବାଶ ଖେଳାଳି ମହେଶ ମନ୍ଗଁାକାର ଦ୍ୱିତୀୟ ଥର ପାଇଁ ପିଏସ୍ଏ ଚ୍ୟାଲେଞ୍ଜର ଟୁର୍ ଇଭେଣ୍ଟ ସେକିସୁଇ ଓପନ ଚାମ୍ପିୟନ ହୋଇଛନ୍ତି। ଫାଇନାଲରେ ମନ୍ଗଁାକାର…
ଜେନେଭା,୨୬।୫- ଜର୍ମାନୀର ଆଲେକଜାଣ୍ଡର ଜେଭରେଭ ଏଠାରେ ଚାଲିଥିବା ଜେନେଭା ଓପନ ଟାଇଟଲ ଜିତି ଆଗାମୀ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଫ୍ରେଞ୍ଚ ଓପନ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ସୂଚନା…
ପ୍ୟାରିସ,୨୬।୫(ଏଏଫ୍ପି)- ଜର୍ମାନୀ ୫ମ ସିଡ୍ ତଥା ଓ୍ବିମ୍ବେଲଡନ ଓପନ ଚାମ୍ପିୟନ ଆଞ୍ଜେଲିକ୍ କର୍ବର ଏଠାରେ ଆରମ୍ଭ ହୋଇଥିବା ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଫ୍ରେଞ୍ଚ ଓପନର ପ୍ରଥମ ରାଉଣ୍ଡରୁ ବିଦାୟ…
କଲମ୍ବୋ,୨୬।୫- ଶ୍ରୀଲଙ୍କା ବିଶ୍ୱକପ୍ ଦଳରେ ଭୂମିକା ଗ୍ରହଣ କରିବାକୁ ଦିଆଯାଇଥିବା ପ୍ରସ୍ତାବକୁ ପୂର୍ବତନ ଅଧିନାୟକ ମାହେଲା ଜୟବର୍ଦ୍ଧନେ ପ୍ରତ୍ୟାଖ୍ୟାନ କରିଛନ୍ତି। ଦୁଇ ଥର ଆଇପିଏଲ ଚାମ୍ପିୟନ କୋଚ୍ଙ୍କୁ…
ନୂଆଦିଲ୍ଲୀ,୨୬।୫(ପିଟି)- ବ୍ୟାଡ୍ମିଣ୍ଟନ ଆସୋସିଏଶନ ଅଫ୍ ଇଣ୍ଡିଆ (ବିଏଆଇ)ର ସଭାପତି ହିମନ୍ତ ବିଶ୍ୱଶର୍ମା ବ୍ୟାଡ୍ମିଣ୍ଟନ ଏସିଆ କାଉନସିଲ(ବିଏସି)ର ଉପସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ୫୦ ବର୍ଷୀୟ କ୍ରୀଡ଼ା ପ୍ରଶାସକ…