ଅହମ୍ମଦାବାଦ,୧୪।୧୦: ଦିନିକିଆ ବିଶ୍ୱକପ୍ର ଦ୍ୱାଦଶ ମ୍ୟାଚରେ ଭାରତ-ପାକିସ୍ତାନ ମଧ୍ୟରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଛି। ଭାରତୀୟ ଅଧିନାୟକ ରୋହିତ ଶର୍ମା ଟସ୍ ଜିତି ବୋଲିଂ କରିବାକୁ…
ଆଇସିସି ବିଶ୍ୱକପ୍ର ୧୨ତମ ମୁକାବିଲାରେ ଆଉ ଟିକେ ପରେ ଭାରତ-ପାକିସ୍ତାନ ମୁହାଁମୁହିଁ ହେବେ। ମୋଟ ୧ ଲକ୍ଷ ୩୨ ହଜାର ଦର୍ଶକ ପାଇଁ ଉଦ୍ଦିଷ୍ଟ ଏହି ଷ୍ଟାଡିୟମରେ …
ଲଣ୍ଡନ, ୧୪ା୧୦ ଇଂଲଣ୍ଡର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟର ଆଲଷ୍ଟର କୁକ୍ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ୨୦୧୮ରୁ ଟେଷ୍ଟ କ୍ରିକେଟରୁ ଅବସର ଗ୍ରହଣ…
ଅହମ୍ମଦାବାଦ,୧୪।୧୦ : ୨୦୨୩ କ୍ରିକେଟ ବିଶ୍ୱକପ ଆରମ୍ଭ ହୋଇଛି। ତେବେ କ୍ରିକେଟ ପ୍ରେମୀ ଆଜିର ଭାରତ-ପାକିସ୍ତାନକୁ ମ୍ୟାଚକୁ ନେଇ ବହୁତ ଉତ୍ସାହିତ ଅଛନ୍ତି। ବିଶେଷକରି ସମସ୍ତଙ୍କର ବିଶ୍ୱକପ…
ଲଣ୍ଡନ,୧୪।୧୦: ଇଂଲଣ୍ଡର ପୂର୍ବତନ କ୍ରିକେଟର ଏଣ୍ଡ୍ରିୟୁ ଫ୍ଲିଣ୍ଟଫ ଖୁବ୍ଶୀଘ୍ର ୯ ମିଲିୟନ ପାଉଣ୍ଡ (୯୧ କୋଟି ଟଙ୍କା) କ୍ଷତିପୂରଣ ପାଇବେ। ଏହି କ୍ଷତିପୂରଣ ତାଙ୍କୁ ବିସିସିଆଇ ପ୍ରଦାନ…
ଅହମ୍ମଦାବାଦ,୧୪।୧୦: ଆଜି ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ ଖେଳାଯିବ। ଏହି ମ୍ୟାଚରେ ଭାରତ ର ପ୍ଲେ-୧୧ କ’ଣ ହେବ, ତାହା…
ଅହମ୍ମଦାବାଦ,୧୪।୧୦: ଶନିବାର ବିଶ୍ୱକପ୍ରେ ଭାରତ ଏବଂ ପାକିସ୍ତାନର ଦଳ ମୁହାଁମୁହିଁ ହେବେ। ଦୁଇ ଦଳ ମଧ୍ୟରେ ଏହି ମ୍ୟାଚ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ। ବିଶ୍ୱକପ୍ରେ…
ରିଚାର୍ଡ ହାଡ୍ଲୀ: ଚଳିତ ଦିନିକିଆ କ୍ରିକେଟ ବିଶ୍ୱକପ୍୍ରେ ଶନିବାର ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ପରସ୍ପରକୁ ଭେଟିବେ। ଟୁର୍ନାମେଣ୍ଟରେ ପୂର୍ବରୁ ର଼୍ୟାଙ୍କିଙ୍ଗ୍ ତାଲିକାରେ ଦୁଇ…
ଗୌତମ ଗମ୍ଭୀର: ଭାରତ-ପାକିସ୍ତାନ ମ୍ୟାଚକୁ ନେଇ ପୁଣି ଚର୍ଚ୍ଚା ଆରମ୍ଭ ହେବା ସ୍ବାଭାବିକ। ଚଳିତ ବିଶ୍ୱକପ୍ରେ ଅହମଦାବାଦରେ ଦୁଇ ଦଳ ମୁହଁାମୁହିଁ ହେବେ। ଏହାକୁ କେହି ମିସ୍…
ଚେନ୍ନାଇ, ୧୪ା୧୦ (ପି.ଟି.): ଦିନିକିଆ କ୍ରିକେଟ ବିଶ୍ୱକପରୋ ହ୍ୟାଟ୍ରିକ୍ ବିଜୟ ହାସଲ କରିଛି ନ୍ୟୁଜିଲାଣ୍ଡ। ଚମତ୍କାର ଫର୍ମରେ ରହିଥିବା ନ୍ୟୁଜିଲାଣ୍ଡ ତୃତୀୟ ମ୍ୟାଚ୍ ଖେଳିଥିବା ବେଳେ ସବୁଥିରେ…