ଖେଳ

ଅନ୍ତର୍ଜାତୀୟ ଟି୨୦ ର଼୍ୟାଙ୍କିଙ୍ଗ: ଟପ୍‌ ୧୦କୁ ଫେରିଲେ ହରମନପ୍ରିତ

ଦୁବାଇ,୧୧ା୭: ଆଇସିସି ମହିଳା ଅନ୍ତର୍ଜାତୀୟ ଟି୨୦ ର଼୍ୟାଙ୍କିଙ୍ଗ ତାଲିକାରେ ଟପ୍‌ ୧୦କୁ ଫେରିଛନ୍ତି ଭାରତ ଅଧିନାୟକ ହରମନ୍‌ପ୍ରୀତ କୌର। ବାଂଲାଦେଶ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଅନ୍ତର୍ଜାତୀୟ…

1 year ago

ପ୍ରଶଂସକଙ୍କ ପାଇଁ ଖୁସି ଖବର: ଦଳକୁ ଖୁବ୍‌ଶୀଘ୍ର ଫେରିବେ ରାହୁଲ

ନୂଆଦିଲ୍ଲୀ,୧୧।୭: ଭାରତୀୟ କ୍ରିକେଟ ପ୍ରଶଂସକଙ୍କ ପାଇଁ ଖୁସି ଖବର ଆସିଛି। ଦଳର ଷ୍ଟାର ଉଇକେଟ କିପର ବ୍ୟାଟ୍ସମ୍ୟାନ କେ.ଏଲ ରାହୁଲ ଦଳକୁ ଖବଶୀଘ୍ର ଫେରିବାକୁ ପ୍ରସ୍ତୁତ ହେଉଛନ୍ତି।…

1 year ago

ବିଶ୍ୱର ଦ୍ୱିତୀୟ ବୃହତ ଖେଳ ପାଲଟିଲା ଆଇପିଏଲ୍‌

ନୂଆଦିଲ୍ଲୀ,୧୧।୭: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ଏଣ୍ଟରପ୍ରାଇଜ୍‌ ମୂଲ୍ୟ ପ୍ରାୟ ୧.୩ ଲକ୍ଷ କୋଟି ହୋଇଛି। ଏଥିସହ ବ୍ରାଣ୍ଡ ମୂଲ୍ୟ ୨୬,୬୦୦ କୋଟି ଟଙ୍କାରେ ପହଞ୍ଚିଛି। ଫଳରେ ଆଇପିଏଲ୍‌…

1 year ago

ଦିନିକିଆ ବିଶ୍ୱକପ ୨୦୨୩: ଇଡେନ ଗାର୍ଡେନ୍ସରେ ଖେଳାଯିବାକୁ ଥିବା ସେମିଫାଇନାଲର ଟିକେଟ୍‌ ମୂଲ୍ୟ କେତେ ଜାଣନ୍ତୁ…

ନୂଆଦିଲ୍ଲୀ,୧୧।୭: ଭାରତରେ ଖେଳାଯିବାକୁ ଥିବା ଦିନିକିଆ ବିଶ୍ୱକପ ୨୦୨୩ ମ୍ୟାଚର ଟିକେଟ୍‌ ମୂଲ୍ୟକୁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ପ୍ରଶଂସକଙ୍କ ଏହି ଅପେକ୍ଷାର ସମାପ୍ତ ଘଟିଛି।…

1 year ago

ନିଆରା ରେକର୍ଡ: ପିତାଙ୍କ ପରେ ପୁଅ ବିପକ୍ଷରେ ଖେଳିବେ କୋହଲି

ଡୋମିନିକା,୧୧।୭: ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଜୁଲାଇ ୧୨ରେ ଡୋମିନିକାରେ ଆରମ୍ଭ ହେବ। ଏହି ସିରିଜରେ ସମସ୍ତଙ୍କ…

1 year ago

ରୋହିତ ଶର୍ମାଙ୍କ ସମର୍ଥନରେ ବାହାରିଲେ ହରଭଜନ

ନୂଆଦିଲ୍ଲୀ,୧୧।୭: ଭାରତୀୟ ମହାନ ଅଧିନାୟକ ସୁନୀଲ ଗାଭାସ୍କରଙ୍କ ସମେତ  ପୂର୍ବତନ କ୍ରିକେଟର ରୋହିତ ଶର୍ମାଙ୍କ ଅଧିନାୟକତ୍ୱକୁ ସମାଲୋଚନା କରିଛନ୍ତି। କିନ୍ତୁ ପୂର୍ବତନ ଭାରତୀୟ ସ୍ପିନର ହରଭଜନ ସିଂ…

1 year ago

ଓ୍ବେଷ୍ଟଇଣ୍ଡିଜ୍‌ ଗସ୍ତରେ ଅନେକ ରେକର୍ଡ ଭାଙ୍ଗିପାରନ୍ତି କୋହଲି

ନୂଆଦିଲ୍ଲୀ,୧୧।୭: ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଚାଲିଥିବା ଦୁଇ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଜୁଲାଇ ୧୨ରୁ ଆରମ୍ଭ ହେବ। ଏହି ଗସ୍ତରେ ଦୁଇଟି ଟେଷ୍ଟ ବ୍ୟତୀତ…

1 year ago

ଫାଓ ଲିଗ୍‌: କିଶୋର କ୍ଲବ ବିଜୟୀ

କଟକ, ୧୧ା୭(ସୁପ୍ରିୟା ପ୍ରିୟଦର୍ଶିନୀ): ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ଫାଓ ଲିଗର ସୋମବାର ଖେଳାଯାଇଥିବା ଏକ ମ୍ୟାଚରେ କିଶୋର କ୍ଲବ ୩-୧ ଗୋଲରେ ଚାନ୍ଦ କ୍ଲବକୁ ପରାସ୍ତ କରିଛି।…

1 year ago

ଉତ୍ତରାଞ୍ଚଳର ନେତୃତ୍ୱ ନେବେ ନୀତୀଶ

ନୂଆଦିଲ୍ଲୀ, ୧୧ା୭ : ପୁଡୁଚେରୀରେ ଦେଓଧର ଟ୍ରଫି ଜୁଲାଇ ୨୪ରୁ ଆରମ୍ଭ ହେବ। ଏଥିରେ ଦିଲ୍ଲୀର ବାମହାତୀ ବ୍ୟାଟର ନୀତୀଶ ରାଣା ଉତ୍ତରାଞ୍ଚଳ ଦଳର ନେତୃତ୍ୱ ନେବେ।…

1 year ago

ଅଲିମ୍ପିକ କ୍ୱାଲିଫାୟର୍ସ ଆୟୋଜନ କରିବ ପାକିସ୍ତାନ

କରାଚୀ, ୧୧ା୭: ପାକିସ୍ତାନ ପ୍ରାୟ ୧୯ବର୍ଷ ବ୍ୟବଧାନରେ ଏକ ଅନ୍ତର୍ଜାତୀୟ ହକି ଇଭେଣ୍ଟ ଆୟୋଜନ କରିବାକୁ ଯାଉଛି। ଆସନ୍ତାବର୍ଷ ପ୍ରଥମ ଭାଗରେ ଅଲିମ୍ପିକ କ୍ୱାଲିଫାଇଂ ରାଉଣ୍ଡ ଆୟୋଜନ…

1 year ago