ଖେଳ

ଆଇପିଏଲ୍‌ରେ ଚହଲଙ୍କ ରେକର୍ଡ

ଜୟପୁର,୭ା୫: ଆଇପିଏଲ୍‌ର ସର୍ବାଧିକ ଉଇକେଟ ନେବାରେ ୟୁଜବେନ୍ଦ୍ର ଚହଲ ରେକର୍ଡ ସୃଷ୍ଟି କରିଛନ୍ତି । ଚହଲ ୧୪୩ ମ୍ୟାଚ୍‌ରୁ ୧୮୩ ଉଇକେଟ ନେଇଛନ୍ତି। ଆଇପିଏଲରେ ଅଧିକ ଉଇକେଟ…

1 year ago

ପ୍ରଥମ ଦଳ ଭାବେ ପ୍ଲେ ଅଫ୍‌ରେ ଗୁଜରାଟ

ଅହମଦାବାଦ,୮ା୫: ଆଇପିଏଲ୍‌-୨୦୨୩ରେ ପ୍ରଥମ ଦଳ ଭାବେ ପ୍ଲେ ଅଫ୍‌ ବର୍ଥ ସୁରକ୍ଷିତ କରିଛି ଗୁଜରାଟ ଟାଇଟନ୍ସ। ଡିଫେଣ୍ଡିଂ ଚାମ୍ପିୟନ ଗୁଜରାଟ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସକୁ ୫୬ ରନ୍‌ରେ…

1 year ago

ଇଡେନରେ କେକେଆର-ପିବିକେଏସ ଲଢ଼େଇ…

କୋଲକାତା,୮।୫ : ଆଇପିଏଲ ୨୦୨୩ର ୫୩ତମ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସ(କେକେଆର) ଏବଂ ପଞ୍ଜାବ କିଙ୍ଗ୍‌ସ(ପିବିକେଏସ) ମଧ୍ୟରେ ଲଢ଼େଇ ସୋମବାର ସନ୍ଧ୍ୟା ସାଢ଼େ ୭ଟାରେ କୋଲକାତାର ଇଡେନ…

1 year ago

ସ୍କୁଲ୍ସ ଓପନ ଚେସ୍‌: ଆୟୁଷ ଚାମ୍ପିୟନ

ଭୁବନେଶ୍ୱର, ୮।୫ (କ୍ରୀଡ଼ା ପ୍ରତିନିଧି): ଓଡ଼ିଶା ରାଜ୍ୟ ଚେସ୍‌ ଆସୋସିଏଶନ ଆନୁକୂଲ୍ୟରେ ରବିବାର ଆୟୋଜିତ ୩ୟ ପବିତ୍ର ମୋହନ ମହାନ୍ତି ସ୍ମାରକୀ ରାଜ୍ୟ ସ୍କୁଲ୍ସ ଓପନ ଚେସ୍‌ରେ…

1 year ago

ଓଡ଼ିଶା ଏଫ୍‌ସି ୫-୦ ଗୋଲରେ ବିଜୟୀ

ଅହମଦାବାଦ, ୮।୫: ଇଣ୍ଡିଆନ ଓମେନ୍ସ ଲିଗ୍‌ (ଆଇଡବ୍ଲ୍ୟୁଏଲ୍‌)ର ରବିବାର ଅନୁଷ୍ଠିତ ମ୍ୟାଚ୍‌ରେ ଓଡ଼ିଶା ଏଫ୍‌ସି ୫-୦ ଗୋଲରେ ଲଡର୍‌ସ ଏଫ୍‌ଏ କୋଚି ଓ୍ବାଇଏମ୍‌ଏଏ ଦଳକୁ ପରାସ୍ତ କରିଛି।…

1 year ago

ସାହାଣୀ କପ୍‌: ସୁନ୍ଦରଗଡ଼, ବରଗଡ଼ ବିଜୟୀ

ଭୁବନେଶ୍ୱର, ୮।୫(କ୍ରୀଡ଼ା ପ୍ରତିନିଧି): ସିନିୟର ପୁରୁଷ ଆନ୍ତଃ ଜିଲା ଫୁଟ୍‌ବଲ ଚାମ୍ପିୟନଶିପ୍‌ ସାହାଣୀ କପ୍‌ର ୨ଟି କ୍ୱାର୍ଟର ଫାଇନାଲ ଲିଗ୍‌ ମ୍ୟାଚ୍‌ ରବିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ…

1 year ago

ଚିତ୍ରଭେଲ, ଅବିନାଶ, ପାରୁଲଙ୍କ ଜାତୀୟ ରେକର୍ଡ

ନୂଆଦିଲ୍ଲୀ, ୮ା୫ (ପି.ଟି.): ବିଶ୍ୱ ଆଥ୍‌ଲେଟିକ୍ସ ଦିବସରେ ଜାତୀୟ ରେକର୍ଡ ଭାଙ୍ଗିଛନ୍ତି ଟ୍ରିପଲ ଜମ୍ପର ପ୍ରବୀଣ ଚିତ୍ରଭେଲ, ୫୦୦୦ ମିଟର ଧାବକ ଓ ଧାବିକା ଅବିନାଶ ସାବଲେ…

1 year ago

ଜେରେମିଙ୍କୁ ରୌପ୍ୟ ପଦକ

ଜିଞ୍ଜୁ(କୋରିଆ),୮ା୫(ପି.ଟି.): କୋରିଆର ଜିଞ୍ଜୁରେ ଅନୁଷ୍ଠିତ ଏସିଆନ ଭାରୋତ୍ତୋଳନ ଚାମ୍ପିୟନଶିପ୍‌ରେ ଭାରତର ଜେରେମି ଲାଲରିନ୍ନୁଙ୍ଗାଙ୍କୁ ରୌପ୍ୟ ପଦକ ମିଳିଛି। ସେ ସ୍ନାଚ୍‌ରେ ରୌପ୍ୟ ପଦକ ହାସଲ କରିଥିଲେ ସୁଦ୍ଧା…

1 year ago

ଚଣ୍ଡିଗଡ଼, ବିହାରର ବୃହତ୍‌ ବିଜୟ

ଭୁବନେଶ୍ୱର, ୮।୫ (କ୍ରୀଡ଼ା ପ୍ରତିନିଧି): ରାଉରକେଲାର ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ଚାଲିଥିବା ୧୩ତମ ଜାତୀୟ ସବ୍‌ଜୁନିୟର ମହିଳା ହକି ଚାମ୍ପିୟନଶିପ୍‌ର ରବିବାର ଅନୁଷ୍ଠିତ ୪ଟି ମ୍ୟାଚରେ ପଞ୍ଜାବ,…

1 year ago

ଓଡ଼ିଶା ପ୍ରତିଯୋଗୀଙ୍କୁ ୫ ସ୍ବର୍ଣ୍ଣ ସହ ୮ ପଦକ

ଭୁବନେଶ୍ୱର, ୮।୫(କ୍ରୀଡ଼ା ପ୍ରତିନିଧି): ବେଙ୍ଗାଲୁରୁର ଶ୍ରୀ କାନ୍ତିରଭା ଷ୍ଟାଡିୟମରେ ରବିବାର ଶେଷ ହୋଇଥିବା ୫ମ ଇଣ୍ଡିଆନ ଓପନ୍‌ ପାରା ଆଥ୍‌ଲେଟିକ୍ସ ଚାମ୍ପିୟନଶିପ୍‌ର ଅନ୍ତିମ ଦିବସରେ ଓଡ଼ିଶାକୁ ୨ଟି…

1 year ago