ଖେଳ

ଭାରତ ବିପକ୍ଷ ଦିନିକିଆ ସିରିଜ୍‌ ପାଇଁ ଅଷ୍ଟ୍ରେଲିଆ ଦଳ ଘୋଷଣା

ସିଡନୀ,୨୩।୨: ଭାରତ ବିପକ୍ଷ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ପାଇଁ ଅଷ୍ଟ୍ରେଲିଆ ଦଳ ଘୋଷଣା କରାଯାଇଛି। ଅନେକ ବଡ ଖେଳାଳି ୧୬ ଜଣିଆ ଦଳକୁ ଫେରିଛନ୍ତି।…

2 years ago

ଟପ୍‌ ୧୦ରେ ରବୀନ୍ଦ୍ର ଜାଡେଜା

ଦୁବାଇ, ୨୩ା୨(ପି.ଟି.): ଆଇସିସି ପୁରୁଷ ଟେଷ୍ଟ ପ୍ଲେୟର ର଼୍ୟାଙ୍କିଙ୍ଗ ତାଲିକା ଏଠାରେ ବୁଧବାର ପ୍ରକାଶ ପାଇଛି। ଏଥିରେ ଭାରତର ରବିଚନ୍ଦ୍ରନ ଅଶ୍ୱିନ ଗୋଟିଏ ସ୍ଥାନ ଉପରକୁ ଉଠି…

2 years ago

ମୋହିତଙ୍କୁ ବ୍ରୋଞ୍ଜ

ଭୁବନେଶ୍ୱର,୨୩ା୨ (ସ୍ପୋଟର୍‌ସ ବ୍ୟୁରୋ): ମଧ୍ୟପ୍ରଦେଶର ଇନ୍ଦୋର ଠାରେ ଚାଲିଥିବା ୨୫ ତମ ସର୍ବଭାରତୀୟ ବଧିର ଶୁଟିଂ ପ୍ରତିଯୋଗିତାରେ ଓଡିଶାର ମୋହିତ କୁମାର ପସାନ ୧୦ ମିଟର ଏୟାର…

2 years ago

ଆଇପିଏଲ୍‌ ଶେଷ ହେବା ପୂର୍ବରୁ ଫେରିବେ ଷ୍ଟୋକ୍ସ

ଓ୍ବେଲିଂଟନ, ୨୩ା୨ (ପି.ଟି.): ଇଂଲଣ୍ଡ ଟେଷ୍ଟ ଅଧିନାୟକ ବେନ୍‌ ଷ୍ଟୋକ୍ସ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଶେଷ ହେବା ପୂର୍ବରୁ ସ୍ବଦେଶ ଫେରିଯିବେ। ଆୟର୍ଲାଣ୍ଡ ବିପକ୍ଷ ଏକ…

2 years ago

ଐଶ୍ୱରୀ ପ୍ରତାପଙ୍କୁ ସ୍ବର୍ଣ୍ଣ

କାଇରୋ, ୨୩ା୨ (ପି.ଟି): କାଇରୋରେ ଅନୁଷ୍ଠିତ ବିଶ୍ୱ ଶୁଟିଂ ଚାମ୍ପିୟନଶିପରେ ଭାରତର ଆଧିପତ୍ୟ ଜାରି ରହିଛି। ବୁଧବାର ୫୦ ମିଟର ରାଇଫଲ ଥ୍ରୀ ପୋଜିସନରେ ଭାରତର ଐଶ୍ୱରୀ…

2 years ago

ଓଡ଼ିଶାର ପ୍ଲେ ଅଫ୍‌ ଆଶା ସଙ୍କଟରେ

ଭୁବନେଶ୍ୱର,୨୩ା୨(ସ୍ପୋଟର୍‌ସ ବ୍ୟୁରୋ): କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ଇଣ୍ଡିଆନ ସୁପର ଲିଗ୍‌ ମ୍ୟାଚରେ ଜାମସେଦପୁର୍‌ ଏଫ୍‌ସି ନିକଟରୁ ୨-୦ ଗୋଲରେ ହାରିଛି ଓଡ଼ିଶା ଏଫ୍‌ସି(ଓଏଫ୍‌ସି)। ଘରୋଇ ଗ୍ରାଉଣ୍ଡରେ ସିଜନର…

2 years ago

ହାଇତି, ପର୍ତ୍ତୁଗାଲକୁ ପ୍ରଥମ ଥର ଯୋଗ୍ୟତା

ଅକ୍‌ଲାଣ୍ଡ, ୨୩ା୨(ଏପି): ହାଇତି ଓ ପର୍ତ୍ତୁଗାଲ ପ୍ରଥମ ଥର ଫିଫା ମହିଳା ଫୁଟ୍‌ବଲ ବିଶ୍ୱକପ୍‌ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ବୁଧବାର ଉଭୟ ଦଳ ନ୍ୟୁଜିଲାଣ୍ଡରେ ସେମାନଙ୍କ…

2 years ago

ଏଲିସା ହିଲି ୟୁପି ଓ୍ବାରିୟର୍ଜ ଅଧିନାୟିକା

ଲକ୍ଷ୍ନୌ,୨୩ା୨(ପି.ଟି.): ଆସନ୍ତା ମାସରେ ମୁମ୍ବାଇରେ ହେବାକୁଥିବା ଉଦ୍‌ଘାଟନୀ ଓମେନ୍ସ ପ୍ରିମିୟର ଲିଗ୍‌ (ଡବ୍ଲ୍ୟୁପିଏଲ୍‌) ପାଇଁ ୟୁପି ଓ୍ବାରିୟର୍ଜ ଅଷ୍ଟ୍ରେଲୀୟ ଉଇକେଟକିପର ବ୍ୟାଟର ଏଲିସା ହିଲିଙ୍କୁ ଦଳର ଅଧିନାୟିକା…

2 years ago

ଡୋପିଂ: ଅଲିମ୍ପିକ ପଦକ ବିଜେତା ୮ବର୍ଷ ବାସନ୍ଦ

ଅଷ୍ଟାନା (କାଜାଖସ୍ତାନ), ୨୩ା୨ (ଏପି): ଡୋପିଂ ପାଇଁ କାଜାଖସ୍ତାନର ଟୋକିଓ ଅଲିମ୍ପିକ୍ସ ୨୦୨୧ରେ ବ୍ରୋଞ୍ଜ ଜିତିଥିବା ଇଗୋର ସନ୍‌ (୬୧ କିଲୋଗ୍ରାମ୍‌ କାଟେଗୋରି) ନାମକ ଜଣେ ଭାରୋତ୍ତୋଳକଙ୍କୁ…

2 years ago

ଦକ୍ଷିଣ ଆଫ୍ରିକା ସେମିରେ

କେପ୍‌ଟାଉନ୍‌,୨୩ା୨(ପି.ଟି.): ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ ମହିଳା ଟି୨୦ ବିଶ୍ୱକପ୍‌ର ସେମିଫାଇନାଲରେ ପ୍ରବେଶ କରିଛି ଆୟୋଜକ ଦଳ। ଅନ୍ତିମ ଗ୍ରୁପ୍‌ ମ୍ୟାଚରେ ବାଂଲାଦେଶକୁ ୧୦ ଉଇକେଟରେ ପରାସ୍ତ କରି…

2 years ago