ଖେଳ

ମୁମ୍ବାଇ ସିଟି ଏଫ୍‌ସିକୁ ଆଇଏସ୍‌ଏଲ୍‌ ସିଲ୍ଡ

ମୁମ୍ବାଇ, ୧୨।୨: ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ର ଶନିବାର ଅନୁଷ୍ଠିତ ୨ଟି ମ୍ୟାଚରେ ମୁମ୍ବାଇ ସିଟି ଅଫ୍‌ସି ଓ ବେଙ୍ଗାଲୁରୁ ଏଫ୍‌ସି ବିଜୟ ହାସଲ କରିଛି। ଗୋଆରେ…

2 years ago

ପୂର୍ବତନ ଫୁଟ୍‌ବଲ କୋଚ୍‌ଙ୍କ ବିରୋଧରେ ଗିରଫ ପରଓ୍ବାନା

ନୂଆଦିଲ୍ଲୀ, ୧୨ା୨: ଯୌନ ଶୋଷଣ ଅଭିଯୋଗରେ ଦିଲ୍ଲୀର ଏକ କୋର୍ଟ ଭାରତୀୟ ୧୭ ବର୍ଷରୁ କମ୍‌ ମହିଳା ଫୁଟ୍‌ବଲ ଟିମ୍‌ର ପୂର୍ବତନ ସହକାରୀ କୋଚ୍‌ ଆଲେକ୍ସ ମାରିଓ…

2 years ago

ରଣନୀତି ସତ୍ତ୍ୱେ ଫେଲ୍‌ ମାରିଲା ଅଷ୍ଟ୍ରେଲିଆ, ମ୍ୟାଚ୍‌ ପରେ ଅଶ୍ୱିନ କହିଲେ…

ନାଗପୁର,୧୧।୨: ବର୍ଡର-ଗାଭାସ୍କର ଟ୍ରଫିକୁ ନେଇ ଜୋରଦାର ପ୍ରସ୍ତୁତି ଚଳାଇଥିଲା ଅଷ୍ଟ୍ରେଲିଆ ଟିମ୍‌। ବିଶେଷକରି ଭାରତୀୟ ବୋଲର ରବିଚନ୍ଦ୍ରନ ଅଶ୍ୱିନଙ୍କୁ ସାମ୍ନା କରିବାକୁ ସମସ୍ତ ରଣନୀତି ଆପଣାଇଥିଲା। ତାଙ୍କ…

2 years ago

ନାଗପୁର ମଇଦାନରେ ଏକାଧିକ ରେକର୍ଡ: କୁମ୍ବଲେ-ହରଭଜନଙ୍କୁ ଟପିଲେ ଅଶ୍ୱିନ…

ନାଗପୁର,୧୧।୨: ଅଷ୍ଟ୍ରେଲିଆ ବିପକ୍ଷ ନାଗପୁର ଟେଷ୍ଟରେ ଚମକିଛନ୍ତି ଭାରତୀୟ ତାରକା ବୋଲର ରବିଚନ୍ଦ୍ରନ ଅଶ୍ୱିନ। ମ୍ୟାଚ୍‌ର ଦ୍ୱିତୀୟ ଇନିଂସରେ ସେ ଚମତ୍କାର ବୋଲିଂ କରି ପ୍ରାୟ ଅଧା…

2 years ago

ସତ ହେଲା ଆକାଶ ଚୋପ୍ରାଙ୍କ ଭବିଷ୍ୟବାଣୀ

ନୂଆଦିଲ୍ଲୀ,୧୧।୨: ଅଷ୍ଟ୍ରେଲିଆ ବିପକ୍ଷ ନାଗପୁର ଟେଷ୍ଟକୁ ୧୩୨ରନ୍‌ ବ୍ୟବଧାନରେ ଜିତି ନେଇଛି ଟିମ୍‌ ଇଣ୍ଡିଆ। ମାତ୍ର ୩ ଦିନରେ ସମାପ୍ତ ହୋଇଛି ପ୍ରଥମ ଟେଷ୍ଟ। ତେବେ ମ୍ୟାଚ୍‌କୁ…

2 years ago

ଆଙ୍ଗୁଠିରେ କ୍ରିମ ଲଗାଇ ଫସିଲେ, ଜାଡେଜାଙ୍କ ଉପରେ ଜରିମାନା ଲଗାଇଲା ଆଇସିସି

ନାଗପୁର,୧୧।୨: ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟରେ ହିରୋ ପାଲଟିଥିବା ରବିନ୍ଦ୍ର ଜାଡେଜାଙ୍କର ଅଡୁଆ ବଢ଼ିଛି। ତାଙ୍କ ଉପରେ ଆଇସିସି ଜରିମାନା ଲଗାଇଛି। ବିନା ଅନୁମତିରେ ଆଙ୍ଗୁଠିରେ ଯନ୍ତ୍ରଣା…

2 years ago

ଇତିହାସ ରଚିଲେ ନାଥନ୍‌ ଲିଅନ୍‌

ନାଗପୁର,୧୧।୨: ଭାରତ ବିପକ୍ଷ ନାଗପୁର ଟେଷ୍ଟର ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆର ଷ୍ଟାର ସ୍ପିନ ବୋଲର୍‌ ନାଥନ୍‌ ଲିଅନ୍‌ ଇତିହାସ ରଚିଛନ୍ତି। ସେ ପ୍ରଥମ ଇନିଂସର ୪୯ ଓଭରରେ…

2 years ago

ନାଗପୁର ଟେଷ୍ଟ ୧୩୨ ରନରେ ଜିତିଲା ଭାରତ…

ନାଗପୁର,୧୧।୨ : ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ୧୩୨ ରନରେ ଟିମ୍‌ ଇଣ୍ଡିଆ ଜିତିଛି। ଏହି ବିଜୟ ସହିତ ଭାରତ ଚାରି…

2 years ago

ନାଗପୁର ଟେଷ୍ଟ: ୨୨୩ ରନ୍‌ରେ ଭାରତ ଆଗୁଆ

ନାଗପୁର,୧୧।୨: ଅଧିନାୟକ ରୋହିତ ଶର୍ମାଙ୍କ ଶତକୀୟ ଇନିଂସ ସହ ରବୀନ୍ଦ୍ର ଜାଡେଜା ଏବଂ ଅକ୍ଷର ପଟେଲଙ୍କ ଅଲ୍‌ରାଉଣ୍ଡର ପ୍ରଦର୍ଶନ ବଳରେ ଭାରତ ନାଗପୁର ଟେଷ୍ଟର ପ୍ରଥମ ଇନିଂସରେ…

2 years ago

ଆନ୍ତଃ ବିଶ୍ୱବିଦ୍ୟାଳୟ ଚେସ୍‌ରେ ସାଇନାଙ୍କ ଚମକ

ଭୁବନେଶ୍ୱର, ୧୦।୨ (କ୍ରୀଡ଼ା ପ୍ରତିନିଧି): ଓଡ଼ିଶାର ମହିଳା ଅନ୍ତର୍ଜାତୀୟ ମାଷ୍ଟର (ଡବ୍ଲ୍ୟୁଆଇଏମ୍‌) ସାଇନା ସାଲୋନିକା ଆନ୍ତଃ ବିଶ୍ୱବିଦ୍ୟାଳୟ ଚେସ୍‌ରେ ଚମକ ଦେଖାଇଛନ୍ତି। ସାଇନାଙ୍କ ନେତୃତ୍ୱରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ…

2 years ago