ଖେଳ

ଫେରୁଛନ୍ତି ଜାଡେଜା, ଭୟଭୀତ ଅଷ୍ଟ୍ରେଲିଆ

ନୂଆଦିଲ୍ଲୀ,୨୮।୧: ବର୍ତ୍ତମାନ ଭାରତୀୟ ଟିମ୍‌ ନ୍ୟୁଜିଲାଣ୍ଡ ବିପକ୍ଷରେ ଟି୨୦ ସିରିଜ ଖେଳୁଛି। ହେଲେ କ୍ରିକେଟ ପ୍ରଶଂସକଙ୍କ ନଜର ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯିବାକୁ ଥିବା ଟେଷ୍ଟ ସିରିଜ ଉପରେ…

2 years ago

ସୁଧୁରୁନି ଅର୍ଶଦୀପଙ୍କ ବୋଲିଂ: ପୁଣି ନିଜ ନାମରେ କଲେ ଲଜ୍ଜାଜନକ ରେକର୍ଡ

ରାଞ୍ଚି,୨୮।୧: ଟି୨୦ ବିଶ୍ୱକପ୍‌ରେ ଉଲ୍ଲେଖନୀୟ ବୋଲିଂକୁ ନେଇ ଚର୍ଚ୍ଚାରେ ରହିଥିଲେ ବାମ ହାତୀ ଯୁବ ଦ୍ରୁତ ବୋଲର୍‌ ଅର୍ଶଦୀପ ସିଂହ। ହେଲେ ଏବେ ତାଙ୍କ ପାଇଁ ‘ନୋ…

2 years ago

ମ୍ୟାଚ୍‌ ଓ୍ବାଶିଂଟନ ବନାମ ନ୍ୟୁଜିଲାଣ୍ଡ ହୋଇଯାଇଥିଲା: ହାର୍ଦ୍ଦିକ

ରାଞ୍ଚି,୨୮।୧: ଭାରତୀୟ କ୍ରିକେଟ ଟିମ୍‌ ରାଞ୍ଚିରେ ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟି୨୦ ମୁକାବିଲାରେ ପରାଜିତ ହୋଇଥିଲା। ଟସ୍‌ ହାରି ପ୍ରଥମେ ବ୍ୟାଟିଂ ନିମନ୍ତ୍ରଣ ପାଇଥିବା ନ୍ୟୁଜିଲାଣ୍ଡ ୨୦…

2 years ago

ଲକ୍ଷ୍ନୌରେ ‘କର ବା ମର’ ମୁକାବିଲା ଖେଳିବ ଭାରତ

ନୂଆଦିଲ୍ଲୀ,୨୮।୧: ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜର ଦ୍ୱିତୀୟ ମୁକାବିଲା ରବିବାର ଲକ୍ଷ୍ନୌର ଅଟଳ ବିହାରୀ ବାଜପେୟୀ ଇକାନା କ୍ରିକେଟ ଷ୍ଟାଡିୟମରେ ଖେଳାଯିବ। ପ୍ରଥମ…

2 years ago

ସବାଲେଙ୍କା ଅଷ୍ଟ୍ରେଲିୟ ଓପନ ଟାଇଟଲ ଜିତିଲେ…

ମେଲବୋର୍ନ,୨୮।୧ : ଅଷ୍ଟ୍ରେଲିୟ ଓପନ ୨୦୨୩ର ମହିଳା ସିଙ୍ଗଲ ଇଭେଣ୍ଟରେ ବେଲାରୁଷର ଆରିନା ସବାଲେଙ୍କା ଚାମ୍ପିଅନ ହୋଇଛନ୍ତି। ପ୍ରଥମ ସେଟରେ ହାରିବା ପରେ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରି…

2 years ago

୧୯ ବର୍ଷରୁ କମ୍‌ ମହିଳା ଟି୨୦ ବିଶ୍ୱକପ୍‌: ନ୍ୟୁଜିଲାଣ୍ଡକୁ ହରାଇ ଫାଇନାଲରେ ଭାରତ

ପୋଶ୍ଚେଫଷ୍ଟ୍ରୁମ୍‌ (ଦକ୍ଷିଣ ଆଫ୍ରିକା), ୨୮।୧(ପି.ଟି.): ଓପନର ଶ୍ୱେତା ଶେରାଓ୍ବତଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ପାର୍ଶଭି ଚୋପ୍ରାଙ୍କ ୩ ଉଇକେଟ ସଫଳତାକୁ ପାଥେୟ କରି ଭାରତ ୮ ଉଇକେଟରେ…

2 years ago

ବେଙ୍ଗଲକୁ ୭ ଉଇକେଟରେ ହରାଇଲା ଓଡ଼ିଶା

ଭୁବନେଶ୍ୱର,୨୮।୧(ସ୍ପୋଟର୍‌ସ ବ୍ୟୁରୋ): କୋଲକାତାର ଇଡେନ ଗାର୍ଡେନରେ ଅନୁଷ୍ଠିତ ବେଙ୍ଗଲ ବିପକ୍ଷ ରଣଜୀ ଟ୍ରଫି ମୁକାବିଲାରେ ବିଜୟୀ ହୋଇଛି ଓଡ଼ିଶା। ୧୧୨ ରନ୍‌ ବିଜୟ ଲକ୍ଷ୍ୟର ପିଛା କରୁଥିବା…

2 years ago

୨୧ ରନରେ ହାରିଲା ଭାରତ

ରାଞ୍ଚି,୨୮।୧: ଭାରତ ବିପକ୍ଷ ପ୍ରଥମ ଟି୨୦ ମ୍ୟାଚକୁ ୨୧ ରନ୍‌ରେ ଜିତି ନେଇଛି ନ୍ୟୁଜିଲାଣ୍ଡ। ଡାରିଲ ମିଚେଲ ଓ ଡେଭନ କନଓ୍ବେଙ୍କ ଅର୍ଦ୍ଧଶତକ ବଳରେ ନ୍ୟୁଜିଲାଣ୍ଡ ପ୍ରଥମେ…

2 years ago

ଦକ୍ଷିଣ ଆଫ୍ରିକା, ୱେଲ୍ସ, ଆର୍ଜେଣ୍ଟନା ବିଜୟୀ

ରାଉରକେଲା ଅଫିସ/ଭୁବନେଶ୍ୱର (କ୍ରୀଡ଼ା ପ୍ରତିନିଧି), ୨୮।୧: ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମରେ ଗୁରୁବାର ଅନୁଷ୍ଠିତ ହକି ବିଶ୍ୱକପ୍‌ କ୍ଲାସିଫିକେଶନ ମ୍ୟାଚରେ ଦକ୍ଷିଣ ଆଫ୍ରିକା, ୱେଲ୍ସ ଓ ଆର୍ଜେଣ୍ଟିନା…

2 years ago

ଶତକ ମ୍ୟାଚରେ ଭାରତର ବୃହତ୍‌ ବିଜୟ

ରାଉରକେଲା ଅଫିସ/ଭୁବନେଶ୍ୱର,(କ୍ରୀଡ଼ା ପ୍ରତିନିଧି), ୨୮।୧: ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମରେ ଗୁରୁବାର ଅନୁଷ୍ଠିତ ହକି ବିଶ୍ୱକପ୍‌ର ଏକ କ୍ଲାସିଫିକେଶନ ମ୍ୟାଚରେ ଭାରତ ୮-୦ ଗୋଲରେ ଜାପାନକୁ ପରାସ୍ତ…

2 years ago