ଖେଳ

ମ୍ୟାଚ୍‌ ପରେ ଭୋ ଭୋ କାନ୍ଦିଲେ ଏହି କ୍ରିକେଟ୍‌ରଙ୍କ ବାପା: ଦେଖନ୍ତୁ ଭିଡିଓ

ଦୁବାଇ,୨୫।୧୦: ଭାରତ ବିପକ୍ଷରେ ବିଜୟ ପରେ ସମଗ୍ର ପାକିସ୍ତାନ ଏହି ସମୟରେ ଉତ୍ସବରେ ବୁଡି ରହିଛି। ଅଧିନାୟକ ବାବର ଆଜମଙ୍କୁ ସବୁଠି ପ୍ରଶଂସା କରାଯାଉଛି। ସେ ଏପରି କାର୍ଯ୍ୟ କରିଥିଲେ, ଯାହା ଇମ୍ରାନ ଖାନଙ୍କ ପରି ଜଣେ କିମ୍ବଦନ୍ତୀ ଅଧିନାୟକ...

୭ ବଲ୍‌ରେ ବଦଳିଗଲା ଇତିହାସ

ଦୁବାଇ,୨୫।୧୦: ଦୁବାଇ ଗ୍ରାଉଣ୍ଡରେ ୨୯ ବର୍ଷ ପରେ ଇତିହାସ ରଚିଛି ପାକିସ୍ତାନ। ଦିନିକିଆ ଏବଂ ଟି -୨୦ ବିଶ୍ୱକପରେ ଲଗାତାର ୧୨ଟି ମ୍ୟାଚ ହାରିଯିବା ପରେ ପାକିସ୍ତାନ ଏହି ଇତିହାସ ବଦଳାଇ ଦେଇଛି। ଇତିହାସ, ସାମ୍ପ୍ରତିକ ଫର୍ମ ଏବଂ ଅଭିଜ୍ଞତା...

ଭାରତକୁ ହରାଇଥିବାରୁ ଗର୍ବିତ: ଆଫ୍ରିଦୀ

ଦୁବାଇ,୨୫।୧୦: ବିଶ୍ୱକପ୍‌ରେ ପ୍ରଥମଥର ପାଇଁ ଭାରତକୁ ହରାଇଥିବାରୁ ଗର୍ବ ଅନୁଭବ କରୁଛି ବୋଲି ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଥିବା ପାକିସ୍ତାନ ଦ୍ରୁତ ବୋଲର ଶାହିନ ଶାହ ଆଫ୍ରିଦୀ କହିଛନ୍ତି। ଆରମ୍ଭରୁ ଭାରତ କେତୋଟି ଉଇକେଟ ହାସଲ କରିପାରିଲେ...

ସୁଯୋଗ ଦେଲେ ନାହିଁ : କୋହଲି

ଦୁବାଇ,୨୫।୧୦: ପାକିସ୍ତାନ ଦଳକୁ ଶ୍ରେୟ ଦେବାକୁ ପଡ଼ିବ। ପ୍ରଥମେ ୨୦ ରନ୍‌ ମଧ୍ୟରେ ୩ ଉଇକେଟ ହରାଇ ସାରିଥିଲୁ। ଏହାକୁ କଦାପି ଭଲ ଆରମ୍ଭ କୁହାଯାଇ ପାରିବ ନାହିଁ। ବୋଲିଂରେ ଆମକୁ ଶୀଘ୍ର ଉଇକେଟ ଦରକାର ଥିଲା। କିନ୍ତୁ ତାଙ୍କ...

ପରାଜୟ ପରେ ଟିମ୍‌ ଇଣ୍ଡିଆକୁ ଲାଗିଲା ଶକ୍ତ ଧକ୍କା

ଦୁବାଇ,୨୫।୧୦: ଟି୨୦ ବିଶ୍ୱକପ୍‌ର ପ୍ରଥମ ମ୍ୟାଚ୍‌ରେ ପାକିସ୍ତାନଠାରୁ ଲଜ୍ଜାଜନକ ପରାଜୟ ବରଣ କରିଥିବା ଭାରତୀୟ ଦଳକୁ ଆଉ ଏକ ଶକ୍ତ ଧକ୍କା ଲାଗିଛି। ଚଳିତ ବିଶ୍ୱକପ୍‌ରେ କେବଳ ବ୍ୟାଟ୍ସମ୍ୟାନ ଭାବେ ଖେଳୁଥିବା ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଆହତ ହୋଇଛନ୍ତି। ପାକିସ୍ତାନ...

‘୧୨-୦’ ରେକର୍ଡକୁ ଭୁଲାଇ ଦେଲା ପାକିସ୍ତାନ

ଦୁବାଇ,୨୪।୧୦: କ୍ରିକେଟ ବିଶ୍ୱକପ୍‌ରେ ପ୍ରଥମ ଥର ପାଇଁ ପାକିସ୍ତାନଠାରୁ ପରାସ୍ତ ହୋଇଛି ଭାରତ। ଏଥିପୂର୍ବରୁ ବିଶ୍ୱକପ୍‌ରେ ଦୁଇ ଦଳ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ରେ ଭାରତ କଦାପି ହାରି ନ ଥିଲା। ରେକର୍ଡ ୧୨-୦ ଥିଲା। ଚଳିତ ଟି୨୦ ବିଶ୍ୱକପ୍‌ରେ ଭାରତକୁ...

ପାଓ୍ବର ପ୍ଲେ’ରେ ଭାରତ ହାତ ଖାଲି

ଦୁବାଇ,୨୪।୧୦: ପାକିସ୍ତାନ ଆଗରେ ୧୫୨ ରନ୍‌ର ବିଜୟ ଲକ୍ଷ୍ୟ ଛିଡ଼ା କରିଥିବା ଟିମ୍‌ ଇଣ୍ଡିଆ ପାଓ୍ବର ପ୍ଲେ’ରେ ଗୋଟିଏ ହେଲେ ଉଇକେଟ ନେବାକୁ ସକ୍ଷମ ହୋଇନାହିଁ। ଅଧିନାୟକ ବିରାଟ କୋହଲି ୬ ଓଭର ମଧ୍ୟରେ ୪ ବୋଲରଙ୍କୁ ବ୍ୟବହାର କରିଥିଲେ।...

ସାମ୍ନାରୁ ଲଢ଼ିଲେ କ୍ୟାପଟେନ କୋହଲି

ଦୁବାଇ,୨୪।୧୦: ଭାରତ-ପାକିସ୍ତାନ ମ୍ୟାଚ୍‌ରେ ଯାହା ଆଶା କରାଯାଉଥିଲା, ତାହା ହିଁ ଦେଖିବାକୁ ମିଳିଛି। ପାକିସ୍ତାନ ପେସରଙ୍କ ଚମତ୍କାର ବୋଲିଂ କାରଣରୁ ୩୧ ରନ୍‌ ମଧ୍ୟରେ ଟପ୍‌ ୩ ବ୍ୟାଟରଙ୍କୁ ହରାଇ ସାରିଥିଲା ଭାରତ। ଏଭଳି ସଙ୍କଟ ଜନକ ପରିସ୍ଥିତିରେ ସାମ୍ନାରୁ...

୬ ରନ୍‌ରେ ଚାଲିଗଲେ ଦୁଇ ଓପନର

ଦୁବାଇ,୨୪।୧୦: ଆରମ୍ଭରୁ ସଙ୍କଟରେ ପଡ଼ିଯାଇଛି ଭାରତୀୟ ଦଳ। ମାତ୍ର ୬ ରନ୍‌ ମଧ୍ୟରେ ଦୁଇ ଓପନର ଆଉଟ୍‌ ହୋଇ ପ୍ୟାଭିଲିଅନ୍‌ ଫେରିଛନ୍ତି। ଉପଅଧିନାୟକ ରୋହିତ ପ୍ରଥମ ଓଭରରେ ଖାତା ଖୋଲିବା ପୂର୍ବରୁ ଆଉଟ୍‌ ହୋଇଥିଲେ। ସେହିଭଳି ମାତ୍ର ୩ ରନ୍‌...

ଋତୁୁପର୍ଣ୍ଣାଙ୍କୁ ଏକଲବ୍ୟ ପୁରସ୍କାର

ଭୁବନେଶ୍ୱର,୨୪।୧୦: ବ୍ୟାଡମିଣ୍ଟନ ଷ୍ଟାର ଖେଳାଳି ଋତୁୁପର୍ଣ୍ଣା ପଣ୍ଡା ଚଳିତବର୍ଷ ଏକଲବ୍ୟ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି । ପୁରସ୍କାର ବାବଦରେ ତାଙ୍କୁ ୫ଲକ୍ଷ ଟଙ୍କା ଓ ମାନପତ୍ର ପ୍ରଦାନ କରାଯିବ। ଏ ନେଇ ରବିବାର ଏକଲବ୍ୟ ପୁରସ୍କାର ଜୁରୀ କମିଟି...

ପ୍ରଥମେ ବ୍ୟାଟିଂ କରିବ ଭାରତ

ଦୁବାଇ,୨୪।୧୦: ଚଳିତ ଟି୨୦ ବିଶ୍ୱକପ୍‌ରେ କିଛି କ୍ଷଣରେ ପରସ୍ପରକୁ ଭେଟିବାକୁ ଯାଉଛନ୍ତି ଦୁଇ ଚିରପ୍ରତିଦ୍ୱନ୍ଦ୍ୱୀ। ଭାରତ ବିପକ୍ଷ ମ୍ୟାଚ୍‌ରେ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଛନ୍ତି ପାକିସ୍ତାନ ଦଳର ଅଧିନାୟକ ବାବର ଆଜାମ। ବ୍ୟାଟିଂ ଉପଯୋଗୀ ପିଚ୍‌ ଓ କାକରକୁ...

ମ୍ୟାଚ୍‌ ପୂର୍ବରୁ ପ୍ରାର୍ଥନା କଲେ ଦୁଇ ଦେଶର ପ୍ରଶଂସକ

ଦୁବାଇ,୨୪।୧୦: ଶନିବାର ସନ୍ଧ୍ୟାରେ ପରସ୍ପରକୁ ଭେଟିବାକୁ ଯାଉଛନ୍ତି ଭାରତ ଓ ପାକିସ୍ତାନ। ଟି୨୦ ବିଶ୍ୱକପ୍‌ର ବହୁ ପ୍ରତିକ୍ଷିତ ମ୍ୟାଚ୍‌ ପୂର୍ବରୁ ଦୁଇ ଦେଶ ମଧ୍ୟରେ ଶାନ୍ତି ପ୍ରାର୍ଥନା କରିଛନ୍ତି ପ୍ରଶଂସକ। ଯାହା ଫଳରେ ଦୁଇ ଚିରପ୍ରତିଦ୍ୱନ୍ଦ୍ୱୀ ପଡ଼ୋଶୀ ଦେଶ ମଧ୍ୟରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri