ଖେଳ

ଆଇପିଏଲ୍‌ର ‘ସିକ୍ସର କିଙ୍ଗ’ ପାଲଟିଲେ ଏହି କ୍ରିକେଟର; ବିଦେଶୀ ବ୍ୟାଟ୍ସମ୍ୟାନ୍‌ଙ୍କୁ ପଛରେ ପକାଇଲେ

ଦୁବାଇ,୧୬।୧୦: ଶେଷ ହୋଇଛି ଆଇପିଏଲ୍‌ ୨୦୨୧। ଦୁଇଟି ପର୍ଯ୍ୟାୟରେ ଖେଳାଯାଇଥିବା ଏହି ଲିଗ୍‌ରେ ଅନେକ କ୍ରିକେଟର ନୂଆ ନୂଆ ଉପଲବ୍ଧି ହାସଲ କରିଛନ୍ତି। ବିଶେଷଭାବେ ସବୁଠାରୁ ଅଧିକ ଛକା ମାରି ଦର୍ଶକଙ୍କ ମନୋରଞ୍ଜନ କରିଛନ୍ତି ପଞ୍ଜାବ କିଙ୍ଗ୍ସର ଅଧିନାୟକ କେ.ଏଲ୍‌....

ହୃଦଘାତରେ ଆଖି ବୁଜିଲେ ଏହି ଯୁବ କ୍ରିକେଟର; ଏସ୍‌ସିଏ ସ୍ତବ୍ଧ

ନୂଆଦିଲ୍ଲୀ,୧୬।୧୦: ପୂର୍ବତନ ଭାରତ ଅଣ୍ଡର-୧୯ ଅଧିନାୟକ ତଥା ସୌରାଷ୍ଟ୍ର ପକ୍ଷରୁ ଘରୋଇ ଟୁର୍ନାମେଣ୍ଟ ଖେଳୁଥିବା ଅଭି ବାରୋତଙ୍କ ଅକାଳ ବିୟୋଗ ଘଟିଛି। ମାତ୍ର ୨୯ ବର୍ଷ ବୟସରେ ହୃଦଘାତ ଯୋଗୁ ଏହି କ୍ରିକେଟରଙ୍କ ଦେହାନ୍ତ ହୋଇଛି। ଶୁକ୍ରବାର ଘରେ ଥିବା...

ଟିମ୍‌ ଇଣ୍ଡିଆର୍‌ ନୂଆ କୋଚ୍‌ ହେବେ ରାହୁଲ ଦ୍ରାବିଡ ! ବିସିସିଆଇର ପ୍ରଚେଷ୍ଟା ଯୋଗୁ….

ନୂଆଦିଲ୍ଲୀ,୧୬।୧୦: ରବି ଶାସ୍ତ୍ରୀଙ୍କ ପରେ ରାହୁଲ ଦ୍ରାବିଡ୍‌ ଟିମ୍‌ ଇଣ୍ଡିଆର୍‌ ନୂତନ ମୁଖ୍ୟ ପ୍ରଶିକ୍ଷକ ହେବା ପ୍ରାୟ ନିଶ୍ଚିତ। ଦ୍ରାବିଡ ଏହା ପୂର୍ବରୁ ଅନେକ ଥର ହେଡ୍‌ କୋଚ୍‌ ହେବାର ଅଫର୍‌କୁ ପ୍ରତ୍ୟାଖ୍ୟାନ କରିଥିଲେ। ହେଲେ କ୍ରିକେଟ ବୋର୍ଡ ଅଫ୍‌...

୨୦୨୦ରେ କହିଥିଲେ ‘ଆମେ ଫେରିବୁ’

ଦୁବାଇ,୧୬।୧୦: ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱାଧୀନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଚତୁର୍ଥ ଥର ପାଇଁ ଆଇପିଏଲ ଟ୍ରଫି ହାତେଇଛି। ଗତ ବର୍ଷ ଆଇପିଏଲ ଇତିହାସରେ ପ୍ରଥମ ଥର ପାଇଁ ସିଏସ୍‌କେ ପ୍ଲେ-ଅପ୍‌କୁ ଯୋଗ୍ୟତା ହାସଲ କରିପାରି ନ...

ଗୋଟିଏ ଓଭରରେ ୧୧ ବଲ ପକାଇଲେ ଶାର୍ଦ୍ଦୁଳ

ଦୁବାଇ,୧୬।୧୦: ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ୨୦ ରନ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ହରାଇ ଦେଇ ଚତୁର୍ଥ ଆଇପିଏଲ ଟ୍ରଫି ହାତେଇଛି। ଫାଇନାଲରେ ଏକଦା କୋଲକାତା ଆଗରେ ଚାଲିଥିବା ବେଳେ ଶାର୍ଦ୍ଦୁଳ ଠାକୁର ଡବଲ ଝଟ୍‌କା ଦେଇ ମ୍ୟାଚ୍‌...

ପାକିସ୍ତାନରେ ଖେଳାଯିବ ଏସିଆ କପ୍‌

ଦୁବାଇ,୧୫।୧୦: ୨୦୨୩ରେ ହେବାକୁ ଥିବା ଏସିଆ କପ୍‌କୁ ପାକିସ୍ତାନ ଆୟୋଜନ କରିବ। ଏହି ଇଭେଣ୍ଟ ଦିନିକିଆ ଭିତ୍ତିରେ ଖେଳାଯିବ। ଏହାର ପରବର୍ତ୍ତୀ ବର୍ଷ ଶ୍ରୀଲଙ୍କା ଟି୨୦ ଫର୍ମାଟରେ ଏସିଆ କପ୍‌ ଆୟୋଜନ କରିବ। ଏ ନେଇ ଦୁବାଇରେ ଅନୁଷ୍ଠିତ ଏସିଆନ୍‌...

ମାଇଲଷ୍ଟୋନ ସହ ହାତେଇଲେ ଆଇପିଏଲ ଟ୍ରଫି

ଦୁବାଇ,୧୫।୧୦: ୨୦୧୦, ୨୦୧୧ ଓ ୨୦୧୮ ପରେ ୪ର୍ଥ ଥର ପାଇଁ ଆଇପିଏଲ ଟ୍ରଫି ହାତେଇଛି ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱାଧୀନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ)। ଶୁକ୍ରବାର ଖେଳାଯାଇଥିବା ଫାଇନାଲରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ୨୭ ରନ୍‌ରେ...

କେକେଆରକୁ ହୃଦଘାତ୍‌ ଦେଲା ଶାର୍ଦ୍ଦୁଳଙ୍କ ଓଭର

ଦୁବାଇ,୧୫।୧୦: ଚଳିତ ଆଇପିଏଲ ଫାଇନାଲ ମ୍ୟାଚ୍‌ରେ ୯୧୩ ରନ୍‌ର ବିଶାଳ ଟାର୍ଗେଟ ପିଛା କରୁଥିବା କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ଗୋଟିଏ ଓଭରରେ ଡବଲ ଝଟକା ଦେଇଛନ୍ତି ଶାର୍ଦ୍ଦୁଳ ଠାକୁର। ଶୁବମାନ ଗିଲ ଓ ଭେଙ୍କଟେଶ ଆୟର(୫୦ ରନ୍‌, ୫...

ଫାଇନାଲରେ ୧୯୦ରୁ ଅଧିକ ରନ୍‌ର ଟାର୍ଗେଟ ବଡ଼ ନୁହେଁ

ଦୁବାଇ,୧୫।୧୦: ଟି୨୦ କ୍ରିକେଟରେ ୧୯୦ରୁ ଅଧିକ ରନ୍‌ର ବିଜୟ ଲକ୍ଷ୍ୟକୁ ଅପେକ୍ଷାକୃତ ସୁରକ୍ଷିତ ଭାବେ ବିଚାର କରାଯାଏ। କିନ୍ତୁ ଆଇପିଏଲ ଫାଇନାଲରେ ଦୁଇ ଦୁଇ ଥର ୧୯୦ରୁ ଅଧିକ ରନ୍‌ର ଟାର୍ଗେଟ ଛିଡ଼ା କରିବା ପରେ ମଧ୍ୟ ଦଳକୁ ପରାଜୟର...

ଫାଇନାଲରେ ମୁକୁଟ ପିନ୍ଧିଲେ ରୁତୁରାଜ

ଦୁବାଇ,୧୫।୧୦: ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ)ର ବ୍ୟାଟିଂ ସେନସେଶନ ରୁତୁରାଜ ଗାଏକ୍ୱାଡ ଶେଷରେ ଅରେଞ୍ଜ କ୍ୟାପର ଅଧିକାରୀ ହୋଇଛନ୍ତି। ଶୁକ୍ରବାର ଦୁବାଇରେ ଖେଳାଯାଇଥିବା କୋଲକାତା ନାଇଟ୍‌ ରାଇଡର୍ସ (କେକେଆର) ବିପକ୍ଷ ଫାଇନାଲରେ ସେ ୩୨ (୩ ଚୌକା ଓ ୧...

ଆଇପିଏଲ୍‌ ଟ୍ରଫି ପାଇଁ କେକେଆରକୁ ଦରକାର ୧୯୩

ଦୁବାଇ,୧୫।୧୦: ଚଳିତ ଆଇପିଏଲରେ ଦୁବାଇ ଗ୍ରାଉଣ୍ଡରେ ଖେଳାଯାଇଥିବା ୮ ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରିଥିବା ଦଳକୁ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଛି। ଆଉ ବିଜୟ ଲକ୍ଷ୍ୟର ପିଛା କରିବାରେ ପ୍ରତିପକ୍ଷ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)। ଇଆନ ମୋର୍ଗାନଙ୍କ ଦଳ...

ଐତିହାସିକ ମ୍ୟାଚ୍‌ରେ ଧୋନୀଙ୍କ ଭାଗରେ ପଡ଼ିଲାନି ଟସ୍‌

ଦୁବାଇ,୧୫।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ୧୪ତମ ସଂସ୍କରଣର ଫାଇନାଲରେ ଟସ୍‌ ଜିତି କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌) ଅଧିନାୟକ ଇଆନ ମୋର୍ଗାନ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଦ୍ୱିତୀୟ ଇନିଂସରେ କାକର ପଡ଼ିବାର ସମ୍ଭାବନା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri