ଖେଳ

୧୫୨.୯୫ କିମି ପ୍ରତି ଘଣ୍ଟା: ଜାଣନ୍ତୁ ସବୁଠାରୁ ଦ୍ରୁତ ବୋଲିଂ କରି ଚର୍ଚ୍ଚାରେ ଥିବା ଉମ୍‌ରାନ୍‌ କିଏ, କୋହଲି ବି ଏବେ…

ଆବୁଧାବି,୭।୧୦: ରାତାରାତି ଖେଳାଳିଙ୍କ ଭାଗ୍ୟ ବଦଳାଇଥାଏ ଆଇପିଏଲ୍‌। ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ। ଅନେକ ଯୁବ କ୍ରିକେଟର ଏହି ପ୍ଲାଟଫର୍ମରୁ ନିଜର କ୍ୟାରିୟର ଆରମ୍ଭ କରି ଏବେ ଦୁନିଆର ଶ୍ରେଷ୍ଠ ଖେଳାଳି ଭାବେ ପରିଗଣିତ ହେଉଛନ୍ତି। ଏଭଳି କିଛି...

ଚେନ୍ନାଇ ଦଳରେ ସାମିଲ୍‌ ହେଲେ ଘାତକ ଅଲରାଉଣ୍ଡର

ଦୁବାଇ,୭।୧୦: ଆଇପିଏଲ ୨୦୨୧ ଏବଂ ଆଗାମୀ ଆଇସିସି ଟି -୨୦ ବିଶ୍ୱକପ ୨୦୨୧ରୁ ଇଂଲଣ୍ଡ ଅଲରାଉଣ୍ଡର ସାମ କରନଙ୍କୁ ବାଦ ଦିଆଯାଇଛି। ଆଘାତ ହେତୁ ଏହି ଦୁଇଟି ପ୍ରମୁଖ ଟୁର୍ନାମେଣ୍ଟକୁ ବାଦ ଦିଆଯାଇଛି। ଆଇପିଏଲରେ କରନ ସିଏସ୍‌କେ ପାଇଁ ଖେଳନ୍ତି।...

‘କୋହଲିଙ୍କ ପ୍ରକୃତ ରୂପ ମୁଁ ଜାଣିଛି’

ନିକଟରେ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କର ଏକ ଭିନ୍ନ ଶୈଳୀ ଦେଖିବାକୁ ମିଳିଛି। ସେ ତାଙ୍କ କ୍ରିକେଟର ସ୍ବାମୀଙ୍କ ପାଇଁ ଫଟୋଗ୍ରାଫର ସାଜିଛନ୍ତି। ଅନୁଷ୍କାଙ୍କ ଏହି ଲୁକ ଏକ ଫୋନର ବିଜ୍ଞାପନ ସମୟରେ ଦେଖିବାକୁ ମିଳିଛି। ବିଜ୍ଞାନରେ ଅଭିନୟ କରିବା ସମୟରେ...

ପ୍ରବଳ ରାଗିଗଲେ କୋହଲି: ଦେଖିନ୍ତୁ ଭିଡିଓ

ଆବୁଧାବି,୭।୧୦: ବୁଧବାର ଖେଳାଯାଇଥିବା ଆଇପିଏଲର ଏକ ମ୍ୟାଚରେ ରୋମାଞ୍ଚକର ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଦଳ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ୪ ରନରେ ପରାସ୍ତ କରିଛି। ପରେ ବିରାଟ କୋହଲି ନିଜ ଦଳର ବୋଲରଙ୍କ ଉପରେ ରାଗିଥିବାର ନଜର ଆସିଛନ୍ତି। ମ୍ୟାଚର...

କୋହଲିଙ୍କୁ ନେଇ ପାରସ୍ପରିକ ଝଗଡା କଲେ ଭାରତ-ପାକିସ୍ତାନର ଦୁଇ ଖେଳାଳି

ନୂଆଦିଲ୍ଲୀ,୭।୧୦: ଅକ୍ଟୋବର ୨୪ରୁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଟି -୨୦ ବିଶ୍ୱକପ ମ୍ୟାଚ ଖେଳାଯିବ। ଏହି ହାଇ ପ୍ରୋଫାଇଲ ମ୍ୟାଚ ପୂର୍ବରୁ ଭାରତ ଏବଂ ପାକିସ୍ତାନର କ୍ରିକେଟରମାନେ ପରସ୍ପର ସହ ଆରୋପ-ପ୍ରତ୍ୟାରୋପ କରୁଥିବା ଦେଖିବାକୁ ମିଳିଛି। ପାକିସ୍ତାନର ପୂର୍ବତନ...

ଆଇପିଏଲ୍‌ରେ ଇତିହାସ ରଚିଲେ ଏହି ବୋଲର୍‌

ଦୁବାଇ,୭।୧୦:ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ପେସର୍‌ ହର୍ଷଲ ପଟେଲ ଆଇପିଏଲ -୨୦୨୧ରେ ଏକ ରେକର୍ଡ ସୃଷ୍ଟି କରିଛନ୍ତି। ସେ ଏପର୍ଯ୍ୟନ୍ତ ଏକ ଲିଗ ସିଜନରେ ସର୍ବାଧିକ ଉଇକେଟ ନେଇଛନ୍ତି। ସେ ଟିମ ଇଣ୍ଡିଆର ଷ୍ଟାର୍‌ ପେସର୍‌ ଜସପ୍ରିତ୍‌ ବୁମ୍‌ରାଙ୍କୁ ପଛରେ ପକାଇଛନ୍ତି।...

ପ୍ରେମ ପାଇଁ ସବୁ ସୀମା ପାର୍‌ କରିଥିଲେ ଏହି ପ୍ରସିଦ୍ଧ ବୋଲର୍‌

ଭାରତର ପୂର୍ବତନ ଦ୍ରୁତ ବୋଲର ଜାହିର ଖାନ ଆଜି ୪୩ ବର୍ଷରେ ପଦାର୍ପଣ କରିଛନ୍ତି। ଜାହିର ୯ ଅକ୍ଟୋବର ୧୯୭୮ରେ ମହାରାଷ୍ଟ୍ରର ଶ୍ରୀରାମପୁର ସହରରେ ଏକ ମଧ୍ୟବିତ୍ତ ପରିବାରରେ ଜନ୍ମଗ୍ରହଣ କରିଥିଲେ। ମହାରାଷ୍ଟ୍ରର ଏକ ଛୋଟ ସହରରୁ ଆସି ସେ...

ଟି-୨୦ ବିଶ୍ୱକପ୍‌ ପୂର୍ବରୁ ଗାଭାସ୍କରଙ୍କ ସତର୍କବାଣୀ

ନୂଆଦିଲ୍ଲୀ,୭।୧୦: ଅକ୍ଟୋବର ୧୭ରୁ ୟୁଏଇ ଏବଂ ଓମାନରେ ଟି -୨୦ ବିଶ୍ୱକପ ଆରମ୍ଭ ହେବାକୁ ଯାଉଛି। ଏହାପୂର୍ବରୁ ଭାରତର ପୂର୍ବତନ କ୍ରିକେଟର୍‌ ସୁନୀଲ ଗାଭାସ୍କର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିଷୟରେ ଉଦ୍‌ବେଗଗ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ଭାରତୀୟ ଦଳ...

ଆର୍‌ସିବିକୁ ପରାଜୟରୁ ବଞ୍ଚାଇ ପାରିଲେ ନାହିଁ ଡି’ଭିଲୟର୍ସ

ଆର୍‌ସିବିକୁ ପରାଜୟରୁ ବଞ୍ଚାଇ ପାରିଲେ ନାହିଁ ଡି’ଭିଲୟର୍ସ ଆବୁଧାବି,୬।୧୦: ଶେଷ ବଲ ପର୍ଯ୍ୟନ୍ତ ଚାଲିଲା ମ୍ୟାଚ୍‌। ତଥାପି ଜିତିପାରିଲା ନାହିଁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି)। ପ୍ଲେ-ଅପ୍‌ ପାଇଁ ଯୋଗ୍ୟତା ଅର୍ଜନ କରିସାରିଥିବା ଆରସିବିକୁ ୪ ରନ୍‌ରେ ହରାଇ ଦେଇଛି...

ଆରସିବି ଆଗରେ ୧୪୨ ରନ୍‌ର ବିଜୟ ଲକ୍ଷ୍ୟ

ଆବୁଧାବି,୬।୧୦: ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିବା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ପ୍ରତିପକ୍ଷ ସନରାଇଜର୍ସ ହାଇଦ୍ରାବାଦ୍‌କୁ ୧୪୧ ରନ୍‌ରେ ରୋକି ଦେଇଛି। ହାଇଦ୍ରାବାଦ୍‌ ଏକଦା ୧୧.୨ ଓଭରରେ ୧ ଉଇକେଟ ହରାଇ ୮୪ ରନ୍‌ କରିଥିଲା। କିନ୍ତୁ...

ଟି୨୦ ବିଶ୍ୱକପ୍‌ ଦଳରେ ଜଣେ ପେସରଙ୍କ ଅଭାବ

ମୁମ୍ବାଇ,୬।୧୦ : ଟି୨୦ ବିଶ୍ୱକପ୍‌ ଲାଗି ଘୋଷିତ ଭାରତୀୟ ଦଳରେ ଜଣେ ପେସରଙ୍କ ଅଭାବ ରହିଛି। ଏଭଳି କହିଛନ୍ତି ପୂର୍ବତନ ଚୟନ କମିଟି ମୁଖ୍ୟ ଏମ୍‌ଏସ୍‌କେ ପ୍ରସାଦ। ଟି୨୦ ବିଶ୍ୱକପ୍‌ ଆସନ୍ତା ୧୭ ତାରିଖରୁ ୟୁଏଇ ଓ ଓମାନରେ ଖେଳାଯିବ।...

ଏଫ୍‌ଆଇଏଚ୍‌ ପୁରସ୍କାର ଉପରେ ଭାରତୀୟ ହକି ଟିମ୍‌ର କବ୍ଜା

ନୂଆଦିଲ୍ଲୀ,୬।୧୦: ଟୋକିଓ ଅଲିମ୍ପିକ୍ସରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିଲା ଭାରତୀୟ ହକି ଟିମ୍‌। ଏବେ ଅନ୍ତର୍ଜାତୀୟ ହକି ଫେଡେରେଶନ୍‌(ଏଫ୍‌ଆଇଏଚ୍‌) ଷ୍ଟାର ପୁରସ୍କାରରେ ଭାରତୀୟ ଖେଳାଳି ଏବଂ କୋଚ୍‌ ମୋଟ ୮ ପୁରସ୍କାର ଉପରେ କବ୍ଜା କରିଛନ୍ତି। ପ୍ଲେୟାର ଅଫ୍‌ ଦ ଇୟର,...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri