ଖେଳ

ଟସ୍‌ ଜିତି ଭାରତର ବ୍ୟାଟିଂ

କଲମ୍ବୋ,୨୯।୭: ୩ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ୍‌ର ଗୁରୁବାର ଅନ୍ତିମ ମ୍ୟାଚରେ ଭାରତୀୟ ଅଧିନାୟକ ଶିଖର ଧାଓ୍ବନ ଟସ୍‌ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଭାରତ ବିପକ୍ଷ ଦ୍ୱିତୀୟ ଟି୨୦ ମ୍ୟାଚ୍‌କୁ ୪ ଉଇକେଟରେ ଜିତି ନେଇଥିଲା ଶ୍ରୀଲଙ୍କା।...

ବକ୍ସିଂରେ ଭାରତକୁ ବଡ଼ ଝଟ୍‌କା: ହାରିଗଲେ ମେରିକମ

ଟୋକିଓ,୨୯।୭: ଟୋକିଓ ଅଲିମ୍ପିକ୍ସରେ ଭାରତକୁ ଏକ ଝଟ୍‌କା ଲାଗିଛି। ଷ୍ଟାର ବକ୍ସର ମେରିକମଙ୍କୁ ପରାଜୟର ସାମ୍ନା କରିବାକୁ ପଡିଛି। ତାଙ୍କ କଲମ୍ବିଆର ଲୋରେନା ଭାଲେନସିଆଙ୍କଠାରୁ ୨-୩ରେ ହାରିଯାଇଛନ୍ତି। ପ୍ରଥମ ରାଉଣ୍ଡରେ ହାରିବା ପରେ ଦ୍ୱିତୀୟ ରାଉଣ୍ଡରେ ମେରିକମ ଜବରଦସ୍ତ ଭାବେ...

ଏକବିଂଶ ଶତାବ୍ଦୀରେ ଜନ୍ମିତ ପ୍ରଥମ ଖେଳାଳି ଭାବେ ଭାରତ ପକ୍ଷରୁ ଡେବ୍ୟୁ କଲେ ଏହି କ୍ରିକେଟର୍‌

କଲମ୍ବୋ,୨୯।୭: ଆଇପିଏଲରେ ଭଲ ପ୍ରଦର୍ଶନ ପରେ ଯୁବ ବ୍ୟାଟ୍ସମ୍ୟାନ ଦେବଦତ୍ତ ପଡିକଲଙ୍କୁ ପୁରସ୍କୃତ କରାଯାଇଛି। ଆଇପିଏଲରେ ବିରାଟ କୋହଲିଙ୍କ ଦ୍ୱାରା ଅଧିନାୟକ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁରେ ଖେଳିଥିବା ଦେବଦତ୍ତ ପଡିକଲଙ୍କୁ ବୁଧବାର ଅନ୍ତର୍ଜାତୀୟ ପଦାର୍ପଣ କରିବାର ସୁଯୋଗ ମିଳିଥିଲା। ଡେବ୍ୟୁ...

ଆଜି ଭାରତ-ଶ୍ରୀଲଙ୍କା ନିର୍ଣ୍ଣାୟକ ଟି-୨୦: ଜାଣନ୍ତୁ କେବେ ଓ କେଉଁଠି ଦେଖିବେ ଏହି ମ୍ୟାଚ୍‌…

କଲମ୍ବୋ,୨୯।୭: ଭାରତ-ଶ୍ରୀଲଙ୍କା ମଧ୍ୟରେ ତୃତୀୟ ତଥା ନିର୍ଣ୍ଣାୟକ ଟି-୨୦ ଗୁରୁବାର ଖେଳାଯିବ। ଭାରତୀୟ ଟିମ୍‌ର ଅଲରାଉଣ୍ଡର କ୍ରୁନାଲ ପାଣ୍ଡ୍ୟା କୋଭିଡ ସଂକ୍ରମିତ ହୋଇଯିବା ପରେ ଦ୍ୱିତୀୟ ଟି-୨୦ରେ ଖେଳାଳି ଚୟନକୁ ନେଇ ସମସ୍ୟା ସୃଷ୍ଟି ହୋଇଥିଲା। ଫଳରେ ଶ୍ରୀଲଙ୍କା ଟିମ୍‌...

ସଇନିଙ୍କ ଯୋଗୁ ଭାରତୀୟ ଟିମ୍‌ରେ ନୂଆ ସମସ୍ୟା! ବାଧ୍ୟ ହୋଇ ନେଟ୍‌ ବୋଲର୍‌ଙ୍କୁ…

କଲମ୍ବୋ,୨୯।୭: ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟି-୨୦ରେ ପରାଜିତ ହୋଇଛି ଭାରତ। ଭାରତୀୟ ଦଳ ଏହି ମ୍ୟାଚ୍‌କୁ ଶେଷ ପର୍ଯ୍ୟନ୍ତ ନେବାରେ ସଫଳ ହୋଇଥିଲେ ହେଁ ହାର୍‌କୁ ଏଡାଇ ପାରି ନ ଥିଲା। ତେବେ କୋଭିଡ ସଂକ୍ରମିତ ହେବାର ଗୋଟିଏ ମାମଲା...

ଚୟନକର୍ତ୍ତା ଖେଳାଳିଙ୍କୁ କେବଳ ଛୁଟି କାଟିବା ପାଇଁ ଚୟନ କରି ନ ଥାନ୍ତି, କାହିଁକି ଏମିତି କହିଲେ ଦ୍ରାଭିଡ

କଲମ୍ବୋ,୨୯।୭: ଆଜିକାଲି ଯୁବ ଖେଳାଳିଙ୍କ ସହ ଭାରତୀୟ ଦଳ ଶ୍ରୀଲଙ୍କା ଗସ୍ତରେ ଅଛି। ଦ୍ୱିତୀୟ ଟି -୨୦ ମ୍ୟାଚ୍‌ ପୂର୍ବରୁ କ୍ରୁନାଲ ପାଣ୍ଡ୍ୟାଙ୍କୁ ପଜିଟିଭ ମିଳିବା ପରେ ଏବଂ ୮ ଖେଳାଳି ଏବେ ହୋମ ଆଇସୋଲେସନରେ ଅଛନ୍ତି। ଫଲରେ ଦ୍ୱିତୀୟ...

ତୀରନ୍ଦାଜୀ: ପଦକ ଆଶା ଉଜ୍ଜୀବିତ ରଖିଲେ ଦୀପିକା

ଟୋକିଓ, ୨୯ା୭ (ପି.ଟି.)- ଟୋକିଓ ଅଲିମ୍ପିକ୍ସରେ ବିଶ୍ୱର ନମ୍ବର ଓ୍ବାନ ତୀରନ୍ଦାଜ ଦୀପିକା କୁମାରୀ ଭାରତ ପାଇଁ ପଦକ ଆଶା ଉଜ୍ଜୀବିତ ରଖିଛନ୍ତି। ବୁଧବାର ମହିଳା ବ୍ୟକ୍ତିଗତ ବିଭାଗରେ ସେ ଯୁକ୍ତରାଷ୍ଟ୍ର ଆମେରିକାର ଜେନିଫର ମୁସିନୋ ଫର୍ନାଣ୍ଡିଜଙ୍କୁ ୬-୪ରେ ପରାସ୍ତ...

ସିନ୍ଧୁ ପ୍ରି-କ୍ୱାର୍ଟରରେ

ଟୋକିଓ, ୨୯।୭ (ପି.ଟି.)- ବିଶ୍ୱ ଚାମ୍ପିୟନ ପି. ଭି. ସିନ୍ଧୁ ଅଲିମ୍ପିକ୍ସ ମହିଳା ସିଙ୍ଗଲ୍ସ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାର ପ୍ରି-କ୍ୱାର୍ଟରଫାଇନାଲରେ ପ୍ରବେଶ କରିଥିବାବେଳେ ପୁରୁଷ ବିଭାଗରେ ବି. ସାଇ ପ୍ରଣୀଥ ତାଙ୍କ ମ୍ୟାଚ ହାରିଯାଇଛନ୍ତି। ରିଓରେ ଗତ ସଂସ୍କରଣରେ ଏକ ରୌପ୍ୟ...

ଫିଜି ପୁଣି ଜିତିଲା ରଗ୍‌ବୀ ଟାଇଟଲ

ଟୋକିଓ, ୨୯ା୭ (ଏପି)-ଅଲିମ୍ପିକ୍ସରେ ଫିଜି ପୁଣି ଥରେ ରଗ୍‌ବୀ ସେଭେନ୍ସ ଟାଇଟଲ ହାସଲ କରିଛି। ବୁଧବାର ଜେରି ତୁଓ୍ବାଇଙ୍କ ନେତୃତ୍ୱାଧୀନ ଦଳ ନ୍ୟୁଜିଲାଣ୍ଡ ବିପକ୍ଷ ଫାଇନାଲରେ ୨୭-୧୨ରେ ବିଜୟ ହାସଲ କରିଛି। ଫଳରେ କୋଭିଡ୍‌ ସମୟରେ ପ୍ରଶାନ୍ତ ମହାସାଗରରେ ଅବସ୍ଥିିତ...

ନିଜ ପ୍ରତିଶ୍ରୁତି ପାଳନ କଲେ ଦ୍ରାଭିଡ

କଲମ୍ବୋ,୨୯।୭:ଭାରତର ପୂର୍ବତନ କିମ୍ବଦନ୍ତୀ ରାହୁଲ ଦ୍ରାଭିଡଙ୍କୁ ଶ୍ରୀଲଙ୍କା ଗସ୍ତ ପାଇଁ ଦଳର ମୁଖ୍ୟ କୋଚଙ୍କ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯାଇଥିଲା। ସିରିଜ ପୂର୍ବରୁ ଏକ ଖବରଦାତା ସମ୍ମିଳନୀରେ ଦ୍ରାଭିଡ କହିଥିଲେ ଯେ, ସମସ୍ତ ଖେଳାଳି ଏହି ଗସ୍ତରେ ସୁଯୋଗ ପାଇବେ ଏବଂ...

ଟୋକିଓ ଅଲିମ୍ପିକ୍ସର ସପ୍ତମ ଦିନରେ ଚମକିଲା ଭାରତ: ପଦକ ଆଶା ବଢିଲା

ଟୋକିଓ,୨୯।୭: ଆଜି ଟୋକିଓ ଅଲିମ୍ପିକ୍ସର ସପ୍ତମ ଦିନ। ଗୁରୁବାର ସକାଳୁ ପିଭି ସିନ୍ଧୁ ଭାରତ ପାଇଁ ଏକ ବିଜୟରୁ ଆରମ୍ଭ କରିଥିଲେ। ବ୍ୟାଡମିଣ୍ଟନର ମହିଳା ସିଙ୍ଗଲ୍ସ ଇଭେଣ୍ଟର ଶେଷ ୧୬ ମ୍ୟାଚରେ ସେ ଡେନମାର୍କର ମିଆଙ୍କୁ ପରାସ୍ତ କରି ଶେଷ...

ବକ୍ସିଂ: ପୂଜାରାଣୀ କ୍ୱାର୍ଟରଫାଇନାଲରେ

ଟୋକିଓ, ୨୯ା୭ (ପି.ଟି.)-ଦୁଇଥର ଏସିଆନ ଚାମ୍ପିୟନ ମହିଳା ବକ୍ସର ପୂଜା ରାଣୀ (୭୫ କେଜି) ତାଙ୍କ ଓପନିଂ ବାଉଟ୍‌ରେ ଆଲଜେରିଆର ଇଚ୍ରାକ୍‌ ଚାଇବାଙ୍କୁ ପରାସ୍ତ କରି କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି। ଅଲିମ୍ପିକ୍ସରେ ପ୍ରଥମ ଥର ଭାଗ ନେଇଥିବା ଏହି ୩୦...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri