ଖେଳ

ଅଲିମ୍ପିକ ୧୦୦ମିଟରରେ ଭାଗ ନେଇପାରିବେନି ରିଚାର୍ଡସନ

ୟୁଜେନି(ଓରେଙ୍ଗୋ),୩ା୭(ଏପି)-ଆମେରିକାନ ଚାମ୍ପିୟନ ଶା’କାରି ରିଚାର୍ଡସନ ଅଲିମ୍ପିକ ମହିଳା ୧୦୦ମିଟର ରେସ୍‌ରେ ଭାଗ ନେଇପାରିବେ ନାହିଁ। ଅଲିମ୍ପିକ ଟ୍ରାଏଲ୍ସ ବେଳେ ତାଙ୍କର ଡୋପ୍‌ ଟେଷ୍ଟ ହୋଇଥିଲା। ତାଙ୍କଠାରୁ ସଂଗ୍ରହ କରାଯାଇଥିବା ସାମ୍ପୁଲରେ ନିଶାଦ୍ରବ୍ୟ ଗଞ୍ଜେଇର ଏକ ରାସାୟନିକ ଠାବ କରାଯାଇଥିଲା। ଜୁନ୍‌...

ନାମ୍ବିଆର ଦୁଇ ଆଥ୍‌ଲେଟ ଅଲିମ୍ପିକ ୪୦୦ମିଟରରୁ ବଞ୍ଚତ୍ତ

କେପ୍‌ଟାଉନ୍‌, ୩ା୭(ଏପି)-ନାମ୍ବିଆର ଦୁଇଜଣ ୧୮ ବର୍ଷୀୟା ଧାବିକାଙ୍କୁ ଟୋକିଓ ଅଲିମ୍ପିକ୍ସ ୪୦୦ ମିଟର ରେସ୍‌ରେ ଭାଗ ନେବାକୁ ଅନୁମତି ମିଳିବ ନାହିଁ। କାରଣ ମେଡିକାଲ ଟେଷ୍ଟ ପରେ ଜଣାପଡ଼ିଥିଲା ଉଭୟଙ୍କ ଶରୀରରେ ପୁରୁଷ ହରମୋନ ସ୍ତର (ଟେଷ୍ଟୋଷ୍ଟେରୋନ ଲେଭଲ) ଅଧିକ...

ବୋପାନ୍ନା-ସାନିଆ ବିଜୟୀ

ଲଣ୍ଡନ, ୩।୬(ପି.ଟି.)-ଅଭିଜ୍ଞ ସାନିଆ ମିର୍ଜା ଓ ରୋହନ ବୋପାନ୍ନା ଯୋଡ଼ି ଚଳିତ ଓ୍ବିମ୍ବେଲଡନ ଗ୍ରାଣ୍ଡସ୍ଲାମ ଟେନିସ ମିକ୍ସଡ ଡବଲ୍ସ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ଅଲ୍‌ ଇଣ୍ଡିଆନ ପ୍ରଥମ ରାଉଣ୍ଡ ମୁକାବିଲାରେ ବୋପାନ୍ନା-ସାନିଆ ୬-୨, ୭-୬(୫) ସେଟ୍‌ରେ ନିଜ ଦେଶର...

ଟୋକିଓ ଅଲିମ୍ପିକ୍ସ : ଭାରତୀୟ ପତାକାଧାରୀ ଦୌଡ଼ରେ ସିନ୍ଧୁ, ପୁନିଆ

ନୂଆଦିଲ୍ଲୀ, ୩ା୭-ଟୋକିଓ ଅଲିମ୍ପିକ୍ସ କ୍ରମେ ପାଖେଇ ଆସିଥିବାବେଳେ ଉଦ୍‌ଘାଟନୀ ସମାରୋହରେ କେଉଁ ଆଥ୍‌ଲେଟ ଭାରତୀୟ ପତାକାଧାରୀ ହେବେ ତାହାକୁ ନେଇ ଉତ୍ସାହ ବଢ଼ିଛି। ଭାରତୀୟ ଅଲିମ୍ପିକ ଆସୋସିଏଶନ (ଆଇଓଏ) ଜୁଲାଇ ୫ରେ ପତାକାଧାରୀଙ୍କ ନାମ ଘୋଷଣା କରିବା ସମ୍ଭାବନା ରହିଛି।...

କୋହଲିଙ୍କ ଅଧିନାୟକ କ୍ୟାରିୟର ଉପରେ ବଢ଼ୁଛି ଚାପ

ନୂଆଦିଲ୍ଲୀ,୨।୭: ମହେନ୍ଦ୍ର ସିଂ ଧୋନୀଙ୍କ ସ୍ଥାନ ନେବାର ୪ ବର୍ଷ ପରେ ମଧ୍ୟ କୌଣସି ଆଇସିସି ଟ୍ରଫି ଜିତି ନ ପାରିବାରୁ ବିରାଟ କୋହଲିଙ୍କ ଅଧିନାୟକ କ୍ୟାରିୟରର ଉପରେ ଚାପ ବଢ଼ିବାରେ ଲାଗିଛି। ଏଭଳି ମନ୍ତବ୍ୟ ଦେଇଛନ୍ତି ପୂର୍ବତନ ଉଇକେଟକିପର...

ସେକ୍ସ ପାଇଁ ଟିମ୍‌ ଇଣ୍ଡିଆର ଖେଳାଳିଙ୍କୁ କୁହାଯାଇଥିଲା

ନୂଆଦିଲ୍ଲୀ,୨।୭: ୨୦୧୧ ବିଶ୍ୱକପ୍‌ ମ୍ୟାଚ୍‌ ପୂର୍ବରୁ ଭାରତୀୟ ଖେଳାଳିଙ୍କୁ ସେକ୍ସ କରିବାକୁ ଦିଆଯାଇଥିଲା ପରାମର୍ଶ। ସେତେବେଳର ଟିମ୍‌ ଇଣ୍ଡିଆର ମେଣ୍ଟାଲ କଣ୍ଡିସନିଂ କୋଚ୍‌ ପାଡି ଅପଟନ ଏ ସମ୍ପର୍କରେ ତାଙ୍କ ଆତ୍ମଜୀବନୀ ‘ଦି ବେୟାରଫୁଟ୍‌ କୋଚ୍‌’ରେ ଉଲ୍ଲେଖ କରିଛନ୍ତି। ସେକ୍ସ...

ଟିମ୍‌ ଇଣ୍ଡିଆର ଦୁର୍ବଳତା ଦେଖାଇଲେ କିମ୍ବଦନ୍ତୀ ଖେଳାଳି

ଲଣ୍ଡନ,୨।୭: ଘରୋଇ ପରିବେଶରେ ନ୍ୟୁଜିଲାଣ୍ଡ ଠାରୁ ୦-୧ରେ ଟେଷ୍ଟ ସିରିଜ୍‌ ହାରିବା ପରେ ଇଂଲଣ୍ଡ ଦଳକୁ ସମାଲୋଚନା କରିଥିଲେ ମାଇକେଲ ଭନ ଓ ନାସିର ହୁସେନଙ୍କ ଭଳି ପୂର୍ବତନ ଅଧିନାୟକ। ଟପ୍‌ ଅର୍ଡର ବ୍ୟାଟ୍ସମ୍ୟାନଙ୍କ ଅଭାବ ଓ ଜୋଫ୍ରା ଆର୍ଚ୍ଚରଙ୍କ...

ସିଲେକ୍ଟ କାଉଣ୍ଟି ଏକାଦଶ ସହ ଓ୍ବାର୍ମଅପ୍‌ ମ୍ୟାଚ୍‌ ଖେଳିବ ଭାରତ

ଲଣ୍ଡନ,୨।୭: କୋଭିଡ୍‌-୧୯ ନିୟମକୁ ପାଳନ କରିବା ସହିତ ଭାରତୀୟ ଦଳକୁ ଅଭ୍ୟାସ ପାଇଁ ଏକ ଓ୍ବାର୍ମଅପ୍‌ ମ୍ୟାଚ୍‌ ଦେବା ଦିଗରେ କାମ କରୁଛି ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି)। ଜୁଲାଇର ତୃତୀୟ ସପ୍ତାହରେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ...

ପତ୍ନୀଙ୍କ ଓଢ଼ଣୀକୁ ଧରି ଡ୍ୟାନ୍ସ କଲେ ବିରାଟ

ନୂଆଦିଲ୍ଲୀ,୨।୭: ଭାରତୀୟ କ୍ରିକେଟର ଅଧିନାୟକ ବିରାଟ କୋହଲି ଓ ବଲିଉଡ୍‌ ଅଭିନେତ୍ରୀ ଅନୁଷ୍ମା ଶର୍ମା ବେଷ୍ଟ କପଲ ଭାବେ ଜଣାଯାଏ। ଦୁହେଁ ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ ରହିଥାନ୍ତି। ପ୍ରାୟ ସମୟରେ ନିଜ କାର୍ଯ୍ୟକଳାପ ହେଉ କି ଫଟୋ ଓ...

ଧଓ୍ବନ ନେତୃତ୍ୱାଧୀନ ଟିମ୍‌କୁ ନେଇ ବୋର୍ଡ ଉପରେ ବର୍ଷିଲେ ରାଣାତୁଙ୍ଗା: କହିଲେ ‘ଏହା ଶ୍ରୀଲଙ୍କା କ୍ରିକେଟର ଅପମାନ’

କଲମ୍ବୋ,୨।୭: ଚଳିତ ମାସ ଶେଷରେ ହେବାକୁ ଥିବା ସୀମିତ ଓଭର ସିରିଜ ପାଇଁ ଶ୍ରୀଲଙ୍କାର ବିଶ୍ୱକପ୍‌ ବିଜେତା ଅଧିନାୟକ ଅର୍ଜୁନ ରାଣାତୁଙ୍ଗା ତାଙ୍କ ଦେଶର କ୍ରିକେଟ ବୋର୍ଡର ସମାଲୋଚନା କରିଛନ୍ତି। ସେ ନିଜର ବାସଭବନରେ ଗଣମାଧ୍ୟମକୁ କହିଛନ୍ତି, ଏହା ଦ୍ୱିତୀୟ...

ପୁରୁଣା ଭିଡିଓ ପୋଷ୍ଟ କରି ହାର୍ଦ୍ଦିକ କହିଲେ ‘ଯଦି ମୁଁ କରିପାରିଲି, ତେବେ କେହି ବି କରିପାରିବେ’; ଭାଇରାଲ ହେଉଛି…

ନୂଆଦିଲ୍ଲୀ,୨।୭: ଭାରତୀୟ କ୍ରିକେଟ ଟିମ୍‌ର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଗୁରୁବାର ସୋସିଆଲ ମିଡିଆରେ ନିଜର ଏକ ପୁରୁଣା ଭିଡିଓ ଶେୟାର କରିଛନ୍ତି। ଭିଡିଓଟି ୨୦୧୧ ର। ଏଥିରେ ସେ ଯୁବ ବ୍ୟାଟ୍ସମ୍ୟାନ ଭାବେ ଏକ ସ୍ଥାନୀୟ ଟୁର୍ନାମେଣ୍ଟରେ ଲମ୍ବା...

ଏକଦା ରାଗରେ ବ୍ୟାଟ୍‌ ଉଠାଇ ଅଷ୍ଟ୍ରେଲିୟ ବୋଲର୍‌ଙ୍କୁ ଧମକ ଦେଇଥିଲେ ସେହ୍ବାଗ; ମଇଦାନରେ ଦେଖିବାକୁ ମିଳିଥିଲା…

ନୂଆଦିଲ୍ଲୀ,୨।୭: ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବତନ ବିସ୍ଫୋରକ ଓପନର୍‌ ବିରେନ୍ଦ୍ର ସେହ୍ବାଗ ନିଜର ଆକ୍ରାମଣାତ୍ମକ ବ୍ୟାଟିଂ ପାଇଁ ଜଣାଶୁଣା। ପ୍ରଥମ ବଲ୍‌ରେ ଚଉକା ମାରି ସେ ବିରୋଧୀ ବୋଲରଙ୍କ ଉପରେ ଚାପ ପକାଉଥିଲେ। ପଡ଼ିଆରେ ବିପକ୍ଷ ଦଳର ଖେଳାଳିଙ୍କ ସହ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri